Psalm 59:8
କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସମାନଙ୍କେୁ ପରିହାସ କର। ତୁମ୍ଭେ ସହେି ସମସ୍ତ ଦେଶକୁ ବିଦ୍ରୁପ କର।
Psalm 59:8 in Other Translations
King James Version (KJV)
But thou, O LORD, shalt laugh at them; thou shalt have all the heathen in derision.
American Standard Version (ASV)
But thou, O Jehovah, wilt laugh at them; Thou wilt have all the nations in derision.
Bible in Basic English (BBE)
But you are laughing at them, O Lord; you will make sport of all the nations.
Darby English Bible (DBY)
But thou, Jehovah, wilt laugh at them; thou wilt have all the nations in derision.
Webster's Bible (WBT)
Behold, they belch out with their mouth: swords are in their lips: for who, say they, doth hear?
World English Bible (WEB)
But you, Yahweh, laugh at them. You scoff at all the nations.
Young's Literal Translation (YLT)
And Thou, O Jehovah dost laugh at them, Thou dost mock at all the nations.
| But thou, | וְאַתָּ֣ה | wĕʾattâ | veh-ah-TA |
| O Lord, | יְ֭הוָה | yĕhwâ | YEH-va |
| shalt laugh | תִּשְׂחַק | tiśḥaq | tees-HAHK |
| all have shalt thou them; at | לָ֑מוֹ | lāmô | LA-moh |
| the heathen | תִּ֝לְעַ֗ג | tilʿag | TEEL-Aɡ |
| in derision. | לְכָל | lĕkāl | leh-HAHL |
| גּוֹיִֽם׃ | gôyim | ɡoh-YEEM |
Cross Reference
Psalm 2:4
କିନ୍ତୁ ମାରେ ପ୍ରଭୁ ୟିଏକି 'ସ୍ବର୍ଗର ରାଜା' ସମାନଙ୍କେ ଏପରି କଥାକୁ ପରିହାସ କରିବେ।
Psalm 37:13
କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସହେି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ। ସେ ଦେଖନ୍ତି ୟେ ସହେି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି।
Proverbs 1:26
ତେଣୁ ମୁଁ ତୁମ୍ଭମାନଙ୍କର ବିପଦ ବେଳେ ହସିବି। ତୁମ୍ଭମାନଙ୍କର ଅସୁବିଧା ସମୟରେ ମୁଁ ପରିହାସ କରିବି।
1 Samuel 19:15
ଶାଉଲ ଦାଉଦଙ୍କକ୍ସ୍ଟ ଦେଖିବା ପାଇଁ ଦୂତମାନଙ୍କୁ ପଠାଇ କହିଲା, ତାହାକକ୍ସ୍ଟ ଶୟ୍ଯା ରେ ମାେ ପାଖକକ୍ସ୍ଟ ଆଣ। ମୁ ତାକକ୍ସ୍ଟ ହତ୍ଯା କରିବି।
Psalm 59:5
ତୁମ୍ଭେ ହେଉଛ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର! ଜାଗି ଉଠ ଓ ଅନ୍ୟ ସମସ୍ତ ରାଷ୍ଟ୍ରଗୁଡ଼ିକୁ ଦଣ୍ଡ ଦିଅ। ସହେି ଦୁଷ୍ଟ ବିଶ୍ବାସୀ ଘାତକମାନଙ୍କୁ କୌଣସି ଦୟା କର ନାହିଁ।
Matthew 18:17
ଯଦି ସେ ଲୋକ ସମାନଙ୍କେ କଥା ମଧ୍ଯ ଶୁଣିବାକୁ ମନା କରିଦିଏ, ତବେେ ମଣ୍ଡଳୀଙ୍କୁ କୁହ। ଯଦି ସେ ଲୋକ ମଣ୍ଡଳୀ କଥା ନଶୁଣେ, ତବେେ ପରମେଶ୍ବରଙ୍କୁ ବିଶ୍ବାସ କରୁ ନଥିବା ଲୋକ କିମ୍ବା ଜଣେ କର ଆଦାୟକାରୀକୁ ଯଭେଳି ବ୍ଯବହାର କରାଯାଏ, ତାହାକୁ ସହେିଭଳି ବ୍ଯବହାର କର।