Genesis 11
1 ବନ୍ଯାପରେ ପୃଥିବୀ ରେ ଏକ ପ୍ରକାର ଭାଷା କହୁଥିଲେ। ସମସ୍ତ ଲୋକ ଏକ ପ୍ରକାର ଶବ୍ଦ ବ୍ଯବହାର କରୁଥିଲେ।
2 ଲୋକମାନେ ପୂର୍ବ ଦିଗ ରେ ଭ୍ରମଣ କରୁ କରୁ ସମାନେେ ଶିନିଯର ଦେଶ ରେ ଏକ ସମତଳ ଭୂମି ପାଇଲେ। ଲୋକମାନେ ସଠାେରେ ବସତି ଆରମ୍ଭ କଲେ।
3 ଲୋକମାନେ କହିଲେ, ଆସ ଆମେ ଇଟା ପୋଡ଼ି ଟାଣ କରିବା। ତେଣୁ ଲୋକମାନେ ପଥର ବ୍ଯବହାର ନ କରି ଇଟାକୁ ଘର କରିବା ପାଇଁ ବ୍ଯବହାର କଲେ। ଏବଂ ସମାନେେ ମାଟିଆ ତଲକେୁ ଚୂନ ସ୍ବରୂପ ବ୍ଯବହାର କଲେ।
4 ଏହାପରେ ଲୋକମାନେ କହିଲେ, ଆସ ଆମ୍ଭ ପାଇଁ ଏକ ନଗର ଓ ଏକ ନଭଶ୍ଚୁମ୍ବୀ ଅଟ୍ଟାଳିକା ନିର୍ମାଣ କରିବା ଆମ୍ଭମାନେେ ଅତି ଜଣାଶୁଣା ହବୋ। ତା ହେଲେ ଆମ୍ଭମାନେେ ପୃଥିବୀର ଚ଼ାରିଆଡ଼େ ବିକ୍ଷିପ୍ତ ହବୋ ନାହିଁ।
5 ସଦାପ୍ରଭୁ ଲୋକମାନଙ୍କ ଦ୍ବାରା ଦିଆରି ହେଉଥିବା ନଗର ଏବଂ ଦୂର୍ଗ ଦେଖିବାପାଇଁ ଓହ୍ଲାଇ ଆସିଲେ।
6 ସଦାପ୍ରଭୁ କହିଲେ, ଏହି ସମସ୍ତ ଲୋକ ଏକ ଓ ସମାନଙ୍କେର ଭାଷା ଏକ, ସମାନେେ ଏହି କାମ କରିବାକୁ ଏକତ୍ରିତ ହାଇେଛନ୍ତି। ଏହା ତାଙ୍କର ଆରମ୍ଭ ମାତ୍ର। ସମାନେେ ଯେତବେେଳେ ଯାହା ଚ଼ାହିଁବେ ତାହା କରିବେ।
7 ତେଣୁ ଆସ ତଳକୁ ୟିବା ଏବଂ ସମାନଙ୍କେ ମଧିଅରେ ବିଭିନ୍ନ ଭାଷା ତିଆରି କରିବା। ତେଣୁ ସମାନେେ ପରସ୍ପର ଭାଷା ବୁଝିପାରିବେ ନାହିଁ।
8 ଏହିପରି ଭାବରେ ସଦାପ୍ରଭୁ ପୃଥିବୀର ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରି ପକାଇଲେ। ତେଣୁ ସହେି ଲୋକମାନେ ନଗର ନିର୍ମାଣ ଶଷେ କରିପାରିଲେ ନାହିଁ।
9 ସହେି ସ୍ଥାନର ନାମ ବାବିଲ୍ ହେଲା। ଯେ ହତେୁ ସତାପ୍ରଭୁ ସେସ୍ଥାନ ରେ ସମସ୍ତ ପୃଥିବୀର ଭାଷା ରେ ଭଦେ ଜନ୍ମାଇଲେ ଏବଂ ସେସ୍ଥାନରୁ ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରାଇଲେ।
1 And the whole earth was of one language, and of one speech.
2 And it came to pass, as they journeyed from the east, that they found a plain in the land of Shinar; and they dwelt there.
3 And they said one to another, Go to, let us make brick, and burn them throughly. And they had brick for stone, and slime had they for morter.
4 And they said, Go to, let us build us a city and a tower, whose top may reach unto heaven; and let us make us a name, lest we be scattered abroad upon the face of the whole earth.
5 And the Lord came down to see the city and the tower, which the children of men builded.
6 And the Lord said, Behold, the people is one, and they have all one language; and this they begin to do: and now nothing will be restrained from them, which they have imagined to do.
7 Go to, let us go down, and there confound their language, that they may not understand one another’s speech.
8 So the Lord scattered them abroad from thence upon the face of all the earth: and they left off to build the city.
9 Therefore is the name of it called Babel; because the Lord did there confound the language of all the earth: and from thence did the Lord scatter them abroad upon the face of all the earth.
Genesis 11 in Tamil and English
1 ବନ୍ଯାପରେ ପୃଥିବୀ ରେ ଏକ ପ୍ରକାର ଭାଷା କହୁଥିଲେ। ସମସ୍ତ ଲୋକ ଏକ ପ୍ରକାର ଶବ୍ଦ ବ୍ଯବହାର କରୁଥିଲେ।
And the whole earth was of one language, and of one speech.
2 ଲୋକମାନେ ପୂର୍ବ ଦିଗ ରେ ଭ୍ରମଣ କରୁ କରୁ ସମାନେେ ଶିନିଯର ଦେଶ ରେ ଏକ ସମତଳ ଭୂମି ପାଇଲେ। ଲୋକମାନେ ସଠାେରେ ବସତି ଆରମ୍ଭ କଲେ।
And it came to pass, as they journeyed from the east, that they found a plain in the land of Shinar; and they dwelt there.
3 ଲୋକମାନେ କହିଲେ, ଆସ ଆମେ ଇଟା ପୋଡ଼ି ଟାଣ କରିବା। ତେଣୁ ଲୋକମାନେ ପଥର ବ୍ଯବହାର ନ କରି ଇଟାକୁ ଘର କରିବା ପାଇଁ ବ୍ଯବହାର କଲେ। ଏବଂ ସମାନେେ ମାଟିଆ ତଲକେୁ ଚୂନ ସ୍ବରୂପ ବ୍ଯବହାର କଲେ।
And they said one to another, Go to, let us make brick, and burn them throughly. And they had brick for stone, and slime had they for morter.
4 ଏହାପରେ ଲୋକମାନେ କହିଲେ, ଆସ ଆମ୍ଭ ପାଇଁ ଏକ ନଗର ଓ ଏକ ନଭଶ୍ଚୁମ୍ବୀ ଅଟ୍ଟାଳିକା ନିର୍ମାଣ କରିବା ଆମ୍ଭମାନେେ ଅତି ଜଣାଶୁଣା ହବୋ। ତା ହେଲେ ଆମ୍ଭମାନେେ ପୃଥିବୀର ଚ଼ାରିଆଡ଼େ ବିକ୍ଷିପ୍ତ ହବୋ ନାହିଁ।
And they said, Go to, let us build us a city and a tower, whose top may reach unto heaven; and let us make us a name, lest we be scattered abroad upon the face of the whole earth.
5 ସଦାପ୍ରଭୁ ଲୋକମାନଙ୍କ ଦ୍ବାରା ଦିଆରି ହେଉଥିବା ନଗର ଏବଂ ଦୂର୍ଗ ଦେଖିବାପାଇଁ ଓହ୍ଲାଇ ଆସିଲେ।
And the Lord came down to see the city and the tower, which the children of men builded.
6 ସଦାପ୍ରଭୁ କହିଲେ, ଏହି ସମସ୍ତ ଲୋକ ଏକ ଓ ସମାନଙ୍କେର ଭାଷା ଏକ, ସମାନେେ ଏହି କାମ କରିବାକୁ ଏକତ୍ରିତ ହାଇେଛନ୍ତି। ଏହା ତାଙ୍କର ଆରମ୍ଭ ମାତ୍ର। ସମାନେେ ଯେତବେେଳେ ଯାହା ଚ଼ାହିଁବେ ତାହା କରିବେ।
And the Lord said, Behold, the people is one, and they have all one language; and this they begin to do: and now nothing will be restrained from them, which they have imagined to do.
7 ତେଣୁ ଆସ ତଳକୁ ୟିବା ଏବଂ ସମାନଙ୍କେ ମଧିଅରେ ବିଭିନ୍ନ ଭାଷା ତିଆରି କରିବା। ତେଣୁ ସମାନେେ ପରସ୍ପର ଭାଷା ବୁଝିପାରିବେ ନାହିଁ।
Go to, let us go down, and there confound their language, that they may not understand one another’s speech.
8 ଏହିପରି ଭାବରେ ସଦାପ୍ରଭୁ ପୃଥିବୀର ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରି ପକାଇଲେ। ତେଣୁ ସହେି ଲୋକମାନେ ନଗର ନିର୍ମାଣ ଶଷେ କରିପାରିଲେ ନାହିଁ।
So the Lord scattered them abroad from thence upon the face of all the earth: and they left off to build the city.
9 ସହେି ସ୍ଥାନର ନାମ ବାବିଲ୍ ହେଲା। ଯେ ହତେୁ ସତାପ୍ରଭୁ ସେସ୍ଥାନ ରେ ସମସ୍ତ ପୃଥିବୀର ଭାଷା ରେ ଭଦେ ଜନ୍ମାଇଲେ ଏବଂ ସେସ୍ଥାନରୁ ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରାଇଲେ।
Therefore is the name of it called Babel; because the Lord did there confound the language of all the earth: and from thence did the Lord scatter them abroad upon the face of all the earth.