Base Word
אַשּׁוּר
Short DefinitionAshshur, the second son of Shem; also his descendants and the country occupied by them (i.e., Assyria), its region and its empire
Long Definition(n pr m) the second son of Shem, eponymous ancestor of the Assyrians
Derivationor אַשֻּׁר; apparently from H0833 (in the sense of successful)
International Phonetic Alphabetʔɑʃˈʃuːr
IPA modʔɑˈʃːuʁ
Syllableʾaššûr
Dictionash-SHOOR
Diction Modah-SHOOR
UsageAsshur, Assur, Assyria, Assyrians
Part of speechn-pr-m n-pr-loc

Genesis 2:14
ତୃତୀୟ ନଦୀର ନାମ ହିଦ୍ଦକେଲ୍ ଥିଲା, ଏହା ଅଶ୍ବରୀଯ ଦେଶର ସମ୍ମୁଖ ଦଇେ ଗମନ କରେ। ଏବଂ ଚ଼ତୁର୍ଥ ନଦୀର ନାମ ଫରାତ୍ ଥିଲା।

Genesis 10:11
ସହେି ଦେଶରୁ ଅଗ୍ରିଯା ବାହାରି ନୀନିବୀ ରହୋବୋଚ୍ ପୁରୀ ଓ କଲହେ

Genesis 10:22
ଶମରେ ଏହିସବୁ ସନ୍ତାନ: ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୂଦ୍ ଓ ଅରାମ୍।

Genesis 25:18
ଏହାପରେ ତାହାର ବଂଶଧରମାନେ ହବୀଲାରୁ ମିଶରର ପାଖ ରେ ଶୂରକୁ ଅଶ୍ବରିଯା ଦିଗ ରେ ବସତି କଲେ। ସମାନେେ ନିଜ ନିଜ ପାଖ ରେ ବାସ କଲେ ଏବଂ ଇଶ୍ମାଯଲେ ଆପଣଙ୍କର ବଂଶଧରମାନେ ଭାଇମାନଙ୍କ ସମ୍ମୁଖ ରେ ବସତି କଲେ।

Numbers 24:22
କିନ୍ତୁ କନେୀଯମାନେ କ୍ଷଯପ୍ରାପ୍ତ ହବେ। ଅଶୂର ତୁମ୍ଭକୁ ବନ୍ଦି କରି ନଇୟିବେ।

Numbers 24:24
ମାତ୍ର କୀତ୍ତୀମ-ତୀରରୁ ଜାହାଜମାନ ଆସିବ ଓ ସମାନେେ ଅଶୂରକୁ ଓ ଏବରକୁ ପରାସ୍ତ କରିବେ। କିନ୍ତୁ ଏହି ଜାହାଜଗୁଡିକ ମଧ୍ଯ ଧ୍ବଂସ ହବେେ।

2 Kings 15:19
ଅଶୂରର ରାଜା ପୂଲ୍ ଇଶ୍ରାୟେଲ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିବାରୁ ମନ ହେମ୍ ତାଙ୍କର ସମର୍ଥନ ପାଇବା ପାଇଁ ତାଙ୍କୁ 1,000 ତାଳନ୍ତ ରୂପା ଦେଲେ। କାରଣ ପୂଲ୍ ତାଙ୍କ ରାଜ୍ଯ ସୁଦୃଢ କରିବାକୁ ତାଙ୍କୁ ସାହାର୍ୟ୍ଯ କରିବେ।

2 Kings 15:20
ପୁଣି ମନେ ହେମ୍ ଏହି ଟଙ୍କା ଇଶ୍ରାୟେଲର ଧନୀ ଓ ଶକ୍ତିଶାଳୀ ଲୋକଙ୍କଠାରୁ ଆଦାଯ କଲେ। ପ୍ରେତ୍ୟକକ ଧନଶାଳୀ ଲୋକଠାରୁ ପଗ୍ଭଶ ଶକେଲ ଲଖାଏଁେ ରୂପା ନେଲେ। ସେ ଅଶୂର ରାଜାଙ୍କୁ ଏହି ଧନ ପାଇବା ପରେ ଇଶ୍ରାୟେଲ ପରିତ୍ଯାଗ କଲେ ଓ ନିଜ ଦେଶକୁ ଫରେିଗଲେ।

2 Kings 15:20
ପୁଣି ମନେ ହେମ୍ ଏହି ଟଙ୍କା ଇଶ୍ରାୟେଲର ଧନୀ ଓ ଶକ୍ତିଶାଳୀ ଲୋକଙ୍କଠାରୁ ଆଦାଯ କଲେ। ପ୍ରେତ୍ୟକକ ଧନଶାଳୀ ଲୋକଠାରୁ ପଗ୍ଭଶ ଶକେଲ ଲଖାଏଁେ ରୂପା ନେଲେ। ସେ ଅଶୂର ରାଜାଙ୍କୁ ଏହି ଧନ ପାଇବା ପରେ ଇଶ୍ରାୟେଲ ପରିତ୍ଯାଗ କଲେ ଓ ନିଜ ଦେଶକୁ ଫରେିଗଲେ।

2 Kings 15:29
ଇଶ୍ରାୟେଲର ରାଜା ପକହଙ୍କେର ସମୟରେ ଅଶୂରର ରାଜା ତିଗ୍ଲତ-ପିଲଷେର ଆସି ଇୟୋନ, ଆବଲେ-ବୈଥ୍ମାଖା, ୟାନୋହକଦେେଶ, ହାତ୍ସୋର, ଗିଲିଯଦ, ଗାଲୀଲ ଓ ସମୁଦାଯ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା।

Occurences : 151

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்