Isaiah 23:1 ସୋର ବିଷଯ ରେ ଏକ ଦୁଃଖ ବାର୍ତ୍ତା : ହେ ତର୍ଶୀଶର ଜାହାଜ ସକଳ, ତୁମ୍ଭମାନେେ ହାହାକାର କର। କାରଣ ତୁମ୍ଭର ପୋତାଶ୍ରଯ ସମ୍ପୂର୍ଣ୍ଣ ନଷ୍ଟ ହାଇୟୋଇଛି। କିତ୍ତୀମ ଦେଶରୁ ଆସୁଥିବା ଲୋକମାନଙ୍କ ପ୍ରତି ଏହି ବାର୍ତ୍ତା ଥିଲା।
Isaiah 23:1 in Other Translations
King James Version (KJV) The burden of Tyre. Howl, ye ships of Tarshish; for it is laid waste, so that there is no house, no entering in: from the land of Chittim it is revealed to them.
American Standard Version (ASV) The burden of Tyre. Howl, ye ships of Tarshish; for it is laid waste, so that there is no house, no entering in: from the land of Kittim it is revealed to them.
Bible in Basic English (BBE) The word about Tyre. Let a cry of sorrow go up, O ships of Tarshish, because your strong place is made waste; on the way back from the land of Kittim the news is given to them.
Darby English Bible (DBY) The burden of Tyre. Howl, ye ships of Tarshish! for it is laid waste, so that there is no house, none entering in. From the land of Chittim it is revealed to them.
World English Bible (WEB) The burden of Tyre. Howl, you ships of Tarshish; for it is laid waste, so that there is no house, no entering in: from the land of Kittim it is revealed to them.
Young's Literal Translation (YLT) The Burden of Tyre. Howl, ye ships of Tarshish, For it hath been destroyed, Without house, without entrance, From the land of Chittim it was revealed to them.
Read Full Chapter :
Isaiah 23
Cross Reference
ଯୋୟେଲ 3:4
ଏପରିକି, ହେ ସୋର, ସୀଦୋନ ଓ ପଲେଷ୍ଟୀୟର ସକଳ ଅଞ୍ଚଳ, ତୁମ୍ଭମାନେେ ଆମ୍ଭ ପ୍ରତି କିଛି ନୁହଁ। ଆମ୍ଭେ କିଛି କଲେ ତୁମ୍ଭମାନେେ ଆମ୍ଭଙ୍କୁ ଦଣ୍ତ ଦଇେ ପାରିବ କି? କିନ୍ତୁ ଆମ୍ଭେ ଖୁବ୍ ଶୀଘ୍ର ତୁମ୍ଭମାନଙ୍କୁ ଦଣ୍ତ ଦବୋ।
ଆଦି ପୁସ୍ତକ 10:4
ପୁଣି ଇଲୀଶା, ତର୍ଶୀଶ, କିତ୍ତୀମ ଓ ଦୋଦାନୀମ ଏମାନେ ୟବନର ସନ୍ତାନ ଥିଲେ।
ଯିଶାଇୟ 2:16
ପୁଣି ସହେି ଅହଙ୍କାରୀଗଣ ତର୍ଶୀଶର ବିଭିନ୍ନ ପଦାର୍ଥ ରେ ପରିପୂର୍ଣ୍ଣ ଜାହାଜ ସଦୃଶ ମହାନ୍ ହବେେ। ମାତ୍ର ପରମେଶ୍ବର ସମାନଙ୍କେୁ ଦଣ୍ଡ ଦବେେ।
ଯିରିମିୟ 25:22
ଆଉ ସୋରର ସମସ୍ତ ରାଜାଙ୍କୁ, ସୀଦୋନର ସମସ୍ତ ରାଜାଙ୍କୁ ଓ ସମୁଦ୍ରପାରସ୍ଥ ଦ୍ବୀପର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି।
ଯିରିମିୟ 47:4
ଏହା ସମସ୍ତ ପଲେଷ୍ଟୀୟମାନଙ୍କର ଧ୍ବଂସର ସମୟ, ସୋର ଓ ସୀଦୋନର ସହକାରୀ ପ୍ରେତ୍ୟକକ ଅବଶିଷ୍ଟ ଲୋକଙ୍କୁ ଉଚ୍ଛନ୍ନ କରିବାର ସମୟ ଆସୁଅଛି। ଯେ ହତେୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର ଓ କପ୍ତୋର ଦ୍ବୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ବ ହରଣ କରିବେ।
ଆମୋଷ 1:9
ସଦାପ୍ରଭୁ ଏହିକଥା କୁହନ୍ତି: ଆମ୍ଭେ ନିଶ୍ଚିତ ସୋରର ଲୋକମାନଙ୍କୁ ଦଣ୍ତ ଦବୋ କାରଣ ସମାନେେ ବହୁ ଅପରାଧ କରିଥିଲେ। ଆଉ ମଧ୍ଯ ସମାନେେ ସମଗ୍ର ଜାତିକୁ ନଇଗେଲେଏବଂ ସମାନଙ୍କେୁ କ୍ରୀତଦାସ ରୂପେ ଇଦୋମକୁ ପ୍ ରରଣେ କରିଥିଲେ। ସମାନେେ ଇଶ୍ରାୟେଲୀୟମାନଙ୍କ ସହିତ ବନ୍ଧୁତ୍ବ ଚୁକ୍ତିକୁ ମନେ ପକାଇ ନଥିଲେ।
ପ୍ରଥମ ରାଜାବଳୀ 22:48
ଯିହାଶାଫେଟ୍ ଓଫୀରକୁ ୟାଇ ସୁନା ଆଣିବା ସକାେଶ ତର୍ଶୀଶର କେତକେ ବାଣିଜ୍ଯ ପୋତ ନିର୍ମାଣ କଲେ, ମାତ୍ର ସେ ସବୁ ଗଲାନାହିଁ କାରଣ ସହେି ଜାହାଜଗୁଡିକ ଇତ୍ସିୟୋନ୍ଗବରେ ରେ ଭାଙ୍ଗିଗଲା।
ଯିଶାଇୟ 23:12
ସଦାପ୍ରଭୁ କୁହନ୍ତି, ହେ ଉତ୍ପୀଡ଼ନ କରୁଥିବା ସୀଦୋନର କୁଆଁରୀକନ୍ଯା, ତୁମ୍ଭେ ଆନନ୍ଦ କର ନାହିଁ କାରଣ ତୁମ୍ଭେ ଧ୍ବଂସ ହବେ। ମାତ୍ର ତୁମ୍ଭେ କିତ୍ତୀମକୁ ଗଲେ ମଧ୍ଯ, ସଠାେ ରେ ତୁମ୍ଭେ ବିଶ୍ରାମ ପାଇବ ନାହିଁ।'
ଯିରିମିୟ 2:10
ସାଗର ପାର ହାଇେ କିର୍ତ୍ତୀଯମାନଙ୍କର ଦ୍ବୀପ ସମୂହକୁ ୟାଅ। ଆଉ କଦରକେୁ ଲୋକ ପଠାଅ ଓ ଉତ୍ତମ ରୂପେ ବିବଚେନା କରି ଦେଖ, ସଠାେ ରେ କହେି ଏପରି କାର୍ୟ୍ଯ କବେେ କରିଅଛି କି ?
ଯିଖରିୟ 9:2
ଏହା ମଧ୍ଯ ସତ୍ଯ ଯେ, ହମାତ୍, ସୋର ଓ ସୀଦୋନ ସୀମା ରେ ଅବସ୍ଥିତ ଅଟେ। କାରଣ ସମାନେେ ଅତି ବୁଦ୍ଧିମାନ। ସୋର ନିଜ ପାଇଁ ଦୂର୍ଗ ନିର୍ମାଣ କଲା।
ପ୍ରଥମ ରାଜାବଳୀ 10:22
ସମୁଦ୍ର ରେ ହୀରମଙ୍କ ଜାହାଜ ସହିତ ରାଜା ଶଲୋମନଙ୍କର ବାଣିଜ୍ଯ ଜାହାଜ ସମୁଦ୍ର ରେ ଥିଲା, ଯାହାକି ପ୍ରତି ତିନି ବର୍ଷ ରେ ଥରେ ସୁନା, ରୂପା, ହସ୍ତୀଦାନ୍ତ, ବାନର ଓ ମଯୂର ନଇେ ଆସୁଥିଲା।
ଯିହିଜିକଲ 26:1
ଅନନ୍ତର ଏକାଦଶ ବର୍ଷର ମାସର ପ୍ରଥମ ଦିନ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
ଦାନିଏଲ 11:30
କାରଣ କିତ୍ତିମର ଜାହାଜ ସବୁ ତା'ର ବିରୁଦ୍ଧ ରେ ଆସିବ। ଏଥିପାଇଁ ସେ, ଦୁଃଖିତ ହାଇେ ଫରେିୟିବ ଓ ପବିତ୍ର ଚୁକ୍ତିର ପ୍ରତିକୂଳ ରେ କୋର୍ଧ କରି ସ୍ବେଚ୍ଛାମତେ କାର୍ୟ୍ଯ କରିବ। ସେ ଫରେିୟାଇ ପବିତ୍ର ଚୁକ୍ତି ଭଙ୍ଗକାରୀ ଲୋକଙ୍କ ସହିତ ୟୋଗ ଦବେ।
ଗଣନା ପୁସ୍ତକ 24:24
ମାତ୍ର କୀତ୍ତୀମ-ତୀରରୁ ଜାହାଜମାନ ଆସିବ ଓ ସମାନେେ ଅଶୂରକୁ ଓ ଏବରକୁ ପରାସ୍ତ କରିବେ। କିନ୍ତୁ ଏହି ଜାହାଜଗୁଡିକ ମଧ୍ଯ ଧ୍ବଂସ ହବେେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:22
ତୋ'ଠା ରେ କହେି ହେଲେ ଆଉ ଲୋକମାନଙ୍କର ବୀଣାର ସଙ୍ଗୀତ ଓ ବଂଶୀ, ତୂରୀ ଭଳି ଅନ୍ୟ ବାଦ୍ଯୟନ୍ତ୍ର ଶୁଣିବେ ନାହିଁ। ତୋ'ଠା ରେ କୌଣସି ଶିଳ୍ପର କାରିଗରମାନେ ଆଉ ଦଖାେଯିବେ ନାହିଁ। ତୋ'ଠା ରେ ଚକିପଷୋର ଶବ୍ଦ ଆଉ କବେେ ହେଲେ ଶୁଣାୟିବ ନାହିଁ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:17
ଘଣ୍ଟାକ ମଧିଅରେ ଏହି ସମସ୍ତ ବିଶାଳ ସମ୍ପତ୍ତି ନଷ୍ଟ କରିଦିଆଗଲା।
ଯିହୋଶୂୟ 19:29
ଏହାପରେ ଏହାର ସୀମା ଦକ୍ଷିଣ ରେ ରାମା ଓ ସୋର ନାମକ ଏକ ପ୍ରାଚୀରବେଷ୍ଟିତ ନଗରକକ୍ସ୍ଟ ଲାଗିଥିଲା। ଏହିଠାରକ୍ସ୍ଟ ସେ ସୀମା ହୋଷାକକ୍ସ୍ଟ ଲାଗିଥିଲା। ଏହାର ସୀମା ଅକଷୀବ୍ ନିକଟସ୍ଥ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ଥିଲା।
ପ୍ରଥମ ରାଜାବଳୀ 5:1
ସୋରର ରାଜା ହୀରମ୍ ଦାଉଦଙ୍କର ସାଙ୍ଗ ଥିଲେ। ଯେତବେେଳେ ସେ ଶୁଣିବାକୁ ପାଇଲେ ଯେ, ତାଙ୍କ ପିତା ଦାଉଦ୍ଙ୍କ ପରେ ଶ ଲୋମନ ନୂଆ ରାଜା ରୂପେ ଅଭିଷିକ୍ତ ହାଇେଛନ୍ତି, ସେ ତାଙ୍କ ବାର୍ତ୍ତାବାହାକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ।
ଦିତୀୟ ବଂଶାବଳୀ 9:21
ରାଜା ଶ ଲୋମନଙ୍କର ଜାହାଜମାନ ଥିଲା, ଯେଉଁଗୁଡ଼ିକ କି ତର୍ଶୀଶକୁ ଯାଉଥିଲା। ହୂରମ୍ଙ୍କ ଲୋକମାନେ ଶଲୋମନଙ୍କ ଜାହାଜର ନାବିକ ଥିଲେ। ପ୍ରତି ତିନିବର୍ଷ ରେ ଥରେ ସହେି ଜାହାଜଗୁଡ଼ିକ ଶଲୋମନଙ୍କ ନିକଟକୁ ସୁନା, ରୂପା, ହାତୀଦାନ୍ତ, ମାଙ୍କଡ଼ ଓ ମଯୁରମାନ ବହି ଆଣୁଥିଲେ।
ଗୀତସଂହିତା 48:7
ହେ ପରମେଶ୍ବର, ତୁମ୍ଭ ନିର୍ଦ୍ଦେଶରେ ପୂର୍ବଦିଗରୁ ପ୍ରବଳ ଝଡ଼ ମାଡ଼ି ଆସି ସମାନଙ୍କେ ବୃହତ୍ ଜାହାଜ ସବୁକୁ ଭାଙ୍ଗି ପକାଇଲା।
ଯିଶାଇୟ 15:1
ମାଯାେବ ବିଷଯ ରେ ଏକ ଦୁଃଖର ବାର୍ତ୍ତା। ଅନ୍ୟ ଏକ ରାତ୍ରି ରେ ମାୟୋବର ଆର ନଗରରୁ ସୈନ୍ଯମାନେ ସମସ୍ତ ଧନ ନଇଗେଲେ ଏବଂ ତାକୁ ମଧ୍ଯ ଧ୍ବଂସ କଲେ। ଆଉ ମଧ୍ଯ ଦିନେ ରାତ୍ରି ରେ ସୈନ୍ଯମାନେ ମାୟୋବର ବୀର ନଗରରୁ ସମସ୍ତ ଧନ ନଇଗେଲେ ଓ ସେ ନଗରକୁ ମଧ୍ଯ ଧ୍ବଂସ କଲେ।
ଯିଶାଇୟ 15:8
ମାୟୋବର ସବୁ ସ୍ଥାନ ରେ କ୍ରନ୍ଦନର ରୋଳ ଶୁଣାୟିବ। ସହେି ହାହାକାର କ୍ରନ୍ଦନ ଦୂରସ୍ଥ ଇଗ୍ମଯିମ୍ ଓ ବେ ରେଲୀମ୍ ପର୍ୟ୍ଯନ୍ତ ଶୁଣାୟିବ।
ଯିଶାଇୟ 24:10
ସମସ୍ତ ନଗରଟି ଧ୍ବଂସ ହଇେଅଛି।' ସମସ୍ତ ଦ୍ବାର ରୁଦ୍ଧ। ଲୋକମାନେ ଗୃହ ରେ ପ୍ରବେଶ କରିପାରୁ ନାହାଁନ୍ତି। ସର୍ବତ୍ର ବିଭ୍ରମତା ସୃଷ୍ଟି ହାଇେଛି।
ଯିଶାଇୟ 60:9
ପ୍ରକୃତ ରେ ଦ୍ବୀପସମୂହ ଆମ୍ଭକୁ ଅପେକ୍ଷା କରିବେ। ପୁଣି ତର୍ଶୀଶର ଜାହାଜସବୁ ସର୍ବପ୍ରଥମେ ନିଜ ନିଜ ରେ ୗପ୍ୟ ଓ ସୁବର୍ଣ୍ଣ ନଇେ, ତୁମ୍ଭର ସନ୍ତାନଗଣକୁ ଦୂରରୁ ଆଣି, ତୁମ୍ଭ ପରମେଶ୍ବର ସଦାପ୍ରଭୁଙ୍କ ସୁନାମ ନିମିତ୍ତ ଓ ଇଶ୍ରାୟେଲର ପବିତ୍ରସ୍ବରୂପଙ୍କ ନିମିତ୍ତ ଆସିବେ କାରଣ ସେ ତୁମ୍ଭକୁ ଗୌରବାନ୍ବିତ କରିଛନ୍ତି।
ଯିରିମିୟ 25:10
ଆଉ ମଧ୍ଯ ଆମ୍ଭେ ସମାନଙ୍କେ ମଧ୍ଯରୁ ଆମାଦେ, ପ୍ରମାଦେ, ଧ୍ବନି, ବରକନ୍ଯାଙ୍କର ସୁଖ ଓ ହର୍ଷ ଧ୍ବନି, ଚକିର ଶବ୍ଦ ଓ ପ୍ରଦୀପର ଆଲୋକ ଦୂର କରିବା।
ଯିରିମିୟ 25:15
ଇଶ୍ରାୟେଲର ପରମେଶ୍ବର, ସଦାପ୍ରଭୁ ଏହା ମାେତେ କହିଲେ, ହେ ଯିରିମିୟ, ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କୋରଧରୂପକ ଦ୍ରାକ୍ଷାରସର ପାତ୍ର ନିଅ ଓ ଆମ୍ଭେ ତୁମ୍ଭକୁ ଯେଉଁସବୁ ଗୋଷ୍ଠୀ ନିକଟକୁ ପଠାଉଅଛୁ, ସମାନଙ୍କେୁ ତାହା ପାନ କରାଅ।