Isaiah 10

fullscreen28 ସୈନ୍ଯବାହିନୀ ଅଯାତ ରେ' ପ୍ରବେଶ କରିବେ। ସମାନେେ ମିଶ୍ରୋଣ ଖଳା' ମଧ୍ଯ ଦଇେ ଯିବେ ଓ ମିକ୍ମସ ରେ' ଗନ୍ତାଘ ରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିବେ।

fullscreen29 ସମାନେେ ଘାଟି' ନିକଟରେ ନଦୀ ଅତିକ୍ରମ କରିବେ। ସମାନେେ ଗବୋ ରେ ଶଯନ କରିବେ। ରାମା କମ୍ପିତ ହବେ। ଶାଉଲର ଗିବିଯା ରେ ଲୋକମାନେ ପଳାଯନ କରିବେ।

fullscreen30 ହେ ଶଲ୍ଲୀମର କନ୍ଯା, ଉଚ୍ଚସ୍ବର ରେ ପାଟି କର। ହେ ଲଯିଶ, ଶୁଣ। ଅନାଥୋଡ୍ ତାକୁ ଉତ୍ତର ଦିଅ।

fullscreen31 ମଦମନୋ ଲୋକମାନେ ପଳାଯନ କରୁଛନ୍ତି। ପୁଣି ଗବେୀମ୍ ନିବାସୀମାନେ ଲୁଚୁଛନ୍ତି।

fullscreen32 ସହେିଦିନ ସୈନ୍ଯବାହିନୀ ନୋବ ରେ ଅଟକିବେ। ୟିରୁଶାଲମର ସିଯୋନ ପର୍ବତ ବିରୁଦ୍ଧ ରେ ୟୁଦ୍ଧ ପାଇଁ ସମାନେେ ପ୍ରସ୍ତୁତ ହବେେ।

fullscreen33 ଦେଖ ! ଆମ୍ଭମାନଙ୍କର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଅଶୂରର ମହାନ ବୃକ୍ଷସବୁ କାଟି ପକାଇବେ। ସେ ତାଙ୍କର ମହାନ ପରାକ୍ରମ ରେ ଏହା କରିବେ। ମହାନ୍ ଓ ପ୍ରଧାନ ବ୍ଯକ୍ତିମାନଙ୍କୁ ଛଦନେ କରାୟିବ। ସହେି ଉନ୍ନତମାନେ ନତ ହବେେ।

28 He is come to Aiath, he is passed to Migron; at Michmash he hath laid up his carriages:

29 They are gone over the passage: they have taken up their lodging at Geba; Ramah is afraid; Gibeah of Saul is fled.

30 Lift up thy voice, O daughter of Gallim: cause it to be heard unto Laish, O poor Anathoth.

31 Madmenah is removed; the inhabitants of Gebim gather themselves to flee.

32 As yet shall he remain at Nob that day: he shall shake his hand against the mount of the daughter of Zion, the hill of Jerusalem.

33 Behold, the Lord, the Lord of hosts, shall lop the bough with terror: and the high ones of stature shall be hewn down, and the haughty shall be humbled.

Isaiah 10 in Tamil and English

28 ସୈନ୍ଯବାହିନୀ ଅଯାତ ରେ' ପ୍ରବେଶ କରିବେ। ସମାନେେ ମିଶ୍ରୋଣ ଖଳା' ମଧ୍ଯ ଦଇେ ଯିବେ ଓ ମିକ୍ମସ ରେ' ଗନ୍ତାଘ ରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିବେ।
He is come to Aiath, he is passed to Migron; at Michmash he hath laid up his carriages:

29 ସମାନେେ ଘାଟି' ନିକଟରେ ନଦୀ ଅତିକ୍ରମ କରିବେ। ସମାନେେ ଗବୋ ରେ ଶଯନ କରିବେ। ରାମା କମ୍ପିତ ହବେ। ଶାଉଲର ଗିବିଯା ରେ ଲୋକମାନେ ପଳାଯନ କରିବେ।
They are gone over the passage: they have taken up their lodging at Geba; Ramah is afraid; Gibeah of Saul is fled.

30 ହେ ଶଲ୍ଲୀମର କନ୍ଯା, ଉଚ୍ଚସ୍ବର ରେ ପାଟି କର। ହେ ଲଯିଶ, ଶୁଣ। ଅନାଥୋଡ୍ ତାକୁ ଉତ୍ତର ଦିଅ।
Lift up thy voice, O daughter of Gallim: cause it to be heard unto Laish, O poor Anathoth.

31 ମଦମନୋ ଲୋକମାନେ ପଳାଯନ କରୁଛନ୍ତି। ପୁଣି ଗବେୀମ୍ ନିବାସୀମାନେ ଲୁଚୁଛନ୍ତି।
Madmenah is removed; the inhabitants of Gebim gather themselves to flee.

32 ସହେିଦିନ ସୈନ୍ଯବାହିନୀ ନୋବ ରେ ଅଟକିବେ। ୟିରୁଶାଲମର ସିଯୋନ ପର୍ବତ ବିରୁଦ୍ଧ ରେ ୟୁଦ୍ଧ ପାଇଁ ସମାନେେ ପ୍ରସ୍ତୁତ ହବେେ।
As yet shall he remain at Nob that day: he shall shake his hand against the mount of the daughter of Zion, the hill of Jerusalem.

33 ଦେଖ ! ଆମ୍ଭମାନଙ୍କର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଅଶୂରର ମହାନ ବୃକ୍ଷସବୁ କାଟି ପକାଇବେ। ସେ ତାଙ୍କର ମହାନ ପରାକ୍ରମ ରେ ଏହା କରିବେ। ମହାନ୍ ଓ ପ୍ରଧାନ ବ୍ଯକ୍ତିମାନଙ୍କୁ ଛଦନେ କରାୟିବ। ସହେି ଉନ୍ନତମାନେ ନତ ହବେେ।
Behold, the Lord, the Lord of hosts, shall lop the bough with terror: and the high ones of stature shall be hewn down, and the haughty shall be humbled.