Genesis 36 - BBE (Oriya)
1 Now these are the generations of Esau, that is to say, Edom.ଏହା ଏଷୌଙ୍କ ପରିବାରର ଇତିହାସ ତାଙ୍କର ଅନ୍ୟ ନାମ (ଇଦୋମ)।
2 Esau's wives were women of Canaan: Adah, the daughter of Elon the Hittite, and Oholibamah, the daughter of Anah, the daughter of Zibeon the Hivite,ଏଷୌ କିଣାନୀଯମାନଙ୍କର ଦୁଇ କନ୍ଯାକୁ ବିବାହ କରିଥିଲେ। ସମାନେେ ହେଲେ ହିତ୍ତୀଯ ଏଲୋନର କନ୍ଯା ଆଦାକୁ ଓ ଅନାର କନ୍ଯା ହିଦ୍ଦୀଯ ସିବିଯୋର ପୌତ୍ରୀ ଅହଲୀବାମାକୁ।
3 And Basemath, Ishmael's daughter, the sister of Nebaioth.ନବାଯୋତର ଭଉଣୀ, ଇଶ୍ମାଯଲେ କନ୍ଯା ବାସମତକୁ ବିବାହ କରିଥିଲେ।
4 Adah had a son Eliphaz; and Basemath was the mother of Reuel;ଏହାପରେ ଏଷୌର ଔରସ ରେ ଆଦା ଇଲୀଫସକୁ ଓ ବାସମତ୍ ରୂଯଲକେୁ ଜନ୍ମ କଲେ।
5 Oholibamah was the mother of Jeush, Jalam, and Korah; these are the sons of Esau, whose birth took place in the land of Canaan.ଏବଂ ଅହଲୀବାମାର ତିନି ପୁତ୍ର ଥିଲେ। ସମାନେେ ହେଲେ, ୟିଯୂଶ, ୟାଲମ ଓ କୋରହ। ଏମାନେ ସମସ୍ତେ କିଣାନ ଦେଶ ରେ ଜନ୍ମ ହାଇେଥିଲେ।
6 Esau took his wives and his sons and his daughters, and all the people of his house, and his beasts and his cattle and all his goods which he had got together in the land of Canaan, and went into the land of Seir, away from his brother Jacob.ଯାକୁବ ଓ ଏଷୌର ପରିବାର ବହୁତ ବଢ଼ିୟିବାରୁ ସମାନେେ କିଣାନ ରେ ବାସ କରିପାରିଲେ ନାହିଁ। ତେଣୁ ଏଷୌ ଯାକୁବଠାରୁ ଦୂରକୁ ଚାଲିଗଲେ।
7 For their wealth was so great that the land was not wide enough for the two of them and all their cattle.ଏଷୌ ତା'ର ସ୍ତ୍ରୀମାନଙ୍କୁ, ପୁତ୍ରମାନଙ୍କୁ, ଝିଅମାନଙ୍କୁ, ସମସ୍ତ ଦାସଦାସୀମାନଙ୍କୁ, ଗାଈ ଏବଂ ସମସ୍ତ ପଶୁମାନଙ୍କୁ ଏବଂ ତା'ର ଧନ ସମ୍ପତ୍ତି ଥିଲା ତାକୁ ଧରି ସଯେୀର ପର୍ବତ ରେ ବାସ କଲେ।
8 So Esau made his living-place in the hill-country of Seir (Esau is Edom).ଏଷୌ ମଧ୍ଯ ଇଦୋମ ନାମ ରେ ଡ଼କା ଯାଉଥିଲା। ଏବଂ ଏହିନାମ ସଯେୀର ରେ ରହିଲା।
9 And these are the generations of Esau, the father of the Edomites in the hill-country of Seir:ସଯେୀର ପର୍ବତସ୍ଥ ଇଦୋମୀଯମାନଙ୍କର ପୂର୍ବପୁରୁଷ ଏଷୌର ବଂଶାବଳୀ।
10 These are the names of Esau's sons: Eliphaz, the son of Esau's wife Adah, and Reuel, the son of Esau's wife Basemath.ଏଷୌର ଆଦା ନାମ୍ନୀ ସ୍ତ୍ରୀର ପୁତ୍ର ଇଲୀଫସ୍ ଓ ବାସମତ୍ ନାମ୍ନୀ ସ୍ତ୍ରୀର ପୁତ୍ର ରୁଯଲେ।
11 The sons of Eliphaz were Teman, Omar, Zepho, Gatam, and Kenaz.ଇଲୀଫସର ପାଞ୍ଚ ପୁତ୍ର ଥିଲେ, ତୈମନ୍, ଓମାର, ସଫୋ, ଗଯିତମ୍ ଓ କନସ୍।
12 And Eliphaz, the son of Esau, had connection with a woman named Timna, who gave birth to Amalek: all these were the children of Esau's wife Adah.ଏଷୌର ପୁତ୍ର ଇଲୀଫସର ତିମ୍ନା ନାମ୍ନୀ ଏକ ଉପପତ୍ନୀ ଥିଲା। ସେ ଇଲୀଫସର ଅମାଲକେକୁ ଜନ୍ମ କଲା। ଏମାନେ ଏଷୌର ପତ୍ନୀ ଆଦାର ସନ୍ତାନ।
13 And these are the sons of Reuel: Nahath, Zerah, Shammah, and Mizzah: they were the children of Esau's wife Basemath.ଏହିମାନେ ରୁଯଲରେ ପୁତ୍ର ଥିଲେ, ନହତ୍, ସରହେ, ଶମ୍ମ ଓ ମିସା।
14 And these are the sons of Esau's wife Oholibamah, the daughter of Anah, the daughter of Zibeon: she was the mother of Jeush, Jalam, and Korah.ସିବିଯୋନର ପୌତ୍ରୀ ଅନାର କନ୍ଯା ଯେ ଅହଲୀବାମା, ଏଷୌର ସ୍ତ୍ରୀ ଥିଲା। ତାହାର ସନ୍ତାନ ୟିଯୂଶ୍, ୟାଲମ୍ ଓ କୋରହ।
15 These were the chiefs among the sons of Esau: the sons of Eliphaz, Esau's first son: Teman, Omar, Zepho, Kenaz,ଏଷୌର ସନ୍ତାନମାନଙ୍କ ପରିବାରବର୍ଗ।
16 Korah, Gatam, Amalek: all these were chiefs in the land of Edom, the offspring of Eliphaz, the seed of Adah.ମୂଖ୍ଯ କୋରହ, ମୂଖ୍ଯ ଗଯିତମ୍ ଓ ମୂଖ୍ଯ ଆମାଲେକ୍। ଇଦୋମ ଦେଶ ରେ ଇଲୀଫସ୍ ପରିବାରବର୍ଗୀଯ ଏହି ରାଜାଗଣ ଆଦାର ସନ୍ତାନ ଥିଲେ।
17 And these are the sons of Esau's son Reuel: Nahath, Zerah, Shammah, Mizzah: these were the chiefs of Reuel in the land of Edom, the children of Esau's wife Basemath.ଏଷୌର ପୁତ୍ର ରୂଯଲରେ ସନ୍ତାନ ମୂଖ୍ଯ ନହତ୍ ଓ ମୂଖ୍ଯ ସରହେ, ମୂଖ୍ଯ ଶମ୍ମ ଓ ମୂଖ୍ଯ ମିସା।
18 And these are the sons of Esau's wife Oholibamah: Jeush, Jalam, and Korah: these were the chiefs who came from Esau's wife Oholibamah, daughter of Anah.ଆଉ ଏଷୌର ସ୍ତ୍ରୀ ଅହଲୀବାମାର ପୁତ୍ରଗଣ ଏହିମାନେ ଥିଲେ, ମୂଖ୍ଯ ୟିଯୂଶ, ମୂଖ୍ଯ ୟାଲମ୍ ଓମୂଖ୍ଯ କୋରହ। ଏମାନେ ସମାନଙ୍କେର ପିତୃ ଥିଲେ ଯେଉଁମାନେ ଏଷୌର ସ୍ତ୍ରୀ, ଅନାର କନ୍ଯା ଅହଲୀବାମାଠାରୁ ଆସିଲେ। ଅନାର ଅହଲୀବାମା ଏଷୌର ସ୍ତ୍ରୀ ଥିଲା, ଏମାନେ ତାହାର ପିତୃଗଣ ଥିଲେ।
19 These were the sons of Esau (that is, Edom), and these were their chiefs.ଏମାନେ ଏଷୌର ଅର୍ଥାତ୍ ଇଦୋମର ସନ୍ତାନ ଓ ଏମାନେ ସମାନଙ୍କେର ପରିବାରର ମୂଖ୍ଯ।
20 These are the sons of Seir the Horite who were living in that country; Lotan, Shobal, Zibeon, Anah,ସଯେୀର ଜଣେ ହୋରୀଯ ଇଦୋମ ରେ ଦେଶ ରେ ବାସ କରୁଥିଲେ। ଏଷୌ ପୂର୍ବରୁ ସହେି ସଯେୀର ପୁତ୍ରମାନେ ହେଲେ, ଲୋଟନ୍, ଶୋବଲ, ସିବିଯୋନ, ଅନା।
21 Dishon, Ezer, and Dishan: these are the chiefs of the Horites, offspring of Seir in the land of Edom.ଦିଶୋନ୍, ଏତ୍ସର, ଦୀଶନ୍, ଏହି ପୁତ୍ରମାନେ ଥିଲେ। ହୋରୀଯ ମୂଖ୍ଯ ବଂଶର ରାଜା ଇଦୋମ ସଯେୀରର ରାଜା।
22 The children of Lotan were Hori and Hemam; Lotan's sister was Timna.ଲୋଟନ୍ ଥିଲେ ହୋରିର ପିତା ଏବଂ ହମେସ ପୁଣି ଲୋଟନର ତିନ୍ମା ନାମ୍ନୀ ଜଣେ ଭଉଣୀ ଥିଲେ।
23 And these are the children of Shobal: Alvan, Manahath, Ebal, Shepho, and Onam.ଶାେବଲ୍ ଥିଲେ ଅବଲନ୍ର ପିତା, ମାନହତ୍, ଏବଲ, ଶଫୋ ଏବଂ ଓନମ୍।
24 And these are the children of Zibeon: Aiah and Anah; that same Anah who made the discovery of the water-springs in the waste land, when he was looking after the asses of his father Zibeon.ସିବିଯୋନଙ୍କର ଦୁଇଜଣ ପୁତ୍ର ଥିଲେ, ଅଯା ଓ ଅନା। ଅନା ନିଜର ପିତା ସିବିଯୋନଙ୍କର ଗଧ ଚରାଇବା ସମୟରେ ପ୍ରାନ୍ତର ରେ ଉଷ୍ଣ ଜଳର ଝର ଆବିଷ୍କାର କରିଥିଲେ।
25 And these are the children of Anah: Dishon and Oholibamah his daughter.ଅନାର ପୁତ୍ର ଦିଶୋନ୍ ଓ ଅହଲୀବାମା ନାମ୍ନୀ ଜଣେ କନ୍ଯା ଥିଲେ.
26 These are the children of Dishon: Hemdan, Eshban, Ithran, and Keran.ଦିଶୋନଙ୍କର ଚାରୋଟି ପୁତ୍ର ଥିଲେ, ସମାନେେ ହେଲେ, ହିମ୍ଦନ୍, ଇସ୍ବନ୍, ୟିତ୍ରନ୍ ଓ କରାନ୍।
27 These are the children of Ezer: Bilhan, Zaavan, and Akan.ଏତ୍ସରଙ୍କର ତିନୋଟି ପୁତ୍ର ଥିଲେ, ସମାନେେ ହେଲେ, ବିଲହନ୍, ସାବନ୍ ଓ ୟାକନ୍।
28 These are the children of Dishan: Uz and Aran.ଦୀଶନଙ୍କର ଦୁଇଟି ପୁତ୍ର ଥିଲେ, ସମାନେେ ହେଲେ, ଊଷ୍ ଓ ଅରାନ୍।
29 These were the Horite chiefs: Lotan, Shobal, Zibeon, Anah,ହୋରୀଯ ବଂଶର ରାଜାମାନେ ହେଲେ, ରାଜା ଲୋଟନ୍, ରାଜା ଶାେବଲ, ରାଜା ସିବିଯୋନ୍ ଓ ରାଜା ଅନା।
30 Dishon, Ezer, and Dishan. Such were the Horite chiefs in their order in the land of Seir.ଦିଶୋନ୍ ଏତ୍ସର୍ ଓ ଦୀଶନ୍, ଏମାନେ ଥିଲେ ଏଦୋମର ସଯେୀର ଦେଶର ହୋରୀଯ ବଂଶଜ ରାଜା।
31 And these are the kings who were ruling in the land of Edom before there was any king over the children of Israel.ଇଶ୍ରାୟେଲୀୟ ସନ୍ତାନମାନଙ୍କ ଉପରେ କୌଣସି ରାଜତ୍ବ କରିବା ପୂର୍ବରୁ, ସହେି ସମୟରେ ଇଦୋମ ରେ ରାଜାମାନେ ଥିଲେ।
32 Bela, son of Beor, was king in Edom, and the name of his chief town was Dinhabah.ବିଯୋରର ବଲୋ ନାମକ ପୁତ୍ର ଇଦୋମ ଦେଶ ରେ ରାଜତ୍ବ କଲେ। ତାହାର ରାଜଧାନୀର ନାମ ଥିଲା ଦିନ-ହାବା।
33 At his death, Jobab, son of Zerah of Bozrah, became king in his place.ଏବଂ ଯେତବେେଳେ ବଲୋ ମରିଗଲା, ୟୋବୁବ୍ ଏବଂ ସରହରେ ପୁତ୍ର, ତାଙ୍କ ପରେ ବସ୍ରା ରେ ରାଜତ୍ବ କଲେ।
34 And at the death of Jobab, Husham, from the country of the Temanites, became king in his place.ଯେତବେେଳେ ୟୋବବର ମୃତ୍ଯୁ ହେଲା। ତା'ପରେ ତୈମନ ଦେଶୀଯ ହୂଶମ୍ ସହେି ପଦ ରେ ରାଜତ୍ବ କଲେ।
35 And at the death of Husham, Hadad, son of Bedad, who overcame the Midianites in the field of Moab, became king; his chief town was named Avith.ଯେତବେେଳେ ହୂଶମ ମୃତ୍ଯୁବରଣ କଲେ, ସଠାେରେ ହଦଦ୍ ରାଜତ୍ଯ କଲେ। ହଦଦ୍ ଥିଲେ ବଦଦର ପୁତ୍ର ହଦଦ୍ ମାଯାେବଠା ରେ ମିଦିଯନକୁ ଜଯ କଲେ। ହଦଦ୍ର ରାଜଧାନୀ ଥିଲା ଅବୀତ୍।
36 And at the death of Hadad, Samlah of Masrekah became king.ହଦଦ୍ ମୃତ୍ଯୁପରେ ମସ୍ତକୋ ନିବାସୀ ସମ୍ଲ ତାହା ପଦ ରେ ରାଜତ୍ବ କଲେ।
37 And at the death of Samlah, Shaul of Rehoboth by the River became king in his place.ଏହାପରେ ସମ୍ଲର ମୃତ୍ଯୁପରେ ଫରାତ୍ ନଦୀ ନିକଟସ୍ଥ ରହୋବତ୍ ନିବାସୀ ଶୌଲ ତାହା ପଦ ରେ ରାଜତ୍ବ କଲେ।
38 And at the death of Shaul, Baal-hanan, son of Achbor, became king.ଶୌଲର ମୃତ୍ଯୁପରେ ଅକ୍ବୋରର ପୁତ୍ର ବାଲ୍ହାନନ୍ ତାହା ପଦ ରେ ରାଜତ୍ବ କଲେ।
39 And at the death of Baal-hanan, Hadar became king in his place; his chief town was named Pau, and his wife's name was Mehetabel; she was the daughter of Matred, the daughter of Me-zahab.ଏହାପରେ ଅକ୍ବୋରର ପୁତ୍ର ବାଲ୍ହାନନ୍ର ମୃତ୍ଯୁପରେ ହଦର ତାହା ପଦ ରେ ରାଜତ୍ବ କଲେ। ତାଙ୍କର ରାଜଧାନୀର ନାମ ପାଉ ଓ ତା'ର ସ୍ତ୍ରୀର ନାମ ମ ହଟେବେଲ୍ ଥିଲା। ସେ ଥିଲେ ମଟ୍ ରଦେର ପୁତ୍ରୀ ଓ ମଷୋହବର ପୌତ୍ରୀ।
40 These are the names of the chiefs of Esau in the order of their families and their places: Timna, Alvah, Jetheth,ଏଷୌ ଠାରୁ ଉତ୍ପନ୍ନ ପୁଣି ଗୋଷ୍ଠୀ, ସ୍ଥାନ ଓ ନାମ ଭଦୋନୁସା ରେ ଯେଉଁ ରାଜାମାନେ ଥିଲେ, ସମାନେେ ହେଲେ ।ମୂଖ୍ଯ ତିମ୍ଲ, ମୂଖ୍ଯ ଅଳ୍ବା ଓ
41 Oholibamah, Elah, Pinon,ମୂଖ୍ଯ ୟିଥେତ୍, ମୂଖ୍ଯ ଅହଲୀବାମା, ମୂଖ୍ଯ ଏଲା,
42 Kenaz, Teman, Mibzar,ମୂଖ୍ଯ ପୀ ନୋନ୍, ମୂଖ୍ଯ କନସ୍, ମୁଖ୍ଯ ତୈମନ୍,
43 Magdiel, Iram; these are the Edomite chiefs, in their places in their heritage; this is Esau, the father of the Edomites.ମୂଖ୍ଯ ମିବ୍ସର, ମୂଖ୍ଯ ମଗ୍ଦୀଯଲେ, ମୂଖ୍ଯ ଈରମ୍, ଏମାନେ ନିଜ ନିଜ ଅଧିକୃତ ଦେଶ ରେ ବସତି ସ୍ଥାନାନୁସା ରେ ଇଦୋମର ମୂଖ୍ଯ ଗଣ ତାଲିକା ଅନୁସାରେ ଥିଲେ। ଇଦୋମୀଯମାନଙ୍କ ଆଦିପୁରୁଷ ଏଷୌର ବଂଶ ଏହିପରି।
Oriya Bible