Isaiah 32
1 ଦେଖ, ଜଣେ ରାଜା ଧର୍ମାନୁସା ରେ ରାଜତ୍ବ କରିବେ ଓ ଅଧିପତିଗଣ ନ୍ଯାଯ ରେ ଶାସନ କରିବେ।
2 ଯଦି ଏହା ଘଟିବ, ତବେେ ସହେି ମାନବ ବତାସରୁ ଆଶ୍ରଯସ୍ଥାନ ଓ ଝଡ଼ ବର୍ଷାରୁ ଆଶ୍ରଯ, ଶୁଷ୍କ ଭୂମିରେ ଜଳଷୋର୍ତ ଓ ଉତ୍ତପ୍ତ ଭୂମିରେ ଶୀତଳ ଛାଯା ପ୍ରଦାୟକ ଶୈଳ ସଦୃଶ ହବେ।
3 ପୁଣି ଦର୍ଶକମାନଙ୍କର ଚକ୍ଷୁ ମୁଦ୍ରିତ ହବେ ନାହିଁ ଓ ଶ୍ରୋତାମାନଙ୍କର କର୍ଣ୍ଣ ଅବଧାନ କରିବ।
4 ଦ୍ବନ୍ଦ ରେ ପଡ଼ିଥିବା ବ୍ଯକ୍ତି ଜ୍ଞାନ ଲାଭ କରିବେ। ନିର୍ବୀକମାନେ ସ୍ପଷ୍ଟ କଥା କହିବେ।
5 ନିର୍ବୋଧମାନେ ମହାତ୍ମା ଓ ଖଳଲୋକ ଉଦାର ବୋଲି ପ୍ରସିଦ୍ଧ ହବେେ ନାହିଁ।
6 କାରଣ ଜଣେ ମୃତ ନିର୍ବୋଧ କଥା କହିବ ଓ ତାହାର ହୃଦଯ ରେ ଅଧର୍ମ କଥା କଳ୍ପନା କରିବ। ସେ ସର୍ବଦା ଭ୍ରାନ୍ତିମୂଳକ କାର୍ୟ୍ଯ କରିବ ସେ ସଦାପ୍ରଭୁଙ୍କ ପ୍ରତିକୂଳ ରେ ମନ୍ଦକଥା କହିବ। ସେ କ୍ଷୁଧିତକୁ ଖାଦ୍ୟ ଦବେ ନାହିଁ କି ତୃଷିତକୁ ଜଳଦାନ କରିବ ନାହିଁ।
7 ଆଉ ମଧ୍ଯ ଖଳ ଲୋକର ଉପାଯ ସବୁ ମନ୍ଦ। ସେ ଦରିଦ୍ରଠାରୁ ସମସ୍ତ ଅପହରଣ କରିବାକୁ ଯୋଜନା କଲେ। ସେ ଦରିଦ୍ର ଲୋକମାନଙ୍କୁ ମିଥ୍ଯା ଅଭିଯୋଗ ସାହାୟ୍ଯ ରେ ଧ୍ବଂସ କରିବାକୁ ଶପଥ ନିଏ, ଯଦିବା ସେତବେେଳେ ସହେି ଦରିଦ୍ର ଲୋକ ଯାହା କ ହେ, ତାହା ସଠିକ୍।
8 ମାତ୍ର ଜଣେ ମହାତ୍ମା ଉତ୍ତମ କଥା କଳ୍ପନା କରେ ଓ ସହେି ଉତ୍ତମ ଆଚରଣ ରେ ସେ ସ୍ଥିର ରହେ।
1 Behold, a king shall reign in righteousness, and princes shall rule in judgment.
2 And a man shall be as an hiding place from the wind, and a covert from the tempest; as rivers of water in a dry place, as the shadow of a great rock in a weary land.
3 And the eyes of them that see shall not be dim, and the ears of them that hear shall hearken.
4 The heart also of the rash shall understand knowledge, and the tongue of the stammerers shall be ready to speak plainly.
5 The vile person shall be no more called liberal, nor the churl said to be bountiful.
6 For the vile person will speak villany, and his heart will work iniquity, to practise hypocrisy, and to utter error against the Lord, to make empty the soul of the hungry, and he will cause the drink of the thirsty to fail.
7 The instruments also of the churl are evil: he deviseth wicked devices to destroy the poor with lying words, even when the needy speaketh right.
8 But the liberal deviseth liberal things; and by liberal things shall he stand.
Isaiah 32 in Tamil and English
1 ଦେଖ, ଜଣେ ରାଜା ଧର୍ମାନୁସା ରେ ରାଜତ୍ବ କରିବେ ଓ ଅଧିପତିଗଣ ନ୍ଯାଯ ରେ ଶାସନ କରିବେ।
Behold, a king shall reign in righteousness, and princes shall rule in judgment.
2 ଯଦି ଏହା ଘଟିବ, ତବେେ ସହେି ମାନବ ବତାସରୁ ଆଶ୍ରଯସ୍ଥାନ ଓ ଝଡ଼ ବର୍ଷାରୁ ଆଶ୍ରଯ, ଶୁଷ୍କ ଭୂମିରେ ଜଳଷୋର୍ତ ଓ ଉତ୍ତପ୍ତ ଭୂମିରେ ଶୀତଳ ଛାଯା ପ୍ରଦାୟକ ଶୈଳ ସଦୃଶ ହବେ।
And a man shall be as an hiding place from the wind, and a covert from the tempest; as rivers of water in a dry place, as the shadow of a great rock in a weary land.
3 ପୁଣି ଦର୍ଶକମାନଙ୍କର ଚକ୍ଷୁ ମୁଦ୍ରିତ ହବେ ନାହିଁ ଓ ଶ୍ରୋତାମାନଙ୍କର କର୍ଣ୍ଣ ଅବଧାନ କରିବ।
And the eyes of them that see shall not be dim, and the ears of them that hear shall hearken.
4 ଦ୍ବନ୍ଦ ରେ ପଡ଼ିଥିବା ବ୍ଯକ୍ତି ଜ୍ଞାନ ଲାଭ କରିବେ। ନିର୍ବୀକମାନେ ସ୍ପଷ୍ଟ କଥା କହିବେ।
The heart also of the rash shall understand knowledge, and the tongue of the stammerers shall be ready to speak plainly.
5 ନିର୍ବୋଧମାନେ ମହାତ୍ମା ଓ ଖଳଲୋକ ଉଦାର ବୋଲି ପ୍ରସିଦ୍ଧ ହବେେ ନାହିଁ।
The vile person shall be no more called liberal, nor the churl said to be bountiful.
6 କାରଣ ଜଣେ ମୃତ ନିର୍ବୋଧ କଥା କହିବ ଓ ତାହାର ହୃଦଯ ରେ ଅଧର୍ମ କଥା କଳ୍ପନା କରିବ। ସେ ସର୍ବଦା ଭ୍ରାନ୍ତିମୂଳକ କାର୍ୟ୍ଯ କରିବ ସେ ସଦାପ୍ରଭୁଙ୍କ ପ୍ରତିକୂଳ ରେ ମନ୍ଦକଥା କହିବ। ସେ କ୍ଷୁଧିତକୁ ଖାଦ୍ୟ ଦବେ ନାହିଁ କି ତୃଷିତକୁ ଜଳଦାନ କରିବ ନାହିଁ।
For the vile person will speak villany, and his heart will work iniquity, to practise hypocrisy, and to utter error against the Lord, to make empty the soul of the hungry, and he will cause the drink of the thirsty to fail.
7 ଆଉ ମଧ୍ଯ ଖଳ ଲୋକର ଉପାଯ ସବୁ ମନ୍ଦ। ସେ ଦରିଦ୍ରଠାରୁ ସମସ୍ତ ଅପହରଣ କରିବାକୁ ଯୋଜନା କଲେ। ସେ ଦରିଦ୍ର ଲୋକମାନଙ୍କୁ ମିଥ୍ଯା ଅଭିଯୋଗ ସାହାୟ୍ଯ ରେ ଧ୍ବଂସ କରିବାକୁ ଶପଥ ନିଏ, ଯଦିବା ସେତବେେଳେ ସହେି ଦରିଦ୍ର ଲୋକ ଯାହା କ ହେ, ତାହା ସଠିକ୍।
The instruments also of the churl are evil: he deviseth wicked devices to destroy the poor with lying words, even when the needy speaketh right.
8 ମାତ୍ର ଜଣେ ମହାତ୍ମା ଉତ୍ତମ କଥା କଳ୍ପନା କରେ ଓ ସହେି ଉତ୍ତମ ଆଚରଣ ରେ ସେ ସ୍ଥିର ରହେ।
But the liberal deviseth liberal things; and by liberal things shall he stand.