Isaiah 33:19 in Oriya

Oriya Oriya Bible Isaiah Isaiah 33 Isaiah 33:19

Isaiah 33:19
ସହେି ଦୂରନ୍ତ ଜାତିଗଣ ଯେଉଁମାନଙ୍କର ଗଭୀର ଭାଷା ତୁମ୍ଭେ ଜାଣିପାରିଲ ନାହିଁ ଓ ଯେଉଁମାନଙ୍କର ବିଦେଶୀଯ ଭାଷାର ଗଭୀରତା ତୁମ୍ଭେ ବୁଝି ପାରିଲ ନାହିଁ, ସହେି ଗୋଷ୍ଠୀକୁ ଆଉ ଦେଖିବ ନାହିଁ।'

Isaiah 33:18Isaiah 33Isaiah 33:20

Isaiah 33:19 in Other Translations

King James Version (KJV)
Thou shalt not see a fierce people, a people of a deeper speech than thou canst perceive; of a stammering tongue, that thou canst not understand.

American Standard Version (ASV)
Thou shalt not see the fierce people, a people of a deep speech that thou canst not comprehend, of a strange tongue that thou canst not understand.

Bible in Basic English (BBE)
Never again will you see the cruel people, a people whose tongue has no sense for you; whose language is strange to you.

Darby English Bible (DBY)
Thou shalt no more see the fierce people, a people of a deeper speech than thou canst comprehend, of a stammering tongue that cannot be understood.

World English Bible (WEB)
You shall not see the fierce people, a people of a deep speech that you can not comprehend, of a strange language that you can not understand.

Young's Literal Translation (YLT)
The strong people thou seest not, A people deeper of lip than to be understood, Of a scorned tongue, there is no understanding.

Thou
shalt
not
אֶתʾetet
see
עַ֥םʿamam

נוֹעָ֖זnôʿāznoh-AZ
fierce
a
לֹ֣אlōʾloh
people,
תִרְאֶ֑הtirʾeteer-EH
a
people
עַ֣םʿamam
of
a
deeper
עִמְקֵ֤יʿimqêeem-KAY
speech
שָׂפָה֙śāpāhsa-FA
than
thou
canst
perceive;
מִשְּׁמ֔וֹעַmiššĕmôaʿmee-sheh-MOH-ah
stammering
a
of
נִלְעַ֥גnilʿagneel-Aɡ
tongue,
לָשׁ֖וֹןlāšônla-SHONE
that
thou
canst
not
אֵ֥יןʾênane
understand.
בִּינָֽה׃bînâbee-NA

Cross Reference

Isaiah 28:11
ସଦାପ୍ରଭୁ ଅଦ୍ଭୁତ ସ୍ବର ରେ ଓ ଅନ୍ୟ ଭାଷା ରେ ଲୋକମାନଙ୍କୁ କଥା କହିବେ।

Deuteronomy 28:49
ସଦାପ୍ରଭୁ ତକ୍ସ୍ଟମ୍ଭପାଇଁ ଦୂରରକ୍ସ୍ଟ ଅନ୍ୟ ଏକ ଜାତି ଆଣିବେ, ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ସମାନେେ ୟକ୍ସ୍ଟଦ୍ଧ କରିବେ। ତୁମ୍ଭେ ସମାନଙ୍କେର ଭାଷା ବକ୍ସ୍ଟଝିପାରିବ ନାହିଁ। ସମାନେେ ଖକ୍ସ୍ଟବ୍ଶିଘ୍ର ଆସିବେ। ଯେପରି ଆକାଶରକ୍ସ୍ଟ ବାଜପକ୍ଷୀ ଓହ୍ଲାଇଲା ପରି ।

Jeremiah 5:15
ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ବଂଶ, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା ସେ ଏକ ବଳବାନ୍ ଗୋଷ୍ଠୀ ଓ ପ୍ରାଚୀନ ଗୋଷ୍ଠୀ। ସେ ଗୋଷ୍ଠୀର ଭାଷା ତୁମ୍ଭମାନେେ ଜାଣ ନାହିଁ। ଆଉ ସମାନଙ୍କେର କଥା ତୁମ୍ଭମାନେେ ବୁଝିପାରିବ ନାହିଁ।

2 Kings 19:32
ତେଣୁ ସଦାପ୍ରଭୁ ଅଶୂରୀଯ ରାଜା ବିଷଯ ରେ ଏହି କଥା କୁହନ୍ତି। ସେ ଏହି ନଗରକୁ ନଗର ରେ ତୀର ନିକ୍ଷପେ କରିବ ନାହିଁ। ସେ ଏହି ନଗର ବିରୁଦ୍ଧ ରେ ଢାଳ ଧରି ଆସିବ ନାହିଁ। ସେ ଏହି ନଗରକୁ ଆକ୍ରମଣ କରିବାକୁ ଗଡାଣିଆ ମଞ୍ଚ ନିର୍ମାଣ କରିବ ନାହିଁ।

Ezekiel 3:5
ଆମ୍ଭେ ତୁମ୍ଭକୁ କୌଣସି ବିଦେଶୀଯ ନିକଟକୁ ପଠାଉ ନାହୁଁ। ଯାହା ଫଳ ରେ ତୁମ୍ଭକୁ ତାଙ୍କ ଭାଷା ବୁଝିବା କଷ୍ଟ ହବେ। ଆମ୍ଭେ ତୁମ୍ଭକୁ ଇଶ୍ରାୟେଲ ବଂଶ ନିକଟକୁ ପଠାଉଅଛି।

Exodus 14:13
କିନ୍ତୁ ମାଶାେ ସମାନଙ୍କେୁ କହିଲେ, ଭୟ କର ନାହିଁ। ଦୌଡି ପଳାଇବାର ଆବଶ୍ଯକ ନାହିଁ। ଏହିଠା ରେ ଧିରସ୍ଥିର ହାଇେ ଛିଡା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜି ରକ୍ଷା କରିବେ। ତୁମ୍ଭମାନେେ ମିଶରବାସୀମାନଙ୍କୁ ଆଉ ପୁନ୍ନରାଯ ଦେଖିବ ନାହିଁ।

1 Corinthians 14:21
ଶାସ୍ତ୍ର ରେ ଲଖାେଅଛି :