Isaiah 46:4 in Oriya

Oriya Oriya Bible Isaiah Isaiah 46 Isaiah 46:4

Isaiah 46:4
ତୁମ୍ଭର ଜନ୍ମ ସମୟରେ ଆମ୍ଭେ ବହନ କରିଥିଲୁ। ପୁଣି ବାର୍ଦ୍ଧକ୍ଯ ପର୍ୟ୍ଯନ୍ତ ତୁମ୍ଭକୁ ବହନ କରିବୁ। ପକ୍ବକେଶ ହବୋ ପର୍ୟ୍ଯନ୍ତ ଆମ୍ଭେ ବହନ କରିବୁ। କାରଣ ଆମ୍ଭେ ତୁମ୍ଭକୁ ସୃଷ୍ଟି କରିଛୁ। ତେଣୁ ଆମ୍ଭେ ବହନ କରିବା ଓ ତୁମ୍ଭକୁ ଉଦ୍ଧାର କରିବା।

Isaiah 46:3Isaiah 46Isaiah 46:5

Isaiah 46:4 in Other Translations

King James Version (KJV)
And even to your old age I am he; and even to hoar hairs will I carry you: I have made, and I will bear; even I will carry, and will deliver you.

American Standard Version (ASV)
and even to old age I am he, and even to hoar hairs will I carry `you'; I have made, and I will bear; yea, I will carry, and will deliver.

Bible in Basic English (BBE)
Even when you are old I will be the same, and when you are grey-haired I will take care of you: I will still be responsible for what I made; yes, I will take you and keep you safe.

Darby English Bible (DBY)
Even to old age, I [am] HE, and unto hoary hairs I will carry [you]: It is I that have made, and I will bear, and I will carry, and will deliver.

World English Bible (WEB)
and even to old age I am he, and even to gray hairs will I carry you. I have made, and I will bear; yes, I will carry, and will deliver.

Young's Literal Translation (YLT)
Even to old age I `am' He, and to grey hairs I carry, I made, and I bear, yea, I carry and deliver.

And
even
to
וְעַדwĕʿadveh-AD
your
old
age
זִקְנָה֙ziqnāhzeek-NA
I
אֲנִ֣יʾănîuh-NEE
he;
am
ה֔וּאhûʾhoo
and
even
to
וְעַדwĕʿadveh-AD
hoar
hairs
שֵיבָ֖הêbâay-VA
will
I
אֲנִ֣יʾănîuh-NEE
carry
אֶסְבֹּ֑לʾesbōles-BOLE
you:
I
אֲנִ֤יʾănîuh-NEE
have
made,
עָשִׂ֙יתִי֙ʿāśîtiyah-SEE-TEE
and
I
וַאֲנִ֣יwaʾănîva-uh-NEE
will
bear;
אֶשָּׂ֔אʾeśśāʾeh-SA
I
even
וַאֲנִ֥יwaʾănîva-uh-NEE
will
carry,
אֶסְבֹּ֖לʾesbōles-BOLE
and
will
deliver
וַאֲמַלֵּֽט׃waʾămallēṭva-uh-ma-LATE

Cross Reference

Psalm 71:18
ବର୍ତ୍ତମାନ ମୁଁ ବୃଦ୍ଧ ଓ ମାରେ ବାଳ ପାଚିୟାଇଛି। ମାେତେ ପରିତ୍ଯାଗ କର ନାହିଁ, ପରମେଶ୍ବର। ମାେ ସାଙ୍ଗରେ ରୁହ, ମୁଁ ୟପରେି ତୁମ୍ଭର ଶକ୍ତି ଏବଂ ମହାନତା ବିଷଯରେ ଭବିଷ୍ଯତ ବଂଶଧରଙ୍କ ଆଗରେ କହିପାରିବି।

Isaiah 43:13
ଆମ୍ଭେ ସର୍ବଦା ଅନନ୍ତ ପରମେଶ୍ବର ହାଇେ ରହିବୁ। ଆମ୍ଭେ ଯାହା କରିବୁ କହେି ତାହା ଅନ୍ୟଥା କରିପାରିବ ନାହିଁ। ଆମ୍ଭ ପରାକ୍ରମ ନିକଟରେ କହେି ହେଲେ ଅନ୍ୟଜଣକୁ ରକ୍ଷା କରିପାରିବ ନାହିଁ।

Romans 11:29
ପରମେଶ୍ବର ଯେଉଁମାନଙ୍କୁ ଡାକନ୍ତି ଓ ଯେଉଁ ଦାନଗୁଡିକ ଦିଅନ୍ତି; ସମାନଙ୍କେ ପ୍ରତି ପରମେଶ୍ବର ନିଜର ମନ କବେେ ହେଲେ ପରିବର୍ତ୍ତନ କରନ୍ତି ନାହିଁ।

Psalm 48:14
ଏହି ପରମେଶ୍ବର ହିଁ ଆମ୍ଭର ଚିରକାଳ ଲାଗି ପରମେଶ୍ବର ଅଟନ୍ତି। ସେ ଚିରକାଳ ଲାଗି ଆମ୍ଭକୁ ପଥ ପ୍ରଦର୍ଶନ କରିବେ।

James 1:17
ପ୍ରେତ୍ୟକକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ବରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ଯୋତିର୍ଗଣ ସୂର୍ୟ୍ଯ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆ ସେ। ପରମେଶ୍ବର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି।

Hebrews 1:12
ତୁମ୍ଭେ ଚାଦର ଭଳି ସହେିସବୁ ଗୁଡ଼ାଇବ ଓ ସମାନେେ ବସ୍ତ୍ର ଭଳି ପରିବର୍ତ୍ତିତ ହବେେ। କିନ୍ତୁ ତୁମ୍ଭେ କଦାପି ବଦଳିବ ନାହିଁ, ଓ ତୁମ୍ଭ ଜୀବନର ଶଷେ ହବେ ନାହିଁ।

Isaiah 41:4
କିଏ ଆଦ୍ଯରୁ ପୁରୁଷକୁ ପୁରୁଷ ଧରି ଏକ କାର୍ୟ୍ଯ ସାଧନ କରିଅଛି ? ଆମ୍ଭେ ସଦାପ୍ରଭୁ ଆଦି ଓ ଶଷେକାଳ ପର୍ୟ୍ଯନ୍ତ ସଙ୍ଗ ରେ ଥାଉ, ଆମ୍ଭେ ସହେି ଅଟୁ।

Psalm 92:14
ଏପରିକି ଯେତବେେଳେ ସମାନେେ ବୃଦ୍ଧ ହବେେ, ସେତବେେଳେ ମଧ୍ଯ ସମାନେେ ଫଳ ଉତ୍ପନ୍ନ କରିପାରିବେ। ସମାନେେ ସୁସ୍ଥ ରହିବେ ଏବଂ ସମାନଙ୍କେର ବହୁତ ପତ୍ର ରହିବ।

Hebrews 13:8
ଯୀଶୁଖ୍ରୀଷ୍ଟ ଗତକାଲି, ଆଜି ଓ ସବୁ ସମୟ ପାଇଁ ସମାନ ଅଟନ୍ତି।

Isaiah 43:25
ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ଯ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିୟାଏ। ମାରେ ଗାରିମାକୁ ରକ୍ଷା କରିବାକୁ ଏପରି କରେ।

Psalm 102:26
ପୃଥିବୀ ଓ ଆକାଶ ଦିନେ ଶଷେ ହବେ। କିନ୍ତୁ ତୁମ୍ଭେ ନିତ୍ଯ ବିରାଜିତ। ତାହାସବୁ ବସ୍ତ୍ରପରି ସେସବୁ ବଦଳାଇ ଦବେ।

Malachi 3:6
ଆମ୍ଭେ ସଦାପ୍ରଭୁ ଏବଂ ଆମ୍ଭେ ପରିବର୍ତ୍ତନ ହବୋ ନାହିଁ। ସେଥିପାଇଁ ତୁମ୍ଭେ ଯାକୁବର ବଂଶଧର ବିନାଶ ହାଇନୋହିଁ।

Malachi 2:16
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କୁହନ୍ତି! ଆମ୍ଭେ ଛାଡପତ୍ରକୁ ଘୃଣା କରୁ। ଏବଂ ଆମ୍ଭେ ମଧ୍ଯ ଲୋକମାନେ କରୁଥିବା ନିଷ୍ଠୁର କାର୍ୟ୍ଯକୁ ଘୃଣା କରୁ। ତେଣୁ ତୁମ୍ଭେ ଜାଗ୍ରତ ହୁଅ ଓ ଅବିଶ୍ବସ୍ତ ହୁଅ ନାହିଁ।