Exodus 26:31
ତୁମ୍ଭେ ନୀଳବର୍ଣ୍ଣ ଓ ଧୂମ୍ରବର୍ଣ୍ଣ ଓ ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତ୍ର ରେ ଏକ ପରଦା ପ୍ରସ୍ତୁତ କରିବ। ସେଥି ରେ କିରୂବଦୂତଗଣର ଆକୃତିକୁ ଚିତ୍ରିତ କର।
Exodus 26:31 in Other Translations
King James Version (KJV)
And thou shalt make a vail of blue, and purple, and scarlet, and fine twined linen of cunning work: with cherubim shall it be made:
American Standard Version (ASV)
And thou shalt make a veil of blue, and purple, and scarlet, and fine twined linen: with cherubim the work of the skilful workman shall it be made.
Bible in Basic English (BBE)
And you are to make a veil of the best linen, blue and purple and red, worked with designs of winged ones by a good workman:
Darby English Bible (DBY)
And thou shalt make a veil of blue, and purple, and scarlet, and twined byssus; of artistic work shall it be made, with cherubim.
Webster's Bible (WBT)
And thou shalt make a vail of blue, and purple, and scarlet, and fine twined linen of curious work: with cherubim shall it be made.
World English Bible (WEB)
"You shall make a veil of blue, and purple, and scarlet, and fine twined linen, with cherubim. The work of the skillful workman shall it be made.
Young's Literal Translation (YLT)
`And thou hast made a vail of blue, and purple, and scarlet, and twined linen, work of a designer; he maketh it `with' cherubs;
| And thou shalt make | וְעָשִׂ֣יתָ | wĕʿāśîtā | veh-ah-SEE-ta |
| a vail | פָרֹ֗כֶת | pārōket | fa-ROH-het |
| blue, of | תְּכֵ֧לֶת | tĕkēlet | teh-HAY-let |
| and purple, | וְאַרְגָּמָ֛ן | wĕʾargāmān | veh-ar-ɡa-MAHN |
| and scarlet, | וְתוֹלַ֥עַת | wĕtôlaʿat | veh-toh-LA-at |
| שָׁנִ֖י | šānî | sha-NEE | |
| twined fine and | וְשֵׁ֣שׁ | wĕšēš | veh-SHAYSH |
| linen | מָשְׁזָ֑ר | mošzār | mohsh-ZAHR |
| of cunning | מַֽעֲשֵׂ֥ה | maʿăśē | ma-uh-SAY |
| work: | חֹשֵׁ֛ב | ḥōšēb | hoh-SHAVE |
| cherubims with | יַֽעֲשֶׂ֥ה | yaʿăśe | ya-uh-SEH |
| shall it be made: | אֹתָ֖הּ | ʾōtāh | oh-TA |
| כְּרֻבִֽים׃ | kĕrubîm | keh-roo-VEEM |
Cross Reference
Matthew 27:51
ତା'ପରେ ମନ୍ଦିରର ପରଦା ଉପରୁ ତଳ ପର୍ୟ୍ଯନ୍ତ ଚିରିଯାଇ ଦୁଇଖଣ୍ଡ ହାଇଗେଲା। ଭୂମିକମ୍ପ ହେଲା, ଓ ପଥର ମାନ ଫାଟି ଗଲା,
2 Chronicles 3:14
ଶଲୋମନ ନୀଳ, ବାଇବଗଣୀ, ଏବଂ ଲାଲ୍ ରଙ୍ଗର ଦାବୀ ବସ୍ତ୍ର ବ୍ଯବହାର କରି ପରଦା ବନାଇଲେ। ଏହି ପରଦା ଉପରେ ଶଲୋମନ କିରୁବା ଦୂତଗଣକୃତି ବୁଣିଲେ।
Exodus 36:35
ଏହା ପରେ ସମାନେେ ନୀଳଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳାଶୁଭ୍ର ମହାପବିତ୍ର ଓ କିରୂବ ଦୂତଗଣ ଚିତ୍ରିତ ଏକ ବିଚ୍ଛଦବେସ୍ତ୍ର ପ୍ରସ୍ତୁତ କଲେ।
Leviticus 16:2
ତୁମ୍ଭେ ଆପଣା ଭ୍ରାତା ହାରୋଣଙ୍କୁ କୁହ, ଯେପରି ତାଙ୍କର ମୃତ୍ଯୁ ନ ହୁଏ, ଏଥିପାଇଁ ବିଚ୍ଛଦେ ବସ୍ତ୍ର ଭିତ ରେ ସିନ୍ଦୁକର ଉପରିସ୍ଥ ପାପାଚ୍ଛଦକ ସମ୍ମୁଖ ରେ ପବିତ୍ର ସ୍ଥାନ ରେ ସର୍ବଦା ପ୍ରବେଶ କରିବେ ନାହିଁ। କାରଣ ଆମ୍ଭେ ପାପାଚ୍ଛାଦକ ଉପରେ ମେଘର ଦର୍ଶନ ଦବୋ।
Exodus 26:1
ସଦାପ୍ରଭୁ ମାଶାଙ୍କେୁ କହିଲେ, ପବିତ୍ର ତମ୍ବୁଟି ମାଟେ ନାଇଲନ ସୂତାର ଦଶଟି କପଡା ରେ ନିର୍ମିତ ହବେ। ସହେି କପଡା ସବୁ ନୀଳ, ବାଇଗଣୀ ଓ ଲାଲ ସୂତା ରେ ନିର୍ମିତ ହବେ ଏବଂ ତହିଁରେ କିରୂବଦୂତଗଣଙ୍କର ଛବି ସିଲଇେ କରାୟିବ।
Psalm 137:5
ହେ ୟିରୁଶାଲମ, ୟଦି ମୁଁ ତୁମ୍ଭକୁ ଭୁଲେ, ତବେେ ମାରେ ଦକ୍ଷିଣ ହସ୍ତ ଆପଣାର କର୍ମ କୌଶଳ ପାଶାରେି ଯାଉ।
Song of Solomon 7:1
ଆଗୋ ରାଜକନ୍ଯ, ପାଦୁକା ରେ ତୁମ୍ଭ ଚରଣ କେତେ ସୁନ୍ଦର। ତୁମ୍ଭର କଟିମଣ୍ଡଳ ନିପୂଣ ଶିଳ୍ପକର ହସ୍ତ ରେ ନିର୍ମିତ ରତ୍ନହାର ସ୍ବରୂପ।
Mark 15:38
ଯୀଶୁ ଯେତବେେଳେ ପ୍ରାଣତ୍ଯାଗ କଲେ, ସେତବେେଳେ ମନ୍ଦିରର ପରଦା ଉପରୁ ତଳ ପର୍ୟ୍ଯନ୍ତ ଦୁଇଖଣ୍ଡ ହାଇେ ଚିରିଗଲା।
Ephesians 2:14
ଖ୍ରୀଷ୍ଟଙ୍କ ହତେୁ ଆମ୍ଭେ ଏବେ ଶାନ୍ତି ରେ ଅଛୁ। ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଏକାଠି କଲେ। ଦୁହିଁଙ୍କ ମଝି ରେ କାନ୍ଥଟିଏ ଥିଲା ଭଳି ସମାନେେ ଅଲଗା ଥିଲେ। ସମାନେେ ପରସ୍ପରକୁ ଘୃଣା କରୁଥିଲେ। କିନ୍ତୁ ନିଜ ଶରୀରକୁ ଉତ୍ସର୍ଗ କରି ଖ୍ରୀଷ୍ଟ ସହେି ଘୃଣାର କାନ୍ଥଟିକୁ ଭାଙ୍ଗି ଦେଲେ।
Hebrews 9:3
ଦ୍ବିତୀୟ ପରଦା ପଛ ପଟ ରେ ଯେଉଁ ବଖରାଟି ଥିଲା ତାହାକୁ 'ମହାପବିତ୍ର ସ୍ଥାନ' କୁହାଯାଉଥିଲା।
Hebrews 10:20
ଯୀଶୁଙ୍କ ଦ୍ବାରା ଖାଲିେ ଦିଆ ଯାଇଥିବା ଗୋଟିଏ ନୂତନ ବାଟ ଦଇେ ଆମ୍ଭେ ପ୍ରବେଶ କରି ପାରିବା। ଏହା ଏକ ଜୀବନ୍ତ ପଥ। ଏହି ନୂତନ ପଥଟି ପରଦା ମଧ୍ଯ ଦଇେ ଯାଏ ଯାହା କି ଯୀଶୁଙ୍କ ଶରୀର ଅଟେ।
2 Chronicles 2:7
ବର୍ତ୍ତମାନ, ଆପଣ ମାେ ନିକଟକୁ ସ୍ବର୍ଣ୍ଣ, ରେ ୗପ୍ୟ, ପିତ୍ତଳ, ଓ ଲୌହ କର୍ମ ରେ ପାରଦର୍ଶୀ ଏକ ବ୍ଯକ୍ତିକୁ ପଠାଇବାକୁ ମୁଁ ଚା ହେଁ। ସହେି ବ୍ଯକ୍ତି ବାଇଗଣୀ, ଲାଲ୍ ଏବଂ ନୀଳ ବର୍ଣ୍ଣର ଲୁଗା ରେ କାର୍ୟ୍ଯ କରିପାରୁଥିବା ଆବଶ୍ଯକ। ମାରେବାପାଙ୍କ ଦ୍ବାରା ମନୋନୀତ କାରିଗରମାନଙ୍କ ସହ ସହେି ବ୍ଯକ୍ତି ଯିହୁଦା ଏବଂ ୟିରୁଶାଲମ ରେ କାର୍ୟ୍ଯ କରିବ।
Leviticus 16:15
ଏହାପରେ ହାରୋଣ ଲୋକମାନଙ୍କର ପାପାର୍ଥକ ବଳିର ଛାଗ ନଇେ ବଧ କରିବ ଓ ତାହାର ରକ୍ତ ବିଚ୍ଛଦବେସ୍ତ୍ରର ଭିତରକୁ ଆଣି, ଯେପରି ଗୋବତ୍ସ ରକ୍ତ ନଇେ କରିଥିଲା, ସହେିପରି ତାହାର ରକ୍ତ ନଇେ କରିବ। ଅର୍ଥାତ୍ ପାପାଚ୍ଛାଦନ ଉପରେ ଓ ପାପାଚ୍ଛଦନ ସମ୍ମୁଖ ରେ ତାହା ଛିଞ୍ଚିବ।
Exodus 25:4
ନୀଳବର୍ଣ୍ଣ, ଧୂମବର୍ଣ୍ଣ ଓ ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଓ ଛାଗଲୋକ,
Exodus 25:18
ଏହାପରେ ତୁମ୍ଭମାନେେ ପିଟା ସୁବର୍ଣ୍ଣରୁ ଦୁଇଟି କିରୁବ ଦୂତ କରିବ। ଏବଂ ସଗେୁଡିକୁ ସହେି ପାପାଚ୍ଛାଦନର ଦୁଇ ମୁଣ୍ଡ ରେ ଦବେ।
Exodus 28:15
ନିପୁଣ କାରିଗର ଦ୍ବାରା ନିପୁଣ ଭାବରେ ବୁକୁପଟା ପ୍ରସ୍ତୁତ କର। ବୁକୁପଟା ଏଫୋଦ ପରି ସୂକ୍ଷ୍ମ ମଲ୍ମଲ୍ ଏବଂ ସୁବର୍ଣ୍ଣ, ନଳୀ, ବାଇଗଣି ଏବଂ ଲାଲ୍ ମଲ୍ମଲ୍ ନିପୁଣ କଳାକୃତ୍ତି ରେ ନିର୍ମାଣ ହବୋ ଉଚିତ୍ା
Exodus 35:6
ନୀଳ ବର୍ଣ୍ଣ, ଧୂମ୍ର ବର୍ଣ୍ଣ, ସିନ୍ଦୁର ବର୍ଣ୍ଣ, ଶୂଭ୍ର ବର୍ଣ୍ଣ, କ୍ଷୋମସୂତ୍ର ଓ ଛାଗଲୋମ,
Exodus 35:25
ଦକ୍ଷ ସ୍ତ୍ରୀଲୋକମାନେ ନିଜ ନିଜ ହସ୍ତ ରେ ସୂତା କାଟି ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଆଣିଲେ।
Exodus 35:35
ସଦାପ୍ରଭୁ ସେ ଦୁହିଁଙ୍କୁ ସ୍ବତନ୍ତ୍ର ଜ୍ଞାନ କୌଶଳ ରେ ପରିପୂର୍ଣ୍ଣ କରିଛନ୍ତି, ସମାନେେ ଯେକୌଣସି କାର୍ୟ୍ଯମାନ କରିପାରିବେ। ସମାନେେ କାଠ କାମ, ପିତ୍ତଳ ନିର୍ମିତ କର୍ମମାନ କରିପାରିବେ। ସମାନେେ ସୁନ୍ଦର କାର୍ୟ୍ଯମାନ ଯଥା: ନୀଳ, ଧୂମ୍ର, ସିନ୍ଦୁର ବର୍ଣ୍ଣ ଓ ଶୁଭ୍ର କ୍ଷୋମ ସୂତ୍ର ରେ ସୂଚୀ କର୍ମ ରେ ଓ ତନ୍ତି କର୍ମମାନ କରିବା ନିମନ୍ତେ ୟାବତୀଯ କର୍ମ ରେ ସମାନଙ୍କେୁ ନିପୁଣ କରିଛନ୍ତି।
Exodus 36:8
ଏହାପରେ ସହେି ନିପୂଣ କାରିଗରଗଣ ବଳାଶୁଭ୍ର କ୍ଷୋମସୂତ୍ର ଓ ନୀଳ ଧୂମ୍ର ଓ ସୁନ୍ଦର ବର୍ଣ୍ଣ ସୂତ୍ର ଦ୍ବାରା ପବିତ୍ର ତମ୍ବୁର ଦଶ ୟବନିକା ପ୍ରସ୍ତୁତ କଲେ। ଏବଂ ତାହା ମଧିଅରେ ଶିଳ୍ପ କର୍ମ ରେ କିରୂବ ଦୂତଗଣର ଆକୃତି କଲେ।
Exodus 38:23
ଦାନ ପରିବାରବର୍ଗର ଅହୀଷାମକଙ୍କ ପୁତ୍ର ଅହଲୀଯାବ ଖାଦେନ କାର୍ୟ୍ଯ ରେ, ରୂପାଙ୍କନ କରିବା ରେ, ନୀଳ ବାଇଗଣୀ ଓ ଲାଲ ବସ୍ତ୍ର ବୁଣିବା ରେ ନିପୁଣ ଥିଲେ ଓ ସେ ତାଙ୍କର ସହକାରୀ ଥିଲେ।
Exodus 40:3
ତା' ମଧିଅରେ ସାକ୍ଷ ସିନ୍ଦୁକ ରଖି ବିଚ୍ଛଦେ ବସ୍ତ୍ର ଟଙ୍ଗାଇ ସହେି ସିନ୍ଦୁକ ଆଚ୍ଛାଦନ କରିବ।
Exodus 40:21
ଏହାପରେ ମାଶାେ ସହେି ପବିତ୍ର ସିନ୍ଦୁକକୁ ନଇେ ପବିତ୍ର ତମ୍ବୁ ରେ ରଖିଲେ। ଆଚ୍ଛାଦନର ବିଚ୍ଛଦବେସ୍ତ୍ର ଟଙ୍ଗାଇଲେ, ଏହାକୁ ସୁରକ୍ଷା ରେ ରଖିବା ପାଇଁ। ଯେପରି ସଦାପ୍ରଭୁ ଆଜ୍ଞା କରିଥିଲେ।
Luke 23:45
ସୂର୍ୟ୍ଯ ଦଖାଯାେଉ ନଥିଲେ। ମନ୍ଦିରର ପରଦା ଦୁଇଖଣ୍ଡ ହାଇେ ଚିରିଗଲା।