Isaiah 11 - BBE (Oriya)
1 And there will come a rod out of the broken tree of Jesse, and a branch out of his roots will give fruit.ଅନନ୍ତର ୟିଶଯର ଗଣ୍ଠିରୁ ଏକ କ୍ଷୁଦ୍ର ଶାଖା ବହନ କରିବ, ତା'ର ମୂଳରୁ ଶାଖା ବଢ଼ିବ,
2 And the spirit of the Lord will be resting on him, the spirit of wisdom and good sense, the spirit of wise guiding and strength, the spirit of knowledge and of the fear of the Lord;ସହେି ପିଲାମଧିଅରେ ସଦାପ୍ରଭୁଙ୍କର ଆତ୍ମା ସ୍ଥାନ ପାଇବ। ସହେି ଆତ୍ମା ଜ୍ଞାନ, ବିବଚେନା ମନ୍ତ୍ରଣା ଓ ପରାକ୍ରମ ପ୍ରଦାନ କରିବ। ଆଉ ମଧ୍ଯ ସହେି ଆତ୍ମା ସଦାପ୍ରଭୁଙ୍କୁ ଜାଣିବାକୁ ଓ ଅନୁସରଣ କରିବାକୁ ପିଲାକୁ ସାହାୟ୍ଯ କରିବେ।
3 And he will not be guided in his judging by what he sees, or give decisions by the hearing of his ears:ସଦାପ୍ରଭୁଙ୍କୁ ଭକ୍ତି କରିବେ ଏବଂ ସଦାପ୍ରଭୁଙ୍କ ଅଭୟ ଯୋଗୁଁ ସୁଖୀ ହବେେ।
4 But he will do right in the cause of the poor, and give wise decisions for those in the land who are in need; and the rod of his mouth will come down on the cruel, and with the breath of his lips he will put an end to the evil-doer.ସେ ସାଧୁ ଓ ନିରପେକ୍ଷ ରହିବେ, ଯେତବେେଳେ ଗରୀବ ଏବଂ ଅସହାୟ ଲୋକଙ୍କର ବିଚାର କରୁଥିବେ। ସେ ଯେତବେେଳେ ଲୋକଙ୍କୁ ଦଣ୍ଡ ଦବୋକୁ ସ୍ଥିର କରିବ, ସେତବେେଳେ ସମାନେେ ଦଣ୍ଡିତ ହବେେ।
5 And righteousness will be the cord of his robe, and good faith the band round his breast.ପୁଣି ଯେତବେେଳେ ଦୁଷ୍ଟାଚାରୀମାନଙ୍କୁ ସଂହାର କରିବାକୁ ଆଦେଶ ଦବେେ, ସେତବେେଳେ ସମାନେେ ନିହତ ହବେେ। ଧର୍ମ ଓ ନ୍ଯାଯ ସେ ପିଲାକୁ ଶକ୍ତି ଦବେ। ସଗେୁଡ଼ିକ ତା'ର ଅଣ୍ଟାର ବଳଯ ସଦୃଶ ହବେ।
6 And the wolf will be living with the lamb, and the leopard will take his rest with the young goat; and the lion will take grass for food like the ox; and the young lion will go with the young ones of the herd; and a little child will be their guide.ସେ ସମୟରେ ଗଧିଆଗୁଡ଼ିକ ମଷେ ଶାବକମାନଙ୍କ ସହିତ ଶାନ୍ତି ରେ ବାସ କରିବେ। ଛଳେିଛୁଆ ସହିତ ବାଘ ଏକତ୍ର ଶାନ୍ତି ରେ ଶୋଇବେ। ବାଛୁରୀ, ସିଂହ ଓ ଷଣ୍ଢଗୁଡ଼ିକ ଏକତ୍ର ସୁଖ ଶାନ୍ତି ରେ ବାସ କରିବେ। ଏପରିକି ଗୋଟିଏ େଛାଟ ପିଲା ସମାନଙ୍କେୁ ଅଡ଼ାଇବ।
7 And the cow and the bear will be friends while their young ones are sleeping together.ଗାଈ ଓ ଭାଲୁଗୁଡ଼ିକ ଏକତ୍ର ଶାନ୍ତି ରେ ରବାସ କରିବେ। ସେ ସମସ୍ତଙ୍କର ପିଲାମାନେ ପରସ୍ପରକୁ ଆଘାତ ନ କରି ଏକତ୍ର ଶାଇେବେ। ସିଂହମାନେ ଗାଈପରି ନଡା ଖାଇବେ। ଏପରିକି ସର୍ପ ମଧ୍ଯ କାହାରିକୁ ଆଘାତ କରିବ ନାହିଁ।
8 And the child at the breast will be playing by the hole of the snake, and the older child will put his hand on the bright eye of the poison-snake.ଗୋଟିଏ ଶିଶୁ ବିଷଧର ସର୍ପର ଗର୍ତ୍ତ ରେ ଖଳେିବ। ଆଉ ମଧ୍ଯ ଶିଶୁଟି ନିର୍ଭୟ ରେ ସର୍ପ ଗର୍ତ୍ତ ରେ ହାତ ପୁରାଇବ।
9 There will be no cause of pain or destruction in all my holy mountain: for the earth will be full of the knowledge of the Lord as the sea is covered by the waters.କୌଣସି ବ୍ଯକ୍ତି ଅନ୍ୟକୁ ଆଘାତ କରିବ ନାହିଁ। ମାରେ ପବିତ୍ର ପର୍ବତ ରେ କୌଣସି ବ୍ଯକ୍ତି ଅନିଷ୍ଟ ଚିନ୍ତା କରିବ ନାହିଁ। କାରଣ ସଦାପ୍ରଭୁଙ୍କ ବିଷଯ ରେ ସମାନଙ୍କେ ପରିପୂର୍ଣ୍ଣ ଜ୍ଞାନ ହବେ। ସମୁଦ୍ର ଯେପରି ଜଳ ରେ ପରିପୂର୍ଣ୍ଣ ପୃଥିବୀ ସହେିପରି ସଦାପ୍ରଭୁ ବିଷଯକ ଜ୍ଞାନ ରେ ପରିପୂର୍ଣ୍ଣ ହବେ।
10 And in that day, the eyes of the nations will be turned to the root of Jesse which will be lifted up as the flag of the peoples; and his resting-place will be glory.ସହେି ସମୟରେ ଏକ ବିଶଷେ ବ୍ଯକ୍ତି ୟିଶଯର ପରିବାରରୁ ଧ୍ବଜା ସ୍ବରୂପ ଆସିବେ। ସହେି ଧ୍ବଜା ତାଙ୍କ ଚତୁର୍ଦ୍ଦିଗ ରେ ଏକତ୍ରୀତ ହବୋକୁ ଦଖାଇବେେ। ଆଉ ମଧ୍ଯ ଗୋଷ୍ଠୀଯମାନଙ୍କୁ ଉଚିତ କର୍ମ କରିବାକୁ ନିର୍ଦ୍ଦେଶ ଦବେ। ସହେି ସ୍ଥାନ ତାଙ୍କର ବିଶ୍ରାମ ସ୍ଥାନ ହବେ ଓ ଗୌରବନ୍ବିତ ହବେ।
11 And in that day the hand of the Lord will be stretched out the second time to get back the rest of his people, from Assyria, and from Egypt, and from Pathros, and from Cush, and from Elam, and from Shinar, and from Hamath, and from the sea-lands.ସହେି ସମୟରେ ମାରେ ପ୍ରିଯ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନବେେ। ଏହା ଦ୍ବିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ବରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲୋନୀଯ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୁର ଦେଶରୁ ଆସିବେ।
12 And he will put up a flag as a sign to the nations, and he will get together those of Israel who had been sent away, and the wandering ones of Judah, from the four ends of the earth.ପରମେଶ୍ବର ଏହି ଧ୍ବଜାକୁ' ସମସ୍ତ ଜାତିଗଣମାନଙ୍କ ନିମନ୍ତେ ସଙ୍କତେ ସ୍ବରୂପ ଉଠାଇବେ। ଇଶ୍ରାୟେଲ ଓ ଯିହୁଦାର ବିଚ୍ଛିନ୍ନ ହାଇେଥିବା ଲୋକମାନେ ଏକତ୍ର ହବେେ। ଯେଉଁମାନେ ପୃଥିବୀର ଲମ୍ବ ଏବଂ ପ୍ରସ୍ଥ ରେ ବିଚ୍ଛିନ୍ନ ହାଇୟୋଇଥିଲେ। କିନ୍ତୁ ପରମେଶ୍ବର ସେ ସମସ୍ତଙ୍କୁ ଏକତ୍ରୀତ କରିବେ।
13 And the envy of Ephraim will be gone, and those who make trouble for Judah will come to an end: Ephraim will have no more envy of Judah, and there will be an end of Judah's hate for Ephraim.ସେ ସମୟରେ ଇଫ୍ରଯିମ ଯିହୁଦାକୁ ଈର୍ଷା କରିବ ନାହିଁ। ଯିହୁଦାର କହେି ଶତ୍ରୁ ରହିବେ ନାହିଁ। ଯିହୁଦା ଇଫ୍ରଯିମକୁ କଷ୍ଟ ଦବେ ନାହିଁ।
14 And they will be united in attacking the Philistines on the west, and together they will take the goods of the children of the east: their hand will be on Edom and Moab; and the children of Ammon will be under their rule.ମାତ୍ର ଇଫ୍ରଯିମ ଓ ଯିହୁଦା ଉଭୟେ ପଲେଷ୍ଟୀୟ ଆକ୍ରମଣ କରିବେ। ଏହି ଉଭୟ ଗୋଷ୍ଠୀ ପକ୍ଷୀ ସଦୃଶ କ୍ଷୁଦ୍ର ପ୍ରାଣୀଙ୍କ ଉପରୁ ଝାମ୍ପ ମାରିବେ। ପୂର୍ବଦେଶୀଯ ଲୋକମାନଙ୍କର ସମାନେେ ଧନସମ୍ପଦ ଲୁଣ୍ଠନ କରିବେ। ସେ ଉଭୟେ ଗୋଷ୍ଠୀ ଇଦୋମ, ମାୟୋବ ଓ ଅମ୍ମାନରେ ସନ୍ତାନଗଣଙ୍କୁ ଆଯତ୍ତ କରିବେ।
15 And the Lord will make the tongue of the Egyptian sea completely dry; and with his burning wind his hand will be stretched out over the River, and it will be parted into seven streams, so that men may go over it with dry feet.ସଦାପ୍ରଭୁ କ୍ରୋଧିତ ହାଇେ ମିଶରୀଯ ସମୁଦ୍ରକୁ ଭାଗ ଭାଗ କରିବେ। ସହେିପରି ଭାବରେ ତାଙ୍କର ପ୍ରବଳ ବାଯୁ ଦ୍ବାରା ଇଉଫ୍ ରଟେିସ ନଦୀ ଉପ ରେ ନିଜର ହସ୍ତ ହଲାଇବେ। ତାଙ୍କର ପ୍ରହାର ଦ୍ବାରା ସହେି ନଦୀ ସାତଟି କ୍ଷୁଦ୍ର ନଦୀ ରେ ବିଭକ୍ତ ହବେ। ସଗେୁଡ଼ିକର ଗଭୀରତା ହ୍ରାସ ହବେ ଓ ଶୁଷ୍କ ପାଲଟିବ। ତେଣୁ ଲୋକମାନେ ପାଦ ରେ ଚାଲି ତାକୁ ଅତିକ୍ରମ କରିବେ।
16 And there will be a highway for the rest of his people from Assyria; as there was for Israel in the day when he came up out of the land of Egypt.ପରମେଶ୍ବରଙ୍କ ଅବଶିଷ୍ଟାଂଶ ଲୋକେ ଏହି ରାଜପଥରେ ଗମନ କରିବେ। ଏହା ମିଶର ଦେଶରୁ ଲୋକଙ୍କୁ କାଢ଼ିବା ପରମେଶ୍ବରଙ୍କ ପରି ହବେ।
Oriya Bible