Bible

Daniel 7:20 Image in Oriya

ସହେି ଚତୁର୍ଥ ପଶୁର ମସ୍ତକରେ ଯେଉଁ ଦଶ ଶିଙ୍ଗ ଥିଲା, ଅନ୍ୟ ଯେଉଁ କ୍ଷୁଦ୍ର ଶିଙ୍ଗ ଉଠିଲା ଓ ଯାହା ସାକ୍ଷାତ ରେ ଦଶଶିଙ୍ଗ ମଧ୍ଯରୁ ତିନିଶିଙ୍ଗ ପଡିଗଲା, ଯେଉଁ ଶିଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ଯବାଦି ମୁଖ ଥିଲା ଓ ଯାହାର ଆକାର ଅନ୍ୟମାନଙ୍କଠାରୁ ଦାମ୍ଭିକ ଥିଲା, ତାହାର ତଥ୍ଯ ଜାଣିବାକୁ ମୁଁ ଇଚ୍ଛା କଲି।

ସହେିଚତୁର୍ଥପଶୁରମସ୍ତକରେଯେଉଁଦଶଶିଙ୍ଗଥିଲା,ଅନ୍ୟଯେଉଁକ୍ଷୁଦ୍ରଶିଙ୍ଗଉଠିଲାଯାହାସାକ୍ଷାତରେଦଶଶିଙ୍ଗମଧ୍ଯରୁତିନିଶିଙ୍ଗପଡିଗଲା,ଯେଉଁଶିଙ୍ଗରଚକ୍ଷୁଅହଙ୍କାରବାକ୍ଯବାଦିମୁଖଥିଲାଯାହାରଆକାରଅନ୍ୟମାନଙ୍କଠାରୁଦାମ୍ଭିକଥିଲା,ତାହାରତଥ୍ଯଜାଣିବାକୁମୁଁଇଚ୍ଛାକଲି।
Click consecutive words to select a phrase. Click again to deselect.

Daniel 7:20 Picture in Oriya