Bible

Acts 5 - YLT (Oriya)

1 And a certain man, Ananias by name, with Sapphira his wife, sold a possession,ହନନିୟ ନାମକ ଜଣେ ଲୋକ ଥିଲେ, ତାହାଙ୍କ ସ୍ତ୍ରୀଙ୍କର ନାମ ଥିଲା ଶଫୀରା, ତାହାଙ୍କର କିଛି ଜମି ବିକ୍ରୀ କରି ଦେଲେ।

2 and did keep back of the price -- his wife also knowing -- and having brought a certain part, at the feet of the apostles he laid `it'.ସେ ତା' ସ୍ତ୍ରୀକୁ ଜଣାଇ ତା'ର ସମ୍ମତି ରେ ଏହି ସମ୍ପତ୍ତି ବିକ୍ରୀର କିଛି ଟଙ୍କା ନିଜ ପାଖ ରେ ରଖିଲା ଓ ବାକି ଟଙ୍କା ଆଣି ପ୍ ରରେିତମାନଙ୍କ ଚରଣ ରେ ରଖିଲା।

3 And Peter said, `Ananias, wherefore did the Adversary fill thy heart, for thee to lie to the Holy Spirit, and to keep back of the price of the place?ଏହା ଦେଖି ପିତର କହିଲେ, ହେ ହନନିୟ, ତୁମ୍ଭେ କାହିଁକି ଶୟତାନକୁ ତୁମ୍ଭ ହୃଦୟକୁ ନିୟନ୍ତ୍ରଣ କରିବାକୁ ଦଲେ? ତୁମ୍ଭେ ମିଛ କହିଲ, ପବିତ୍ର ଆତ୍ମାକୁ ଠକିବାକୁ ଚେଷ୍ଟା କଲ; ତୁମ୍ଭେ ସମ୍ପତ୍ତି ବିକ୍ରୀ କଲ, କିନ୍ତୁ କାହିଁକି ସହେି ଟଙ୍କାର କିଛି ଅଂଶ ନିଜ ପାଇଁ ଲୁଚାଇ ରଖିଲ।

4 while it remained, did it not remain thine? and having been sold, in thy authority was it not? why `is' it that thou didst put in thy heart this thing? thou didst not lie to men, but to God;'ସେ ସମ୍ପତ୍ତି କ'ଣ ବିକ୍ରୀ ପୂର୍ବରୁ ତୁମ୍ଭର ନଥିଲା? ବିକ୍ରୀ ପରେ ସେ ସମ୍ପତ୍ତିର ମୂଲ୍ଯ କ'ଣ ତୁମ୍ଭ ଅଧିକାର ରେ ନଥିଲା? ତବେେ ତୁମ୍ଭେ ମନ ଭିତ ରେ ଏପରି ଖରାପ କଥା କାହିଁକି ଭାବିଲ? ଏହା ଦ୍ବାରା ତୁମ୍ଭେ ମନୁଷ୍ଯମାନଙ୍କ ଆଗ ରେ ମିଥ୍ଯା କହିଲ ନାହିଁ ବରଂ ତୁମ୍ଭେ ପରମେଶ୍ବରଙ୍କୁ ମିଥ୍ଯା କହିଲ।

5 and Ananias hearing these words, having fallen down, did expire, and great fear came upon all who heard these things,ଏକଥା ଶୁଣିବା ମାତ୍ ରେ ହନନିୟ ଭୂମିରେ ପଡ଼ି ମରିଗଲା। ଏ କଥା ଶୁଣି ଲୋକମାନେ ବହୁତ ଡ଼ରିଗଲେ।

6 and having risen, the younger men wound him up, and having carried forth, they buried `him'.ତା'ପରେ ୟୁବକମାନେ ତାହାକୁ ଲୁଗା ରେ ଗୁଡ଼ଇେ ନଇେ ବାହାରକୁ ଚ଼ାଲିଗଲେ ଓ କବର ଦଇେ ଦେଲେ।

7 And it came to pass, about three hours after, that his wife, not knowing what hath happened, came in,ପ୍ରାୟ ତିନିଘଣ୍ଟା ବିତିଗଲା ପରେ ତା' ସ୍ତ୍ରୀ ଶଫୀରା ସଠାେରେ ପହଞ୍ଚିଲା। ସେ ଏହି ଘଟଣା ବିଷୟ ରେ କିଛି ମଧ୍ଯ ଜାଣି ନଥିଲା।

8 and Peter answered her, `Tell me if for so much ye sold the place;' and she said, `Yes, for so much.'ପିତର ତାହାକୁ ପଚ଼ାରିଲେ, ମାେତେ କୁହ, ତୁମ୍ଭେ ତୁମ୍ଭ ଜମି ସତେିକି ଦାମ୍ ରେ ବିକ୍ରୀ କରିଛ କି?

9 And Peter said unto her, `How was it agreed by you, to tempt the Spirit of the Lord? lo, the feet of those who did bury thy husband `are' at the door, and they shall carry thee forth;'ତା'ପରେ ପିତର କହିଲେ, ତୁମ୍ଭମାନେେ ଦୁ ହେଁ ପ୍ରଭୁଙ୍କ ଆତ୍ମାକୁ ପରୀକ୍ଷା କରିବା ପାଇଁ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭର ସ୍ବାମୀକୁ କବର ଦଇେଛନ୍ତି, ସମାନେେ ଦ୍ବାର ପାଖ ରେ ପହଞ୍ଚିଗଲଣେି। ତୁମ୍ଭକୁ ମଧ୍ଯ ସମାନେେ ବାହାରକୁ ଟାଣି ନଇେଯିବେ।

10 and she fell down presently at his feet, and expired, and the young men having come in, found her dead, and having carried forth, they buried `her' by her husband;ସେ ସ୍ତ୍ରୀ ଲୋକଟି ମଧ୍ଯ ତାହାଙ୍କ ପାଦତଳେ ପଡ଼ି ମରିଗଲା। ତା'ପରେ ୟୁବକମାନେ ଭିତରକୁ ଆସିଲେ ଓ ତାହାକୁ ମୃତ ଦେଖି ବାହାରକୁ ନଇଗେଲେ ଓ ତାହାର ସ୍ବାମୀ ପାଖ ରେ ତାହାକୁ କବର ଦେଲେ।

11 and great fear came upon all the assembly, and upon all who heard these things.ମଣ୍ଡଳୀର ସମସ୍ତ ବିଶ୍ବାସୀ ଓ ଅନ୍ୟ ସମସ୍ତ ଲୋକ, ଯେଉଁମାନେ ଏ କଥା ଶୁଣିଲେ, ବହୁତ ଭୟଭୀତ ହେଲେ।

12 And through the hands of the apostles came many signs and wonders among the people, and they were with one accord all in the porch of Solomon;ପ୍ ରରେିତମାନଙ୍କ ଦ୍ବାରା ଲୋକମାନଙ୍କ ମଧିଅରେ ବହୁତଗୁଡ଼ିଏ ଚ଼ିହ୍ନ ଓ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କରାଗଲା। ସମାନେେ ସମସ୍ତେ ଗୋଟିଏ ଉଦ୍ଦେଶ୍ଯ ରେ ଶଲୋମନଙ୍କ ମଣ୍ଡପରେ ଏକାଠି ହେଲେ।

13 and of the rest no one was daring to join himself to them, but the people were magnifying them,ସମାନଙ୍କେ ସହିତ ଏକତ୍ର ଠିଆ ହବୋପାଇଁ କହେି ହେଲେ ସାହାସ କଲେ ନାହିଁ। ସବୁଲୋକ ପ୍ ରରେିତମାନଙ୍କର ଖୁବ୍ ପ୍ରଶଂସା କଲେ।

14 (and the more were believers added to the Lord, multitudes both of men and women,)ଉଭୟ ପୁରୁଷ ଓ ସ୍ତ୍ରୀ ଅଧିକରୁ ଅଧିକ ପ୍ରଭୁଙ୍କୁ ବିଶ୍ବାସ କଲେ। ସମାନେେ ବିଶ୍ବାସୀଙ୍କ ଦଳ ରେ ସଂୟୁକ୍ତ ହେଲେ।

15 so as into the broad places to bring forth the ailing, and to lay `them' upon couches and mats, that at the coming of Peter, even `his' shadow might overshadow some one of them;ତେଣୁ ଲୋକମାନେ ରୋଗୀମାନଙ୍କୁ ରାସ୍ତାକୁ ବହେି ଆଣିଲେ, ଯେପରିକି ପିତରଙ୍କ ଛାଇ ୟିବା ଆସିବା ସମୟରେ ରୋଗୀମାନଙ୍କ ଉପରେ ପଡ଼ି ପାରିବ। ଏହାଦ୍ବାରା ସହେି ରୋଗୀମାନେ ସୁସ୍ଥ ହାଇପୋରିବେ।

16 and there were coming together also the people of the cities round about to Jerusalem, bearing ailing persons, and those harassed by unclean spirits -- who were all healed.ୟିରୂଶାଲମ ରେ ଆଖପାଖ ସହରଗୁଡ଼ିକରୁ ଲୋକମାନେ ସମାନଙ୍କେ ରୋଗୀମାନଙ୍କୁ ଓ ଯେଉଁମାନେ ଭୂତମାନଙ୍କ ଦ୍ବାରା ବ୍ଯତିବ୍ଯସ୍ତ ହେଉଥିଲେ, ସମାନଙ୍କେୁ ନଇେ ଆସୁଥିଲେ ଓ ସମସ୍ତେ ସୁସ୍ଥ ହାଇେ ଯାଉଥିଲେ।

17 And having risen, the chief priest, and all those with him -- being the sect of the Sadducees -- were filled with zeal,ମହାୟାଜକ ଓ ତାହାଙ୍କର ସବୁ ବନ୍ଧୁମାନେ, ଅର୍ଥାତ୍ ସାଦ୍ଦୁକୀ ଦଳ ଈର୍ଷାନ୍ବିତ ହାଇେ ସମାନଙ୍କେ ବିରୁଦ୍ଧ ରେ ଠିଆ ହେଲେ।

18 and laid their hands upon the apostles, and did put them in a public prison;ସମାନେେ ପ୍ ରରେିତମାନଙ୍କୁ ବନ୍ଦୀକରି କାରାଗାର ରେ ରଖିଲେ।

19 and a messenger of the Lord through the night opened the doors of the prison, having also brought them forth, he said,କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତି ରେ ସହେି କାରାଗାରର କବାଟ ଖାଲିେ ସମାନଙ୍କେୁ ବାହାର କରି ଦେଲେ ଓ କହିଲେ,

20 `Go on, and standing, speak in the temple to the people all the sayings of this life;'ତୁମ୍ଭମାନେେ ମନ୍ଦିରକୁ ଯାଇ, ଠିଆ ହୁଅ ଓ ଲୋକମାନଙ୍କୁ ପ୍ରଭୁ ଯୀଶୁଙ୍କ ଦତ୍ତ ଏହି ନୂତନ ଜୀବନ ବିଷୟ ରେ କୁହ।

21 and having heard, they did enter at the dawn into the temple, and were teaching. And the chief priest having come, and those with him, they called together the sanhedrim and all the senate of the sons of Israel, and they sent to the prison to have them brought,ଏହାଶୁଣି ପ୍ ରରେିତମାନେ ସକାଳୁ ମନ୍ଦିରକୁ ଯାଇ ଲୋକମାନଙ୍କୁ ଉପଦେଶ ଦେଲେ।

22 and the officers having come, did not find them in the prison, and having turned back, they told,କିନ୍ତୁ ସହେି ଲୋକମାନେ କାରାଗାର ରେ ପ୍ ରରେିତମାନଙ୍କୁ ନପାଇ ଫରେିଗଲେ ଓ ଯାଇ ସମାନଙ୍କେୁ ଏହି ଖବର ଦେଲେ,

23 saying -- `The prison indeed we found shut in all safety, and the keepers standing without before the doors, and having opened -- within we found no one.'ଆମ୍ଭେ କାରାଗାର ରେ ଭଲ ଭାବରେ ତାଲା ପଡ଼ିଥିବାର ଦେଖିଲୁ ଓ ଜଗୁଆଳୀମାନଙ୍କୁ ଦ୍ବାର ପାଖ ରେ ଠିଆ ହବୋର ମଧ୍ଯ ଦେଖିଲୁ। କିନ୍ତୁ ଆମ୍ଭେ ଯେତବେେଳେ କାରାଗାର ଖାଲିେ ଦେଖିଲୁ, ସେତବେେଳେ ସଠାେରେ କହେି ନଥିଲେ।

24 And as the priest, and the magistrate of the temple, and the chief priests, heard these words, they were doubting concerning them to what this would come;ଏକଥା ଶୁଣି ମନ୍ଦିରର ସନୋପତି ଓ ମହାୟାଜକ ବିବ୍ରତ ହାଇପେଡ଼ିଲେ ଓ ଏହାର ପରିଣାମ କ'ଣ ହବେ, ଏହା ଭାବି ସମସ୍ତେ ହତବୁଦ୍ଧି ହେଲେ।

25 and coming near, a certain one told them, saying -- `Lo, the men whom ye did put in the prison are in the temple standing and teaching the people;'ଠିକ୍ ସହେି ସମୟରେ ଜଣେ ଆସି ସମାନଙ୍କେୁ କହିଲା, ତୁମ୍ଭମାନେେ ଯେଉଁମାନଙ୍କୁ କାରାଗାର ରେ ବନ୍ଦୀକରି ରଖିଥିଲ ସମାନେେ ମନ୍ଦର ରେ ଠିଆ ହାଇେ ଲୋକମାନଙ୍କୁ ଉପଦେଶ ଦେଉଛନ୍ତି।

26 then the magistrate having gone away with officers, brought them without violence, for they were fearing the people, lest they should be stoned;ତେଣୁ ସନୋପତି ସହେି ଲୋକମାନଙ୍କୁ ସାଙ୍ଗ ରେ ନଇେ ପ୍ ରରେିତମାନଙ୍କୁ ନଇେ ଆସିଲେ। ସମାନେେ ପ୍ ରରେିତମାନଙ୍କୁ ଜାରେ ଜବରଦସ୍ତି କରି ଆଣିଲେ ନାହିଁ କାରଣ ସମାନେେ ଭୟ କଲେ, ଯଦି ସମାନେେ ଏପରି କରିବେ, ତବେେ ଲୋକମାନେ ହୁଏତ ସମାନଙ୍କେୁ ପଥର ଫୋପାଡ଼ିବେ।

27 and having brought them, they set `them' in the sanhedrim, and the chief priest questioned them,ସମାନେେ ପ୍ ରରେିତମାନଙ୍କୁ ଭିତରକୁ ଆଣି ମହାସଭା ରେ ଉପସ୍ଥିତ କରାଇଲେ। ତା'ପରେ ମହାୟାଜକ ସମାନଙ୍କେୁ ପଚ଼ାରିଲେ,

28 saying, `Did not we strictly command you not to teach in this name? and lo, ye have filled Jerusalem with your teaching, and ye intend to bring upon us the blood of this man.'ଆମ୍ଭେ ତୁମ୍ଭମାନଙ୍କୁ ଯୀଶୁଙ୍କ ନାମ ରେ ଶିକ୍ଷା ନ ଦବୋପାଇଁ କଠାେର ଆଦେଶ ଦଇେଥିଲୁ କିନ୍ତୁ ତୁମ୍ଭମାନେେ ନିଜନିଜ ଶିକ୍ଷା ଦ୍ବାରା ୟିରୂଶାଲମକୁ ପୂର୍ଣ୍ଣ କରି ଦଇେଛ। ତୁମ୍ଭମାନେେ ଏ ଲୋକର ମୃତ୍ଯୁ ଦୋଷ ଆମ୍ଭମାନଙ୍କ ଉପରେ ଲଦି ଦବୋପାଇଁ ଚ଼ାହୁଁଛ।

29 And Peter and the apostles answering, said, `To obey God it behoveth, rather than men;ପିତର ଓ ଅନ୍ୟ ପ୍ ରରେିତମାନେ ଉତ୍ତର ଦେଲେ, ଆମ୍ଭମାନେେ ମନୁଷ୍ଯମାନଙ୍କ ଆଜ୍ଞା ଅପେକ୍ଷା ପରମେଶ୍ବରଙ୍କ ଆଜ୍ଞା ନିଶ୍ଚୟ ମାନିବୁ।

30 and the God of our fathers did raise up Jesus, whom ye slew, having hanged upon a tree;ତୁମ୍ଭମାନେେ ଯେଉଁ ଯୀଶୁଙ୍କୁ କୃଶ ରେ ଝୁଲଇେ ହତ୍ଯା କରିଛ ତାହାଙ୍କୁ ଆମ୍ଭ ପିତୃପୁରୁଷମାନଙ୍କର ପରମେଶ୍ବର ମୃତ୍ଯୁରୁ ଉଠାଇଛନ୍ତି।

31 this one God, a Prince and a Saviour, hath exalted with His right hand, to give reformation to Israel, and forgiveness of sins;ପରମେଶ୍ବର ଇଶ୍ରାୟେଲର ଲୋକମାନଙ୍କ ହୃଦୟ ଓ ଜୀବନ ପରିବର୍ତ୍ତନ କରିବା ପାଇଁ ତାହାଙ୍କୁ ନେତା ଓ ଉଦ୍ଧାରକର୍ତ୍ତା କରି ନିଜ ଡ଼ାହାଣ ପଟେ ସ୍ଥାପିତ କରିଛନ୍ତି।

32 and we are His witnesses of these sayings, and the Holy Spirit also, whom God gave to those obeying him.'ଆମ୍ଭେ ସମସ୍ତେ ଏ ଘଟଣାଗୁଡ଼ିକର ସାକ୍ଷୀ। ପବିତ୍ର ଆତ୍ମା ମଧ୍ଯ ଏ ଘଟଣାଗୁଡ଼ିକର ସାକ୍ଷୀ। ପରମେଶ୍ବର ନିଜର ଆଜ୍ଞା ମାନୁଥିବା ଲୋକମାନଙ୍କୁ ପବିତ୍ର ଆତ୍ମାଙ୍କୁ ଦଇେଛନ୍ତି। ସମାନେେ ମଧ୍ଯ ଏହାର ସାକ୍ଷୀ।

33 And they having heard, were cut `to the heart', and were taking counsel to slay them,ଯିହୂଦୀୟ ନେତାମାନେ ଏକଥା ଶୁଣି ଭୀଷଣ ରାଗିଗଲେ ଓ ପ୍ ରରେିତମାନଙ୍କୁ ହତ୍ଯା କରିବାପାଇଁ ଯୋଜନା କଲେ।

34 but a certain one, having risen up in the sanhedrim -- a Pharisee, by name Gamaliel, a teacher of law honoured by all the people -- commanded to put the apostles forth a little,କିନ୍ତୁ ସହେି ସଭା ରେ ଆଇନ ଶିକ୍ଷକ ଗମଲୀଯଲେ ନାମକ ଜଣେ ସମ୍ମାନଜନକ ଫାରୂଶୀ ଠିଆ ହାଇେ ପ୍ ରରେିତମାନଙ୍କୁ କିଛି ସମୟ ପାଇଁ ବାହାରକୁ ୟିବାପାଇଁ ଆଦେଶ ଦେଲେ।

35 and said unto them, `Men, Israelites, take heed to yourselves about these men, what ye are about to do,ତା'ପରେ ସେ ସମାନଙ୍କେୁ କହିଲେ, ହେ ଇଶ୍ରାୟେଲର ଲୋକମାନେ, ତୁମ୍ଭମାନେେ ଏହି ଲୋକମାନଙ୍କ ପାଇଁ ଯାହା କରିବାକୁ ଯାଉଛ ସେଥିପାଇଁ ସାବଧାନ ରୁହ।

36 for before these days rose up Theudas, saying, that himself was some one, to whom a number of men did join themselves, as it were four hundred, who was slain, and all, as many as were obeying him, were scattered, and came to nought.ଏହା ପୂର୍ବରୁ ଥିଉଦା ନାମକ ଜଣେ ଲୋକ ନିଜକୁ ବହୁତ ବଡ଼ ବୋଲି ଭାବୁଥିଲା। ପ୍ରାୟ ଚ଼ାରିଶହ ଲୋକ ତାହାର ଅନୁଗାମୀ ଥିଲେ। କିନ୍ତୁ ତାହାକୁ ମାରିଦିଆଗଲା। ପରେ ତା'ର ସମସ୍ତ ଶିଷ୍ଯମାନେ ଛିନ୍ନଭିନ୍ନ ହାଇେ ପଳାଇଗଲେ। ଏହି ସମସ୍ତର କୌଣସି ଫଳ ହେଲ ନାହିଁ।

37 `After this one rose up, Judas the Galilean, in the days of the enrollment, and drew away much people after him, and that one perished, and all, as many as were obeying him, were scattered;ତାହାଙ୍କ ପରେ ଜନଗଣନା ସମୟରେ ଗାଲିଲୀ ଦେଶର ୟିହୂଦା ନାମକ ଜଣେ ବ୍ଯକ୍ତି ବାହାରିଲେ। ସେ ମଧ୍ଯ କେତକେ ଲୋକଙ୍କୁ ନିଜର ଶିଷ୍ଯ କଲେ। କିନ୍ତୁ ତାହାଙ୍କୁ ମଧ୍ଯ ହତ୍ଯା କରାଗଲା। ତାହାଙ୍କରୁ ସମସ୍ତ ଅନୁଗାମୀମାନେ ଛିନ୍ନଭିନ୍ନ ହାଇେ ପଳାଇଗଲେ।

38 and now I say to you, Refrain from these men, and let them alone, because if this counsel or this work may be of men, it will be overthrown,ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ କହୁଛି, ଏହି ଲୋକମାନଙ୍କଠାରୁ ଦୂର ରେ ରୁହ। ସମାନଙ୍କେୁ ଏକୁଟିଆ ଛାଡ଼ିଦିଅ। ଯଦି ସମାନଙ୍କେର ମନ୍ତ୍ରଣା ବା ଏହି କାମ ମନୁଷ୍ଯମାନଙ୍କ ପକ୍ଷରୁ ହାଇେଥାଏ, ତବେେ ତାହା ବିଫଳ ହବେ।

39 and if it be of God, ye are not able to overthrow it, lest perhaps also ye be found fighting against God.'କିନ୍ତୁ ଯଦି ଏହା ପରମେଶ୍ବରଙ୍କଠାରୁ ହାଇେଥାଏ, ତବେେ ତୁମ୍ଭମାନେେ ସମାନଙ୍କେ କାମ ବନ୍ଦ କରିପାରିବନାହିଁ। ତୁମ୍ଭମାନେେ ନିଜକୁ ପରମେଶ୍ବରଙ୍କ ବିରୁଦ୍ଧ ରେ ଲଢ଼ିବାର ଦେଖିବ।

40 And to him they agreed, and having called near the apostles, having beaten `them', they commanded `them' not to speak in the name of Jesus, and let them go;ସମାନେେ ପ୍ ରରେିତମାନଙ୍କୁ ଭିତରକୁ ଡ଼ାକି ନଇେ ପ୍ରହାର କଲେ। ସମାନଙ୍କେୁ ଯୀଶୁଙ୍କ ନାମ ରେ କିଛି ନ କହିବା ପାଇଁ ଆଦେଶ ଦେଲେ। ତା'ପରେ ସମାନଙ୍କେୁ ଛାଡ଼ି ଦେଲେ।

41 they, indeed, then, departed from the presence of the sanhedrim, rejoicing that for his name they were counted worthy to suffer dishonour,ପ୍ ରରେିତମାନେ ମହାସଭା ଛାଡ଼ି ଚ଼ାଲିଗଲେ। ସମାନେେ ଖୁସି ହେଲେ ଯେ, ସମାନଙ୍କେୁ ଯୀଶୁଙ୍କ ନାମ ରେ ଅପମାନ ସହିବାକୁ ୟୋଗ୍ଯ ବିବଚେିତ କରାଯାଇଛି।

42 every day also in the temple, and in every house, they were not ceasing teaching and proclaiming good news -- Jesus the Christ.ପ୍ ରରେିତମାନେ ପ୍ରତିଦିନ ମନ୍ଦିର ରେ ଓ ଘ ରେ ଘ ରେ ଏହି ସୁସମାଚ଼ାର ଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ସମାନେେ ପ୍ରଚାର କାର୍ୟ୍ଯ ଆଦୌ ବନ୍ଦ କଲେ ନାହିଁ।

Oriya Bible