Isaiah 30

fullscreen1 ସଦାପ୍ରଭୁ କହିଲେ, ଏହି ବିଦ୍ରୋହୀ ସନ୍ତାନଗଣଙ୍କୁ ଦେଖ। ସମାନେେ ମନ୍ତ୍ରଣା କରନ୍ତି ମାତ୍ର ସାହାୟ୍ଯ ଚାହାଁନ୍ତି ନାହିଁ। ସମାନେେ ପାପ ଉପ ରେ ପାପ କରି ଚାଲନ୍ତି ମାତ୍ର ମାରେ ଆତ୍ମା ଦ୍ବାରା ନୁହେଁ। ତେଣୁ ସମାନେେ ସନ୍ତାପର ପାତ୍ର।

fullscreen2 ଏହି ସନ୍ତାନଗଣ ମାେତେ ନ ପଚାରି ଫାରୋଙ୍କ ବଳ ରେ ବଳୀଯାନ ହବୋକୁ ଓ ମିଶର ରେ ଆଶ୍ରଯ ନବୋକୁ ମିଶର ୟାତ୍ରା କରନ୍ତି।

fullscreen3 ମାତ୍ର ଫାରୋର ବଳ ତୁମ୍ଭମାନଙ୍କୁ ସୁରକ୍ଷା ଦଇପୋରିବ ନାହିଁ କି ମିଶର ତୁମ୍ଭମାନଙ୍କୁ ଆଶ୍ରଯ ଦଇପୋରିବ ନାହିଁ।

fullscreen4 କାରଣ ତୁମ୍ଭମାନଙ୍କର ଅଧିପତିଗଣ ସୋଯନ ରେ ଅଛନ୍ତି ଓ ତୁମ୍ଭର ରାଜଦୂତଗଣ ହାନଷେକୁ ଆସିଛନ୍ତି।

fullscreen5 ସମାନେେ ହତାଶ ହବେେ କାରଣ ଯେଉଁ ବ୍ଯକ୍ତିମାନଙ୍କ ଉପ ରେ ସମାନେେ ସାହାୟ୍ଯ ପାଇଁ ବିଶ୍ବାସ କରିବେ, ସମାନେେ ସାହାୟ୍ଯ କରିବେ ନାହିଁ। ସମାନେେ ଲଜ୍ଜା ଏବଂ କଳଙ୍କ ପାଇବେ।'

1 Woe to the rebellious children, saith the Lord, that take counsel, but not of me; and that cover with a covering, but not of my spirit, that they may add sin to sin:

2 That walk to go down into Egypt, and have not asked at my mouth; to strengthen themselves in the strength of Pharaoh, and to trust in the shadow of Egypt!

3 Therefore shall the strength of Pharaoh be your shame, and the trust in the shadow of Egypt your confusion.

4 For his princes were at Zoan, and his ambassadors came to Hanes.

5 They were all ashamed of a people that could not profit them, nor be an help nor profit, but a shame, and also a reproach.

Isaiah 30 in Tamil and English

1 ସଦାପ୍ରଭୁ କହିଲେ, ଏହି ବିଦ୍ରୋହୀ ସନ୍ତାନଗଣଙ୍କୁ ଦେଖ। ସମାନେେ ମନ୍ତ୍ରଣା କରନ୍ତି ମାତ୍ର ସାହାୟ୍ଯ ଚାହାଁନ୍ତି ନାହିଁ। ସମାନେେ ପାପ ଉପ ରେ ପାପ କରି ଚାଲନ୍ତି ମାତ୍ର ମାରେ ଆତ୍ମା ଦ୍ବାରା ନୁହେଁ। ତେଣୁ ସମାନେେ ସନ୍ତାପର ପାତ୍ର।
Woe to the rebellious children, saith the Lord, that take counsel, but not of me; and that cover with a covering, but not of my spirit, that they may add sin to sin:

2 ଏହି ସନ୍ତାନଗଣ ମାେତେ ନ ପଚାରି ଫାରୋଙ୍କ ବଳ ରେ ବଳୀଯାନ ହବୋକୁ ଓ ମିଶର ରେ ଆଶ୍ରଯ ନବୋକୁ ମିଶର ୟାତ୍ରା କରନ୍ତି।
That walk to go down into Egypt, and have not asked at my mouth; to strengthen themselves in the strength of Pharaoh, and to trust in the shadow of Egypt!

3 ମାତ୍ର ଫାରୋର ବଳ ତୁମ୍ଭମାନଙ୍କୁ ସୁରକ୍ଷା ଦଇପୋରିବ ନାହିଁ କି ମିଶର ତୁମ୍ଭମାନଙ୍କୁ ଆଶ୍ରଯ ଦଇପୋରିବ ନାହିଁ।
Therefore shall the strength of Pharaoh be your shame, and the trust in the shadow of Egypt your confusion.

4 କାରଣ ତୁମ୍ଭମାନଙ୍କର ଅଧିପତିଗଣ ସୋଯନ ରେ ଅଛନ୍ତି ଓ ତୁମ୍ଭର ରାଜଦୂତଗଣ ହାନଷେକୁ ଆସିଛନ୍ତି।
For his princes were at Zoan, and his ambassadors came to Hanes.

5 ସମାନେେ ହତାଶ ହବେେ କାରଣ ଯେଉଁ ବ୍ଯକ୍ତିମାନଙ୍କ ଉପ ରେ ସମାନେେ ସାହାୟ୍ଯ ପାଇଁ ବିଶ୍ବାସ କରିବେ, ସମାନେେ ସାହାୟ୍ଯ କରିବେ ନାହିଁ। ସମାନେେ ଲଜ୍ଜା ଏବଂ କଳଙ୍କ ପାଇବେ।'
They were all ashamed of a people that could not profit them, nor be an help nor profit, but a shame, and also a reproach.