Base Word
אֲנַחְנוּ
Short Definitionwe
Long Definitionwe (first pers. pl.—usually used for emphasis)
Derivationapparently from H0595
International Phonetic Alphabetʔə̆.n̪ɑħˈn̪uː
IPA modʔə̆.nɑχˈnu
Syllableʾănaḥnû
Dictionuh-na-NOO
Diction Moduh-nahk-NOO
Usageourselves, us, we
Part of speechp

ଆଦି ପୁସ୍ତକ 13:8
ତେଣୁ ଅବ୍ରାମ ଲୋଟଙ୍କୁ କହିଲେ, ତୁମ୍ଭେ ଆମ୍ଭ ମଧିଅରେ କଳହ ହବୋ ଉଚ଼ିତ ନୁହେଁ। ତୁମ୍ଭର ଲୋକ ଓ ମାେ ଲୋକ ମଧିଅରେ କଳହ ହବୋ ଠାକ୍ ନୁହେଁ କାରଣ ଆମ୍ଭମାନେେ ପରସ୍ପର ଭାଇ।

ଆଦି ପୁସ୍ତକ 19:13
ଆମ୍ଭେ ବର୍ତ୍ତମାନ ଏହି ସହରକୁ ଧ୍ବଂସ କରିବାକୁ ଯାଉଛୁ। ସଦାପ୍ରଭୁ ପରମେଶ୍ବର ଜାଣନ୍ତି ଏହି ଦେଶ କେତେ ଖରାପ ଏବଂ ଏହି ନଗର ଧ୍ବଂସ କରିବା ପାଇଁ ଆମ୍ଭକୁ ପଠାଇଛନ୍ତି।

ଆଦି ପୁସ୍ତକ 29:4
ଯାକୁବ ସଠାେରେ ସହେି ମଷେପାଳକମାନକୁ କହିଲେ, ହେ ଭାଇମାନେ ତୁମ୍ଭର ଘର କେଉଁଠି?

ଆଦି ପୁସ୍ତକ 37:7
ଆମ୍ଭେ ସମସ୍ତେ କ୍ଷତେ ରେ କାର୍ୟ୍ଯ କରୁଥିଲୁ। ଆମ୍ଭେ କ୍ଷତେ ରେ ବିଡ଼ା ବାନ୍ଧୁଥିଲୁ। ତହିଁରେ ମୁଁ ଦେଖିଲି ମାରେ ବିଡ଼ା ଉଠି ଛିଡ଼ା ହେଲା। ତୁମ୍ଭମାନଙ୍କର ବିଡ଼ା ସବୁ ମାେ ବିଡ଼ାକୁ ଚାରିଆଡ଼େ ଘରେି ପ୍ରଣାମ କଲେ।

ଆଦି ପୁସ୍ତକ 42:11
ଆମ୍ଭେ ସମସ୍ତେ ଭାଇ, ଆମ୍ଭମାନଙ୍କର ପିତା ଗୋଟିଏ। ଆମ୍ଭେ ସଚ୍ଚୋଟ୍ ଲୋକ ଅଟୁ। ଆମ୍ଭେ ଆପଣଙ୍କ ଦାସ, ଆମ୍ଭେ ଗୁପ୍ତଚର ନୋହୁଁ।

ଆଦି ପୁସ୍ତକ 42:13
ଏବଂ ଭାଇମାନେ କହିଲେ, ନା! ଆମ୍ଭେ ସମସ୍ତେ ଭାଇ ଆମ୍ଭ ପରିବାରର ଆମ୍ଭେ ବାରଜଣ ଭାଇ ଅଟୁ। ଆମ୍ଭ ସମସ୍ତଙ୍କର ପିତା ଏକ୍। ଆମ୍ଭର ସାନଭାଇ ଆମ୍ଭର ଗୃହ ରେ ପିତାଙ୍କ ନିକଟରେ ଅଛି। ଆଉ ଏକ ଭାଇ ବହୁତ ପୂର୍ବରୁ ମରିୟାଇଛି। ଆମ୍ଭମାନେେ ତୁମ୍ଭ ନିକଟରେ ଦାସତୁଲ୍ଯ। ଆମ୍ଭମାନେେ କିଣାନୀଯ ଦେଶରୁ ଆସିଅଛୁ।

ଆଦି ପୁସ୍ତକ 42:21
ସମାନଙ୍କେ ମଧିଅରେ କଥାବାର୍ତ୍ତା ହେଲେ, ଆମ୍ଭମାନେେ ଆମ୍ଭର ସାନ ଭାଇ ଯୋଷଫେକୁ ହତ୍ଯା କରିଥିବାରୁ ଆମ୍ଭମାନେେ ଦଣ୍ଡ ଭୋଗୁଅଛୁ। ଆମ୍ଭମାନେେ ଦେଖିଥିଲୁ ସେ କି କଷ୍ଟ ପାଉଥିଲା। ତାକୁ ରକ୍ଷା କରିବାକୁ ସେ କେତେ ଅନୁ ରୋଧ କରିଥିଲା। କିନ୍ତୁ ଆମ୍ଭେ ତା'ପ୍ରତି କର୍ଣ୍ଣପାତ କରି ନଥିଲୁ। ତେଣୁ ବର୍ତ୍ତମାନ ଆମ୍ଭେ ବିପଦ ରେ ପଡ଼ିଅଛୁ।

ଆଦି ପୁସ୍ତକ 42:31
କିନ୍ତୁ ଆମ୍ଭେ କହିଲୁ, ଆମ୍ଭେ ଗୁପ୍ତଚର ନୋହୁଁ। ଆମ୍ଭେ ସାଧୁ ଲୋକ ଅଟୁ।

ଆଦି ପୁସ୍ତକ 42:32
ଆମ୍ଭେ ତାଙ୍କୁ କହିଲୁ ଯେ, ଆମ୍ଭେ ବାର ଜଣ ଭାଇ ଅଟୁ। ଆମ୍ଭେ ତାଙ୍କୁ କହିଲୁ, ଆମ୍ଭ ସମସ୍ତଙ୍କର ଗୋଟିଏ ପିତା, ଆମ୍ଭର ଗୋଟେ ଭାଇ ୟିଏ କି ମରିୟାଇଛି ଏବଂ ଆମର ସାନଭାଇ ଯକେି ବର୍ତ୍ତମାନ କିଣାନୀଯ ଦେଶ ରେ ଅଛି।

ଆଦି ପୁସ୍ତକ 43:8
ଏହାପରେ ଯିହୁଦା ତାଙ୍କର ପିତାଙ୍କୁ କହିଲେ, ବିନ୍ଯାମୀନକୁ ମାେ ସହିତ ୟିବାକୁ ଦିଅ। ମୁଁ ତା'ର ଯତ୍ନ ନବେି। ଆମ୍ଭମାନଙ୍କୁ ମିଶର ୟାଇ ଖାଦ୍ୟ ଆଣିବାକୁ ଅଛି। ଯଦି ଆମ୍ଭେ ନଯାଉ ତବେେ ଆମ୍ଭେ ସମସ୍ତେ ମରିବା, ଏପରିକି ଆମ୍ଭର ପିଲାମାନେ ମଧ୍ଯ ମରିବେ।

Occurences : 119

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்