Hosea 11:5 in Oriya

Oriya Oriya Bible Hosea Hosea 11 Hosea 11:5

Hosea 11:5
ଇଶ୍ରାୟେଲୀୟମାନେ ପରମେଶ୍ବରଙ୍କ ନିକଟକୁ ଫରେିବାକୁ ମନା କଲେ। ତେଣୁ ସେଥିପାଇଁ ସମାନେେ ମିଶର ଯିବେ। ଅଶୂରର ରାଜା ସମାନଙ୍କେର ରାଜା ହବେେ।

Hosea 11:4Hosea 11Hosea 11:6

Hosea 11:5 in Other Translations

King James Version (KJV)
He shall not return into the land of Egypt, and the Assyrian shall be his king, because they refused to return.

American Standard Version (ASV)
They shall not return into the land of Egypt; but the Assyrian shall be their king, because they refused to return `to me'.

Bible in Basic English (BBE)
He will go back to the land of Egypt and the Assyrian will be his king, because they would not come back to me.

Darby English Bible (DBY)
He shall not return into the land of Egypt, but the Assyrian shall be his king; for they refused to return [to me];

World English Bible (WEB)
"They won't return into the land of Egypt; But the Assyrian will be their king, Because they refused to repent.

Young's Literal Translation (YLT)
He turneth not back unto the land of Egypt, And Asshur -- he `is' his king, For they have refused to return.

He
shall
not
לֹ֤אlōʾloh
return
יָשׁוּב֙yāšûbya-SHOOV
into
אֶלʾelel
land
the
אֶ֣רֶץʾereṣEH-rets
of
Egypt,
מִצְרַ֔יִםmiṣrayimmeets-RA-yeem
Assyrian
the
but
וְאַשּׁ֖וּרwĕʾaššûrveh-AH-shoor
shall
be
his
king,
ה֣וּאhûʾhoo
because
מַלְכּ֑וֹmalkômahl-KOH
they
refused
כִּ֥יkee
to
return.
מֵאֲנ֖וּmēʾănûmay-uh-NOO
לָשֽׁוּב׃lāšûbla-SHOOV

Cross Reference

Hosea 7:16
କିନ୍ତୁ ସମାନେେ ଆମ୍ଭ ନିକଟକୁ ଫରେି ଆସିଲେ ନାହିଁ। ସମାନେେ ଗୋଟିଏ ତୃଟିପୂର୍ଣ୍ଣ ବୁମରୋଂ ପରି ବ୍ଯବହାର କଲେ। ସମାନଙ୍କେର ନେତାମାନେ ସମାନଙ୍କେର ଶକ୍ତି ଉପ ରେ ବୃଥା ବଡିମା ଦଖାେଉଥିଲେ କିନ୍ତୁ ସମାନେେ ଖଣ୍ତା ରେ ନିହତ ହବେେ ଏବଂ ମିଶରବାସୀଙ୍କ ଦ୍ବାରା ଉପହାସର ପାତ୍ର ହବେେ।

Hosea 8:13
ଇଶ୍ରାୟେଲୀୟମାନେ ବଳିଦାନକୁ ଭଲ ପାଆନ୍ତି। ସେ ମାଂସ ଅର୍ପଣ କରି ତାକୁ ଭକ୍ଷଣ କରନ୍ତି। ସଦାପ୍ରଭୁ ସମାନଙ୍କେର ବଳିଦାନକୁ ଗ୍ରହଣ କରନ୍ତି ନାହିଁ। ସେ ସମାନଙ୍କେର ପାପକୁ ମନେ ରଖନ୍ତି। ଏଥିପାଇଁ ସେ ସମାନଙ୍କେୁ ଦଣ୍ତ ଦବେେ ଏବଂ ସମାନେେ ବନ୍ଦୀ ଭାବରେ ମିଶରକୁ ପ୍ ରରେିତ ହବେେ।

Hosea 10:6
ଅଶୂରକୁ ମହାନ୍ ରାଜାଙ୍କ ଉପହାର ସ୍ବରୂପ ଏହାକୁ ନିଆଗଲା। ସେ ଇଫ୍ରଯିମଙ୍କର ଲଜ୍ଜାଜନକ ପ୍ରତିମା ରଖିବ। ଇଶ୍ରାୟେଲ ତା'ର ମୂର୍ତ୍ତି ପାଇଁ ଲଜ୍ଜିତ ହବେ।

Hosea 9:3
ଇଶ୍ରାୟେଲୀୟମାନେ ସଦାପ୍ରଭୁଙ୍କ ରାଜ୍ଯ ରେ ରହିପାରିବେ ନାହିଁ। ଇଫ୍ରଯିମ ମିଶରକୁ ଫରେିବ। ଅଶୂରର ଯେଉଁ ଖାଦ୍ୟ ଖାଇବାକୁ ମନା ସହେି ଖାଦ୍ୟ ସମାନେେ ଖାଇବେ।

2 Kings 17:13
ତଥାପି ସଦାପ୍ରଭୁ ପ୍ରେତ୍ୟକକ ଭବିଷ୍ଯଦ୍ବକ୍ତା ଓ ପ୍ରେତ୍ୟକକ ଦୃଷ୍ଟିକାରୀଙ୍କୁ ଇଶ୍ରାୟେଲ ଓ ଯିହୁଦାର ପ୍ରତି ଚତାବେନୀ ଦଇେ କହିଲେ, ତୁମ୍ଭମାନେେ ତୁମ୍ଭମାନଙ୍କର କୁକାର୍ୟ୍ଯରୁ ବିରତ ହୁଅ, ଆଉ ମୁଁ ତୁମ୍ଭମାନଙ୍କ ପିତୃଲୋକଙ୍କ ପାଇଁ ଯେଉଁ ଆଦେଶ କଲି ଓ ଯାହାସବୁ ମାରେ ସବେକ ଭବିଷ୍ଯଦ୍ବକ୍ତାଗଣଙ୍କ ହସ୍ତ ରେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁଁ, ତଦନୁସା ରେ ମାରେ ବ୍ଯବସ୍ଥା ଓ ବିଧି ସବୁ ପାଳନ କର।

Zechariah 1:4
ସଦାପ୍ରଭୁ ପୁଣି କହିଲେ, ତୁମ୍ଭମାନେେ ତୁମ୍ଭ ପୂର୍ବପୁରୁଷଗଣଙ୍କ ପରି ବ୍ଯବହାର କର ନାହିଁ। ପୂର୍ବ ଭବିଷ୍ଯଦ୍ବକ୍ତାଗଣ ସମାନଙ୍କେୁ କହିଛନ୍ତି, 'ସର୍ବଶକ୍ତିମାନ ସଦାପ୍ରଭୁ ଇଚ୍ଛା କରନ୍ତି ତୁମ୍ଭମାନେେ ଡୀବନଧାରଣର କୁପଥ ବଦଳାଅ ଓ କୁକର୍ମରୁ ନିବୃତ୍ତ ହୁଅ।' କିନ୍ତୁ ତୁମ୍ଭର ସହେି ପୂର୍ବପୁରୁଷଗଣ ଆମ୍ଭେ ବାକ୍ଯ ଶୁଣିଲେ ନାହିଁ। ସଦାପ୍ରଭୁ ଏହିସବୁ କହନ୍ତି।

Amos 5:27
ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦମ୍ମେଶକ ସହରର ବହୁତ ଦୂରକୁ ବନ୍ଦୀକରି ନିର୍ବାସିତ କରାଇବା। ସର୍ବଶକ୍ତିମାନ ପରମେଶ୍ବର ଏହି କଥା କହିଲେ।

Amos 4:8
ତେଣୁ ଅନାବୃଷ୍ଟି ଯୋଗୁ ଦୁଇ ତିନିଟି ନଗର ରେ ଲୋକ ବୃଷ୍ଟି ବହୁଳ ଅଞ୍ଚଳକୁ ଝଳପାନ କରିବାକୁ ଧାଇଁଲେ। କିନ୍ତୁ ସଠାେ ରେ ସବୁ ଲୋକଙ୍କ ପାଇଁ ପ୍ରଚୁର ଜଳ ନଥିଲା। ତଥାପି ତୁମ୍ଭମାନେେ ଆମ୍ଭ ନିକଟକୁ ଆସିଲ ନାହିଁ। ସଦାପ୍ରଭୁ ଏହାହିଁ କହିଲେ।

Amos 4:6
ଏଗୁଡିକ କରିବା ଦ୍ବାରା ଆମ୍ଭେ ତୁମ୍ଭମାନଙ୍କୁ ବାରଣ କରି ଆମ୍ଭ ପାଖକୁ ଫରୋଇ ଆଣିବାକୁ ଚେଷ୍ଟା କଲୁ। ଆମ୍ଭେ ତୁମ୍ଭମାନଙ୍କୁ କୌଣସି ଖାଦ୍ୟ ଖାଇବାକୁ ଦଲେୁ ନାହିଁ। ତୁମ୍ଭର ନଗରୀଗୁଡିକରେ କୌଣସି ଖାଦ୍ୟ ନଥିଲା। ତଥାପି ତୁମ୍ଭମାନେେ ଆମ୍ଭ ନିକଟକୁ ଆସିଲ ନାହିଁ। ସଦାପ୍ରଭୁ ଏହା କହନ୍ତି।

Hosea 9:6
ଇଶ୍ରାୟେଲର ଲୋକମାନେ ଛାଡି ଗ୍ଭଲିଗଲେ କାରଣ ଶତୃ ସମାନଙ୍କେଠାରୁ ସବୁକିଛି ନଇଗେଲା। ମେମ୍ପିସ ସମାନଙ୍କେୁ ସମାଧି ଦବେ। ସମାନଙ୍କେର ରେ ୗପ୍ୟ ଭଣ୍ତାର ରେ ଅନାବନା ଘାସ ବଢିବ। ଇଶ୍ରାୟେଲୀୟର ବାସସ୍ଥଳ ରେ କଣ୍ଟା ଉତ୍ପନ୍ନ ହବେ।

Hosea 6:1
ଆସ, ସଦାପ୍ରଭୁଙ୍କ ପାଖକୁ ଫରେିୟିବା। ସେ ଆମ୍ଭକୁ ଆଘାତ କଲେ ଓ ସେ ମଧ୍ଯ ଆମ୍ଭକୁ ସୁସ୍ଥ କରିବେ। ସେ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ ସେ ଆମ୍ଭର କ୍ଷତ ରେ ପଟି ବାନ୍ଧି ଦବେେ।

Hosea 5:13
ଇଫ୍ରଯିମ ତା'ର ପୀଡିତାବସ୍ଥା ଦେଖିଲା ଓ ଯିହୁଦା ତା'ର କ୍ଷତକୁ ଦେଖିଲା। ଏହି କାରଣରୁ ଇଫ୍ରଯିମ ଅଶୂରକୁ ସାହାୟ୍ଯ ପାଇଁ ଗଲା। ସମାନେେ ସହେି ମହାରାଜାଙ୍କୁ ସମାନଙ୍କେର ସମସ୍ଯା ଜଣାଇଲେ। କିନ୍ତୁ ରାଜା ସମାନଙ୍କେୁ ଆରୋଗ୍ୟ କରିବାକୁ ଅସମର୍ଥ, ସେ ସମାନଙ୍କେର କ୍ଷତଗୁଡିକୁ ଆରୋଗ୍ୟ କରିପାରିବେ ନାହିଁ।

Jeremiah 8:4
ହେ ଯିରିମିୟ, ଯିହୁଦାର ଲୋକମାନଙ୍କୁ ସଦାପ୍ରଭୁଙ୍କର ଏହି ବାକ୍ଯ କୁହ, ମନୁଷ୍ଯ ପଡ଼ିଲେ କ'ଣ ଆଉ ଉେଠ ନାହିଁ ? ବିପଥରେ ଗଲେ କ'ଣ ଆଉ ଫେ ରେ ନାହିଁ ?

Isaiah 8:6
ମାରେ ପ୍ରଭୁ କହିଲେ, ଏହି ଲୋକମାନେ ଶୀଲୋହର ଧୀରଷୋର୍ତକୁ ଅଗ୍ରାହ୍ଯ କରି ଉତ୍ସୀନ୍ ଓ ରମଲୀଯର ପୁତ୍ର, ପକହେ ସହିତ ଆନନ୍ଦ କରୁଛନ୍ତି।

2 Kings 18:11
ଏହାପରେ ଅଶୂରର ରାଜା ଇଶ୍ରାୟେଲୀୟମାନଙ୍କୁ ବନ୍ଦୀ ରୂପେ ଅଶୂରକୁ ନଇେ ହଲହ ରେ, ହାବୋର ରେ, ଗୋଶନ ନଦୀ କୂଳ ରେ ଓ ମାଦୀଯମାନଙ୍କ ବିଭିନ୍ନ ନଗର ରେ ସମାନଙ୍କେୁ ରଖିଲେ।

2 Kings 17:3
ତାଙ୍କ ବିରୁଦ୍ଧ ରେ ଅଶୂରର ରାଜା ଶଲ୍ମନଷେର ୟୁଦ୍ଧ କରିବାକୁ ଆସିଲେ। ସେ ତାଙ୍କୁ ପରାସ୍ତ କରି ନିଜର ଅଧିନସ୍ଥ କଲେ। ତେଣୁ ହାେେଶୟ ତାଙ୍କୁ ସନ୍ତୁଷ୍ଟ କରିବାକୁ ବ୍ଯକ୍ତିଗତ ଭାବରେ ଦାନ ଦେଲେ।

2 Kings 15:29
ଇଶ୍ରାୟେଲର ରାଜା ପକହଙ୍କେର ସମୟରେ ଅଶୂରର ରାଜା ତିଗ୍ଲତ-ପିଲଷେର ଆସି ଇୟୋନ, ଆବଲେ-ବୈଥ୍ମାଖା, ୟାନୋହକଦେେଶ, ହାତ୍ସୋର, ଗିଲିଯଦ, ଗାଲୀଲ ଓ ସମୁଦାଯ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା।

2 Kings 15:19
ଅଶୂରର ରାଜା ପୂଲ୍ ଇଶ୍ରାୟେଲ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିବାରୁ ମନ ହେମ୍ ତାଙ୍କର ସମର୍ଥନ ପାଇବା ପାଇଁ ତାଙ୍କୁ 1,000 ତାଳନ୍ତ ରୂପା ଦେଲେ। କାରଣ ପୂଲ୍ ତାଙ୍କ ରାଜ୍ଯ ସୁଦୃଢ କରିବାକୁ ତାଙ୍କୁ ସାହାର୍ୟ୍ଯ କରିବେ।