Exodus 18

fullscreen1 ମିଦିଯନୀଯମାନଙ୍କର ଯାଜକ ୟିଥ୍ରୋ, ମାଶାଙ୍କେର ଶ୍ବଶୁର ଥିଲେ। ଯିଥ୍ରୋଶୁଣିବାକୁ ପାଇଲେ, ସଦାପ୍ରଭୁ ବିଭିନ୍ନ ପ୍ରକା ରେ ମାଶାେ ଏବଂ ତାଙ୍କର ଇଶ୍ରାୟେଲୀୟ ଲୋକମାନଙ୍କୁ ସାହାୟ୍ଯ କରିଛନ୍ତି। ଏବଂ ଯିଥ୍ରୋଶୁଣିବାକୁ ପାଇଲେ, ସଦାପ୍ରଭୁ ମିଶରରୁ ଇଶ୍ରାୟେଲୀୟମାନଙ୍କୁ ବାହାର କରି ଆଣିଛନ୍ତି।

fullscreen2 ତେଣୁ ଯିଥ୍ରୋ ମାଶାଙ୍କେ ନିକଟକୁ ଗଲେ। ଯେତବେେଳେ ମାଶାେ ପରମେଶ୍ବରଙ୍କ ପର୍ବତ ସୀନ ରେ ଥିଲେ। ଯିଥ୍ରୋ ମାଶାଙ୍କେର ସ୍ତ୍ରୀ ସିପୋରାକୁ ସାଙ୍ଗ ରେ ନଇଗେଲେ। ସିପୋରା ମାଶାଙ୍କେ ପଖ ରେ ନଥିଲେ କାରଣ ମାଶାେ ତାଙ୍କୁ ତାଙ୍କ ପିତାଙ୍କ ଗୃହକୁ ପଠାଇ ଦଇେଥିଲେ।

fullscreen3 ଯିଥ୍ରୋମଧ୍ଯ ମାଶାଙ୍କେର ଦୁଇପୁତ୍ରଙ୍କୁ ସାଙ୍ଗ ରେ ନଇେଥିଲେ। ତାଙ୍କର ପ୍ରଥମ ପୁତ୍ରର ନାମ ଥିଲା ଗେର୍ଶୋମ। ତାଙ୍କର ଏପରି ନାମକରଣ କରାୟାଇଥିଲା କାରଣ ମାଶାେ କହିଲେ, ମୁଁ ବିଦେଶ ରେ ପ୍ରବାସୀ ହଲିେ।

fullscreen4 ଅନ୍ୟ ପୁତ୍ରଟିର ନାମ ଦଇେଥିଲେ ଇଲିଯଷେର, କାରଣ ତା'ର ଜନ୍ମ ସମୟରେ ମାଶାେ କହିଲେ, ମାରେପିତାଙ୍କର ପରମେଶ୍ବର ମାେତେ ସାହାୟ୍ଯ କଲେ ଏବଂ ଫାରୋଙ୍କର ଖଡ୍ଗରୁ ରକ୍ଷା କଲେ।

fullscreen5 ତେଣୁ ଯିଥ୍ରୋ ମାଶାଙ୍କେ ନିକଟକୁ, ମାଶାଙ୍କେର ଦୁଇପୁତ୍ର ଓ ସ୍ତ୍ରୀ ସହିତ ଗଲେ। ସହେି ସମୟରେ ମାଶାେ ପରମେଶ୍ବରଙ୍କର ପର୍ବତ ନିକଟରେ ଛାଉଣୀ ପକାଇଥିଲେ।

fullscreen6 ଯିଥ୍ରୋ ମାଶାଙ୍କେ ନିକଟକୁ ଏକ ବାର୍ତ୍ତା ପଠାଇଲେ ଯିଥ୍ରୋକହିଲେ, ମୁଁ ତୁମ୍ଭର ଶ୍ବଶୁର ଯିଥ୍ରୋଏବଂ ତୁମ୍ଭର ସ୍ତ୍ରୀ ଓ ତୁମ୍ଭର ଦୁଇପୁତ୍ର ସହିତ ତୁମ୍ଭ ନିକଟକୁ ଆସିଅଛୁ।

fullscreen7 ତେଣୁ ମାଶାେ ତାଙ୍କ ଶ୍ବଶୁରଙ୍କୁ ସାକ୍ଷାତ କରିବାକୁ ବାହାରକୁ ଗଲେ। ମାଶାେ ତାଙ୍କ ଶ୍ବଶୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ ଓ ତାଙ୍କୁ ଚୁମ୍ବନ ଦଲେ। ଏବଂ ସମାନେେ ପରମେଶ୍ବରଙ୍କର ଉତ୍ତମ ଖବର ବୁଝିଲେ। ଏହାପରେ ସମାନେେ ମାଶାଙ୍କେ ତମ୍ବୁକୁ ଗଲେ ଓ ସଠାେରେ କଥା ହେଲ।

fullscreen8 ସଦାପ୍ରଭୁ ତାଙ୍କର ଇଶ୍ରାୟେଲୀୟ ଲୋକଙ୍କ ପାଇଁ ଯାହାସବୁ କରିଥିଲେ, ସହେି ସମସ୍ତ ବିଷଯ ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ। ମାଶାେ ମଧ୍ଯ କହିଲେ, ସଦାପ୍ରଭୁ ମିଶର ଓ ରାଜା ଫାରୋଙ୍କ ବିରୁଦ୍ଧ ରେ ଇଶ୍ରାୟେଲ ନିମନ୍ତେ ଯାହା କରିଥିଲେ, ସମାନେେ ରାସ୍ତା ରେ ସମ୍ମୁଖୀନ ହାଇେଥିବା କଠିନତା ବିଷଯ କହିଲେ। ଏବଂ କିପରି ସଦାପ୍ରଭୁ ସମାନଙ୍କେୁ ରକ୍ଷା କରିଛନ୍ତି ତାହା ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ।

fullscreen9 ଯିଥ୍ରୋବହୁତ ଖୁସି ହେଲେ, ଯେତବେେଳେ ଜାଣିଲେ ସଦାପ୍ରଭୁ ଇଶ୍ରାୟେଲବାସୀମାନଙ୍କ ପାଇଁ ବହୁତ ଭଲ କର୍ମମାନ କରିଛନ୍ତି। ଏବଂ ସେ ବହୁତ ଖୁସି ହେଲେ ଯେ ସଦାପ୍ରଭୁ ମିଶରଠାରୁ ଇଶ୍ରାୟେଲକୁ ମୁକ୍ତ କରିଛନ୍ତି।

fullscreen10 ଯିଥ୍ରୋକହିଲେ, ସଦାପ୍ରଭୁଙ୍କର ପ୍ରଶଂସା କର! ସେ ତୁମ୍ଭମାନଙ୍କୁ ମିଶରର ଶକ୍ତି ନିକଟରୁ ଉଦ୍ଧାର କରିଛନ୍ତି। ସଦାପ୍ରଭୁ ତୁମ୍ଭମାନଙ୍କୁ ଫାରୋଙ୍କ ନିକଟରୁ ରକ୍ଷା କରିଛନ୍ତି

fullscreen11 ବର୍ତ୍ତମାନ ମୁଁ ଜାଣିଲି ଯେ ସଦାପ୍ରଭୁ ହେଉଛନ୍ତି ସମସ୍ତ ଦବେତାଗଣଙ୍କଠାରୁ ମହାନ୍। ସମାନେେ ଯେଉଁ ବିଷଯ ରେ ସମାନଙ୍କେ ବିରୁଦ୍ଧ ରେ ଗର୍ବ କରିଥିଲେ କିନ୍ତୁ ଦେଖ ପରମେଶ୍ବର କ'ଣ କଲେ!

fullscreen12 ଯିଥ୍ରୋପରମେଶ୍ବରଙ୍କୁ ନବୈେଦ୍ଯ ଅର୍ପଣ କଲେ। ହାରୋଣ, ମାଶାେ ଓ ଇଶ୍ରାୟେଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ବରଙ୍କ ସମ୍ମୁଖ ରେ ମାଶାଙ୍କେ ଶ୍ବଶୁର ସଙ୍ଗେ ଭୋଜନ କଲେ।

fullscreen13 ତା'ପରଦିନ ମାଶାେ ଲୋକଙ୍କର ବିଚାର କରିବାକୁ ବସିଲେ। ତେଣୁ ବହୁତ ଲୋକ ତାଙ୍କ ସମ୍ମୁଖ ରେ ସନ୍ଧ୍ଯା ପର୍ୟ୍ଯନ୍ତ ଠିଆ ହାଇେ ରହିଲେ।

fullscreen14 ମାଶାେ ଲୋକମାନଙ୍କର ବିଚାର କରୁଥିବାର ଯିଥ୍ରୋ ଦେଖିଲେ। ସେ ପଚାରିଲେ, ତୁମ୍ଭେ ଏପରି କାହିଁକି କରୁଛ? ତୁମ୍ଭେ ଏକୁଟିଆ କାହିଁକି ବିଚାର କରୁଛ? ଏବଂ କାହିଁକି ତୁମ୍ଭ ନିକଟରେ ଲୋକମାନେ ସକାଳରୁ ସନ୍ଧ୍ଯା ପର୍ୟ୍ଯନ୍ତ ଠିଆ ହବେେ?

fullscreen15 ଏହାପରେ ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ, ସମାନେେ ପରମେଶ୍ବରଙ୍କର ବିଚାର ବୁଝିବା ପାଇଁ ମାେ ନିକଟକୁ ଆସନ୍ତି।

fullscreen16 ସମାନଙ୍କେର କୌଣସି ବିବାଦ ହେଲ, ମାେ ପାଖକୁ ଆସନ୍ତି। ତହିଁରେ ମୁଁ ବାଦୀ ଓ ପ୍ରତିବାଦୀ ମଧିଅରେ ବିଚାର କରେ। ସମାନଙ୍କେୁ ପରମେଶ୍ବରଙ୍କର ବିଧି ଓ ବ୍ଯବସ୍ଥା ସବୁ ଶିକ୍ଷା ଦିଏ।

fullscreen17 କିନ୍ତୁ ମାଶାଙ୍କେ ଶ୍ବଶୁର ତାଙ୍କୁ କହିଲେ, ତୁମ୍ଭର ଏପ୍ରକାର କର୍ମ କରିବା ଠିକ୍ ନୁହେଁ।

fullscreen18 ଏହିସବୁ କାର୍ୟ୍ଯ ତୁମ୍ଭ ପାଇଁ ଏକୁଟିଆ କରିବା ବହୁତ କଷ୍ଟ। ତୁମ୍ଭେ ଏକା ଏସମସ୍ତ କାର୍ୟ୍ଯ କରିପାରିବା ନାହିଁ। ଏହା ତୁମ୍ଭକୁ କ୍ଷୀଣ କରିଦବେ ଏବଂ ଏହା ଲୋକମାନଙ୍କୁ କ୍ଲାନ୍ତ ଆଣିଦବେ।

fullscreen19 ବର୍ତ୍ତମାନ ମାେ କଥା ଶୁଣ। ମାରେ କେତକେ ଉପଦେଶ ଗ୍ରହଣ କର। ପରମେଶ୍ବର ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ। ପରମେଶ୍ବରଙ୍କ ଛାମୁ ରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହାଇେ ସମାନଙ୍କେ କଥା ପରମେଶ୍ବରଙ୍କ ନିକଟରେ ଜଣାଅ।

fullscreen20 ତୁମ୍ଭେ ସମାନଙ୍କେୁ ବିଧି ଓ ବ୍ଯବସ୍ଥାର ଉପଦେଶ ଦିଅ ଓ ସମାନଙ୍କେ ଗନ୍ତବ୍ଯ ପଥ ଓ କର୍ତ୍ତବ୍ଯ କର୍ମ ଦଖାେଅ।

fullscreen21 ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ଯରୁ କର୍ମକ୍ଷମ, ଅର୍ଥାତ୍

fullscreen22 ସମାନେେ ସର୍ବଦା ଲୋକମାନଙ୍କର ବିଚାର କରନ୍ତୁ। ପୁଣି ଜଟିଳ ବିଷଯ ରେ ତୁମ୍ଭ ନିକଟକୁ ଆସିବେ। ମାତ୍ର କ୍ଷୁଦ୍ର କଥାସବୁ ସମାନେେ ଆପେ ବିଚାର କରିବେ। ତାହା ହେଲ, ତୁମ୍ଭ ନିଜ କର୍ମରୁ ଉଶ୍ବାସ ହବେ। ପୁଣି ସମାନେେ ତୁମ୍ଭ ସହିତ ଭାର ବହିବେ।

fullscreen23 ତୁମ୍ଭେ ଯଦି ଏପରି କରିବ, ପୁଣି ସଦାପ୍ରଭୁ ଏପରି କରିବା ପାଇଁ ଆଜ୍ଞା ଦବେେ, ତବେେ ତୁମ୍ଭେ ସହି ପାରିବ। ଆଉ ଏହି ସବୁ ଲୋକମାନେ କୁଶଳ ରେ ସ୍ବସ୍ଥାନକୁ ଯିବେ।

fullscreen24 ଏହାପରେ ମାଶାେ ଆପଣା ଶ୍ବଶୁରଙ୍କ କଥା ରେ ମନୋୟୋଗ କରି ତାଙ୍କର ବାକ୍ଯାନୁସା ରେ ସବୁ କର୍ମ କଲେ।

fullscreen25 ପୁଣି ମାଶାେ ସମଗ୍ର ଇଶ୍ରାୟେଲ ମଧ୍ଯରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ ସହସ୍ର ପତି, ଶତପତି, ପଞ୍ଚାଶତ୍ପତି ଓ ଦଶପତି ରୂପେ ନିୟୁକ୍ତ କଲେ।

fullscreen26 ତହୁଁ ସମାନେେ ସବୁ ସମୟରେ ଲୋକମାନଙ୍କର ବିଚାର କଲେ ଓ କଠିନ ବିଚାରସବୁ ମାଶାଙ୍କେ ନିକଟକୁ ଆଣିଲେ। ମାତ୍ର କ୍ଷୁଦ୍ର କଥାସବୁ ନିଜେ ନିଜେ ବିଚାର କଲେ।

1 When Jethro, the priest of Midian, Moses’ father in law, heard of all that God had done for Moses, and for Israel his people, and that the Lord had brought Israel out of Egypt;

2 Then Jethro, Moses’ father in law, took Zipporah, Moses’ wife, after he had sent her back,

3 And her two sons; of which the name of the one was Gershom; for he said, I have been an alien in a strange land:

4 And the name of the other was Eliezer; for the God of my father, said he, was mine help, and delivered me from the sword of Pharaoh:

5 And Jethro, Moses’ father in law, came with his sons and his wife unto Moses into the wilderness, where he encamped at the mount of God:

6 And he said unto Moses, I thy father in law Jethro am come unto thee, and thy wife, and her two sons with her.

7 And Moses went out to meet his father in law, and did obeisance, and kissed him; and they asked each other of their welfare; and they came into the tent.

8 And Moses told his father in law all that the Lord had done unto Pharaoh and to the Egyptians for Israel’s sake, and all the travail that had come upon them by the way, and how the Lord delivered them.

9 And Jethro rejoiced for all the goodness which the Lord had done to Israel, whom he had delivered out of the hand of the Egyptians.

10 And Jethro said, Blessed be the Lord, who hath delivered you out of the hand of the Egyptians, and out of the hand of Pharaoh, who hath delivered the people from under the hand of the Egyptians.

11 Now I know that the Lord is greater than all gods: for in the thing wherein they dealt proudly he was above them.

12 And Jethro, Moses’ father in law, took a burnt offering and sacrifices for God: and Aaron came, and all the elders of Israel, to eat bread with Moses’ father in law before God.

13 And it came to pass on the morrow, that Moses sat to judge the people: and the people stood by Moses from the morning unto the evening.

14 And when Moses’ father in law saw all that he did to the people, he said, What is this thing that thou doest to the people? why sittest thou thyself alone, and all the people stand by thee from morning unto even?

15 And Moses said unto his father in law, Because the people come unto me to inquire of God:

16 When they have a matter, they come unto me; and I judge between one and another, and I do make them know the statutes of God, and his laws.

17 And Moses’ father in law said unto him, The thing that thou doest is not good.

18 Thou wilt surely wear away, both thou, and this people that is with thee: for this thing is too heavy for thee; thou art not able to perform it thyself alone.

19 Hearken now unto my voice, I will give thee counsel, and God shall be with thee: Be thou for the people to God-ward, that thou mayest bring the causes unto God:

20 And thou shalt teach them ordinances and laws, and shalt shew them the way wherein they must walk, and the work that they must do.

21 Moreover thou shalt provide out of all the people able men, such as fear God, men of truth, hating covetousness; and place such over them, to be rulers of thousands, and rulers of hundreds, rulers of fifties, and rulers of tens:

22 And let them judge the people at all seasons: and it shall be, that every great matter they shall bring unto thee, but every small matter they shall judge: so shall it be easier for thyself, and they shall bear the burden with thee.

23 If thou shalt do this thing, and God command thee so, then thou shalt be able to endure, and all this people shall also go to their place in peace.

24 So Moses hearkened to the voice of his father in law, and did all that he had said.

25 And Moses chose able men out of all Israel, and made them heads over the people, rulers of thousands, rulers of hundreds, rulers of fifties, and rulers of tens.

26 And they judged the people at all seasons: the hard causes they brought unto Moses, but every small matter they judged themselves.

Exodus 18 in Tamil and English

1 ମିଦିଯନୀଯମାନଙ୍କର ଯାଜକ ୟିଥ୍ରୋ, ମାଶାଙ୍କେର ଶ୍ବଶୁର ଥିଲେ। ଯିଥ୍ରୋଶୁଣିବାକୁ ପାଇଲେ, ସଦାପ୍ରଭୁ ବିଭିନ୍ନ ପ୍ରକା ରେ ମାଶାେ ଏବଂ ତାଙ୍କର ଇଶ୍ରାୟେଲୀୟ ଲୋକମାନଙ୍କୁ ସାହାୟ୍ଯ କରିଛନ୍ତି। ଏବଂ ଯିଥ୍ରୋଶୁଣିବାକୁ ପାଇଲେ, ସଦାପ୍ରଭୁ ମିଶରରୁ ଇଶ୍ରାୟେଲୀୟମାନଙ୍କୁ ବାହାର କରି ଆଣିଛନ୍ତି।
When Jethro, the priest of Midian, Moses’ father in law, heard of all that God had done for Moses, and for Israel his people, and that the Lord had brought Israel out of Egypt;

2 ତେଣୁ ଯିଥ୍ରୋ ମାଶାଙ୍କେ ନିକଟକୁ ଗଲେ। ଯେତବେେଳେ ମାଶାେ ପରମେଶ୍ବରଙ୍କ ପର୍ବତ ସୀନ ରେ ଥିଲେ। ଯିଥ୍ରୋ ମାଶାଙ୍କେର ସ୍ତ୍ରୀ ସିପୋରାକୁ ସାଙ୍ଗ ରେ ନଇଗେଲେ। ସିପୋରା ମାଶାଙ୍କେ ପଖ ରେ ନଥିଲେ କାରଣ ମାଶାେ ତାଙ୍କୁ ତାଙ୍କ ପିତାଙ୍କ ଗୃହକୁ ପଠାଇ ଦଇେଥିଲେ।
Then Jethro, Moses’ father in law, took Zipporah, Moses’ wife, after he had sent her back,

3 ଯିଥ୍ରୋମଧ୍ଯ ମାଶାଙ୍କେର ଦୁଇପୁତ୍ରଙ୍କୁ ସାଙ୍ଗ ରେ ନଇେଥିଲେ। ତାଙ୍କର ପ୍ରଥମ ପୁତ୍ରର ନାମ ଥିଲା ଗେର୍ଶୋମ। ତାଙ୍କର ଏପରି ନାମକରଣ କରାୟାଇଥିଲା କାରଣ ମାଶାେ କହିଲେ, ମୁଁ ବିଦେଶ ରେ ପ୍ରବାସୀ ହଲିେ।
And her two sons; of which the name of the one was Gershom; for he said, I have been an alien in a strange land:

4 ଅନ୍ୟ ପୁତ୍ରଟିର ନାମ ଦଇେଥିଲେ ଇଲିଯଷେର, କାରଣ ତା'ର ଜନ୍ମ ସମୟରେ ମାଶାେ କହିଲେ, ମାରେପିତାଙ୍କର ପରମେଶ୍ବର ମାେତେ ସାହାୟ୍ଯ କଲେ ଏବଂ ଫାରୋଙ୍କର ଖଡ୍ଗରୁ ରକ୍ଷା କଲେ।
And the name of the other was Eliezer; for the God of my father, said he, was mine help, and delivered me from the sword of Pharaoh:

5 ତେଣୁ ଯିଥ୍ରୋ ମାଶାଙ୍କେ ନିକଟକୁ, ମାଶାଙ୍କେର ଦୁଇପୁତ୍ର ଓ ସ୍ତ୍ରୀ ସହିତ ଗଲେ। ସହେି ସମୟରେ ମାଶାେ ପରମେଶ୍ବରଙ୍କର ପର୍ବତ ନିକଟରେ ଛାଉଣୀ ପକାଇଥିଲେ।
And Jethro, Moses’ father in law, came with his sons and his wife unto Moses into the wilderness, where he encamped at the mount of God:

6 ଯିଥ୍ରୋ ମାଶାଙ୍କେ ନିକଟକୁ ଏକ ବାର୍ତ୍ତା ପଠାଇଲେ ଯିଥ୍ରୋକହିଲେ, ମୁଁ ତୁମ୍ଭର ଶ୍ବଶୁର ଯିଥ୍ରୋଏବଂ ତୁମ୍ଭର ସ୍ତ୍ରୀ ଓ ତୁମ୍ଭର ଦୁଇପୁତ୍ର ସହିତ ତୁମ୍ଭ ନିକଟକୁ ଆସିଅଛୁ।
And he said unto Moses, I thy father in law Jethro am come unto thee, and thy wife, and her two sons with her.

7 ତେଣୁ ମାଶାେ ତାଙ୍କ ଶ୍ବଶୁରଙ୍କୁ ସାକ୍ଷାତ କରିବାକୁ ବାହାରକୁ ଗଲେ। ମାଶାେ ତାଙ୍କ ଶ୍ବଶୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ ଓ ତାଙ୍କୁ ଚୁମ୍ବନ ଦଲେ। ଏବଂ ସମାନେେ ପରମେଶ୍ବରଙ୍କର ଉତ୍ତମ ଖବର ବୁଝିଲେ। ଏହାପରେ ସମାନେେ ମାଶାଙ୍କେ ତମ୍ବୁକୁ ଗଲେ ଓ ସଠାେରେ କଥା ହେଲ।
And Moses went out to meet his father in law, and did obeisance, and kissed him; and they asked each other of their welfare; and they came into the tent.

8 ସଦାପ୍ରଭୁ ତାଙ୍କର ଇଶ୍ରାୟେଲୀୟ ଲୋକଙ୍କ ପାଇଁ ଯାହାସବୁ କରିଥିଲେ, ସହେି ସମସ୍ତ ବିଷଯ ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ। ମାଶାେ ମଧ୍ଯ କହିଲେ, ସଦାପ୍ରଭୁ ମିଶର ଓ ରାଜା ଫାରୋଙ୍କ ବିରୁଦ୍ଧ ରେ ଇଶ୍ରାୟେଲ ନିମନ୍ତେ ଯାହା କରିଥିଲେ, ସମାନେେ ରାସ୍ତା ରେ ସମ୍ମୁଖୀନ ହାଇେଥିବା କଠିନତା ବିଷଯ କହିଲେ। ଏବଂ କିପରି ସଦାପ୍ରଭୁ ସମାନଙ୍କେୁ ରକ୍ଷା କରିଛନ୍ତି ତାହା ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ।
And Moses told his father in law all that the Lord had done unto Pharaoh and to the Egyptians for Israel’s sake, and all the travail that had come upon them by the way, and how the Lord delivered them.

9 ଯିଥ୍ରୋବହୁତ ଖୁସି ହେଲେ, ଯେତବେେଳେ ଜାଣିଲେ ସଦାପ୍ରଭୁ ଇଶ୍ରାୟେଲବାସୀମାନଙ୍କ ପାଇଁ ବହୁତ ଭଲ କର୍ମମାନ କରିଛନ୍ତି। ଏବଂ ସେ ବହୁତ ଖୁସି ହେଲେ ଯେ ସଦାପ୍ରଭୁ ମିଶରଠାରୁ ଇଶ୍ରାୟେଲକୁ ମୁକ୍ତ କରିଛନ୍ତି।
And Jethro rejoiced for all the goodness which the Lord had done to Israel, whom he had delivered out of the hand of the Egyptians.

10 ଯିଥ୍ରୋକହିଲେ, ସଦାପ୍ରଭୁଙ୍କର ପ୍ରଶଂସା କର! ସେ ତୁମ୍ଭମାନଙ୍କୁ ମିଶରର ଶକ୍ତି ନିକଟରୁ ଉଦ୍ଧାର କରିଛନ୍ତି। ସଦାପ୍ରଭୁ ତୁମ୍ଭମାନଙ୍କୁ ଫାରୋଙ୍କ ନିକଟରୁ ରକ୍ଷା କରିଛନ୍ତି
And Jethro said, Blessed be the Lord, who hath delivered you out of the hand of the Egyptians, and out of the hand of Pharaoh, who hath delivered the people from under the hand of the Egyptians.

11 ବର୍ତ୍ତମାନ ମୁଁ ଜାଣିଲି ଯେ ସଦାପ୍ରଭୁ ହେଉଛନ୍ତି ସମସ୍ତ ଦବେତାଗଣଙ୍କଠାରୁ ମହାନ୍। ସମାନେେ ଯେଉଁ ବିଷଯ ରେ ସମାନଙ୍କେ ବିରୁଦ୍ଧ ରେ ଗର୍ବ କରିଥିଲେ କିନ୍ତୁ ଦେଖ ପରମେଶ୍ବର କ'ଣ କଲେ!
Now I know that the Lord is greater than all gods: for in the thing wherein they dealt proudly he was above them.

12 ଯିଥ୍ରୋପରମେଶ୍ବରଙ୍କୁ ନବୈେଦ୍ଯ ଅର୍ପଣ କଲେ। ହାରୋଣ, ମାଶାେ ଓ ଇଶ୍ରାୟେଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ବରଙ୍କ ସମ୍ମୁଖ ରେ ମାଶାଙ୍କେ ଶ୍ବଶୁର ସଙ୍ଗେ ଭୋଜନ କଲେ।
And Jethro, Moses’ father in law, took a burnt offering and sacrifices for God: and Aaron came, and all the elders of Israel, to eat bread with Moses’ father in law before God.

13 ତା'ପରଦିନ ମାଶାେ ଲୋକଙ୍କର ବିଚାର କରିବାକୁ ବସିଲେ। ତେଣୁ ବହୁତ ଲୋକ ତାଙ୍କ ସମ୍ମୁଖ ରେ ସନ୍ଧ୍ଯା ପର୍ୟ୍ଯନ୍ତ ଠିଆ ହାଇେ ରହିଲେ।
And it came to pass on the morrow, that Moses sat to judge the people: and the people stood by Moses from the morning unto the evening.

14 ମାଶାେ ଲୋକମାନଙ୍କର ବିଚାର କରୁଥିବାର ଯିଥ୍ରୋ ଦେଖିଲେ। ସେ ପଚାରିଲେ, ତୁମ୍ଭେ ଏପରି କାହିଁକି କରୁଛ? ତୁମ୍ଭେ ଏକୁଟିଆ କାହିଁକି ବିଚାର କରୁଛ? ଏବଂ କାହିଁକି ତୁମ୍ଭ ନିକଟରେ ଲୋକମାନେ ସକାଳରୁ ସନ୍ଧ୍ଯା ପର୍ୟ୍ଯନ୍ତ ଠିଆ ହବେେ?
And when Moses’ father in law saw all that he did to the people, he said, What is this thing that thou doest to the people? why sittest thou thyself alone, and all the people stand by thee from morning unto even?

15 ଏହାପରେ ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ, ସମାନେେ ପରମେଶ୍ବରଙ୍କର ବିଚାର ବୁଝିବା ପାଇଁ ମାେ ନିକଟକୁ ଆସନ୍ତି।
And Moses said unto his father in law, Because the people come unto me to inquire of God:

16 ସମାନଙ୍କେର କୌଣସି ବିବାଦ ହେଲ, ମାେ ପାଖକୁ ଆସନ୍ତି। ତହିଁରେ ମୁଁ ବାଦୀ ଓ ପ୍ରତିବାଦୀ ମଧିଅରେ ବିଚାର କରେ। ସମାନଙ୍କେୁ ପରମେଶ୍ବରଙ୍କର ବିଧି ଓ ବ୍ଯବସ୍ଥା ସବୁ ଶିକ୍ଷା ଦିଏ।
When they have a matter, they come unto me; and I judge between one and another, and I do make them know the statutes of God, and his laws.

17 କିନ୍ତୁ ମାଶାଙ୍କେ ଶ୍ବଶୁର ତାଙ୍କୁ କହିଲେ, ତୁମ୍ଭର ଏପ୍ରକାର କର୍ମ କରିବା ଠିକ୍ ନୁହେଁ।
And Moses’ father in law said unto him, The thing that thou doest is not good.

18 ଏହିସବୁ କାର୍ୟ୍ଯ ତୁମ୍ଭ ପାଇଁ ଏକୁଟିଆ କରିବା ବହୁତ କଷ୍ଟ। ତୁମ୍ଭେ ଏକା ଏସମସ୍ତ କାର୍ୟ୍ଯ କରିପାରିବା ନାହିଁ। ଏହା ତୁମ୍ଭକୁ କ୍ଷୀଣ କରିଦବେ ଏବଂ ଏହା ଲୋକମାନଙ୍କୁ କ୍ଲାନ୍ତ ଆଣିଦବେ।
Thou wilt surely wear away, both thou, and this people that is with thee: for this thing is too heavy for thee; thou art not able to perform it thyself alone.

19 ବର୍ତ୍ତମାନ ମାେ କଥା ଶୁଣ। ମାରେ କେତକେ ଉପଦେଶ ଗ୍ରହଣ କର। ପରମେଶ୍ବର ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ। ପରମେଶ୍ବରଙ୍କ ଛାମୁ ରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହାଇେ ସମାନଙ୍କେ କଥା ପରମେଶ୍ବରଙ୍କ ନିକଟରେ ଜଣାଅ।
Hearken now unto my voice, I will give thee counsel, and God shall be with thee: Be thou for the people to God-ward, that thou mayest bring the causes unto God:

20 ତୁମ୍ଭେ ସମାନଙ୍କେୁ ବିଧି ଓ ବ୍ଯବସ୍ଥାର ଉପଦେଶ ଦିଅ ଓ ସମାନଙ୍କେ ଗନ୍ତବ୍ଯ ପଥ ଓ କର୍ତ୍ତବ୍ଯ କର୍ମ ଦଖାେଅ।
And thou shalt teach them ordinances and laws, and shalt shew them the way wherein they must walk, and the work that they must do.

21 ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ଯରୁ କର୍ମକ୍ଷମ, ଅର୍ଥାତ୍
Moreover thou shalt provide out of all the people able men, such as fear God, men of truth, hating covetousness; and place such over them, to be rulers of thousands, and rulers of hundreds, rulers of fifties, and rulers of tens:

22 ସମାନେେ ସର୍ବଦା ଲୋକମାନଙ୍କର ବିଚାର କରନ୍ତୁ। ପୁଣି ଜଟିଳ ବିଷଯ ରେ ତୁମ୍ଭ ନିକଟକୁ ଆସିବେ। ମାତ୍ର କ୍ଷୁଦ୍ର କଥାସବୁ ସମାନେେ ଆପେ ବିଚାର କରିବେ। ତାହା ହେଲ, ତୁମ୍ଭ ନିଜ କର୍ମରୁ ଉଶ୍ବାସ ହବେ। ପୁଣି ସମାନେେ ତୁମ୍ଭ ସହିତ ଭାର ବହିବେ।
And let them judge the people at all seasons: and it shall be, that every great matter they shall bring unto thee, but every small matter they shall judge: so shall it be easier for thyself, and they shall bear the burden with thee.

23 ତୁମ୍ଭେ ଯଦି ଏପରି କରିବ, ପୁଣି ସଦାପ୍ରଭୁ ଏପରି କରିବା ପାଇଁ ଆଜ୍ଞା ଦବେେ, ତବେେ ତୁମ୍ଭେ ସହି ପାରିବ। ଆଉ ଏହି ସବୁ ଲୋକମାନେ କୁଶଳ ରେ ସ୍ବସ୍ଥାନକୁ ଯିବେ।
If thou shalt do this thing, and God command thee so, then thou shalt be able to endure, and all this people shall also go to their place in peace.

24 ଏହାପରେ ମାଶାେ ଆପଣା ଶ୍ବଶୁରଙ୍କ କଥା ରେ ମନୋୟୋଗ କରି ତାଙ୍କର ବାକ୍ଯାନୁସା ରେ ସବୁ କର୍ମ କଲେ।
So Moses hearkened to the voice of his father in law, and did all that he had said.

25 ପୁଣି ମାଶାେ ସମଗ୍ର ଇଶ୍ରାୟେଲ ମଧ୍ଯରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ ସହସ୍ର ପତି, ଶତପତି, ପଞ୍ଚାଶତ୍ପତି ଓ ଦଶପତି ରୂପେ ନିୟୁକ୍ତ କଲେ।
And Moses chose able men out of all Israel, and made them heads over the people, rulers of thousands, rulers of hundreds, rulers of fifties, and rulers of tens.

26 ତହୁଁ ସମାନେେ ସବୁ ସମୟରେ ଲୋକମାନଙ୍କର ବିଚାର କଲେ ଓ କଠିନ ବିଚାରସବୁ ମାଶାଙ୍କେ ନିକଟକୁ ଆଣିଲେ। ମାତ୍ର କ୍ଷୁଦ୍ର କଥାସବୁ ନିଜେ ନିଜେ ବିଚାର କଲେ।
And they judged the people at all seasons: the hard causes they brought unto Moses, but every small matter they judged themselves.