Bible

Daniel 12 - WEB (Oriya)

1 "At that time shall Michael stand up, the great prince who stands for the children of your people; and there shall be a time of trouble, such as never was since there was a nation even to that same time: and at that time your people shall be delivered, everyone who shall be found written in the book.ସହେି ଲୋକଟି ଦର୍ଶନ ରେ କହିଲେ, 'ଦାନିୟେଲ, ସେ ସମୟରେ ତୁମ୍ଭ ଲୋକ ୟିହୁଦୀଙ୍କ, ତତ୍ତ୍ବାବଧାରକ ରୂପେ ମୀଖାଯଲେ ମୁଖ୍ଯ ଅଧିପତିରୂପେ ଠିଆ ହବେେ। ମନୁଷ୍ଯ ଗୋଷ୍ଠୀର ସ୍ଥିତିକାଳ ଆରମ୍ଭରୁ ସେ ସମୟ ପର୍ୟ୍ଯନ୍ତ ଯେଉଁ ପ୍ରକାର ସଂକଟର କାଳ କବେେ ହାଇନୋହିଁ। ଆଉ ତୁମ୍ଭ ୟିହୁଦୀଯ ଗୋଷ୍ଠୀଯ ଯେଉଁ ପ୍ରେତ୍ୟକକର ନାମ ପୁସ୍ତକରେ ଲିଖିତ ହାଇେଅଛି, ସମାନେେ ପ୍ରେତ୍ୟକକ ସେ ସମୟରେ ଉଦ୍ଧାର ପାଇବେ।

2 Many of those who sleep in the dust of the earth shall awake, some to everlasting life, and some to shame and everlasting contempt.ପୁଣି ଯେଉଁମାନେ ମୃତ ଓ କବର ପ୍ରାପ୍ତ ସମାନଙ୍କେ ମଧ୍ଯରୁ ଅନକେ ଜାଗି ଉଠିବେ। କେତକେ ଅନନ୍ତ ଜୀବନ, କେତକେ ଲଜ୍ଜା ଓ କେତକେ ଚିର ଅପମାନ ଭୋଗ ପାଇଁ ଉଠିବେ।

3 Those who are wise shall shine as the brightness of the expanse; and those who turn many to righteousness as the stars forever and ever.ଆଉ ଜ୍ଞାନୀ ଲୋକମାନେ ଆକାଶର ଦୀପ୍ତିର ଗୌରବ ତୁଲ୍ଯ ହବେେ ଏବଂ ଯେଉଁମାନେ ଅନ୍ୟକୁ ବହୁତ ଧାର୍ମିକତା କାର୍ୟ୍ଯ କରିବେ, ଶଷେ ସମୟ ପର୍ୟ୍ଯନ୍ତ ତାରାଗଣ ତୁଲ୍ଯ ଉଜ୍ଜ୍ବଳ ହବେେ।

4 But you, Daniel, shut up the words, and seal the book, even to the time of the end: many shall run back and forth, and knowledge shall be increased."ମାତ୍ର ହେ ଦାନିୟେଲ, ତୁମ୍ଭେ ଶଷେକାଳ ପର୍ୟ୍ଯନ୍ତ ଏହି ବାକ୍ଯ ସକଳ ବନ୍ଦ କରି ଓ ଏହି ପୁସ୍ତକ ମୁଦ୍ରିତ କରି ରଖ। ଅନକେ ଏଣତେଣେେ ପ୍ରକୃତ ଜ୍ଞାନର ଅନ୍ବଷେଣ କରିବେ ଓ ଜ୍ଞାନର ବୃଦ୍ଧି ହବେ।'

5 Then I, Daniel, looked, and, behold, there stood other two, the one on the brink of the river on this side, and the other on the brink of the river on that side.ସେତବେେଳେ ମୁଁ ଦାନିୟେଲ ଅନାଇ ଦେଖିଲି, ଅନ୍ୟ ଦୁଇଜଣ ଠିଆ ହାଇେଅଛନ୍ତି, ଜଣେ ନଦୀତୀରର ଏ ପାଖ ରେ ଓ ଅନ୍ୟଜଣକ ନଦୀର ସେ ପାଖ ରେ।

6 One said to the man clothed in linen, who was above the waters of the river, How long shall it be to the end of these wonders?ଏବଂ ସେ ଶୁକ୍ଲ ବସ୍ତ୍ର ପରିହିତ ଓ ନଦୀର ଜଳ ଉପରିସ୍ଥ ଯେଉଁ ମନୁଷ୍ଯ, ତାହାଙ୍କୁ ଏକ ବ୍ଯକ୍ତି ପଚାରିଲେ, 'ଏହିସବୁ ଆଶ୍ଚର୍ୟ୍ଯ ବିଷଯ ଘଟିବା ପାଇଁ କେତକେ ସମୟ ଲାଗିବ?'

7 I heard the man clothed in linen, who was above the waters of the river, when he held up his right hand and his left hand to heaven, and swore by him who lives forever that it shall be for a time, times, and a half; and when they have made an end of breaking in pieces the power of the holy people, all these things shall be finished.ତା'ପ ରେ ମୁଁ ଶୁଣିଲି, ଶୁକ୍ଳବସ୍ତ୍ର ପରିହିତ ଲୋକଟି ତା'ର ହସ୍ତ ଉପରକୁ ଟକେି ପରମେଶ୍ବରଙ୍କ ନାମ ରେ ଶପଥ କରି କହିଲେ, 'ଏହା ସାଢେ ତିନି ବର୍ଷ ୟିବ। ଏହି ସମସ୍ତ ସତ୍ଯ ହବେ ଯେତବେେଳେ ପବିତ୍ର ଲୋକମାନଙ୍କର ୟନ୍ତ୍ରଣା ଶଷେ ହବେ।'

8 I heard, but I didn't understand: then said I, my lord, what shall be the issue of these things?ମୁଁ ଯଦିଓ ଉତ୍ତର ଶୁଣିଲି, ମାତ୍ର ବୁଝିଲି ନାହିଁ, ତହୁଁ ମୁଁ କହିଲି, ' ହେ ମାରେ ପ୍ରଭୁ, ଏସବୁର ପରିଣାମ କ'ଣ ହବେ?'

9 He said, Go your way, Daniel; for the words are shut up and sealed until the time of the end. ତେଣୁ ସେ କହିଲେ, ' ହେ ଦାନିୟେଲ, ତୁମ୍ଭେ ଆପଣା ପଥରେ ଗମନ କର। କାରଣ ଶଷେକାଳ ପର୍ୟ୍ଯନ୍ତ ଏହି ବାକ୍ଯ ସକଳ ବନ୍ଦ ଓ ମୁଦ୍ରିତ ହାଇେଅଛି।

10 Many shall purify themselves, and make themselves white, and be refined; but the wicked shall do wickedly; and none of the wicked shall understand; but those who are wise shall understand.ଅନକେ ଲୋକ ନିଜକୁ ସ୍ବଚ୍ଛ ଓ ନିର୍ମଳମଯ ମନ କରିବେ। ମାତ୍ର ଦୁଷ୍ଟମାନଙ୍କର ଦୁଷ୍ଟାଚରଣ ବଢି ବଢି ଗ୍ଭଲିବ। ଦୁଷ୍ଟମାନଙ୍କ ମଧ୍ଯରୁ କହେି ହୃଦ୍ବୋଧ କରିବେ ନହିଁ। ମାତ୍ର ଜ୍ଞାନୀ ଲୋକମାନେ ଏସବୁ ବୁଝିବେ।

11 From the time that the continual [burnt offering] shall be taken away, and the abomination that makes desolate set up, there shall be one thousand two hundred ninety days.ପୁଣି ଯେଉଁ ସମୟରେ ନିତ୍ଯ ବଳିଦାନ ନିବୃତ୍ତ ହବେ ଓ ବିନାଶକାରୀଙ୍କ ଘୃଣାୟୋଗ୍ଯ ବସ୍ତୁ ସ୍ଥାପିତ ହବେ ସହେି ସମୟଠାରୁ 1,290 ଦିନ ହବେ।

12 Blessed is he who waits, and comes to the one thousand three hundred thirty-five days.ଯେଉଁ ଲୋକ ଅପେକ୍ଷା କରିବ ଓ 1,335 ଦିନ ପର୍ୟ୍ଯନ୍ତ ଥିବ, ସେ ଧନ୍ଯ।

13 But go you your way until the end be; for you shall rest, and shall stand in your lot, at the end of the days.ମାତ୍ର ଶଷେକାଳ ପର୍ୟ୍ଯନ୍ତ ତୁମ୍ଭେ, ଦାନିୟେଲ ନିଜ ପଥରେ ଗମନ କର। କାରଣ ତୁମ୍ଭେ ବିଶ୍ରାମ ପାଇବ ଓ କାଳର ଶଷେ ରେ ନିଜର ଅଧିକାର ରେ ଛିଡା ହବେ।

Oriya Bible