Bible

Deuteronomy 9:15-21 in Oriya

Deuteronomy 9:15
ତହିଁରେ ମୁ ଫରେି ପର୍ବତ ତଳକକ୍ସ୍ଟ ଆସିଲି, ଆଉ ପର୍ବତ ଅଗ୍ନି ରେ ଜଳକ୍ସ୍ଟଥିଲା। ଆଉ ନିଯମର ସହେି ଦକ୍ସ୍ଟଇ ପ୍ରସ୍ତର ଫଳ ମାରେ ଦକ୍ସ୍ଟଇ ହସ୍ତ ରେ ଥିଲା।

Deuteronomy 9:16
ଆଉ ମୁ ଦେଖିବାକକ୍ସ୍ଟ ପାଇଲି ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ପ୍ରତିକୂଳ ରେ ପାପ କରିଅଛ। ତୁମ୍ଭମାନେେ ଆପଣାମାନଙ୍କ ନିମନ୍ତେ ଛାଞ୍ଚ ରେ ଢଳା ଏକ ବାଛକ୍ସ୍ଟରୀ ନିର୍ମାଣ କରିଅଛ। ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ପଥ ବିଷଯ ରେ ଆଜ୍ଞା ଦଇେଥିଲେ, ତୁମ୍ଭମାନେେ ଶୀଘ୍ର ତହିଁରକ୍ସ୍ଟ ବିମକ୍ସ୍ଟଖ ହାଇେଅଛ।

Deuteronomy 9:17
ତେଣୁ ମୁ ସହେି ପ୍ରସ୍ତରଫଳକ ଦ୍ବଯକକ୍ସ୍ଟ ତଳେ ଫିଗିଂ ଦଲେି ଏବଂ ତାହା ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ଭାଙ୍ଗିଗଲା।

Deuteronomy 9:18
ତୁମ୍ଭମାନେେ କରିଥିବା ପାପର ପ୍ରାଯଶ୍ଚିତ କରାବା ପାଇଁ ଯାହାକି ସଦାପ୍ରଭୁଙ୍କୁ କୋରଧିତ କଲା, ମୁ ଚାଳିଶ ଦିନ ଓ ଚାଳିଶ ରାତି ଉପବାସ କଲି। ପ୍ରଥମ ଥର ପରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲି। ମୁ ଅନ୍ନ ଭୋଜନ କିଅବା ଜଳପାନ କଲିନାହିଁ।

Deuteronomy 9:19
କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ଯେଉଁ କୋରଧ କଲେ, ସହେି କୋପ ଓ ପ୍ରଚଣ୍ତତା ଆଗ ରେ ମୁ ଭୟ କଲି, ମାତ୍ର ସଦାପ୍ରଭୁ ସେଥି ରେ ମଧ୍ଯ ମାରେ କଥା ଶୁଣିଲେ।

Deuteronomy 9:20
ସଦାପ୍ରଭୁ ହାରୋଣଙ୍କକ୍ସ୍ଟ ବିନାଶ କରିବାପାଇଁ ଅତିଶଯ କୋପ କଲେ, ମୁ ସେ ସମୟରେ ମଧ୍ଯ ହାରୋଣଙ୍କ ପାଇଁ ପ୍ରାର୍ଥନା କଲି।

Deuteronomy 9:21
ମୁ ତୁମ୍ଭମାନଙ୍କର ପାପପୂର୍ଣ ବସ୍ତକ୍ସ୍ଟକକ୍ସ୍ଟ ଦଗ୍ଧ କଲି। ତୁମ୍ଭମାନେେ ଛାଞ୍ଚ ରେ ଢଳାଇଥିବା ବାଛକ୍ସ୍ଟରିକକ୍ସ୍ଟ ଅଗ୍ନି ରେ ଦଗ୍ଧ କଲି। ତା'ପରେ ମୁ ଏହାକକ୍ସ୍ଟ ଚୂର୍ଣ୍ଣ କଲି ଏବଂ ଧୂଳି ପରି ସକ୍ସ୍ଟକ୍ଷ୍ମ ହବୋ ପର୍ୟ୍ଯନ୍ତ ମୁ ଏହାକକ୍ସ୍ଟ ଦଳିଲି। ତା'ପରେ ଢାଞ୍ଚା ନିର୍ମିତ ବାଛକ୍ସ୍ଟରିର ଭସ୍ମକକ୍ସ୍ଟ ଜଳଷୋର୍ତ ରେ ନିକ୍ଷପେ କଲି। ଯାହା ପର୍ବତରକ୍ସ୍ଟ ଆସକ୍ସ୍ଟଥିଲା।

Oriya Bible