Genesis 37:7
ଆମ୍ଭେ ସମସ୍ତେ କ୍ଷତେ ରେ କାର୍ୟ୍ଯ କରୁଥିଲୁ। ଆମ୍ଭେ କ୍ଷତେ ରେ ବିଡ଼ା ବାନ୍ଧୁଥିଲୁ। ତହିଁରେ ମୁଁ ଦେଖିଲି ମାରେ ବିଡ଼ା ଉଠି ଛିଡ଼ା ହେଲା। ତୁମ୍ଭମାନଙ୍କର ବିଡ଼ା ସବୁ ମାେ ବିଡ଼ାକୁ ଚାରିଆଡ଼େ ଘରେି ପ୍ରଣାମ କଲେ।
For, behold, | וְ֠הִנֵּה | wĕhinnē | VEH-hee-nay |
we | אֲנַ֜חְנוּ | ʾănaḥnû | uh-NAHK-noo |
were binding | מְאַלְּמִ֤ים | mĕʾallĕmîm | meh-ah-leh-MEEM |
sheaves | אֲלֻמִּים֙ | ʾălummîm | uh-loo-MEEM |
in | בְּת֣וֹךְ | bĕtôk | beh-TOKE |
field, the | הַשָּׂדֶ֔ה | haśśāde | ha-sa-DEH |
and, lo, | וְהִנֵּ֛ה | wĕhinnē | veh-hee-NAY |
my sheaf | קָ֥מָה | qāmâ | KA-ma |
arose, | אֲלֻמָּתִ֖י | ʾălummātî | uh-loo-ma-TEE |
also and | וְגַם | wĕgam | veh-ɡAHM |
stood upright; | נִצָּ֑בָה | niṣṣābâ | nee-TSA-va |
and, behold, | וְהִנֵּ֤ה | wĕhinnē | veh-hee-NAY |
your sheaves | תְסֻבֶּ֙ינָה֙ | tĕsubbênāh | teh-soo-BAY-NA |
about, round stood | אֲלֻמֹּ֣תֵיכֶ֔ם | ʾălummōtêkem | uh-loo-MOH-tay-HEM |
and made obeisance | וַתִּֽשְׁתַּחֲוֶ֖יןָ | wattišĕttaḥăwênā | va-tee-sheh-ta-huh-VAY-na |
to my sheaf. | לַֽאֲלֻמָּתִֽי׃ | laʾălummātî | LA-uh-loo-ma-TEE |
Cross Reference
Genesis 42:6
ସହେି ସମୟରେ ମିଶର ରେ ଯୋଷଫେ ଅଧ୍ଯକ୍ଷ୍ଯ ଥିଲେ। ଯେଉଁମାନେ ମିଶରରୁ ଖାଦ୍ୟ ଶସ୍ଯ କ୍ରଯ କରୁଥିଲେ ସମାନଙ୍କେୁ ଯୋଷଫେ ଖାଦ୍ୟ ବିକ୍ରୀ କରୁଥିଲେ। ତେଣୁ ଯୋଷଫେର ଭାଇମାନେ ଆସିଲେ ଏବଂ ସମାନଙ୍କେର ମୁଖ ଭୂମି ଆଡ଼କୁ କରି ଯୋଷଫେକୁ ପ୍ରଣାମ କଲେ।
Genesis 42:9
ଏବଂ ଯୋଷଫେ ପୂର୍ବରୁ ସମାନଙ୍କେର ଭାଇମାନଙ୍କ ବିଷଯ ରେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ମନେ କଲେ।
Genesis 43:26
ଯୋଷଫେ ଗୃହକୁ ପ୍ରବେଶ କଲେ, ଭାଇମାନେ ଆଣିଥିବା ଉପହାର ସବୁ ତାଙ୍କୁ ଦେଲେ। ଏହାପରେ ସମାନେେ ଯୋଷଫଙ୍କେୁ ଆଣ୍ଠୁମାଡ଼ି ଭୂମିଷ୍ଠ ପ୍ରଣାମ କଲେ।
Genesis 44:14
ଯିହୁଦା ଏବଂ ତା'ର ଭାଇମାନେ ଯୋଷଫଙ୍କେ ଗୃହକୁ ଗଲେ। ଯୋଷଫେ ସହେିଠା ରେ ଥିଲେ। ଭାଇମାନେ ତାଙ୍କର ପାଦତଳେ ଲୋଟି ଗଲେ।
Genesis 44:19
ପୂର୍ବରୁ ଆପଣ ଆମ୍ଭକୁ ପଚାରି ଥିଲେ, 'ତୁମ୍ଭମାନଙ୍କର ଭାଇ ଓ ପିତା ଅଛନ୍ତି କି?'
Philippians 2:10
ଏପରି କରିବାର ଉଦ୍ଦେଶ୍ଯ ଥିଲା ଯେ ସ୍ବର୍ଗର, ପୃଥିବୀର ଓ ପାତାଳର ପ୍ରେତ୍ୟକକ ଲୋକ ଯେପରି ଯୀଶୁଙ୍କ ନାମ ଆଗ ରେ ମୁଣ୍ଡ ନୁଆଇଁବେ।
Colossians 1:18
ଖ୍ରୀଷ୍ଟ ମଣ୍ଡଳୀରୂପ ଶରୀରର ମୁଖ୍ଯ ଅଟନ୍ତି। ପ୍ରେତ୍ୟକକ ବିଷୟ ତାହାଙ୍କଠାରୁ ଆସିଥାଏ। ସେ ମୃତ୍ଯୁରୁ ପୁର୍ନରୁଥିତ ଏକମାତ୍ର ପୁର୍ନରୁଥିତ ଈଶ୍ବର ହାଇେଥିବା ପ୍ରଭୁ। ଅତଏବ ପ୍ରେତ୍ୟକକ ବିଷୟ ରେ ଖ୍ରୀଷ୍ଟ ସର୍ବାପେକ୍ଷା ମହତ୍ତ୍ବପୂର୍ଣ୍ଣ ଅଟନ୍ତି।