Base Word
שֵׂיבָה
Short Definitionold age
Long Definitionage, gray hair, hoary head, old age
Derivationfeminine of H7869
International Phonetic Alphabetɬei̯ˈbɔː
IPA modsei̯ˈvɑː
Syllableśêbâ
Dictionsay-BAW
Diction Modsay-VA
Usage(be) gray (grey hoar,-y) hairs (head,-ed), old age
Part of speechn-f

Genesis 15:15
ତଥାପି ତୁମ୍ଭ ନିମନ୍ତେ, ତୁମ୍ଭେ ଶାନ୍ତି ରେ ମରିବ ଏବଂ ତୁମ୍ଭର ପୂର୍ବପୁରୁଷଙ୍କ ସହିତ ମିଳିତ ହବେ ଏବଂ ତୁମ୍ଭେ ବହୁତ ବୃଦ୍ଧ ବଯସ ରେ କବର ପା୍ରପ୍ତ ହବେ।

Genesis 25:8
ଏହାପରେ ଅବ୍ରହାମ ଦୁର୍ବଳ ଦେଲେ ଓ ମୃତ୍ଯୁବରଣ କଲେ। ସେ ଅନକେ ବର୍ଷ ପର୍ୟ୍ଯନ୍ତ ବଞ୍ଚିଲେ। ସେ ଆପଣା ଲୋକମାନଙ୍କ ସହିତ କବର ପାଇଲେ।

Genesis 42:38
କିନ୍ତୁ ଯାକୁବ ତାଙ୍କୁ କହିଲେ, ମୁଁ ବିନ୍ଯାମୀନକୁ ତୁମ୍ଭ ସହିତ ଛାଡ଼ିବି ନାହିଁ। ତା'ର ଭାଇ ମରିୟାଇଛି। ସେ ଜଣେ କବଳେ ରହିୟାଇଛି। ଯଦି ସେ ତୁମ୍ଭ ସହିତ ମିଶରକୁ ୟାଏ ଏବଂ ରାସ୍ତା ରେ କିଛି ଗୋଟିଏ ହାଇୟୋଏ, ତବେେ ତୁମ୍ଭେ ମାେତେ ଶାେକରେ ମାରେ ଏହି ପକ୍ବ କେଶ ରେ କବରକୁ ପଠଇେ ଦବେ।

Genesis 44:29
ଯଦି ତୁମ୍ଭେ ମାରେ ଆର ପୁତ୍ରକୁ ମାେ ଠାରୁ ଦୂ ରଇେ ନିଅ। ଏବଂ ଯଦି ତା'ର କିଛି ହୁଏ, ତବେେ ମୁଁ ଦୁଃଖ ରେ ମରିୟିବି।'

Genesis 44:31
ଆମ୍ଭର ପିତା ଏକ ଦୁଃଖି ବୃଦ୍ଧ ଲୋକ, ସେ ଯେତବେେଳେ ଦେଖିବେ ବିନ୍ଯାମୀନ ଆମ୍ଭ ସହିତ ନାହିଁ। ଏବଂ ଏହା ଆମ୍ଭର ଦୋଷ ହବେ। ଆମ୍ଭ ଯୋଗୁଁ ସେ ଦୁଃଖି ମଣିଷ ପରି ମୃତ୍ଯୁବରଣ କରିବେ।

Leviticus 19:32
ବୃଦ୍ଧ ଲୋକଙ୍କୁ ସମ୍ମାନ ଦିଅ। ସମାନେେ ତୁମ୍ଭ ପାଖକୁ ଆସିଲେ ଛିଡା ହାଇୟୋଅ, ଛିଡା ହାଇେ ଥିଲେ ତାଙ୍କୁ ସମାଦର କରିବ। ତୁମ୍ଭମାନେେ ତୁମ୍ଭମାନଙ୍କର ପରମେଶ୍ବରଙ୍କୁ ଭୟ କରିବା ଉଚିତ୍। ମୁଁ ନିତ୍ଯ ସଦାପ୍ରଭୁ ଅଟେ।

Deuteronomy 32:25
ରାସ୍ତା ରେ ସୈନ୍ଯମାନେ ସମାନଙ୍କେୁ ହତ୍ଯା କରିବେ। ସମାନଙ୍କେ ଗୃହ ରେ ଭୟଙ୍କର କାର୍ୟ୍ଯମାନ ହବେ। ସୈନ୍ଯମାନେ ୟକ୍ସ୍ଟବକ ଓ ୟକ୍ସ୍ଟବତୀମାନଙ୍କୁ ହତ୍ଯା କରିବେ। ସମାନେେ ବକ୍ସ୍ଟଢା ଓ ପିଲାମାନଙ୍କୁ ହତ୍ଯା କରିବେ।

Judges 8:32
ୟୋଯାଶର ପକ୍ସ୍ଟତ୍ର ଗିଦ୍ଦିୟୋନ ଅତ୍ଯଧିକ ବାର୍ଦ୍ଧକ୍ଯ ରେ ପହଞ୍ଚି ମୃତକ୍ସ୍ଟ୍ଯ ବରଣ କଲେ। ଅବୀଯେଷ୍ରୀଯମାନଙ୍କ ଅଫ୍ରାର ସହର ରେ ତାଙ୍କ ପିତା ଯୋୟାଶର ନିଜର କବର ରେ ଗିଦ୍ଦିୟୋନକକ୍ସ୍ଟ କବର ଦିଆଗଲା।

Ruth 4:15
ବୃଦ୍ଧାବସ୍ଥା ରେ ସେ ତୁମ୍ଭକୁ ସାନ୍ତ୍ବନା ଦବେ ଓ ତୁମ୍ଭକୁ ପ୍ରତିପାଳନ କରିବ। ତୁମ୍ଭର ବୋହୂ ସାତଟି ପକ୍ସ୍ଟତ୍ର ଅପେକ୍ଷା ତୁମ୍ଭକୁ ଅଧିକ ପ୍ ରମେ କରିବ।

1 Kings 2:6
ମାତ୍ର ବର୍ତ୍ତମାନ ତୁମ୍ଭେ ରାଜା। ତେଣୁ ତୁମ୍ଭେ ଆପଣା ଜ୍ଞାନ ଅନୁସାରେ ତାହା ପ୍ରତି ବ୍ଯବହାର କର ଓ ତାହାର ବୃଦ୍ଧାବସ୍ଥା ତାକୁ ଶାନ୍ତି ରେ ମରିବାକୁ ଦିଅ ନାହିଁ।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்