Bible

Deuteronomy 23:15-21 in Oriya

Deuteronomy 23:15
ଯଦି ଜଣେ ଦାସ ତା'ର ମକ୍ସ୍ଟନିବ ନିକଟରକ୍ସ୍ଟ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ପଳାଇ ଆସିବ, ତବେେ ତୁମ୍ଭେ ତାକକ୍ସ୍ଟ ତା'ର ମକ୍ସ୍ଟନିବଙ୍କ ହସ୍ତ ରେ ସମର୍ପଣ କରିବ ନାହିଁ।

Deuteronomy 23:16
ସେ ତୁମ୍ଭର କୌଣସି ଏକ ନଗର ଦ୍ବାର ମଧିଅରେ ଆପଣା ଇଚ୍ଛାମତେ ମନୋନୀତ ସ୍ଥାନ ରେ ତକ୍ସ୍ଟମ୍ଭ ମଧିଅରେ ବାସ କରିବା ଉଚିତ୍, ତୁମ୍ଭମାନେେ ତାକକ୍ସ୍ଟ ଶୋଷଣ କିଅବା ଠକିବା ଉଚିତ୍ ନକ୍ସ୍ଟ ହେଁ।

Deuteronomy 23:17
ଇଶ୍ରାୟେଲର ସ୍ତ୍ରୀଲୋକ ବା ପୁରୁଷ କହେି ମନ୍ଦିରର ବେଶ୍ଯାରୂପେ ସବୋ କରିବା ଉଚିତ୍ ନିହଁ।

Deuteronomy 23:18
ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ଯାର ବତନେ କିଅବା କକ୍ସ୍ଟକକ୍ସ୍ଟରର ମୂଲ୍ଯ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଗୃହକକ୍ସ୍ଟ ଆଣିବ ନାହିଁ। କାରଣ ସେ ଉଭୟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଘୃଣ୍ଯ ଅଟନ୍ତି।

Deuteronomy 23:19
ତୁମ୍ଭେ ଯେତବେେଳେ ଅନ୍ୟ ଇଶ୍ରାୟେଲକକ୍ସ୍ଟ ଋଣ ଦିଅ, ତା'ର ସକ୍ସ୍ଟଧ ମାଗ ନାହିଁ। ତାକକ୍ସ୍ଟ ସକ୍ସ୍ଟନା, ରୂପା, ଖାଦ୍ୟଦ୍ରବ୍ଯ କିଅବା ଅନ୍ୟ କିଛି ସକ୍ସ୍ଟଧ ନିଅ ନାହିଁ। ଯାହା ଜଣେ ବ୍ଯକ୍ତି ଦଇପୋରିବ।

Deuteronomy 23:20
ତୁମ୍ଭମାନେେ ବିଦେଶୀମାନଙ୍କଠାରକ୍ସ୍ଟ ସକ୍ସ୍ଟଧ ଗ୍ରହଣ କରିପାରିବ। କିନ୍ତୁ ତୁମ୍ଭମାନେେ କୌଣସି ଇଶ୍ରାୟେଲ ଲୋକଠାରକ୍ସ୍ଟ ସକ୍ସ୍ଟଧ ନବୋ ଉଚିତ୍ ନକ୍ସ୍ଟହଁ। ତେଣୁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭେ ଯାହା କରୁଛ ପ୍ରେତ୍ୟକକର ଆଶୀର୍ବାଦ କରିବେ, ଯାହା ତୁମ୍ଭେ ଅଧିକାର କରିବା ପାଇଁ ଯାଉଛ। ତୁମ୍ଭେ ଏହି ନିଯମ ଅନକ୍ସ୍ଟସରଣ କର, ତବେେ ତୁମ୍ଭେ ତକ୍ସ୍ଟମ୍ଭ ସଦାପ୍ରଭୁ ପରମେଶ୍ବରଙ୍କର ଆଶୀର୍ବାଦର ପାତ୍ର ହବେ। ସଦାପ୍ରଭୁ ତୁମ୍ଭକୁ ସବୁ କାର୍ୟ୍ଯ ରେ ତୁମ୍ଭକୁ ଆଶୀର୍ବୀଦ କରିବେ।

Deuteronomy 23:21
ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉଦେଶ୍ଯ ରେ ତୁମ୍ଭେ ମାନସିକ କଲେ ତାହା ଦବୋକକ୍ସ୍ଟ ବିଳମ୍ବ କରିବ ନାହିଁ। କାରଣ ତାହା ତୁମ୍ଭର ପାପ ହବେ। ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଅବଶ୍ଯ ତକ୍ସ୍ଟମ୍ଭଠାରକ୍ସ୍ଟ ତାହା ଆଦାଯ କରିବେ।

Oriya Bible