Hosea 1

fullscreen6 ତା'ପ ରେ ଗୋମର ପୁନର୍ବାର ଗର୍ଭବତୀ ହେଲେ ଓ ଏକ କନ୍ଯା ସନ୍ତାନ ଜନ୍ମ ଦେଲେ। ସଦାପ୍ରଭୁ ହାେେଶୟକୁ କହିଲେ, ତା'ର ନାମ ଲୋ- ରୁହାମା ଦିଅ। କାହିଁକି? କାରଣ ଆମ୍ଭେ ଏଣିକି ଇଶ୍ରାୟେଲ ଜାତିକୁ ଆଉ ଦୟା ଦଖାଇବୋ ନାହିଁ। ଆମ୍ଭେ ସମାନଙ୍କେୁ କ୍ଷମା ଦବୋ ନାହିଁ।

fullscreen7 କିନ୍ତୁ ଆମ୍ଭେ ଯିହୁଦାର ଲୋକଙ୍କୁ ଦୟା ଦଖାଇବୋ। ଆମ୍ଭେ ଯିହୁଦା ଦେଶକୁ ରକ୍ଷା କରିବା। ଆମ୍ଭେ ସମାନଙ୍କେୁ ରକ୍ଷା କରିବାକୁ ଖଣ୍ତା କି ଧନୁ ବ୍ଯବହାର କରିବା ନାହିଁ। ଆମ୍ଭେ ସମାନଙ୍କେୁ ରକ୍ଷା କରିବାକୁ ୟୁଦ୍ଧ ରେ ଅଶ୍ବ କି ସୈନ୍ଯ ବ୍ଯବହାର କରିବା ନାହିଁ। ଆମ୍ଭେ ସମାନଙ୍କେୁ ଆମ୍ଭ ନିଜ ଶକ୍ତି ବଳ ରେ ରକ୍ଷା କରିବା।

6 And she conceived again, and bare a daughter. And God said unto him, Call her name Lo-ruhamah: for I will no more have mercy upon the house of Israel; but I will utterly take them away.

7 But I will have mercy upon the house of Judah, and will save them by the Lord their God, and will not save them by bow, nor by sword, nor by battle, by horses, nor by horsemen.

Hosea 1 in Tamil and English

6 ତା'ପ ରେ ଗୋମର ପୁନର୍ବାର ଗର୍ଭବତୀ ହେଲେ ଓ ଏକ କନ୍ଯା ସନ୍ତାନ ଜନ୍ମ ଦେଲେ। ସଦାପ୍ରଭୁ ହାେେଶୟକୁ କହିଲେ, ତା'ର ନାମ ଲୋ- ରୁହାମା ଦିଅ। କାହିଁକି? କାରଣ ଆମ୍ଭେ ଏଣିକି ଇଶ୍ରାୟେଲ ଜାତିକୁ ଆଉ ଦୟା ଦଖାଇବୋ ନାହିଁ। ଆମ୍ଭେ ସମାନଙ୍କେୁ କ୍ଷମା ଦବୋ ନାହିଁ।
And she conceived again, and bare a daughter. And God said unto him, Call her name Lo-ruhamah: for I will no more have mercy upon the house of Israel; but I will utterly take them away.

7 କିନ୍ତୁ ଆମ୍ଭେ ଯିହୁଦାର ଲୋକଙ୍କୁ ଦୟା ଦଖାଇବୋ। ଆମ୍ଭେ ଯିହୁଦା ଦେଶକୁ ରକ୍ଷା କରିବା। ଆମ୍ଭେ ସମାନଙ୍କେୁ ରକ୍ଷା କରିବାକୁ ଖଣ୍ତା କି ଧନୁ ବ୍ଯବହାର କରିବା ନାହିଁ। ଆମ୍ଭେ ସମାନଙ୍କେୁ ରକ୍ଷା କରିବାକୁ ୟୁଦ୍ଧ ରେ ଅଶ୍ବ କି ସୈନ୍ଯ ବ୍ଯବହାର କରିବା ନାହିଁ। ଆମ୍ଭେ ସମାନଙ୍କେୁ ଆମ୍ଭ ନିଜ ଶକ୍ତି ବଳ ରେ ରକ୍ଷା କରିବା।
But I will have mercy upon the house of Judah, and will save them by the Lord their God, and will not save them by bow, nor by sword, nor by battle, by horses, nor by horsemen.