Galatians 3

fullscreen21 ଏହାର ଅର୍ଥ କ'ଣ ଏହା ଯେ ବ୍ଯବସ୍ଥା ପରମେଶ୍ବରଙ୍କ ପ୍ରତିଜ୍ଞାଗୁଡ଼ିକର ବିରୋଧୀ ଅଟେ? ଲୋକଙ୍କ ଭିତ ରେ ଜୀବନ ଭଳି ବ୍ଯବସ୍ଥା ଯଦି ଦିଆଯାଇ ପାରିଥାଆନ୍ତା, ତବେେ ସହେି ବ୍ଯବସ୍ଥା ଦ୍ବାରା ପରମେଶ୍ବରଙ୍କ ସହିତ ଆମ୍ଭେ ପ୍ରକୃତ ରେ ଧାର୍ମିକ ହାଇେ ପାରିଥାଆନ୍ତୁ।

fullscreen22 କିନ୍ତୁ ଏହା ସତ୍ଯ ନୁହେଁ। ଶାସ୍ତ୍ର ଘୋଷଣା କରେ ଯେ, ସବୁ ଲୋକ ପାପର ଅଧୀନ ଅଟନ୍ତି। ଏଭଳି ଘାଷେଣାର ଉଦ୍ଦେଶ୍ଯ ହେଲା ଯେ, ବିଶ୍ବାସ ମାଧ୍ଯମ ରେ ଲୋକମାନଙ୍କୁ ପ୍ରତିଶୃତି ଦିଆୟିବ। ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ବାସ କରନ୍ତି, ସହେି ଲୋକମାନଙ୍କୁ ପ୍ରତିଶୃତି ଦିଆୟିବ।

fullscreen23 ଏହି ବିଶ୍ବାସ ପ୍ରକାଶ ହବୋ ପର୍ୟ୍ଯନ୍ତ ଆମ୍ଭେ ବ୍ଯବସ୍ଥା ଦ୍ବାରା ବନ୍ଦୀ ଓ ପରିଚାଳିତ ହାଇେଥିଲୁ। ଆମ୍ଭର ସେତବେେଳେ କୌଣସି ସ୍ବାଧୀନତା ନ ଥିଲା।

fullscreen24 ଅତଏବ, ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ ବ୍ଯବସ୍ଥା ଆମ୍ଭର ସ୍ବାମୀ ଥିଲା। ତା'ପରେ ଆମ୍ଭେ ବିଶ୍ବାସ ଦ୍ବାରା ପରମେଶ୍ବରଙ୍କ ସହିତ ଧାର୍ମିକ ହେଲୁ।

fullscreen25 ଏବେ ବିଶ୍ବାସର ରାସ୍ତା ଉପସ୍ଥିତ ହାଇେଅଛି ଓ ଆମ୍ଭେ ଏଣିକି ବ୍ଯବସ୍ଥାର ଅଧୀନ ନୋହୁଁ।

fullscreen26 ଖ୍ରୀଷ୍ଟ ଯୀଶୁଙ୍କଠା ରେ ବିଶ୍ବାସ ଦ୍ବାରା ତୁମ୍ଭେ ସମସ୍ତେ ପରମେଶ୍ବରଙ୍କ ସନ୍ତାନଗଣ ଅଟ।

fullscreen27 ତୁମ୍ଭେ ଯେତେଲୋକ ଖ୍ରୀଷ୍ଟଙ୍କଠା ରେ ବାପ୍ତିସ୍ମ ଗ୍ରହଣ କରିଛ, ତୁମ୍ଭମାନେେ ତାହାଙ୍କୁ ବସ୍ତ୍ରରୂପେ ପରିଧାନ କରିଛ।

fullscreen28 ଅତଏବ ଖ୍ରୀଷ୍ଟଙ୍କଠା ରେ ତୁମ୍ଭେ ସମସ୍ତେ ଏକ ହାଇେଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ବାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତ ରେ କୌଣସି ଭଦେ ରହିଲା ନାହିଁ।

21 Is the law then against the promises of God? God forbid: for if there had been a law given which could have given life, verily righteousness should have been by the law.

22 But the scripture hath concluded all under sin, that the promise by faith of Jesus Christ might be given to them that believe.

23 But before faith came, we were kept under the law, shut up unto the faith which should afterwards be revealed.

24 Wherefore the law was our schoolmaster to bring us unto Christ, that we might be justified by faith.

25 But after that faith is come, we are no longer under a schoolmaster.

26 For ye are all the children of God by faith in Christ Jesus.

27 For as many of you as have been baptized into Christ have put on Christ.

28 There is neither Jew nor Greek, there is neither bond nor free, there is neither male nor female: for ye are all one in Christ Jesus.

Galatians 3 in Tamil and English

21 ଏହାର ଅର୍ଥ କ'ଣ ଏହା ଯେ ବ୍ଯବସ୍ଥା ପରମେଶ୍ବରଙ୍କ ପ୍ରତିଜ୍ଞାଗୁଡ଼ିକର ବିରୋଧୀ ଅଟେ? ଲୋକଙ୍କ ଭିତ ରେ ଜୀବନ ଭଳି ବ୍ଯବସ୍ଥା ଯଦି ଦିଆଯାଇ ପାରିଥାଆନ୍ତା, ତବେେ ସହେି ବ୍ଯବସ୍ଥା ଦ୍ବାରା ପରମେଶ୍ବରଙ୍କ ସହିତ ଆମ୍ଭେ ପ୍ରକୃତ ରେ ଧାର୍ମିକ ହାଇେ ପାରିଥାଆନ୍ତୁ।
Is the law then against the promises of God? God forbid: for if there had been a law given which could have given life, verily righteousness should have been by the law.

22 କିନ୍ତୁ ଏହା ସତ୍ଯ ନୁହେଁ। ଶାସ୍ତ୍ର ଘୋଷଣା କରେ ଯେ, ସବୁ ଲୋକ ପାପର ଅଧୀନ ଅଟନ୍ତି। ଏଭଳି ଘାଷେଣାର ଉଦ୍ଦେଶ୍ଯ ହେଲା ଯେ, ବିଶ୍ବାସ ମାଧ୍ଯମ ରେ ଲୋକମାନଙ୍କୁ ପ୍ରତିଶୃତି ଦିଆୟିବ। ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ବାସ କରନ୍ତି, ସହେି ଲୋକମାନଙ୍କୁ ପ୍ରତିଶୃତି ଦିଆୟିବ।
But the scripture hath concluded all under sin, that the promise by faith of Jesus Christ might be given to them that believe.

23 ଏହି ବିଶ୍ବାସ ପ୍ରକାଶ ହବୋ ପର୍ୟ୍ଯନ୍ତ ଆମ୍ଭେ ବ୍ଯବସ୍ଥା ଦ୍ବାରା ବନ୍ଦୀ ଓ ପରିଚାଳିତ ହାଇେଥିଲୁ। ଆମ୍ଭର ସେତବେେଳେ କୌଣସି ସ୍ବାଧୀନତା ନ ଥିଲା।
But before faith came, we were kept under the law, shut up unto the faith which should afterwards be revealed.

24 ଅତଏବ, ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ ବ୍ଯବସ୍ଥା ଆମ୍ଭର ସ୍ବାମୀ ଥିଲା। ତା'ପରେ ଆମ୍ଭେ ବିଶ୍ବାସ ଦ୍ବାରା ପରମେଶ୍ବରଙ୍କ ସହିତ ଧାର୍ମିକ ହେଲୁ।
Wherefore the law was our schoolmaster to bring us unto Christ, that we might be justified by faith.

25 ଏବେ ବିଶ୍ବାସର ରାସ୍ତା ଉପସ୍ଥିତ ହାଇେଅଛି ଓ ଆମ୍ଭେ ଏଣିକି ବ୍ଯବସ୍ଥାର ଅଧୀନ ନୋହୁଁ।
But after that faith is come, we are no longer under a schoolmaster.

26 ଖ୍ରୀଷ୍ଟ ଯୀଶୁଙ୍କଠା ରେ ବିଶ୍ବାସ ଦ୍ବାରା ତୁମ୍ଭେ ସମସ୍ତେ ପରମେଶ୍ବରଙ୍କ ସନ୍ତାନଗଣ ଅଟ।
For ye are all the children of God by faith in Christ Jesus.

27 ତୁମ୍ଭେ ଯେତେଲୋକ ଖ୍ରୀଷ୍ଟଙ୍କଠା ରେ ବାପ୍ତିସ୍ମ ଗ୍ରହଣ କରିଛ, ତୁମ୍ଭମାନେେ ତାହାଙ୍କୁ ବସ୍ତ୍ରରୂପେ ପରିଧାନ କରିଛ।
For as many of you as have been baptized into Christ have put on Christ.

28 ଅତଏବ ଖ୍ରୀଷ୍ଟଙ୍କଠା ରେ ତୁମ୍ଭେ ସମସ୍ତେ ଏକ ହାଇେଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ବାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତ ରେ କୌଣସି ଭଦେ ରହିଲା ନାହିଁ।
There is neither Jew nor Greek, there is neither bond nor free, there is neither male nor female: for ye are all one in Christ Jesus.