Romans 2:7 କେତକେ ଲୋକ ପରମେଶ୍ବରଙ୍କର ମହିମା, ସମ୍ମାନ ଓ ପରମେଶ୍ବର ଦବୋକୁ ଥିବା ଅନନ୍ତ ଜୀବନ ପାଇଁ ବଞ୍ଚିନ୍ତି। ଯେଉଁମାନେ ସର୍ବଦା ଭଲ କାମ କରି ର୍ଧୈୟ୍ଯପୂର୍ବକ ଏହି ଗୁଡ଼ିକ ପାଇଁ ଜୀବନ ଧାରଣ କରନ୍ତି, ସହେି ଲୋକମାନଙ୍କୁ ପରମେଶ୍ବର ଅନନ୍ତ ଜୀବନ ପ୍ରଦାନ କରିବେ।
Romans 2:7 in Other Translations
King James Version (KJV) To them who by patient continuance in well doing seek for glory and honour and immortality, eternal life:
American Standard Version (ASV) to them that by patience in well-doing seek for glory and honor and incorruption, eternal life:
Bible in Basic English (BBE) To those who go on with good works in the hope of glory and honour and salvation from death, he will give eternal life:
Darby English Bible (DBY) to them who, in patient continuance of good works, seek for glory and honour and incorruptibility, life eternal.
World English Bible (WEB) to those who by patience in well-doing seek for glory and honor and incorruptibility, eternal life;
Young's Literal Translation (YLT) to those, indeed, who in continuance of a good work, do seek glory, and honour, and incorruptibility -- life age-during;
To them
τοῖς
ho
oh
who
μὲν
men
mane
by
καθ'
kata
ka-TA
patient continuance
ὑπομονὴν
hypomonē
yoo-poh-moh-NAY
doing
ἔργου
ergon
ARE-gone
in well
ἀγαθοῦ
agathos
ah-ga-THOSE
glory
δόξαν
doxa
THOH-ksa
and
καὶ
kai
kay
honour
τιμὴν
timē
tee-MAY
and
καὶ
kai
kay
immortality,
ἀφθαρσίαν
aphtharsia
ah-fthahr-SEE-ah
seek for
ζητοῦσιν
zēteō
zay-TAY-oh
life:
ζωὴν
zōē
zoh-A
eternal
αἰώνιον
aiōnios
ay-OH-nee-ose
Read Full Chapter :
Romans 2
Cross Reference
ଲୂକଲିଖିତ ସୁସମାଚାର 8:15
ଏବଂ ଯେଉଁ ବୀଜ ଭଲ ମାଟି ରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ଉପଦେଶ ସ୍ବଚ୍ଛ ଓ ପବିତ୍ର ହୃଦୟ ରେ ଶୁଣନ୍ତି, ତାହା ହୃଦୟ ରେ ଗ୍ରହଣ କରନ୍ତି, କାର୍ୟ୍ଯ ରେ ପାଳନ କରନ୍ତି ଓ ର୍ଧୈୟ୍ଯ ପୂର୍ବକ ଉତ୍ତମ ଫଳ ଫଳନ୍ତି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:10
ସହେି ଅନୁଗ୍ରହ ବର୍ତ୍ତମାନ ସମୟ ପର୍ୟ୍ଯନ୍ତ ଆମ୍ଭକୁ ଦଖାଯାେଉ ନ ଥିଲା। ଆମ୍ଭର ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଆସିବା ପରେ ତାହା ଆମ୍ଭଠା ରେ ପ୍ରକାଶିତ ହେଲା। ଖ୍ରୀଷ୍ଟ ଯୀଶୁ ମୃତ୍ଯୁକୁ ନଷ୍ଟ କଲେ ଓ ଆମ୍ଭକୁ ଜୀବନ ପାଇବାର ପଥ ଦଖାଇେଲେ। ସୁସମାଚାର ମାଧ୍ଯମ ରେ ସେ ଆମ୍ଭକୁ ଅନନ୍ତ ଜୀବନ ପାଇବା ପାଇଁ ମାର୍ଗ ଦଖାଇେଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:53
ଏହି ବିନାଶ ଦହେ ଅନନ୍ତ ରୂପ ବସ୍ତ୍ର ଧାରଣ କରିବାକୁ ହବେ ଓ ଏହି ମର୍ତ୍ତ୍ଯ ଦହେ ଅମରରୂପ ବସ୍ତ୍ର ଧାରଣ କରିବାକୁ ହବେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:23
ପାପର ସ୍ବାଭାବିକ ପରିଣତି ମୃତ୍ଯୁ। କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତା ରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି।
ଗୀତସଂହିତା 37:34
ସଦାପ୍ରଭୁଙ୍କର ଅନୁସରଣ କର ଓ ତାଙ୍କ ସାହାୟ୍ଯ ପାଇଁ ଅପେକ୍ଷା କର। ସଦାପ୍ରଭୁ ତୁମ୍ଭକୁ ନିଶ୍ଚିତ ବିଜଯୀ କରାଇବେ ଓ ପରମେଶ୍ବରଙ୍କ ପ୍ରତିଜ୍ଞା ମୁତାବକ ତୁମ୍ଭେ ତୁମ୍ଭର ରାଜ୍ଯ ଫରେି ପାଇବ, ସେତବେେଳେ ଦୁଷ୍ଟ ଲୋକମାନେ ସେ ରାଜ୍ଯ ଛାଡ଼ି ଚାଲିଯିବେ।
ଯିରିମିୟଙ୍କ ବିଳାପ 3:25
ଯେଉଁମାନେ ସଦାପ୍ରଭୁଙ୍କ ଉପ ରେ ସମାନଙ୍କେର ଆଶା ରଖନ୍ତି ଓ ଯେଉଁମାନଙ୍କର ହୃଦଯ ତାଙ୍କୁ ଖୋଜେ, ସମାନଙ୍କେ ପ୍ରତି ସଦାପ୍ରଭୁ ମଙ୍ଗଳମଯ ଅଟନ୍ତି।
ମାଥିଉଲିଖିତ ସୁସମାଚାର 24:12
ସଂସାର ରେ ମନ୍ଦ ବଢ଼ି ବଢ଼ି ଚ଼ାଲିବ। ଅଧିକାଂଶ ବିଶ୍ବାସୀ ଲୋକଙ୍କର ପରମେଶ୍ବରଙ୍କ ପ୍ ରମେ ଲୋକ ପାଇୟିବ।
ଯୋହନଲିଖିତ ସୁସମାଚାର 6:66
ଯୀଶୁ ଏ କଥା କହିବା ପରେ ତାହାଙ୍କର ଅନକେ ଶିଷ୍ଯ ତାହାଙ୍କୁ ଛାଡି ଚାଲିଗଲେ। ସମାନେେ ଆଉ ତାହାଙ୍କର ଆନୁଗମନ କଲେ ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:10
କିନ୍ତୁ ପରମେଶ୍ବର, ଭଲ କାମ କରୁଥିବା ପ୍ରେତ୍ୟକକ ଲୋକକୁ ଗୌରବ, ସମ୍ମାନ ଓ ଶାନ୍ତି ପ୍ରଦାନ କରିବେ। ପ୍ରଥମେ ଯିହୂଦୀମାନଙ୍କୁ ଓ ପରେ ଅଣଯିହୂଦୀମାନଙ୍କୁ ମଧ୍ଯ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:18
ଆମ୍ଭେ ଦୁଃଖ ଭୋଗ କରୁଛୁ। କିନ୍ତୁ ଯେଉଁ ଗୌରବ ଆମ୍ଭକୁ ଭବିଷ୍ଯତ ରେ ମିଳିବ ତା ତୁଳନା ରେ ଆମ୍ଭର ବର୍ତ୍ତମାନର ଦୁଃଖ କିଛି ନୁହେଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:24
ଆମ୍ଭେ ପରିତ୍ରାଣ ପାଇଥିଲୁ ଓ ଆମ୍ଭର ଏହି ଭରଷା ଅଛି। ଯାହା ପାଇଁ ଆମ୍ଭେ ଭରଷା କରିଛୁ ଯଦି ଆମ୍ଭେ ତାହାକୁ ଦେଖି ପାରୁ, ତା' ହେଲେ ତାହା ପ୍ରକୃତ ରେ ଭରସା ନୁହେଁ। ମଣିଷ, ଯାହା ତା' ପାଖ ରେ ଏବେ ଅଛି, ସେ ଗୁଡିକ ପାଇଁ ଭରସା କରେ ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:23
ପରମେଶ୍ବର ତାହାଙ୍କର ଦୟାପାତ୍ର ମାନଙ୍କୁ ନିଜ ମହିମାର ଧନ ଦଖାଇବୋ ଲାଗି ର୍ଧୈୟ୍ଯପୂର୍ବକ ଅପେକ୍ଷା କରିଥୀଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:16
ସେଥିପାଇଁ ଆମ୍ଭେ କବେେ ହେଲେ ନିରାଶ ନ ହେଉ, ଯଦିଓ ଆମ୍ଭର ବାହ୍ଯିକ ଶରୀର କ୍ଷୀଣ ହାଇେ ଯାଉଛି, କିନ୍ତୁ ଆମ୍ଭର ଅନ୍ତଃରସ୍ଥ ଆତ୍ମା ଦିନକୁ ଦିନ ନୂତନରୁ ଅତି ନୂତନ ହାଇେ ଯାଉଅଛି।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:9
ଆମ୍ଭେ ଉତ୍ତମ କାର୍ୟ୍ଯ କରିବା ରେ ଥକିୟିବା ନାହିଁ। କାରଣ ଉପୟୁକ୍ତ ସମୟ ଆସିଲା ପରେ ଆମ୍ଭକୁ ତା'ର ଫଳ ମିଳିବ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:27
ଏହି ମହାନ୍ ସତ୍ଯଟି ସମସ୍ତଙ୍କ ପାଇଁ ଅଟେ। ପରମେଶ୍ବର ଏହି ମହାନ୍ ଓ ବୈଭବପୂର୍ଣ୍ଣ ସତ୍ଯକୁ ନିଜ ଲୋକଙ୍କୁ ଜଣାଇ ଦବୋ ପାଇଁ ସ୍ଥିର କଲେ। ଏହି ସତ୍ଯ ସ୍ବଯଂ ତୁମ୍ଭମାନଙ୍କ ଭିତ ରେ ଥିବା ଖ୍ରୀଷ୍ଟ ନିଜେ ଅଟନ୍ତି। ପରମେଶ୍ବରଙ୍କ ମହିମା ପ୍ରାପ୍ତ କରିବା ପାଇଁ, ସେ ହେଉଛନ୍ତି ଆମ୍ଭର ଏକମାତ୍ର ଭରସା।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:7
ମୁଁ ଦୌଡ଼ ପୂର୍ଣ୍ଣ କରିସାରିଛି। ମୁଁ ବିଶ୍ବାସ ବଜାୟ ରଖିଛି।
ଏବ୍ରୀମାନଙ୍କ ନିକଟକୁ ପତ୍ର 6:12
ତୁମ୍ଭମାନେେ ଆଳସ୍ଯପରାୟଣ ନ ହାଇେ ଯେପରି ପରମେଶ୍ବରଙ୍କ ପ୍ରତିଜ୍ଞାତ ବିଷୟ ପ୍ରାପ୍ତ ହାଇେଥିବା ଲୋକମାନଙ୍କ ପରି ହୁଅ, ଏକଥା ଆମ୍ଭେ ଚାହୁଁ। ସମାନେେ ତାହାଙ୍କର ବିଶ୍ବାସ ଓ ର୍ଧୈୟ୍ଯ ହତେୁରୁ ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ ହେଉଛନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 6:15
ଅବ୍ରହାମ ର୍ଧୈୟ୍ଯପୂର୍ବକ ଏହା ଘଟିବା ପାଇଁ ଅପେକ୍ଷା କଲେ। ଓ ପରେ ସେ ପରମେଶ୍ବରଙ୍କ ପ୍ରତିଜ୍ଞାନୁସା ରେ ଫଳପ୍ରାପ୍ତ ହେଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:35
ଅତଏବ ପୂର୍ବରୁ ଥିବା ସାହସ ତୁମ୍ଭମାନେେ ହରାଅ ନାହିଁ। ତୁମ୍ଭମାନଙ୍କର ସାହସ ପାଇଁ ତୁମ୍ଭମାନେେ ପ୍ରଚୁର ମାତ୍ରା ରେ ପୁରସ୍କାର ପାଇବ।
ଯାକୁବଙ୍କ ପତ୍ 5:7
ଭାଇ ଓ ଭଉଣୀମାନେ, ର୍ଧୈୟ୍ଯ ରଖ, ପ୍ରଭୁ ଯୀଶୁ ଆସିବେ। ସହେି ସମୟ ପର୍ୟ୍ଯନ୍ତ ର୍ଧୈୟ୍ଯ ଧରି ରୁହ।
ପିତରଙ୍କ ପ୍ରଥମ ପତ୍ 1:7
ଏହି ସମସ୍ଯାଗୁଡ଼ିକ କାହିଁକି ହୁଏ ? କବଳେ ତୁମ୍ଭର ବିଶ୍ବାସର ସତ୍ଯତା ପ୍ରମାଣିତ କରିବା ଲାଗି ଏପରି ଘଟେ। ଏହି ବିଶ୍ବାସର ପ୍ରମାଣ ସୁନାଠାରୁ ଅଧିକ ମୂଲ୍ଯବାନ। ସୁନାର ବିଶୁଦ୍ଧତା ଅଗ୍ନି ଦ୍ବାରା ପରୀକ୍ଷିତ ହୁଏ, କିନ୍ତୁ ତାହା ନଷ୍ଟଶୀଳ। ଯୀଶୁ ପୁନଃ ଆସିବା ବେଳେ, ତୁମ୍ଭ ବିଶ୍ବାସର ପବିତ୍ରତା ହତେୁ ତୁମ୍ଭେ ପ୍ରଶଂସା, ମହିମା ଓ ସମ୍ମାନ ପାଇବ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:10
ତୁମ୍ଭ ପାଇଁ ଯେଉଁସବୁ ଦୁଃଖ ଆସୁଛି, ସେଥିପାଇଁ ଭୟ କର ନାହିଁ। ମୁଁ ଜାଣେ, ତୁମ୍ଭମାନଙ୍କ ଭିତରୁ କେତେ ଜଣଙ୍କୁ ଶୟତାନ କାରାଗାର ରେ ରଖିବ। ସେ ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଏପରି କରିବ। ତୁମ୍ଭମାନେେ ଦଶଦିନ ପର୍ୟ୍ଯନ୍ତ ଦୁଃଖକଷ୍ଟ ସହିବ। କିନ୍ତୁ ବିଶ୍ବସ୍ତ ରୁହ, କାରଣ ତୁମ୍ଭକୁ ହୁଏତ ମୃତ୍ଯୁବରଣ କରିବାକୁ ପଡ଼ିପା ରେ। ତୁମ୍ଭେ ଯଦି ବିଶ୍ବସ୍ତ ରହିବ, ତବେେ ମୁଁ ତୁମ୍ଭକୁ ଜୀବନରୂପକ ମୁକୁଟ ଦବେି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:58
ଏହା ଜାଣି ପ୍ରଭୁଙ୍କ କାର୍ୟ୍ଯ ରେ ସର୍ବଦା ନିଜକୁ ନିଯୋଜିତ କର।
ଆୟୁବ ପୁସ୍ତକ 17:9
କିନ୍ତୁ ଧାର୍ମିକ ଲୋକମାନେ କ୍ରମାଗତ ଭାବରେ ସତ୍ଯପଥରେ ରହିବେ। ନିରୀହ ଲୋକମାନେ ଆହୁରି ଶକ୍ତିଶାଳୀ ହବେେ।
ଗୀତସଂହିତା 27:14
ସଦାପ୍ରଭୁଙ୍କ ସହାୟତା ପାଇଁ ଅପେକ୍ଷା କର, ବଳଶାଳୀ ଓ ସାହସୀକ ହୁଅ ଏବଂ ସଦାପ୍ରଭୁଙ୍କର ଅନୁସରଣ କର।
ଗୀତସଂହିତା 37:3
ୟଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ବାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା' ହେଲେ ଆନନ୍ଦରେ ରହିବ ଓ ଅନକେ ଜିନିଷ ଉପଭୋଗ କରିବ ୟାହା ସହେି ଭୂମିରୁ ତୁମ୍ଭେ ପାଇବ।
ଯୋହନଲିଖିତ ସୁସମାଚାର 5:44
ତୁମ୍ଭମାନେେ ସରସ୍ପରଠାରୁ ପ୍ରଶଂସା ପାଇବା ପାଇଁ ଭଲ ପାଅ। କିନ୍ତୁ ଏକମାତ୍ର ପରମେଶ୍ବରଙ୍କ ପାଖରୁ ଯେଉଁ ପ୍ରଶଂସା ଆ ସେ, ତାହା ପାଇବା ପାଇଁ ତୁମ୍ଭେ ଆଦୌ ଚେଷ୍ଟା କରୁନାହଁ। ତାହାହେଲେ ତୁମ୍ଭେ ଏକଥା କିପରି ବିଶ୍ବାସ କରି ପାରିବ।
ଯୋହନଙ୍କ ପ୍ରଥମ ପତ୍ର 2:25
ପୁତ୍ର ଆମ୍ଭମାନଙ୍କୁ ଏହି ଅନନ୍ତ ଜୀବନ ଦବେେ ବୋଲି ପ୍ରତିଜ୍ଞା କରିଛନ୍ତି।
ପିତରଙ୍କ ପ୍ରଥମ ପତ୍ 4:13
ବରଂ ତୁମ୍ଭେ ଖୁସି ହବୋ ଉଚତ ଯେ, ତୁମ୍ଭେ ଖ୍ରୀଷ୍ଟଙ୍କର ଯାତନାର ସହଭାଗୀ ହାଇେଛ। ଖ୍ରୀଷ୍ଟ ନିଜର ମହିମା ପ୍ରକାଶ କଲା ବେଳେ ତୁମ୍ଭେ ଖୁସି ହବେ ଓ ଆନନ୍ଦ ରେ ପୂର୍ଣ୍ଣ ହବେ।