Bible

Genesis 36 - WEB (Oriya)

1 Now this is the history of the generations of Esau (the same is Edom).ଏହା ଏଷୌଙ୍କ ପରିବାରର ଇତିହାସ ତାଙ୍କର ଅନ୍ୟ ନାମ (ଇଦୋମ)।

2 Esau took his wives from the daughters of Canaan: Adah the daughter of Elon, the Hittite; and Oholibamah the daughter of Anah, the daughter of Zibeon, the Hivite;ଏଷୌ କିଣାନୀଯମାନଙ୍କର ଦୁଇ କନ୍ଯାକୁ ବିବାହ କରିଥିଲେ। ସମାନେେ ହେଲେ ହିତ୍ତୀଯ ଏଲୋନର କନ୍ଯା ଆଦାକୁ ଓ ଅନାର କନ୍ଯା ହିଦ୍ଦୀଯ ସିବିଯୋର ପୌତ୍ରୀ ଅହଲୀବାମାକୁ।

3 and Basemath, Ishmael's daughter, sister of Nebaioth.ନବାଯୋତର ଭଉଣୀ, ଇଶ୍ମାଯଲେ କନ୍ଯା ବାସମତକୁ ବିବାହ କରିଥିଲେ।

4 Adah bore to Esau Eliphaz. Basemath bore Reuel.ଏହାପରେ ଏଷୌର ଔରସ ରେ ଆଦା ଇଲୀଫସକୁ ଓ ବାସମତ୍ ରୂଯଲକେୁ ଜନ୍ମ କଲେ।

5 Oholibamah bore Jeush, Jalam, and Korah. These are the sons of Esau, who were born to him in the land of Canaan.ଏବଂ ଅହଲୀବାମାର ତିନି ପୁତ୍ର ଥିଲେ। ସମାନେେ ହେଲେ, ୟିଯୂଶ, ୟାଲମ ଓ କୋରହ। ଏମାନେ ସମସ୍ତେ କିଣାନ ଦେଶ ରେ ଜନ୍ମ ହାଇେଥିଲେ।

6 Esau took his wives, his sons, his daughters, and all the members of his household, with his cattle, all his animals, and all his possessions, which he had gathered in the land of Canaan, and went into a land away from his brother Jacob.ଯାକୁବ ଓ ଏଷୌର ପରିବାର ବହୁତ ବଢ଼ିୟିବାରୁ ସମାନେେ କିଣାନ ରେ ବାସ କରିପାରିଲେ ନାହିଁ। ତେଣୁ ଏଷୌ ଯାକୁବଠାରୁ ଦୂରକୁ ଚାଲିଗଲେ।

7 For their substance was too great for them to dwell together, and the land of their travels couldn't bear them because of their cattle.ଏଷୌ ତା'ର ସ୍ତ୍ରୀମାନଙ୍କୁ, ପୁତ୍ରମାନଙ୍କୁ, ଝିଅମାନଙ୍କୁ, ସମସ୍ତ ଦାସଦାସୀମାନଙ୍କୁ, ଗାଈ ଏବଂ ସମସ୍ତ ପଶୁମାନଙ୍କୁ ଏବଂ ତା'ର ଧନ ସମ୍ପତ୍ତି ଥିଲା ତାକୁ ଧରି ସଯେୀର ପର୍ବତ ରେ ବାସ କଲେ।

8 Esau lived in the hill country of Seir. Esau is Edom.ଏଷୌ ମଧ୍ଯ ଇଦୋମ ନାମ ରେ ଡ଼କା ଯାଉଥିଲା। ଏବଂ ଏହିନାମ ସଯେୀର ରେ ରହିଲା।

9 This is the history of the generations of Esau the father of the Edomites in the hill country of Seir:ସଯେୀର ପର୍ବତସ୍ଥ ଇଦୋମୀଯମାନଙ୍କର ପୂର୍ବପୁରୁଷ ଏଷୌର ବଂଶାବଳୀ।

10 these are the names of Esau's sons: Eliphaz, the son of Adah, the wife of Esau; and Reuel, the son of Basemath, the wife of Esau.ଏଷୌର ଆଦା ନାମ୍ନୀ ସ୍ତ୍ରୀର ପୁତ୍ର ଇଲୀଫସ୍ ଓ ବାସମତ୍ ନାମ୍ନୀ ସ୍ତ୍ରୀର ପୁତ୍ର ରୁଯଲେ।

11 The sons of Eliphaz were Teman, Omar, Zepho, and Gatam, and Kenaz.ଇଲୀଫସର ପାଞ୍ଚ ପୁତ୍ର ଥିଲେ, ତୈମନ୍, ଓମାର, ସଫୋ, ଗଯିତମ୍ ଓ କନସ୍।

12 Timna was concubine to Eliphaz, Esau's son; and she bore to Eliphaz Amalek. These are the sons of Adah, Esau's wife.ଏଷୌର ପୁତ୍ର ଇଲୀଫସର ତିମ୍ନା ନାମ୍ନୀ ଏକ ଉପପତ୍ନୀ ଥିଲା। ସେ ଇଲୀଫସର ଅମାଲକେକୁ ଜନ୍ମ କଲା। ଏମାନେ ଏଷୌର ପତ୍ନୀ ଆଦାର ସନ୍ତାନ।

13 These are the sons of Reuel: Nahath, Zerah, Shammah, and Mizzah. These were the sons of Basemath, Esau's wife.ଏହିମାନେ ରୁଯଲରେ ପୁତ୍ର ଥିଲେ, ନହତ୍, ସରହେ, ଶମ୍ମ ଓ ମିସା।

14 These were the sons of Oholibamah, the daughter of Anah, the daughter of Zibeon, Esau's wife: she bore to Esau Jeush, Jalam, and Korah.ସିବିଯୋନର ପୌତ୍ରୀ ଅନାର କନ୍ଯା ଯେ ଅହଲୀବାମା, ଏଷୌର ସ୍ତ୍ରୀ ଥିଲା। ତାହାର ସନ୍ତାନ ୟିଯୂଶ୍, ୟାଲମ୍ ଓ କୋରହ।

15 These are the chiefs of the sons of Esau: the sons of Eliphaz the firstborn of Esau: chief Teman, chief Omar, chief Zepho, chief Kenaz,ଏଷୌର ସନ୍ତାନମାନଙ୍କ ପରିବାରବର୍ଗ।

16 chief Korah, chief Gatam, chief Amalek: these are the chiefs who came of Eliphaz in the land of Edom; these are the sons of Adah.ମୂଖ୍ଯ କୋରହ, ମୂଖ୍ଯ ଗଯିତମ୍ ଓ ମୂଖ୍ଯ ଆମାଲେକ୍। ଇଦୋମ ଦେଶ ରେ ଇଲୀଫସ୍ ପରିବାରବର୍ଗୀଯ ଏହି ରାଜାଗଣ ଆଦାର ସନ୍ତାନ ଥିଲେ।

17 These are the sons of Reuel, Esau's son: chief Nahath, chief Zerah, chief Shammah, chief Mizzah: these are the chiefs who came of Reuel in the land of Edom; these are the sons of Basemath, Esau's wife.ଏଷୌର ପୁତ୍ର ରୂଯଲରେ ସନ୍ତାନ ମୂଖ୍ଯ ନହତ୍ ଓ ମୂଖ୍ଯ ସରହେ, ମୂଖ୍ଯ ଶମ୍ମ ଓ ମୂଖ୍ଯ ମିସା।

18 These are the sons of Oholibamah, Esau's wife: chief Jeush, chief Jalam, chief Korah: these are the chiefs who came of Oholibamah the daughter of Anah, Esau's wife.ଆଉ ଏଷୌର ସ୍ତ୍ରୀ ଅହଲୀବାମାର ପୁତ୍ରଗଣ ଏହିମାନେ ଥିଲେ, ମୂଖ୍ଯ ୟିଯୂଶ, ମୂଖ୍ଯ ୟାଲମ୍ ଓମୂଖ୍ଯ କୋରହ। ଏମାନେ ସମାନଙ୍କେର ପିତୃ ଥିଲେ ଯେଉଁମାନେ ଏଷୌର ସ୍ତ୍ରୀ, ଅନାର କନ୍ଯା ଅହଲୀବାମାଠାରୁ ଆସିଲେ। ଅନାର ଅହଲୀବାମା ଏଷୌର ସ୍ତ୍ରୀ ଥିଲା, ଏମାନେ ତାହାର ପିତୃଗଣ ଥିଲେ।

19 These are the sons of Esau, and these are their chiefs. The same is Edom.ଏମାନେ ଏଷୌର ଅର୍ଥାତ୍ ଇଦୋମର ସନ୍ତାନ ଓ ଏମାନେ ସମାନଙ୍କେର ପରିବାରର ମୂଖ୍ଯ।

20 These are the sons of Seir the Horite, the inhabitants of the land: Lotan, Shobal, Zibeon, Anah,ସଯେୀର ଜଣେ ହୋରୀଯ ଇଦୋମ ରେ ଦେଶ ରେ ବାସ କରୁଥିଲେ। ଏଷୌ ପୂର୍ବରୁ ସହେି ସଯେୀର ପୁତ୍ରମାନେ ହେଲେ, ଲୋଟନ୍, ଶୋବଲ, ସିବିଯୋନ, ଅନା।

21 Dishon, Ezer, and Dishan. These are the chiefs who came of the Horites, the children of Seir in the land of Edom.ଦିଶୋନ୍, ଏତ୍ସର, ଦୀଶନ୍, ଏହି ପୁତ୍ରମାନେ ଥିଲେ। ହୋରୀଯ ମୂଖ୍ଯ ବଂଶର ରାଜା ଇଦୋମ ସଯେୀରର ରାଜା।

22 The children of Lotan were Hori and Heman. Lotan's sister was Timna.ଲୋଟନ୍ ଥିଲେ ହୋରିର ପିତା ଏବଂ ହମେସ ପୁଣି ଲୋଟନର ତିନ୍ମା ନାମ୍ନୀ ଜଣେ ଭଉଣୀ ଥିଲେ।

23 These are the children of Shobal: Alvan, Manahath, Ebal, Shepho, and Onam.ଶାେବଲ୍ ଥିଲେ ଅବଲନ୍ର ପିତା, ମାନହତ୍, ଏବଲ, ଶଫୋ ଏବଂ ଓନମ୍।

24 These are the children of Zibeon: Aiah and Anah. This is Anah who found the hot springs in the wilderness, as he fed the donkeys of Zibeon his father.ସିବିଯୋନଙ୍କର ଦୁଇଜଣ ପୁତ୍ର ଥିଲେ, ଅଯା ଓ ଅନା। ଅନା ନିଜର ପିତା ସିବିଯୋନଙ୍କର ଗଧ ଚରାଇବା ସମୟରେ ପ୍ରାନ୍ତର ରେ ଉଷ୍ଣ ଜଳର ଝର ଆବିଷ୍କାର କରିଥିଲେ।

25 These are the children of Anah: Dishon and Oholibamah, the daughter of Anah.ଅନାର ପୁତ୍ର ଦିଶୋନ୍ ଓ ଅହଲୀବାମା ନାମ୍ନୀ ଜଣେ କନ୍ଯା ଥିଲେ.

26 These are the children of Dishon: Hemdan, Eshban, Ithran, and Cheran.ଦିଶୋନଙ୍କର ଚାରୋଟି ପୁତ୍ର ଥିଲେ, ସମାନେେ ହେଲେ, ହିମ୍ଦନ୍, ଇସ୍ବନ୍, ୟିତ୍ରନ୍ ଓ କରାନ୍।

27 These are the children of Ezer: Bilhan, Zaavan, and Akan.ଏତ୍ସରଙ୍କର ତିନୋଟି ପୁତ୍ର ଥିଲେ, ସମାନେେ ହେଲେ, ବିଲହନ୍, ସାବନ୍ ଓ ୟାକନ୍।

28 These are the children of Dishan: Uz and Aran.ଦୀଶନଙ୍କର ଦୁଇଟି ପୁତ୍ର ଥିଲେ, ସମାନେେ ହେଲେ, ଊଷ୍ ଓ ଅରାନ୍।

29 These are the chiefs who came of the Horites: chief Lotan, chief Shobal, chief Zibeon, chief Anah,ହୋରୀଯ ବଂଶର ରାଜାମାନେ ହେଲେ, ରାଜା ଲୋଟନ୍, ରାଜା ଶାେବଲ, ରାଜା ସିବିଯୋନ୍ ଓ ରାଜା ଅନା।

30 chief Dishon, chief Ezer, and chief Dishan: these are the chiefs who came of the Horites, according to their chiefs in the land of Seir.ଦିଶୋନ୍ ଏତ୍ସର୍ ଓ ଦୀଶନ୍, ଏମାନେ ଥିଲେ ଏଦୋମର ସଯେୀର ଦେଶର ହୋରୀଯ ବଂଶଜ ରାଜା।

31 These are the kings who reigned in the land of Edom, before any king reigned over the children of Israel.ଇଶ୍ରାୟେଲୀୟ ସନ୍ତାନମାନଙ୍କ ଉପରେ କୌଣସି ରାଜତ୍ବ କରିବା ପୂର୍ବରୁ, ସହେି ସମୟରେ ଇଦୋମ ରେ ରାଜାମାନେ ଥିଲେ।

32 Bela, the son of Beor, reigned in Edom. The name of his city was Dinhabah.ବିଯୋରର ବଲୋ ନାମକ ପୁତ୍ର ଇଦୋମ ଦେଶ ରେ ରାଜତ୍ବ କଲେ। ତାହାର ରାଜଧାନୀର ନାମ ଥିଲା ଦିନ-ହାବା।

33 Bela died, and Jobab, the son of Zerah of Bozrah, reigned in his place.ଏବଂ ଯେତବେେଳେ ବଲୋ ମରିଗଲା, ୟୋବୁବ୍ ଏବଂ ସରହରେ ପୁତ୍ର, ତାଙ୍କ ପରେ ବସ୍ରା ରେ ରାଜତ୍ବ କଲେ।

34 Jobab died, and Husham of the land of the Temanites reigned in his place.ଯେତବେେଳେ ୟୋବବର ମୃତ୍ଯୁ ହେଲା। ତା'ପରେ ତୈମନ ଦେଶୀଯ ହୂଶମ୍ ସହେି ପଦ ରେ ରାଜତ୍ବ କଲେ।

35 Husham died, and Hadad, the son of Bedad, who struck Midian in the field of Moab, reigned in his place. The name of his city was Avith.ଯେତବେେଳେ ହୂଶମ ମୃତ୍ଯୁବରଣ କଲେ, ସଠାେରେ ହଦଦ୍ ରାଜତ୍ଯ କଲେ। ହଦଦ୍ ଥିଲେ ବଦଦର ପୁତ୍ର ହଦଦ୍ ମାଯାେବଠା ରେ ମିଦିଯନକୁ ଜଯ କଲେ। ହଦଦ୍ର ରାଜଧାନୀ ଥିଲା ଅବୀତ୍।

36 Hadad died, and Samlah of Masrekah reigned in his place.ହଦଦ୍ ମୃତ୍ଯୁପରେ ମସ୍ତକୋ ନିବାସୀ ସମ୍ଲ ତାହା ପଦ ରେ ରାଜତ୍ବ କଲେ।

37 Samlah died, and Shaul of Rehoboth by the river, reigned in his place.ଏହାପରେ ସମ୍ଲର ମୃତ୍ଯୁପରେ ଫରାତ୍ ନଦୀ ନିକଟସ୍ଥ ରହୋବତ୍ ନିବାସୀ ଶୌଲ ତାହା ପଦ ରେ ରାଜତ୍ବ କଲେ।

38 Shaul died, and Baal Hanan, the son of Achbor reigned in his place.ଶୌଲର ମୃତ୍ଯୁପରେ ଅକ୍ବୋରର ପୁତ୍ର ବାଲ୍ହାନନ୍ ତାହା ପଦ ରେ ରାଜତ୍ବ କଲେ।

39 Baal Hanan the son of Achbor died, and Hadar reigned in his place. The name of his city was Pau. His wife's name was Mehetabel, the daughter of Matred, the daughter of Me-zahab.ଏହାପରେ ଅକ୍ବୋରର ପୁତ୍ର ବାଲ୍ହାନନ୍ର ମୃତ୍ଯୁପରେ ହଦର ତାହା ପଦ ରେ ରାଜତ୍ବ କଲେ। ତାଙ୍କର ରାଜଧାନୀର ନାମ ପାଉ ଓ ତା'ର ସ୍ତ୍ରୀର ନାମ ମ ହଟେବେଲ୍ ଥିଲା। ସେ ଥିଲେ ମଟ୍ ରଦେର ପୁତ୍ରୀ ଓ ମଷୋହବର ପୌତ୍ରୀ।

40 These are the names of the chiefs who came from Esau, according to their families, after their places, and by their names: chief Timna, chief Alvah, chief Jetheth,ଏଷୌ ଠାରୁ ଉତ୍ପନ୍ନ ପୁଣି ଗୋଷ୍ଠୀ, ସ୍ଥାନ ଓ ନାମ ଭଦୋନୁସା ରେ ଯେଉଁ ରାଜାମାନେ ଥିଲେ, ସମାନେେ ହେଲେ ।ମୂଖ୍ଯ ତିମ୍ଲ, ମୂଖ୍ଯ ଅଳ୍ବା ଓ

41 chief Oholibamah, chief Elah, chief Pinon,ମୂଖ୍ଯ ୟିଥେତ୍, ମୂଖ୍ଯ ଅହଲୀବାମା, ମୂଖ୍ଯ ଏଲା,

42 chief Kenaz, chief Teman, chief Mibzar,ମୂଖ୍ଯ ପୀ ନୋନ୍, ମୂଖ୍ଯ କନସ୍, ମୁଖ୍ଯ ତୈମନ୍,

43 chief Magdiel, and chief Iram. These are the chiefs of Edom, according to their habitations in the land of their possession. This is Esau, the father of the Edomites.ମୂଖ୍ଯ ମିବ୍ସର, ମୂଖ୍ଯ ମଗ୍ଦୀଯଲେ, ମୂଖ୍ଯ ଈରମ୍, ଏମାନେ ନିଜ ନିଜ ଅଧିକୃତ ଦେଶ ରେ ବସତି ସ୍ଥାନାନୁସା ରେ ଇଦୋମର ମୂଖ୍ଯ ଗଣ ତାଲିକା ଅନୁସାରେ ଥିଲେ। ଇଦୋମୀଯମାନଙ୍କ ଆଦିପୁରୁଷ ଏଷୌର ବଂଶ ଏହିପରି।

Oriya Bible