Ecclesiastes 4:4 Image in Oriya
ଏହାପ ରେ ମୁଁ ଭାବିଲି, କାହିଁକି ଲୋକମାନେ କଠିନ ପରିଶ୍ରମ କରନ୍ତି। ମୁଁ ଦେଖିଲି ଲୋକମାନେ ଜୀବନ ରେ ଉପରକୁ ଉଠିବା ପାଇଁ ଓ ଅନ୍ୟମାନଙ୍କଠାରୁ ଭଲ ରହିବା ପାଇଁ କଠିନ ପରିଶ୍ରମ କରନ୍ତି। କାରଣ, ଲୋକମାନେ ଈର୍ଷାଳୁ ଅଟନ୍ତି ଏବଂ ସମାନେେ କବେେ ଚାହାଁନ୍ତି ନାହିଁ ଯେ, ଅନ୍ୟମାନେ ତା'ଠାରୁ ଅଧିକ ପାଆନ୍ତୁ। ଏହା ଅସାର ଅଟେ। ଏହା ପବନକୁ ଧରିବା ପାଇଁ ଚେଷ୍ଟା କରିବା ତୁଲ୍ଯ ଅଟେ।
ଏହାପରେମୁଁଭାବିଲି,କାହିଁକିଲୋକମାନେକଠିନପରିଶ୍ରମକରନ୍ତି।ମୁଁଦେଖିଲିଲୋକମାନେଜୀବନରେଉପରକୁଉଠିବାପାଇଁଓଅନ୍ୟମାନଙ୍କଠାରୁଭଲରହିବାପାଇଁକଠିନପରିଶ୍ରମକରନ୍ତି।କାରଣ,ଲୋକମାନେଈର୍ଷାଳୁଅଟନ୍ତିଏବଂସମାନେେକବେେଚାହାଁନ୍ତିନାହିଁଯେ,ଅନ୍ୟମାନେତା'ଠାରୁଅଧିକପାଆନ୍ତୁ।ଏହାଅସାରଅଟେ।ଏହାପବନକୁଧରିବାପାଇଁଚେଷ୍ଟାକରିବାତୁଲ୍ଯଅଟେ।
Ecclesiastes 4:4 Picture in Oriya