Hebrews 6:3 in Oriya

Oriya Oriya Bible Hebrews Hebrews 6 Hebrews 6:3

Hebrews 6:3
ହଁ ଯଦି ପରମେଶ୍ବର ଅନୁମତି ଦିଅନ୍ତି, ଆମ୍ଭେ ଏପରି କରିବା।

Hebrews 6:2Hebrews 6Hebrews 6:4

Hebrews 6:3 in Other Translations

King James Version (KJV)
And this will we do, if God permit.

American Standard Version (ASV)
And this will we do, if God permit.

Bible in Basic English (BBE)
Now we will do this, if God lets us.

Darby English Bible (DBY)
and this will we do if God permit.

World English Bible (WEB)
This will we do, if God permits.

Young's Literal Translation (YLT)
and this we will do, if God may permit,

And
καὶkaikay
this
τοῦτοtoutoTOO-toh
will
we
do,
ποιήσομενpoiēsomenpoo-A-soh-mane
if
ἐάνπερeanperay-AN-pare
God

ἐπιτρέπῃepitrepēay-pee-TRAY-pay

hooh
permit.
θεόςtheosthay-OSE

Cross Reference

Acts 18:21
ସେ ଗଲା ବେଳେ କହିଲେ, ଯଦି ପରମେଶ୍ବର ଚ଼ାହାଁନ୍ତି, ତବେେ ମୁଁ ପୁଣି ତୁମ୍ଭମାନଙ୍କ ପାଖକୁ ଆସିବି। ତା'ପରେ ସେ ଜଳପଥରେ ଏଫିସରୁ ବିଦାୟ ନେଲେ।

1 Corinthians 16:7
ମୁଁ ଏବେ ତୁମ୍ଭମାନଙ୍କ ସହିତ ଦଖାେ କରିବାକୁ ଇଚ୍ଛା କରୁ ନାହିଁ, କାରଣ ପ୍ରଭୁ ଅନୁମତି ଦେଲେ ତୁମ୍ଭମାନଙ୍କ ସହ ଅଧିକ ସମୟ ରହିବା ପାଇଁ ଆଶା କରେ।

Romans 15:32
ତା'ପରେ ଯଦି ପରମେଶ୍ବର ଇଚ୍ଛା କରନ୍ତି ତା' ହେଲେ ମୁଁ ତୁମ୍ଭମାନଙ୍କ ପାଖକୁ ଆନନ୍ଦର ସହ ଆସିବି ଓ ବିଶ୍ରାମ ନବେି।

1 Corinthians 4:19
କିନ୍ତୁ ଖୁବ୍ ଶୀଘ୍ର ମୁଁ ତୁମ୍ଭମାନଙ୍କ ପାଖକୁ ୟିବି, ଓ ଅହଂକାର କରୁଥିବା ଲୋକମାନେ କଣ ଅଧିକ କାର୍ୟ୍ଯକ କରୁଛନ୍ତି ତାହା ମୁଁ ଦେଖିବାକୁ ଚା ହେଁ।

James 4:15
ଅତଏବ ତୁମ୍ଭେ କହିବା ଉଚିତ : ଯଦି ପରମେଶ୍ବରଙ୍କ ଇଚ୍ଛା ଥାଏ, ଆମ୍ଭେ ଜୀବିତ ରହିବୁ ଓ ଏହା କରିବୁ ବା ତାହା କରିବୁ।