Ephesians 3

fullscreen14 ସେଥିପାଇଁ ପ୍ରାର୍ଥନା ରେ ମୁଁ ପରମପିତାଙ୍କ ଆଗ ରେ ନତମସ୍ତକ ହୁଏ।

fullscreen15 ପରମେଶ୍ବର ସ୍ବର୍ଗ ଓ ପୃଥିବୀର ସମସ୍ତ ପରିବାରକୁ ପ୍ରକୃତ ନାମ କରଣ କରନ୍ତି।

fullscreen16 ମୁଁ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରେ, ଯେପରି ସେ ତାହାଙ୍କ ସମସ୍ତ ମହିମା ସହିତ ତୁମ୍ଭମାନଙ୍କୁ ଆତ୍ମିକଭାବେ ଶକ୍ତିୟୁକ୍ତ ହବୋ ପାଇଁ ତାହାଙ୍କର ଶକ୍ତି ପ୍ରଦାନ କରିବେ। ସେ ପବିତ୍ର ଆତ୍ମାଙ୍କ ଦ୍ବାରା ତୁମ୍ଭମାନଙ୍କୁ ସହେି ଶକ୍ତି ପ୍ରଦାନ କରିବେ।

fullscreen17 ତୁମ୍ଭ ବିଶ୍ବାସ ହତେୁ ତୁମ୍ଭ ହୃଦୟ ରେ ଖ୍ରୀଷ୍ଟ ବାସ କରନ୍ତି। ତୁମ୍ଭ ଜୀବନ ପ୍ ରମେ ରେ ଶକ୍ତିଶାଳୀ ହେଉ ଏବଂ ପ୍ ରମେ ରେ ଗଢ଼ି ଉଠୁ।

fullscreen18 ଖ୍ରୀଷ୍ଟଙ୍କ ପ୍ ରମରେ ମହାନତାକୁ ହୃଦୟଙ୍ଗମ କରିବା ପାଇଁ ତୁମ୍ଭକୁ ଓ ପରମେଶ୍ବରଙ୍କ ପବିତ୍ରୀକୃତ ଲୋକମାନଙ୍କୁ ବୁଝିବା ଶକ୍ତି ମିଳୁ। ଯେପରି ତୁମ୍ଭେ ଏହା ମଧ୍ଯ ବୁଝି ପାର ଯେ, ସହେି ପ୍ ରମେ କେତେ ଓସାର, କେତେ ଲମ୍ବା, କେତେ ଉଚ୍ଚ, ଓ କେତେ ଗଭୀର।

fullscreen19 ଯୀଶୁ ଖ୍ରୀଷ୍ଟଙ୍କ ପ୍ ରମେ ମନୁଷ୍ଯର ପ୍ ରମଠାରୁେ ଅଧିକ ମହାନ୍। କିନ୍ତୁ ମୁଁ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରେ ଯେ, ତୁମ୍ଭେ ସହେି ପ୍ ରମେ ବିଷୟ ରେ ଜାଣିବା ପାଇଁ ସକ୍ଷମ ହୁଅ, ତବେେ ଯାଇ ତୁମ୍ଭେ ପରମେଶ୍ବରଙ୍କଠା ରେ ପୂର୍ଣ୍ଣ ହାଇେ ୟିବ।

fullscreen20 ଆମ୍ଭ ଭିତ ରେ ପରମେଶ୍ବରଙ୍କ ଯେଉଁ ଶକ୍ତି କାର୍ୟ୍ଯ କରିଥାଏ, ତାହା ଆମ୍ଭର ମାଗିବା ବା ଭାବିବାଠାରୁ ୟଥେଷ୍ଟ ଅଧିକ ଏବଂ ପରମେଶ୍ବର ତାହାଠାରୁ ଅଧିକ ଶକ୍ତିର କାର୍ୟ୍ଯ କରି ପାରନ୍ତି।

14 For this cause I bow my knees unto the Father of our Lord Jesus Christ,

15 Of whom the whole family in heaven and earth is named,

16 That he would grant you, according to the riches of his glory, to be strengthened with might by his Spirit in the inner man;

17 That Christ may dwell in your hearts by faith; that ye, being rooted and grounded in love,

18 May be able to comprehend with all saints what is the breadth, and length, and depth, and height;

19 And to know the love of Christ, which passeth knowledge, that ye might be filled with all the fulness of God.

20 Now unto him that is able to do exceeding abundantly above all that we ask or think, according to the power that worketh in us,

Ephesians 3 in Tamil and English

14 ସେଥିପାଇଁ ପ୍ରାର୍ଥନା ରେ ମୁଁ ପରମପିତାଙ୍କ ଆଗ ରେ ନତମସ୍ତକ ହୁଏ।
For this cause I bow my knees unto the Father of our Lord Jesus Christ,

15 ପରମେଶ୍ବର ସ୍ବର୍ଗ ଓ ପୃଥିବୀର ସମସ୍ତ ପରିବାରକୁ ପ୍ରକୃତ ନାମ କରଣ କରନ୍ତି।
Of whom the whole family in heaven and earth is named,

16 ମୁଁ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରେ, ଯେପରି ସେ ତାହାଙ୍କ ସମସ୍ତ ମହିମା ସହିତ ତୁମ୍ଭମାନଙ୍କୁ ଆତ୍ମିକଭାବେ ଶକ୍ତିୟୁକ୍ତ ହବୋ ପାଇଁ ତାହାଙ୍କର ଶକ୍ତି ପ୍ରଦାନ କରିବେ। ସେ ପବିତ୍ର ଆତ୍ମାଙ୍କ ଦ୍ବାରା ତୁମ୍ଭମାନଙ୍କୁ ସହେି ଶକ୍ତି ପ୍ରଦାନ କରିବେ।
That he would grant you, according to the riches of his glory, to be strengthened with might by his Spirit in the inner man;

17 ତୁମ୍ଭ ବିଶ୍ବାସ ହତେୁ ତୁମ୍ଭ ହୃଦୟ ରେ ଖ୍ରୀଷ୍ଟ ବାସ କରନ୍ତି। ତୁମ୍ଭ ଜୀବନ ପ୍ ରମେ ରେ ଶକ୍ତିଶାଳୀ ହେଉ ଏବଂ ପ୍ ରମେ ରେ ଗଢ଼ି ଉଠୁ।
That Christ may dwell in your hearts by faith; that ye, being rooted and grounded in love,

18 ଖ୍ରୀଷ୍ଟଙ୍କ ପ୍ ରମରେ ମହାନତାକୁ ହୃଦୟଙ୍ଗମ କରିବା ପାଇଁ ତୁମ୍ଭକୁ ଓ ପରମେଶ୍ବରଙ୍କ ପବିତ୍ରୀକୃତ ଲୋକମାନଙ୍କୁ ବୁଝିବା ଶକ୍ତି ମିଳୁ। ଯେପରି ତୁମ୍ଭେ ଏହା ମଧ୍ଯ ବୁଝି ପାର ଯେ, ସହେି ପ୍ ରମେ କେତେ ଓସାର, କେତେ ଲମ୍ବା, କେତେ ଉଚ୍ଚ, ଓ କେତେ ଗଭୀର।
May be able to comprehend with all saints what is the breadth, and length, and depth, and height;

19 ଯୀଶୁ ଖ୍ରୀଷ୍ଟଙ୍କ ପ୍ ରମେ ମନୁଷ୍ଯର ପ୍ ରମଠାରୁେ ଅଧିକ ମହାନ୍। କିନ୍ତୁ ମୁଁ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରେ ଯେ, ତୁମ୍ଭେ ସହେି ପ୍ ରମେ ବିଷୟ ରେ ଜାଣିବା ପାଇଁ ସକ୍ଷମ ହୁଅ, ତବେେ ଯାଇ ତୁମ୍ଭେ ପରମେଶ୍ବରଙ୍କଠା ରେ ପୂର୍ଣ୍ଣ ହାଇେ ୟିବ।
And to know the love of Christ, which passeth knowledge, that ye might be filled with all the fulness of God.

20 ଆମ୍ଭ ଭିତ ରେ ପରମେଶ୍ବରଙ୍କ ଯେଉଁ ଶକ୍ତି କାର୍ୟ୍ଯ କରିଥାଏ, ତାହା ଆମ୍ଭର ମାଗିବା ବା ଭାବିବାଠାରୁ ୟଥେଷ୍ଟ ଅଧିକ ଏବଂ ପରମେଶ୍ବର ତାହାଠାରୁ ଅଧିକ ଶକ୍ତିର କାର୍ୟ୍ଯ କରି ପାରନ୍ତି।
Now unto him that is able to do exceeding abundantly above all that we ask or think, according to the power that worketh in us,