Exodus 2
1 ଲବେୀ ବଂଶର ଜଣେ ଲୋକ ଥିଲେ। ୟିଏକି ସହେି ଲବେୀ ବଂଶର ଜଣେ କନ୍ଯାଙ୍କୁ ବିବାହ କଲେ।
2 ସହେି ସ୍ତ୍ରୀଲୋକ ଜଣଙ୍କ ଗର୍ଭବତୀ ହାଇେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ତାଙ୍କ ମାତା ଦେଖିଲେ ତାଙ୍କର ସହେି ପୁତ୍ର ବହୁତ ସୁନ୍ଦର ହଇେଛି। ତେଣୁ ସେ ତାଙ୍କୁ ତିନିମାସ କାଳ ଲୁଚାଇ ରଖିଲେ।
3 ଯେତବେେଳେ ସେ (ସ୍ତ୍ରୀ) ତାକୁ ଦୀର୍ଘ ସମୟ ଲୁଚାଇ ପାରିଲା ନାହିଁ, ସେସ ଏକ ଟୋକଇେ ତିଆରି କରି ତଲେ ଓ ରାଳ ଲପନେ କଲା। ସେ ସହେି ବାଳକଟିକୁ ଟୋକଇେ ରେ ରଖିଲା ଏବଂ ନଦୀ ରେ ନଳବନ ମଝି ରେ ରଖିଲା।
4 ସହେି ବାଳକର ଜଣେ ଭଉଣୀ ତାକୁ ଦୂରରୁ ଳକ୍ଷ୍ଯ କରୁଥିଲା। ପିଲାଟିର କଣ ହବେ, ଏହା ଜାଣଇବା ପାଇଁ ଲକ୍ଷ୍ଯ ରଖିଲା।
5 ଠିକ୍ ତା'ପରେ ଫାରୋଙ୍କର କନ୍ଯା ନଦୀକୁ ଗା ଧୋଇବକୁ ଗଲେ। ସେ ସହେି ନଳବନ ମଧିଅରେ ଟୋକଇଟେିକୁ ପାଇଲେ। ତାଙ୍କର ଚାକରମାନେ ସହେି ନଦୀ କୂଳ ରେ ବୁଲୁଥିଲେ। ସେ ତାଙ୍କର ଜଣେ ଦାସୀକୁ ସହେି ପଡେିଟିକୁ ଆଣିବା ପାଇଁ କହିଲେ।
6 ରାଜାଙ୍କର କନ୍ଯା ଯେତବେେଳେ ସହେି ଟୋକଇଟେିକୁ ଖାଲିେ ସହେି ଶିଶୁ ପୁତ୍ରକୁ ଦେଖିଲେ। ସହେି ଶିଶୁଟି କାନ୍ଦୁ ଥିଲା। ଏଥିପାଇଁ ସେ ତା ପାଇଁ ବହୁତ ଦୁଃଖ କଲେ। ସେ କହିଲେ, ଏହି ପିଲାଟି ଏବ୍ରୀଯ ମଧ୍ଯରୁ ଜଣଙ୍କର ଅଟେ।
7 ତା'ପରେ ସହେି ଶିଶୁଟିର ଭଉଣୀ ରାଜାକନ୍ଯାଙ୍କୁ ପଚାରିଲା, ମୁଁ ୟାଇ ଏହି ଶିଶୁଟିକୁ ତା'ର ସ୍ତନ୍ଯପାନ କରାଇବା ପାଇଁ ଜଣେ ଏବ୍ରୀଯା ଧାତ୍ରୀକି ଆଣିପା ରେ କି?
8 ରାଜାଙ୍କର କନ୍ଯା କହିଲା, ହଁ, ଦୟାକରି ଡାକ।
9 ରାଜାଙ୍କର ଝିଅ ସହେି ମା'ଟିକୁ କହିଲା, ଏହି ଶିଶୁଟିକୁ ନିଅ ଏବଂ ମାେ ପାଇଁ ତାକୁ ଲାଳନ ପାଳନ କର, ଏଥିପାଇଁ ମୁଁ ତୁମ୍ଭକୁ ପାରିଶ୍ରମିକ ଦବେି।
10 ସହେି ଶିଶୁଟି ବଢିବାକୁ ଲାଗିଲା ଏବଂ କିଛି ଦିନ ପରେ ସହେି ସ୍ତ୍ରୀ ଲୋକଟି ରାଜକନ୍ଯାକୁ ସହେି ଶିଶୁଟିକୁ ଫରୋଇ ଦଲୋ। ରାଜକନ୍ଯା ସହେି ଶିଶୁଟିକୁ ନିଜର ସନ୍ତାନ ଭାବରେ ଗ୍ରହଣ କଲେ। ସେ ତା'ର ନାମ ମାଶାେ ଦେଲେ, କାରଣ ସେ ଜଳରୁ ତାଙ୍କୁ ଉଦ୍ଧାର କରି ଆଣିଥିଲେ।
11 ମାଶାେ ବଡ ହେଲେ। ସେ ତାଙ୍କର ନିଜର ଲୋକମାନଙ୍କୁ ଭଟେିଲେ ଏବଂ ଦେଖିଲେ, ଏବ୍ରୀଯ ଲୋକମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ବାଧ୍ଯ କରାଯାଉ ଅଛି। ଦିନେ ମାଶାେ ଦେଖିଲେ ଜଣେ ମିଶରୀଯ ଲୋକ ଜଣେ ଏବ୍ରୀଯ ଲୋକକୁ ପ୍ରହାର କରୁଥିଲା।
12 ମାଶାେ ଚତୁପାଶର୍ବ ରେ କାହାରିକୁ ପାଇଲେ ନାହିଁ। ତେଣୁ ସଠାେରେ ମାଶାେ ସହେି ମିଶରୀଯ ଲୋକଟିକୁ ହତ୍ଯା କଲେ ଓ ସହେି ଲୋକଟିକୁ ସେ ସହେି ବାଲି ରେ ପୋତି ଦେଲେ।
13 ତା'ପର ଦିନ ମାଶାେ ଦୁଇଜଣ ଏବ୍ରୀଯ ଲୋକଙ୍କୁ ଦେଖିଲେ। ସମାନେେ ପରସ୍ପର ମଧିଅରେ କଳି କରୁଥିଲେ। ମାଶାେ ଦେଖିଲେ ସମାନଙ୍କେ ମଧ୍ଯରୁ ଜଣଙ୍କର ଦୋଷ ଥିଲା। ମାଶାେ ସହେି ଦୋଷୀ ଲୋକଟିକୁ କହିଲେ, ତୁମ୍ଭେ ଆପଣା ଭାଇକୁ କାହିଁକି ପ୍ରହାର କରୁଛ?
14 ସହେି ଲୋକ ଜଣକ ଉତ୍ତର ଦଲୋ, କିଏ ତୁମ୍ଭକୁ ଆମ୍ଭମାନଙ୍କର ଶାସକ ଓ ବିଚାରକର୍ତ୍ତା କରି ନିୟୁକ୍ତ କରିଅଛି? ତୁମ୍ଭେ ସହେି ମିଶରୀଯ ଲୋକଟିକୁ ବଧ କଲା ପରି ମାେତେ ବଧ କରିବା ପାଇଁ ଯୋଜନା କରୁଛ କି?
15 ତା'ପରେ ଫାରୋ ଜାଣିବାକୁ ପାଇଲେ ମାଶାେ ଯାହା କରିଥିଲେ। ତେଣୁ ସେ ମାଶାଙ୍କେୁ ହତ୍ଯା କରିବାକୁ ନିଷ୍ପତ୍ତି କଲେ। ତେଣୁ ଫାରୋଙ୍କ ନିକଟରୁ ମାଶାେ ଖସି ମିଦିଯନୀଯ ଦେଶକୁ ପଳାଇଲେ।
16 ସଠାେରେ ଜଣେ ମିଦିଯନୀଯ ଯାଜକ ଥିଲେ, ଯାହାଙ୍କର ସାତାଟେି କନ୍ଯା ଥିଲେ। ସହେି କନ୍ଯାମାନେ ସହେି କୂପ ନିକଟକୁ ତାଙ୍କର ପିତାଙ୍କର ମଷେପଲ ପାଇଁ ପାଣି ନବୋକୁ ଆସିଥିଲେ। ସମାନେେ ପାଣି କାଢ଼ି ସହେି କୁଣ୍ଡଟିକୁ ପୁର୍ଣ୍ଣ କରିବାକୁ ଲାଗିଲେ।
17 ଇତ୍ଯବସର ରେ ମଷେପାଳକମାନେ ଆସି ସମାନଙ୍କେୁ ଗୋଡ଼ାଇବାକୁ ଆରମ୍ଭ କଲେ। ମାତ୍ର ମାଶାେ ସମାନଙ୍କେୁ ସାହାୟ୍ଯ କଲେ ଓ ସମାନଙ୍କେର ମଷେପଲକୁ ଜଳ ଦେଲେ।
18 ଏହାପରେ ସମାନେେ ତାଙ୍କର ପିତା ରୁଯଲଙ୍କେ ନିକଟକୁ ଫରେିଗଲେ। ସମାନଙ୍କେର ପିତା ତାଙ୍କୁ ପଚାରିଲେ, ତୁମ୍ଭମାନେେ ଆଜି ଏତେ ଶୀଘ୍ର କିପରି ଫରେି ଆସିଲ!
19 କନ୍ଯାଗଣ ତାଙ୍କୁ ଉତ୍ତର ଦେଲେ, ହଁ, ମଷେପାଳକମାନେ ଆମ୍ଭକୁ ଘଉଡାଇ ଦେଉଥିଲେ, ମାତ୍ର ଏବ୍ରୀଯ ଲୋକ ଆମ୍ଭକୁ ସାହାୟ୍ଯ କଲେ। ସେ ଆମ୍ଭମାନଙ୍କ ପାଇଁ ପାଣି କାଢି ଆମ୍ଭର ମଷେମାନଙ୍କୁ ଜଳପାନ କରାଇଲେ।
20 ତେଣୁ ରୂଯଲେ ତାଙ୍କର କନ୍ଯାମାନଙ୍କୁ କହିଲେ, ସହେି ଲୋକଟି କେଉଁଠା ରେ ଅଛି? ତୁମ୍ଭେ କାହିଁକି ତାଙ୍କୁ ଛାଡି ଦଲେ? ତାଙ୍କୁ ଏଠାକୁ ଡାକ ସେ ଆମ୍ଭ ସହିତ ଖାଇବ।
21 ମାଶାେ ସହେି ଲୋକଟି ସହିତ ବାସ କରିବା ପାଇଁ ରାଜି ହେେଲ। ରୁଯଲେ ତାଙ୍କର କନ୍ଯା ସିପ୍ପୋରାକୁ ମାଶାଙ୍କେ ସହିତ ବିବାହ ଦେଲେ।
22 ସିପ୍ପୋରା ଗର୍ଭବତୀ ହେଲା, ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦଲୋ। ମାଶାେ ତାଙ୍କର ନାମ ଗେର୍ଶୋମ ଦେଲେ, କାରଣ ସେ କହିଲେ, ମୁଁ ବିଦେଶ ରେ ବାସ କରି ଆସୁଅଛି।
23 ଦୀର୍ଘଦିନ ପରେ ସହେି ମିଶର ରେ ରାଜା ମୃତ୍ଯୁବରଣ କଲେ କିନ୍ତୁ ଇଶ୍ରାୟେଲଯମାନଙ୍କୁ ପୂର୍ବପରି କଠିନ ପରିଶ୍ରମ କରିବାକୁ ପଡିଲା। ସମାନେେ ଅନୁନଯ କଲେ ଏବଂ ପରମେଶ୍ବର ସମାନଙ୍କେର ଡାକ ଶୁଣିଲେ।
24 ପରମେଶ୍ବର ସମାନଙ୍କେର ଆତୁର ଡାକ ଶୁଣିଲେ। ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ କରିଥିବା ଆପଣା ନିଯମ ସ୍ମରଣ କଲେ।
25 ଇଶ୍ରାୟେଲୀୟମାନଙ୍କ ପ୍ରତି ଧ୍ଯନ ଦେଲେ ଓ ସମାନଙ୍କେ ଅବସ୍ଥା ହୃଦଯଙ୍ଗମ କଲେ।
1 And there went a man of the house of Levi, and took to wife a daughter of Levi.
2 And the woman conceived, and bare a son: and when she saw him that he was a goodly child, she hid him three months.
3 And when she could not longer hide him, she took for him an ark of bulrushes, and daubed it with slime and with pitch, and put the child therein; and she laid it in the flags by the river’s brink.
4 And his sister stood afar off, to wit what would be done to him.
5 And the daughter of Pharaoh came down to wash herself at the river; and her maidens walked along by the river’s side; and when she saw the ark among the flags, she sent her maid to fetch it.
6 And when she had opened it, she saw the child: and, behold, the babe wept. And she had compassion on him, and said, This is one of the Hebrews’ children.
7 Then said his sister to Pharaoh’s daughter, Shall I go and call to thee a nurse of the Hebrew women, that she may nurse the child for thee?
8 And Pharaoh’s daughter said to her, Go. And the maid went and called the child’s mother.
9 And Pharaoh’s daughter said unto her, Take this child away, and nurse it for me, and I will give thee thy wages. And the woman took the child, and nursed it.
10 And the child grew, and she brought him unto Pharaoh’s daughter, and he became her son. And she called his name Moses: and she said, Because I drew him out of the water.
11 And it came to pass in those days, when Moses was grown, that he went out unto his brethren, and looked on their burdens: and he spied an Egyptian smiting an Hebrew, one of his brethren.
12 And he looked this way and that way, and when he saw that there was no man, he slew the Egyptian, and hid him in the sand.
13 And when he went out the second day, behold, two men of the Hebrews strove together: and he said to him that did the wrong, Wherefore smitest thou thy fellow?
14 And he said, Who made thee a prince and a judge over us? intendest thou to kill me, as thou killedst the Egyptian? And Moses feared, and said, Surely this thing is known.
15 Now when Pharaoh heard this thing, he sought to slay Moses. But Moses fled from the face of Pharaoh, and dwelt in the land of Midian: and he sat down by a well.
16 Now the priest of Midian had seven daughters: and they came and drew water, and filled the troughs to water their father’s flock.
17 And the shepherds came and drove them away: but Moses stood up and helped them, and watered their flock.
18 And when they came to Reuel their father, he said, How is it that ye are come so soon to day?
19 And they said, An Egyptian delivered us out of the hand of the shepherds, and also drew water enough for us, and watered the flock.
20 And he said unto his daughters, And where is he? why is it that ye have left the man? call him, that he may eat bread.
21 And Moses was content to dwell with the man: and he gave Moses Zipporah his daughter.
22 And she bare him a son, and he called his name Gershom: for he said, I have been a stranger in a strange land.
23 And it came to pass in process of time, that the king of Egypt died: and the children of Israel sighed by reason of the bondage, and they cried, and their cry came up unto God by reason of the bondage.
24 And God heard their groaning, and God remembered his covenant with Abraham, with Isaac, and with Jacob.
25 And God looked upon the children of Israel, and God had respect unto them.
1 The vision of Isaiah the son of Amoz, which he saw concerning Judah and Jerusalem in the days of Uzziah, Jotham, Ahaz, and Hezekiah, kings of Judah.
2 Hear, O heavens, and give ear, O earth: for the Lord hath spoken, I have nourished and brought up children, and they have rebelled against me.
3 The ox knoweth his owner, and the ass his master’s crib: but Israel doth not know, my people doth not consider.
4 Ah sinful nation, a people laden with iniquity, a seed of evildoers, children that are corrupters: they have forsaken the Lord, they have provoked the Holy One of Israel unto anger, they are gone away backward.
5 Why should ye be stricken any more? ye will revolt more and more: the whole head is sick, and the whole heart faint.
6 From the sole of the foot even unto the head there is no soundness in it; but wounds, and bruises, and putrifying sores: they have not been closed, neither bound up, neither mollified with ointment.
7 Your country is desolate, your cities are burned with fire: your land, strangers devour it in your presence, and it is desolate, as overthrown by strangers.
8 And the daughter of Zion is left as a cottage in a vineyard, as a lodge in a garden of cucumbers, as a besieged city.
9 Except the Lord of hosts had left unto us a very small remnant, we should have been as Sodom, and we should have been like unto Gomorrah.
10 Hear the word of the Lord, ye rulers of Sodom; give ear unto the law of our God, ye people of Gomorrah.
11 To what purpose is the multitude of your sacrifices unto me? saith the Lord: I am full of the burnt offerings of rams, and the fat of fed beasts; and I delight not in the blood of bullocks, or of lambs, or of he goats.
12 When ye come to appear before me, who hath required this at your hand, to tread my courts?
13 Bring no more vain oblations; incense is an abomination unto me; the new moons and sabbaths, the calling of assemblies, I cannot away with; it is iniquity, even the solemn meeting.
14 Your new moons and your appointed feasts my soul hateth: they are a trouble unto me; I am weary to bear them.
15 And when ye spread forth your hands, I will hide mine eyes from you: yea, when ye make many prayers, I will not hear: your hands are full of blood.
16 Wash you, make you clean; put away the evil of your doings from before mine eyes; cease to do evil;
17 Learn to do well; seek judgment, relieve the oppressed, judge the fatherless, plead for the widow.
18 Come now, and let us reason together, saith the Lord: though your sins be as scarlet, they shall be as white as snow; though they be red like crimson, they shall be as wool.
19 If ye be willing and obedient, ye shall eat the good of the land:
20 But if ye refuse and rebel, ye shall be devoured with the sword: for the mouth of the Lord hath spoken it.
21 How is the faithful city become an harlot! it was full of judgment; righteousness lodged in it; but now murderers.
22 Thy silver is become dross, thy wine mixed with water:
23 Thy princes are rebellious, and companions of thieves: every one loveth gifts, and followeth after rewards: they judge not the fatherless, neither doth the cause of the widow come unto them.
24 Therefore saith the Lord, the Lord of hosts, the mighty One of Israel, Ah, I will ease me of mine adversaries, and avenge me of mine enemies:
25 And I will turn my hand upon thee, and purely purge away thy dross, and take away all thy tin:
26 And I will restore thy judges as at the first, and thy counsellers as at the beginning: afterward thou shalt be called, The city of righteousness, the faithful city.
27 Zion shall be redeemed with judgment, and her converts with righteousness.
28 And the destruction of the transgressors and of the sinners shall be together, and they that forsake the Lord shall be consumed.
29 For they shall be ashamed of the oaks which ye have desired, and ye shall be confounded for the gardens that ye have chosen.
30 For ye shall be as an oak whose leaf fadeth, and as a garden that hath no water.
31 And the strong shall be as tow, and the maker of it as a spark, and they shall both burn together, and none shall quench them.