Haggai 2:22 ଆମ୍ଭେ ବହୁ ରାଜ୍ଯ ଓ ରାଜାଙ୍କୁ ଓଲଟାଇ ଦବୋ, ଆମ୍ଭେ ରାଜ୍ଯର ଅନ୍ୟ ଲୋକମାନଙ୍କର କ୍ଷମତାକୁ ଲୋପ କରିବା, ସମାନଙ୍କେର ରଥ ଓ ଆ ରୋହୀଙ୍କୁ ଧ୍ବଂସ କରିବା। ଆମ୍ଭେ ସମାନଙ୍କେର ୟୁଦ୍ଧ ଅଶ୍ବ ଓ ଆ ରୋହୀଙ୍କୁ ପରାସ୍ତ କରିବା। ସେ ସୈନିକମାନେ ବର୍ତ୍ତମାନ ପରସ୍ପର ବନ୍ଧୁଭାବରେ ଅଛନ୍ତି। କିନ୍ତୁ ସମାନେେ ପରସ୍ପର ବିରୁଦ୍ଧ ରେ ଯିବେ ଏବଂ ପରସ୍ପର ଖଣ୍ତା ରେ ହଣାହଣି ହାଇେ ମରିବେ।
Haggai 2:22 in Other Translations
King James Version (KJV) And I will overthrow the throne of kingdoms, and I will destroy the strength of the kingdoms of the heathen; and I will overthrow the chariots, and those that ride in them; and the horses and their riders shall come down, every one by the sword of his brother.
American Standard Version (ASV) and I will overthrow the throne of kingdoms; and I will destroy the strength of the kingdoms of the nations; and I will overthrow the chariots, and those that ride in them; and the horses and their riders shall come down, every one by the sword of his brother.
Bible in Basic English (BBE) Overturning the power of kingdoms; and I will send destruction on the strength of the kingdoms of the nations; by me war-carriages will be overturned with those who are in them; and the horses and the horsemen will come down, everyone by the sword of his brother.
Darby English Bible (DBY) and I will overthrow the throne of kingdoms, and I will destroy the strength of the kingdoms of the nations; and I will overthrow the chariots, and those that ride therein; and the horses and their riders shall come down, every one by the sword of his brother.
World English Bible (WEB) I will overthrow the throne of kingdoms. I will destroy the strength of the kingdoms of the nations. I will overthrow the chariots, and those who ride in them. The horses and their riders will come down, everyone by the sword of his brother.
Young's Literal Translation (YLT) And have overturned the throne of kingdoms, And I have destroyed the strength of kingdoms of the nations, And overturned chariot and its charioteers, And come down have horses and their riders, Each by the sword of his brother.
Read Full Chapter :
Haggai 2
Cross Reference
ମୀଖା 5:10
ସଦାପ୍ରଭୁ କୁହନ୍ତି, ସେତବେେଳେ ଆମ୍ଭେ ତୁମ୍ଭର ଘୋଡାଗୁଡିକୁ ନଇୟିବୋ ଏବଂ ତୁମ୍ଭର ରଥଗୁଡିକୁ ଧ୍ବଂସ କରିବା।
ବିଚାରକର୍ତାମାନଙ୍କ ବିବରଣ 7:22
ଯେତବେେଳେ ଗିଦ୍ଦିୟୋନର 300 ସୈନିକମାନେ ସମାନଙ୍କେର ଶିଙ୍ଗାଗକ୍ସ୍ଟଡିକ ବଜାଇଲେ। ସଦାପ୍ରଭୁ ମିଦିଯନୀଯମାନଙ୍କୁ ସମାନଙ୍କେ ନିଜ ନିଜ ମଧିଅରେ ଖଡ୍ଗ ଦ୍ବାରା ୟକ୍ସ୍ଟଦ୍ଧ କରାଇଲେ। ସେଥି ରେ ସୈନ୍ଯଦଳ ସରୋଦାଆଡେ, ବୌଥ୍ ଶିଟା ପର୍ୟ୍ଯନ୍ତ ଟଦ୍ଦତ ନିକଟସ୍ଥ ଆବେଲ୍ ମହୋଲାର ସୀମା ପର୍ୟ୍ଯନ୍ତ ପଳାଯନ କଲେ।
ସିଫନିୟ 3:8
ସଦାପ୍ରଭୁ କହିଲେ, ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ୟ୍ଯନ୍ତ ତୁମ୍ଭମାନେ ଆମ୍ଭର ଅପେକ୍ଷା ରେ ଥାଅ, ଆମ୍ଭେ ଜାତି ସମୂହ ଓ ରାଜ୍ଯଗଣକୁ ଏକତ୍ରୀତ କରିବା। ଆମ୍ଭେ ଆପଣା ହବୋ କୋର୍ଧ ସମାନଙ୍କେ ଉପ ରେ ଢାଳି ଦବୋ। ଆମ୍ଭେ ଆପଣା ପ୍ରଚଣ୍ତ କୋରଧ ଦଖାଇବୋ। ଆମ୍ଭର କୋରଧ ରେ ସମଗ୍ର ପୃଥିବୀ ଧ୍ବଂସ ହବେ।
ଗୀତସଂହିତା 46:9
ସଦାପ୍ରଭୁ ଏ ପୃଥିବୀର ୟେକୌଣସି ସ୍ଥାନରେ ଚାହିଁଲେ ୟୁଦ୍ଧ ବନ୍ଦ କରିପାରିବେ। ୟଦି ସେ ଚା ହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରିପାରିବେ, ସେ ଢ଼ାଲକୁ ପୋଡ଼ି ଦଇପୋରିବେ।
ମାଥିଉଲିଖିତ ସୁସମାଚାର 24:7
ଗୋଟିଏ ଜାତି ଅନ୍ୟ ଜାତିର ବିରୁଦ୍ଧ ରେ ଓ ଗୋଟିଏ ରାଜ୍ଯ ଅନ୍ୟ ଗୋଟିଏ ରାଜ୍ଯ ବିରୁଦ୍ଧ ରେ ଠିଆ ହବେ। ବିଭିନ୍ନ ସ୍ଥାନ ରେ ଦୁର୍ଭିକ୍ଷ ପଡ଼ିବ ଓ ଭୂମିକମ୍ପ ହବେ।
ଯିଖରିୟ 10:11
ସମାନେେ ଦାରୁଣ ବ୍ଯଥାର ସମୁଦ୍ର ମଧ୍ଯଦଇେ ପାର ହବେେ ଏବଂ ସମୁଦ୍ରର ଢେଉକୁ ଆଘାତ କରିବେ। ନୀଳ ନଦୀର ଗଭୀରତାର ପାଣି ସବୁ ଶୁଖିୟିବ। ଅଶୂରର ଗର୍ବ ନତ ହବେ ଏବଂ ମିଶରର ରାଜଦଣ୍ତ ଗ୍ଭଲିୟିବ।
ଯିହିଜିକଲ 39:20
ତୁମ୍ଭମାନେେ ଆମ୍ଭ ମଜେ ରେ ଅଶ୍ବ, ରଥ, ବୀର ଓ ସବୁ ୟୋଦ୍ଧାମାନଙ୍କୁ ଖାଇ ତୃପ୍ତ ହବେ।' ଏହା ମାରେ ପ୍ରଭୁ ସଦାପ୍ରଭୁ କହନ୍ତି।
ଯିଶାଇୟ 9:19
ସର୍ବଶକ୍ତିମାନ ସଦାପ୍ରଭୁ ଏତେ କ୍ରୋଧିତ ହୁଅନ୍ତି ଯେ ସମଗ୍ର ଦେଶ ଅଗ୍ନି ରେ ଦଗ୍ଧୀଭୂତ ହୁଏ ଓ ସମସ୍ତ ଲୋକ ଭସ୍ମିଭୂତ ହୁଅନ୍ତି। କୌଣସି ବ୍ଯକ୍ତି ତା'ର ଭାଇକୁ ସାହାୟ୍ଯ କରନ୍ତି ନାହିଁ।
ଯିଶାଇୟ 19:2
ପରମେଶ୍ବର କୁହନ୍ତି, ମିଶରୀଯମାନେ ଆପଣା ଆପଣା ବିରୁଦ୍ଧ ରେ ୟୁଦ୍ଧ କରିବେ, ମୁଁ ତା'ର କାରଣ ହବେି। ଲୋକେ ସମାନଙ୍କେ ଭାଇ ବିପକ୍ଷ ରେ ସଂଗ୍ରାମ କରିବେ। ପଡ଼ୋଶୀ ପଡ଼ୋଶୀ ମଧିଅରେ ୟୁଦ୍ଧ ହବେ। ନଗର ନଗର ମଧିଅରେ ଓ ରାଜ୍ଯ ରାଜ୍ଯ ମଧିଅରେ ଲଢ଼ିବେ।
ଯିଶାଇୟ 60:12
କାରଣ ଯେଉଁ ଦେଶ ଓ ରାଜା ତୁମ୍ଭର ସବୋ କରିବ ନାହିଁ, ସେ ବିନଷ୍ଟ ହବେ। ସହେି ଦେଶଗୁଡ଼ିକ ସୂର୍ଣ୍ଣରୂପେ ଧ୍ବଂସ ପ୍ରାପ୍ତ ହବେେ।
ଯିହିଜିକଲ 21:27
ମୁଁ ସମ୍ପୂର୍ଣ୍ଣରୂପେ ସହେି ସହର ଧ୍ବଂସ କରିବି। କିନ୍ତୁ ବାବିଲକୁ ଜଣେ ନୂତନ ରାଜା ନ ଆସିବା ପର୍ୟ୍ଯନ୍ତ ତାହା ଘଟିବ ନାହିଁ। ତେଣୁ ନୂତନ ରାଜା ହାତ ରେ ମୁଁ ଏହାକୁ ଦବେି।
ଦାନିଏଲ 2:34
ଆପଣ ପ୍ରତିମାଟିକୁ ନିରୀକ୍ଷଣ କରୁଥିବା ସମୟରେ କର୍ତ୍ତିତ ହାଇନେଥିବା ଏକ ପ୍ରସ୍ତର ଶୂନ୍ଯ ରେ ଉଡିଆସି ସହେି ପ୍ରତିମାର ଲୌହ ଓ ମୃତ୍ତିକାମଯ ପାଦକୁ ଆଘାତ କରି ଖଣ୍ତ ବିଖଣ୍ତିତ କଲା।
ଦାନିଏଲ 2:44
ଚତୁର୍ଥ ରାଜ୍ଯର ରାଜତ୍ବ ସମୟରେ ସ୍ବର୍ଗସ୍ଥ ପରମେଶ୍ବର ଗୋଟିଏ ରାଜ୍ଯ ସ୍ଥାପନ କରିବେ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ହାଇେ ରହିବ। ଆଉ ମଧ୍ଯ ତାହା ଅନ୍ୟ ହାତକୁ ୟିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ଯଗୁଡିକୁ ଧ୍ବଂସ କରି ଦବେ।
ଦାନିଏଲ 7:25
ଏବଂ ସେ ସର୍ବୋପରିସ୍ଥ ପରମେଶ୍ବରଙ୍କ ବିରୁଦ୍ଧ ରେ କଥା କହିବ ଓ ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କୁ ବଧ କରିବ। ଆଉ ସେ ସମୟ ଓ ଆଜ୍ଞାର ପରିବର୍ତ୍ତନ କରିବାକୁ ଚିନ୍ତା କରିବ। ସାଢେ ତିନିବର୍ଷ ପାଇଁ ସମାନେେ ତା' ହସ୍ତ ରେ ସମର୍ପିତ ହବେେ।
ଯାତ୍ରା ପୁସ୍ତକ 14:17
ମୁଁ ମିଶରୀଯମାନଙ୍କୁ ଜିଦ୍ଖୋର କରିବି, ଯେଉଁଥି ରେ ସମାନେେ ତୁମ୍ଭମାନଙ୍କ ପଛ ରେ ଗୋଡାଇବେ। ମୁଁ ତୁମ୍ଭକୁ ଦଖାଇବେି, କିପରି ମୁଁ ଫାରୋ, ତାଙ୍କର ଅଶ୍ବାରୋହୀ ସୈନ୍ଯ, ରଥା ରୋହୀ ସୈନ୍ଯମାନଙ୍କଠାରୁ ଶକ୍ତିଶାଳୀ।
ମୀଖା 5:8
ବହୁ ଗୋଷ୍ଠୀ ମଧିଅରେ ବିକ୍ଷିପ୍ତ ହାଇେଥିବା ଯାକୁବର ଅବଶିଷ୍ଟାଂଶ ଜଙ୍ଗଲର ପ୍ରାଣୀମାନଙ୍କ ମଧିଅରେ ସିଂହ ସଦୃଶ ବସବାସ କରିବେ। ଆଉ ମଧ୍ଯ ସମାନେେ ମଷେ ପଲ ରେ ୟୁବା ସିଂହ ସଦୃଶ ଲୋକମାନଙ୍କୁ ଦଳି ପକାଇବେ। ସିଂହ ଜଙ୍ଗଲ ମଧିଅରେ ନିଜ ଇଚ୍ଛା ଅନୁସାରେ ଗତି କରେ ଓ ଯେଉଁ ପ୍ରାଣୀକୁ ଆକ୍ରମଣ କରେ, ତାକୁ କହେି ରକ୍ଷା କରି ପାରିବେ ନାହିଁ।
ମୀଖା 5:15
କେତକେ ଲୋକ ଆମ୍ଭ କଥା ଶୁଣିବେ ନାହିଁ। କିନ୍ତୁ ଆମ୍ଭେ ଆପଣା କୋର୍ଧ ପ୍ରକାଶ କରିବା ଏବଂ ସହେି ଲୋକମାନଙ୍କ ଉପ ରେ ପ୍ରତିଶୋଧ ନବୋ।
ଯିଖରିୟ 4:6
ସେ କହିଲେ, ଏହା ୟିରୁଦ୍ଦାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, 'ଏହା ପରାକ୍ରମ କି ବଳଦ୍ବାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।' ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି।
ଯିଖରିୟ 9:10
ଆମ୍ଭେ ଇଫ୍ରଯିମଠାରୁ ରଥକୁ କାଢି ନବୋ, ୟିରୁଶାଲମଠାରୁ ଅଶ୍ବ ୟୁଦ୍ଧ ରେ ବ୍ଯବହୃତ ଧନୁ କାଢି ନିଆୟିବ। ସହେି ରାଜା ଗୋଷ୍ଠୀଗଣଙ୍କ ନିକଟକୁ ଶାନ୍ତିର ସନ୍ଦେଶ ଆଣିବେ। ତାଙ୍କର ରାଜ୍ଯ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ୟ୍ଯନ୍ତ ଓ ଫରାତ୍ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ବିସ୍ତୁତ ହବେ।
ଯିଖରିୟ 12:2
ଦେଖ, ଦେଶସମୂହ ପ୍ରତି ୟିରୁଶାଲମକୁ ଏକ ପାନପାତ୍ର ସଦୃଶ ଆମ୍ଭେ ନିର୍ମାଣ କରିବା। ଯିହୁଦା ଓ ୟିରୁଶାଲମ ଅବରୋଧ ହାଇେ ରହିବ।
ଯିଖରିୟ 14:3
ସେତବେେଳେ ସଦାପ୍ରଭୁ ବାହାରି ସେ ଦେଶମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ, ସେ ଏପରି କରିବେ ଯେପରି ସେ ସଂଗ୍ରାମ ସମୟରେ କରନ୍ତି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:15
ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ବର୍ଗ ରେ ଉଚ୍ଚ ସ୍ବରମାନ ଶୁଣାଗଲା। ସମାନେେ କହିଲେ,
ଦାନିଏଲ 8:25
ପୁଣି ସେ ନିଜର କୌଶଳ, ଛଳ, ଜ୍ଞାନ ଓ ମିଥ୍ଯା ବଳ ରେ ସଫଳକାମୀ ହବେ। ସେ ନିଜ ଅନ୍ତଃକରଣ ରେ ନିଜକୁ ବଡ ମନେ କରିବ ଓ ନରାପଦ ସମୟରେ ଅନକଙ୍କେୁ ବିନାଶ କରିବ। ଆଉ ଅଧିପତିଙ୍କର ଅଧିପତିଙ୍କ ପ୍ରତିକୂଳ ରେ ଠିଆ ହବେ। ମାତ୍ର ସେ ମଣିଷ ହସ୍ତ ରେ ବିନାଶ ହବେ ନାହିଁ।
ଯାତ୍ରା ପୁସ୍ତକ 14:28
ସମୁଦ୍ର ତା'ର ପୂର୍ବ ଅବସ୍ଥାକୁ ଆସିବାରୁ ସମସ୍ତ ରଥଗୁଡିକ, ଅଶ୍ବାରୋହୀମାନଙ୍କୁ ଆଚ୍ଛାଦିତ କଲା। ଇଶ୍ରାୟେଲୀୟମାନଙ୍କ ପଛ ରେ ଗୋଡଉଥିବା ଫାରୋଙ୍କର ସମଗ୍ର ସୈନ୍ଯବାହୀନି ସମୁଦ୍ର ରେ ବୁଡିଗଲେ। କହେି ଜଣେ ହେଲବି ସୈନ୍ଯ ବଞ୍ଚିଲେ ନାହିଁ।
ଯାତ୍ରା ପୁସ୍ତକ 15:4
ସେ ଫାରୋଙ୍କର ରଥ ଏବଂ ସନ୍େଯମାନଙ୍କୁ ସମୁଦ୍ର ରେ ନିକ୍ଷପେ କରିଛନ୍ତି। ଫାରୋଙ୍କର ବଛା ବୀରମାନେ ସୂଫ ସାଗର ରେ ନିମଗ୍ନ ହାଇେ ଅଛନ୍ତି।
ଯାତ୍ରା ପୁସ୍ତକ 15:19
କାରଣ ଫାରୋଙ୍କର ଘୋଡା, ରଥ ଏବଂ ସୈନ୍ଯମାନେ ସବୁ ସମୁଦ୍ର ଭିତରକୁ ଚାଲି ୟାଇଛନ୍ତି। ସଦାପ୍ରଭୁ ସମାନଙ୍କେ ଉପରେ ସମୁଦ୍ର ଜଳ ଆଚ୍ଛାଦିତ କରାଇଲେ। ମାତ୍ର ଇଶ୍ରାୟେଲ ଲୋକମାନେ ସମୁଦ୍ର ମଧିଅରେ ଶୁଷ୍କ ରାସ୍ତା ରେ ଗମନ କଲେ।
ପ୍ରଥମ ଶାମୁୟେଲ 14:16
ସେତବେେଳେ ବିନ୍ଯାମୀନ ପ୍ରଦେଶର ଗିବିଯା ରେ ଶାଉଲଙ୍କ ସୈନ୍ଯମାନେ ଦେଖିଲେ ପଲେଷ୍ଟୀୟ ସୈନ୍ଯମାନେ ଏଣତେଣେେ ଦୌଡ଼ନ୍ତିକ୍ସ୍ଟଛନ୍ତି।
ଦିତୀୟ ବଂଶାବଳୀ 20:22
ସହେି ଲୋକମାନେ ପରମେଶ୍ବରଙ୍କର ପ୍ରଶଂସା ଓ ଗାନ କରିବା ସମୟରେ ସଦାପ୍ରଭୁ ଅମ୍ମାନେ, ମାୟୋବ ଓ ସଯେୀର ପାର୍ବତ୍ଯାଞ୍ଚଳର ଲୋକମାନଙ୍କର ଉପରେ ଅତର୍କିତ ଆକ୍ରମଣ କରାଇଲେ। ଯେଉଁ ଲୋକମାନେ ଯିହୁଦାକୁ ଆକ୍ରମଣ କରିବାକୁ ଆସିଥିଲେ, ସମାନେେ ପ୍ରହାରିତ ହେଲେ।
ଗୀତସଂହିତା 76:6
ୟାକୁବର ପରମେଶ୍ବର, ଯେତବେେଳେ ତୁମ୍ଭେ ଆପଣାର ୟୁଦ୍ଧରବ କଲ, ସମାନଙ୍କେର ଅଶ୍ବଗଣ ଏବଂ ରଥା ରୋହୀଗଣ ପଡ଼ି ମୃତ୍ଯୁବରଣ କଲେ।