Matthew 19:13 ତା'ପରେ ଲୋକମାନେ କେତକେ ପିଲାଙ୍କୁ ଯୀଶୁଙ୍କ ପାଖକୁ ନଇେ ଆସିଲେ। ଯେପରି ଯୀଶୁ ସମାନଙ୍କେ ଉପରେ ଆପଣା ହାତ ରଖି ପାରିବେ ଓ ସମାନଙ୍କେ ଲାଗି ପ୍ରାର୍ଥନା କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ଯମାନେ ଲୋକମାନଙ୍କୁ ଧମକ ଦଇେ ଯୀଶୁଙ୍କ ପାଖକୁ, ପିଲାମାନଙ୍କୁ ନ ଆଣିବା ପାଇଁ କହିଲେ।
Matthew 19:13 in Other Translations
King James Version (KJV) Then were there brought unto him little children, that he should put his hands on them, and pray: and the disciples rebuked them.
American Standard Version (ASV) Then were there brought unto him little children, that he should lay his hands on them, and pray: and the disciples rebuked them.
Bible in Basic English (BBE) Then some people took little children to him, so that he might put his hands on them in blessing: and the disciples said sharp words to them.
Darby English Bible (DBY) Then there were brought to him little children that he might lay his hands on them and pray; but the disciples rebuked them.
World English Bible (WEB) Then little children were brought to him, that he should lay his hands on them and pray; and the disciples rebuked them.
Young's Literal Translation (YLT) Then were brought near to him children that he might put hands on them and pray, and the disciples rebuked them.
Then
Τότε
tote
TOH-tay
were there brought
προσηνέχθη
prospherō
prose-FAY-roh
unto him
αὐτῷ
autos
af-TOSE
little children,
παιδία
paidion
pay-THEE-one
that
ἵνα
hina
EE-na
τὰς
ho
oh
hands
χεῖρας
cheir
heer
he should put
ἐπιθῇ
epitithēmi
ay-pee-TEE-thay-mee
on them,
αὐτοῖς
autos
af-TOSE
and
καὶ
kai
kay
pray:
προσεύξηται·
proseuchomai
prose-AFE-hoh-may
the
οἱ
ho
oh
and
δὲ
de
thay
disciples
μαθηταὶ
mathētēs
ma-thay-TASE
rebuked
ἐπετίμησαν
epitimaō
ay-pee-tee-MA-oh
them.
αὐτοῖς
autos
af-TOSE
Read Full Chapter :
Matthew 19
Cross Reference
ଲୂକଲିଖିତ ସୁସମାଚାର 18:15
କେତକେ ଲୋକ ସମାନଙ୍କେର େଛାଟ େଛାଟ ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ, ଯେପରି ଯୀଶୁ ସହେି ପିଲାମାନଙ୍କୁ କବଳେ ଛୁଇଁବେ। ଯୀଶୁଙ୍କ ଶିଷ୍ଯମାନେ ଏହା ଦେଖି ଲୋକମାନଙ୍କୁ ଏହା ନକରିବାକୁ କହିଲେ।
ଲୂକଲିଖିତ ସୁସମାଚାର 9:49
ଯୋହନ କହିଲେ, ଗୁରୁ, ଆମ୍ଭମାନେେ ଜଣେ ଲୋକକୁ ଆପଣଙ୍କ ନାମ ନଇେ ଭୂତମାନଙ୍କୁ ଲୋକଙ୍କ ଦହରେୁ ତଡି ଦେଉଥିବାର ଦେଖିଲୁ। ଆମ୍ଭମାନେେ ତାହାକୁ ଏସବୁ ବନ୍ଦ କରିବାକୁ କହିଲୁ। କାରଣ ସେ ଆମ୍ଭ ଶିଷ୍ଯମାନଙ୍କ ଗୋଷ୍ଠୀର ଲୋକ ନୁହେଁ।
ଲୂକଲିଖିତ ସୁସମାଚାର 9:54
ଯୀଶୁଙ୍କ ଶିଷ୍ଯ ଯାକୁବ ଓ ଯୋହନ ଏହା ଦେଖିଲେ। ସମାନେେ କହିଲେ, ପ୍ରଭୁ ସ୍ବର୍ଗରୁ ଅଗ୍ନି ବର୍ଷା କରି ସମାନଙ୍କେୁ ଧ୍ବଂସ କରିଦବୋପାଇଁ ଆମ୍ଭେ ଆଦେଶ ଦବେୁ ବୋଲି କ'ଣ ଆପଣ ଚାହୁଁଛନ୍ତି?
ଆଦି ପୁସ୍ତକ 48:1
ପରେ, ଯୋଷଫେ ଜାଣିବାକୁ ପାଇଲେ ଯେ ତାଙ୍କର ପିତା ବହୁତ ଅସୁସ୍ଥ ହାଇେ ପଡ଼ିଛନ୍ତି। ତେଣୁ ଯୋଷଫେ ତାଙ୍କର ଦୁଇ ପୁତ୍ର ମନଃଶ ଓ ଅଫ୍ରାଯିମଙ୍କୁ ନଇେ ତାଙ୍କର ପିତାଙ୍କ ନିକଟକୁ ଗଲେ।
ଆଦି ପୁସ୍ତକ 48:9
ଯୋଷଫେ ଆପଣା ପିତାଙ୍କୁ କହିଲେ, ଏମାନେ ମାହେର ପୁତ୍ର, ପରମେଶ୍ବର ଏମାନଙ୍କୁ ଏହି ଦେଶ ରେ ମାେତେ ଦଇେଅଛନ୍ତି।
ପ୍ରଥମ ଶାମୁୟେଲ 1:24
ଏହାପରେ ସେ ତାହାକକ୍ସ୍ଟ ସ୍ତନପାନ ତ୍ଯାଗ କରାଇଲା ଓ ତିନି ଗୋବତ୍ସ ଓ ଏକ ଐଫା ମଇଦା ଓ ଏକ ବୋତଲ ଦ୍ରାକ୍ଷାରସ ତା' ସହିତ ପିଲାଟିକକ୍ସ୍ଟ ଶୀଲୋସ୍ଥିତ ସଦାପ୍ରଭୁଙ୍କ ଗୃହକକ୍ସ୍ଟ ଆଣିଲା। ଯେ ତବେଳେ ବାଳକଟି େଛାଟ ଥିଲା।
ଗୀତସଂହିତା 115:14
ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ଅଧିକରୁ ଅଧିକ ବୃଦ୍ଧି କରନ୍ତୁ।
ଯିରିମିୟ 32:39
ଆଉ ସମାନେେ ଓ ସମାନଙ୍କେର ସନ୍ତାନମାନେ ସମାନଙ୍କେ ମଙ୍ଗଳ ନିମନ୍ତେ ଯେପରି ଆମ୍ଭକୁ ଭୟ କରିବେ, ଏଥିପାଇଁ ଆମ୍ଭେ ସମାନଙ୍କେୁ ଏକ ଚିତ୍ତ ଓ ଏକ ପଥ ଦବୋ।
ମାଥିଉଲିଖିତ ସୁସମାଚାର 16:22
ତା'ପରେ ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଏକୁଟିଆ ଡାକି ନେଲେ ଓ ତାହାଙ୍କୁ ସମାଲୋଚନା କରି କହିଲେ, ହେ ପ୍ରଭୁ! ପରମେଶ୍ବର ଆପଣଙ୍କ ଉପରେ ଦୟା କରନ୍ତୁ। ଆପଣଙ୍କ ପାଇଁ ଏସବୁ ଘଟଣା ନଘଟୁ।
ମାଥିଉଲିଖିତ ସୁସମାଚାର 18:2
ଯୀଶୁ ଗୋଟିଏ େଛାଟ ପିଲାକୁ ପାଖକୁ ଡାକିଲେ। ସେ ପାଲାକୁ ଶିଷ୍ଯମାନଙ୍କ ଆଗ ରେ ଠିଆ କରାଇଲେ।
ମାଥିଉଲିଖିତ ସୁସମାଚାର 20:31
ଲୋକେ ସମାନଙ୍କେୁ ଧମକ ଦଇେ ଚୁପ୍ ରହିବାକୁ କହିଲେ। କିନ୍ତୁ ଅନ୍ଧ ଦୁଇଜଣ ଅଧିକରୁ ଅଧିକ ପାଟି କରି କହିଲେ, ହେ ପ୍ରଭୁ, ହେ ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟାକର।
ମାର୍କଲିଖିତ ସୁସମାଚାର 10:13
ପୁଣି ଲୋକମାନେ ଯୀଶୁଙ୍କୁ ପାଖକୁ ସମାନଙ୍କେର େଛାଟ େଛାଟ ପିଲାମାନଙ୍କୁ ଆଣିଲେ ଯେପରି ଯୀଶୁ ପିଲାମାନଙ୍କୁ ଛୁଇଁ ଦଇେ ଆଶୀର୍ବାଦ କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ଯମାନେ ଲୋକମାନଙ୍କୁ ବାରଣ କଲେ ଯେ ସମାନେେ ସମାନଙ୍କେର ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ନ ଆଣନ୍ତୁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:14
ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ନ କରୁଥବା ପତି, ତା'ର ବିଶ୍ବାସ କରୁଥିବା ପତ୍ନୀ ମାଧ୍ଯମ ରେ ପବିତ୍ର କରାଯାଇଅଛି। ସହେିଭଳି ବିଶ୍ବାସ ନ କରୁଥିବା ପତ୍ନୀ, ତା' ବିଶ୍ବାସ କରୁଥିବା ପତି ମାଧ୍ଯମ ରେ ପବିତ୍ର କରାଯାଇ ଅଛି। ଯଦି ଏହା ସତ୍ଯ ହାଇେ ନଥାନ୍ତା, ତା' ହେଲେ ତୁମ୍ଭମାନଙ୍କ ସନ୍ତାନମାନେ କଦାପି ଶୁଚି ହାଇେ ନ ଥାନ୍ତେ। କିନ୍ତୁ ସମାନେେ ଏବେ ପବିତ୍ର ଅଟନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 2:39
ଏହି ପ୍ରତିଜ୍ଞା ତୁମ୍ଭମାନଙ୍କ ପାଇଁ ଦିଆଯାଇଛି। ଆହୁରି ମଧ୍ଯ ଏହା ତୁମ୍ଭର ପିଲାମାନଙ୍କ ପାଇଁ ଓ ଯେଉଁମାନେ ବହୁତ ଦୂର ରେ ଅଛନ୍ତି ସମାନଙ୍କେ ପାଇଁ ଦିଆଯାଇଛି। ଯେଉଁମାନଙ୍କୁ ଇଶ୍ବର ଆମ୍ଭମାନଙ୍କ ପ୍ରଭୁ, ଡ଼ାକନ୍ତି ସେ ସମସ୍ତଙ୍କ ପାଇଁ ଏହି ପ୍ରତିଜ୍ଞା ଦିଆଯାଇଛି।