Base Word
שָׂפָה
Short Definitionthe lip (as a natural boundary); by implication, language; by analogy, a margin (of a vessel, water, cloth, etc.)
Long Definitionlip, language, speech, shore, bank, brink, brim, side, edge, border, binding
Derivationor (in dual and plural) שֶׂפֶת; probably from H5595 or H8192 through the idea of termination (compare H5490)
International Phonetic Alphabetɬɔːˈpɔː
IPA modsɑːˈfɑː
Syllableśāpâ
Dictionsaw-PAW
Diction Modsa-FA
Usageband, bank, binding, border, brim, brink, edge, language, lip, prating, (sea-)shore, side, speech, talk, (vain) words
Part of speechn-f

Genesis 11:1
ବନ୍ଯାପରେ ପୃଥିବୀ ରେ ଏକ ପ୍ରକାର ଭାଷା କହୁଥିଲେ। ସମସ୍ତ ଲୋକ ଏକ ପ୍ରକାର ଶବ୍ଦ ବ୍ଯବହାର କରୁଥିଲେ।

Genesis 11:6
ସଦାପ୍ରଭୁ କହିଲେ, ଏହି ସମସ୍ତ ଲୋକ ଏକ ଓ ସମାନଙ୍କେର ଭାଷା ଏକ, ସମାନେେ ଏହି କାମ କରିବାକୁ ଏକତ୍ରିତ ହାଇେଛନ୍ତି। ଏହା ତାଙ୍କର ଆରମ୍ଭ ମାତ୍ର। ସମାନେେ ଯେତବେେଳେ ଯାହା ଚ଼ାହିଁବେ ତାହା କରିବେ।

Genesis 11:7
ତେଣୁ ଆସ ତଳକୁ ୟିବା ଏବଂ ସମାନଙ୍କେ ମଧିଅରେ ବିଭିନ୍ନ ଭାଷା ତିଆରି କରିବା। ତେଣୁ ସମାନେେ ପରସ୍ପର ଭାଷା ବୁଝିପାରିବେ ନାହିଁ।

Genesis 11:7
ତେଣୁ ଆସ ତଳକୁ ୟିବା ଏବଂ ସମାନଙ୍କେ ମଧିଅରେ ବିଭିନ୍ନ ଭାଷା ତିଆରି କରିବା। ତେଣୁ ସମାନେେ ପରସ୍ପର ଭାଷା ବୁଝିପାରିବେ ନାହିଁ।

Genesis 11:9
ସହେି ସ୍ଥାନର ନାମ ବାବିଲ୍ ହେଲା। ଯେ ହତେୁ ସତାପ୍ରଭୁ ସେସ୍ଥାନ ରେ ସମସ୍ତ ପୃଥିବୀର ଭାଷା ରେ ଭଦେ ଜନ୍ମାଇଲେ ଏବଂ ସେସ୍ଥାନରୁ ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରାଇଲେ।

Genesis 22:17
ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ଯ ଓ ସମୁଦ୍ର କୂଳର ଅସଂଖ୍ଯ ବାଲି ତୁଲ୍ଯ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସହେି ସହର ରେ ବାସକରିବ।

Genesis 41:3
ପୁଣି ସାତଟି ଦୁର୍ବଳ, ରୁଗ୍ଣ ଦଖାଯାେଉଥିବା ଗାଈ ନଦୀ ମଧ୍ଯରୁ ବାହରିଲେ। ଏବଂ ନଦୀ କୂଳ ରେ ସହେି ସ୍ବାସ୍ଥ୍ଯବାନ ଗାଈମାନଙ୍କ ପାଖ ରେ ଛିଡ଼ା ହେଲେ। କିନ୍ତୁ ସହେି ଗାଈଗୁଡ଼ିକ ଦୁର୍ବଳ ଓ ରୋଗୀଣା ଥିଲେ।

Genesis 41:17
ଏହାପରେ ଫାରୋ ଯୋଷଫଙ୍କେୁ କହିଲେ, ମୁଁ ସ୍ବପ୍ନ ରେ ଦେଖିଲି ମୁଁ ନୀଳ ନଦୀ କୂଳ ରେ ଛିଡ଼ା ହାଇେଥିଲି।

Exodus 2:3
ଯେତବେେଳେ ସେ (ସ୍ତ୍ରୀ) ତାକୁ ଦୀର୍ଘ ସମୟ ଲୁଚାଇ ପାରିଲା ନାହିଁ, ସେସ ଏକ ଟୋକଇେ ତିଆରି କରି ତଲେ ଓ ରାଳ ଲପନେ କଲା। ସେ ସହେି ବାଳକଟିକୁ ଟୋକଇେ ରେ ରଖିଲା ଏବଂ ନଦୀ ରେ ନଳବନ ମଝି ରେ ରଖିଲା।

Exodus 6:12
କିନ୍ତୁ ମାଶାେ ଉତ୍ତର ଦେଲେ, ଇଶ୍ରାୟେଲ ସନ୍ତାନଗଣ ମାରେ କଥାକୁ କର୍ଣ୍ଣପାତ କରି ନାହାଁନ୍ତି। ତେଣୁ ଫାରୋ ମାରେ କଥାକୁ କର୍ଣ୍ଣପାତ କରିବେ ନାହିଁ। ମୁଁ ଜଣେ ଅତି ମନ୍ଦ ବକ୍ତା।

Occurences : 175

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்