Ephesians 6

fullscreen1 ହେ ସନ୍ତାନଗଣ ! ପ୍ରଭୁଙ୍କ ଇଚ୍ଛାନୁସା ରେ ମାତା ପିତାଙ୍କ କଥାର ବାଧ୍ଯ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍।

fullscreen2 କାରଣ ଦଶ ଆଜ୍ଞା ମଧ୍ଯରୁ ଗୋଟିଏ ଆଜ୍ଞା ହେଉଛି, ତୁମ୍ଭେ ଆପଣା ପିତାମାତାଙ୍କୁ ସମ୍ମାନ କର।'284 ଏହି ଆଜ୍ଞାଟି ସହିତ ଏକ ପ୍ରତିଜ୍ଞା ମଧ୍ଯ ସଂୟୁକ୍ତ।

fullscreen3 ପ୍ରତିଜ୍ଞାଟି ଏହି : ଏହା କଲେ ତୁମ୍ଭେ ପୃଥିବୀ ରେ ଦୀର୍ଘ ଜୀବନ ପାଇବ ଓ ବହୁ ମଙ୍ଗଳ ଦାନ ଲାଭ କରିବ।'285

fullscreen4 ହେ ପିତାମାନେ ! ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ରଗାଅ ନାହିଁ। କିନ୍ତୁ ପ୍ରଭୁଙ୍କ ବିଷୟକ ଉପଦେଶ ଓ ଶିକ୍ଷା ଦଇେ ସମାନଙ୍କେୁ ପ୍ରତିପାଳନ କର।

1 Children, obey your parents in the Lord: for this is right.

2 Honour thy father and mother; (which is the first commandment with promise;)

3 That it may be well with thee, and thou mayest live long on the earth.

4 And, ye fathers, provoke not your children to wrath: but bring them up in the nurture and admonition of the Lord.

Ephesians 6 in Tamil and English

1 ହେ ସନ୍ତାନଗଣ ! ପ୍ରଭୁଙ୍କ ଇଚ୍ଛାନୁସା ରେ ମାତା ପିତାଙ୍କ କଥାର ବାଧ୍ଯ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍।
Children, obey your parents in the Lord: for this is right.

2 କାରଣ ଦଶ ଆଜ୍ଞା ମଧ୍ଯରୁ ଗୋଟିଏ ଆଜ୍ଞା ହେଉଛି, ତୁମ୍ଭେ ଆପଣା ପିତାମାତାଙ୍କୁ ସମ୍ମାନ କର।'284 ଏହି ଆଜ୍ଞାଟି ସହିତ ଏକ ପ୍ରତିଜ୍ଞା ମଧ୍ଯ ସଂୟୁକ୍ତ।
Honour thy father and mother; (which is the first commandment with promise;)

3 ପ୍ରତିଜ୍ଞାଟି ଏହି : ଏହା କଲେ ତୁମ୍ଭେ ପୃଥିବୀ ରେ ଦୀର୍ଘ ଜୀବନ ପାଇବ ଓ ବହୁ ମଙ୍ଗଳ ଦାନ ଲାଭ କରିବ।'285
That it may be well with thee, and thou mayest live long on the earth.

4 ହେ ପିତାମାନେ ! ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ରଗାଅ ନାହିଁ। କିନ୍ତୁ ପ୍ରଭୁଙ୍କ ବିଷୟକ ଉପଦେଶ ଓ ଶିକ୍ଷା ଦଇେ ସମାନଙ୍କେୁ ପ୍ରତିପାଳନ କର।
And, ye fathers, provoke not your children to wrath: but bring them up in the nurture and admonition of the Lord.