Acts 5

fullscreen1 ହନନିୟ ନାମକ ଜଣେ ଲୋକ ଥିଲେ, ତାହାଙ୍କ ସ୍ତ୍ରୀଙ୍କର ନାମ ଥିଲା ଶଫୀରା, ତାହାଙ୍କର କିଛି ଜମି ବିକ୍ରୀ କରି ଦେଲେ।

fullscreen2 ସେ ତା' ସ୍ତ୍ରୀକୁ ଜଣାଇ ତା'ର ସମ୍ମତି ରେ ଏହି ସମ୍ପତ୍ତି ବିକ୍ରୀର କିଛି ଟଙ୍କା ନିଜ ପାଖ ରେ ରଖିଲା ଓ ବାକି ଟଙ୍କା ଆଣି ପ୍ ରରେିତମାନଙ୍କ ଚରଣ ରେ ରଖିଲା।

fullscreen3 ଏହା ଦେଖି ପିତର କହିଲେ, ହେ ହନନିୟ, ତୁମ୍ଭେ କାହିଁକି ଶୟତାନକୁ ତୁମ୍ଭ ହୃଦୟକୁ ନିୟନ୍ତ୍ରଣ କରିବାକୁ ଦଲେ? ତୁମ୍ଭେ ମିଛ କହିଲ, ପବିତ୍ର ଆତ୍ମାକୁ ଠକିବାକୁ ଚେଷ୍ଟା କଲ; ତୁମ୍ଭେ ସମ୍ପତ୍ତି ବିକ୍ରୀ କଲ, କିନ୍ତୁ କାହିଁକି ସହେି ଟଙ୍କାର କିଛି ଅଂଶ ନିଜ ପାଇଁ ଲୁଚାଇ ରଖିଲ।

fullscreen4 ସେ ସମ୍ପତ୍ତି କ'ଣ ବିକ୍ରୀ ପୂର୍ବରୁ ତୁମ୍ଭର ନଥିଲା? ବିକ୍ରୀ ପରେ ସେ ସମ୍ପତ୍ତିର ମୂଲ୍ଯ କ'ଣ ତୁମ୍ଭ ଅଧିକାର ରେ ନଥିଲା? ତବେେ ତୁମ୍ଭେ ମନ ଭିତ ରେ ଏପରି ଖରାପ କଥା କାହିଁକି ଭାବିଲ? ଏହା ଦ୍ବାରା ତୁମ୍ଭେ ମନୁଷ୍ଯମାନଙ୍କ ଆଗ ରେ ମିଥ୍ଯା କହିଲ ନାହିଁ ବରଂ ତୁମ୍ଭେ ପରମେଶ୍ବରଙ୍କୁ ମିଥ୍ଯା କହିଲ।

fullscreen5 ଏକଥା ଶୁଣିବା ମାତ୍ ରେ ହନନିୟ ଭୂମିରେ ପଡ଼ି ମରିଗଲା। ଏ କଥା ଶୁଣି ଲୋକମାନେ ବହୁତ ଡ଼ରିଗଲେ।

fullscreen6 ତା'ପରେ ୟୁବକମାନେ ତାହାକୁ ଲୁଗା ରେ ଗୁଡ଼ଇେ ନଇେ ବାହାରକୁ ଚ଼ାଲିଗଲେ ଓ କବର ଦଇେ ଦେଲେ।

fullscreen7 ପ୍ରାୟ ତିନିଘଣ୍ଟା ବିତିଗଲା ପରେ ତା' ସ୍ତ୍ରୀ ଶଫୀରା ସଠାେରେ ପହଞ୍ଚିଲା। ସେ ଏହି ଘଟଣା ବିଷୟ ରେ କିଛି ମଧ୍ଯ ଜାଣି ନଥିଲା।

fullscreen8 ପିତର ତାହାକୁ ପଚ଼ାରିଲେ, ମାେତେ କୁହ, ତୁମ୍ଭେ ତୁମ୍ଭ ଜମି ସତେିକି ଦାମ୍ ରେ ବିକ୍ରୀ କରିଛ କି?

fullscreen9 ତା'ପରେ ପିତର କହିଲେ, ତୁମ୍ଭମାନେେ ଦୁ ହେଁ ପ୍ରଭୁଙ୍କ ଆତ୍ମାକୁ ପରୀକ୍ଷା କରିବା ପାଇଁ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭର ସ୍ବାମୀକୁ କବର ଦଇେଛନ୍ତି, ସମାନେେ ଦ୍ବାର ପାଖ ରେ ପହଞ୍ଚିଗଲଣେି। ତୁମ୍ଭକୁ ମଧ୍ଯ ସମାନେେ ବାହାରକୁ ଟାଣି ନଇେଯିବେ।

fullscreen10 ସେ ସ୍ତ୍ରୀ ଲୋକଟି ମଧ୍ଯ ତାହାଙ୍କ ପାଦତଳେ ପଡ଼ି ମରିଗଲା। ତା'ପରେ ୟୁବକମାନେ ଭିତରକୁ ଆସିଲେ ଓ ତାହାକୁ ମୃତ ଦେଖି ବାହାରକୁ ନଇଗେଲେ ଓ ତାହାର ସ୍ବାମୀ ପାଖ ରେ ତାହାକୁ କବର ଦେଲେ।

fullscreen11 ମଣ୍ଡଳୀର ସମସ୍ତ ବିଶ୍ବାସୀ ଓ ଅନ୍ୟ ସମସ୍ତ ଲୋକ, ଯେଉଁମାନେ ଏ କଥା ଶୁଣିଲେ, ବହୁତ ଭୟଭୀତ ହେଲେ।

1 But a certain man named Ananias, with Sapphira his wife, sold a possession,

2 And kept back part of the price, his wife also being privy to it, and brought a certain part, and laid it at the apostles’ feet.

3 But Peter said, Ananias, why hath Satan filled thine heart to lie to the Holy Ghost, and to keep back part of the price of the land?

4 Whiles it remained, was it not thine own? and after it was sold, was it not in thine own power? why hast thou conceived this thing in thine heart? thou hast not lied unto men, but unto God.

5 And Ananias hearing these words fell down, and gave up the ghost: and great fear came on all them that heard these things.

6 And the young men arose, wound him up, and carried him out, and buried him.

7 And it was about the space of three hours after, when his wife, not knowing what was done, came in.

8 And Peter answered unto her, Tell me whether ye sold the land for so much? And she said, Yea, for so much.

9 Then Peter said unto her, How is it that ye have agreed together to tempt the Spirit of the Lord? behold, the feet of them which have buried thy husband are at the door, and shall carry thee out.

10 Then fell she down straightway at his feet, and yielded up the ghost: and the young men came in, and found her dead, and, carrying her forth, buried her by her husband.

11 And great fear came upon all the church, and upon as many as heard these things.

Acts 5 in Tamil and English

1 ହନନିୟ ନାମକ ଜଣେ ଲୋକ ଥିଲେ, ତାହାଙ୍କ ସ୍ତ୍ରୀଙ୍କର ନାମ ଥିଲା ଶଫୀରା, ତାହାଙ୍କର କିଛି ଜମି ବିକ୍ରୀ କରି ଦେଲେ।
But a certain man named Ananias, with Sapphira his wife, sold a possession,

2 ସେ ତା' ସ୍ତ୍ରୀକୁ ଜଣାଇ ତା'ର ସମ୍ମତି ରେ ଏହି ସମ୍ପତ୍ତି ବିକ୍ରୀର କିଛି ଟଙ୍କା ନିଜ ପାଖ ରେ ରଖିଲା ଓ ବାକି ଟଙ୍କା ଆଣି ପ୍ ରରେିତମାନଙ୍କ ଚରଣ ରେ ରଖିଲା।
And kept back part of the price, his wife also being privy to it, and brought a certain part, and laid it at the apostles’ feet.

3 ଏହା ଦେଖି ପିତର କହିଲେ, ହେ ହନନିୟ, ତୁମ୍ଭେ କାହିଁକି ଶୟତାନକୁ ତୁମ୍ଭ ହୃଦୟକୁ ନିୟନ୍ତ୍ରଣ କରିବାକୁ ଦଲେ? ତୁମ୍ଭେ ମିଛ କହିଲ, ପବିତ୍ର ଆତ୍ମାକୁ ଠକିବାକୁ ଚେଷ୍ଟା କଲ; ତୁମ୍ଭେ ସମ୍ପତ୍ତି ବିକ୍ରୀ କଲ, କିନ୍ତୁ କାହିଁକି ସହେି ଟଙ୍କାର କିଛି ଅଂଶ ନିଜ ପାଇଁ ଲୁଚାଇ ରଖିଲ।
But Peter said, Ananias, why hath Satan filled thine heart to lie to the Holy Ghost, and to keep back part of the price of the land?

4 ସେ ସମ୍ପତ୍ତି କ'ଣ ବିକ୍ରୀ ପୂର୍ବରୁ ତୁମ୍ଭର ନଥିଲା? ବିକ୍ରୀ ପରେ ସେ ସମ୍ପତ୍ତିର ମୂଲ୍ଯ କ'ଣ ତୁମ୍ଭ ଅଧିକାର ରେ ନଥିଲା? ତବେେ ତୁମ୍ଭେ ମନ ଭିତ ରେ ଏପରି ଖରାପ କଥା କାହିଁକି ଭାବିଲ? ଏହା ଦ୍ବାରା ତୁମ୍ଭେ ମନୁଷ୍ଯମାନଙ୍କ ଆଗ ରେ ମିଥ୍ଯା କହିଲ ନାହିଁ ବରଂ ତୁମ୍ଭେ ପରମେଶ୍ବରଙ୍କୁ ମିଥ୍ଯା କହିଲ।
Whiles it remained, was it not thine own? and after it was sold, was it not in thine own power? why hast thou conceived this thing in thine heart? thou hast not lied unto men, but unto God.

5 ଏକଥା ଶୁଣିବା ମାତ୍ ରେ ହନନିୟ ଭୂମିରେ ପଡ଼ି ମରିଗଲା। ଏ କଥା ଶୁଣି ଲୋକମାନେ ବହୁତ ଡ଼ରିଗଲେ।
And Ananias hearing these words fell down, and gave up the ghost: and great fear came on all them that heard these things.

6 ତା'ପରେ ୟୁବକମାନେ ତାହାକୁ ଲୁଗା ରେ ଗୁଡ଼ଇେ ନଇେ ବାହାରକୁ ଚ଼ାଲିଗଲେ ଓ କବର ଦଇେ ଦେଲେ।
And the young men arose, wound him up, and carried him out, and buried him.

7 ପ୍ରାୟ ତିନିଘଣ୍ଟା ବିତିଗଲା ପରେ ତା' ସ୍ତ୍ରୀ ଶଫୀରା ସଠାେରେ ପହଞ୍ଚିଲା। ସେ ଏହି ଘଟଣା ବିଷୟ ରେ କିଛି ମଧ୍ଯ ଜାଣି ନଥିଲା।
And it was about the space of three hours after, when his wife, not knowing what was done, came in.

8 ପିତର ତାହାକୁ ପଚ଼ାରିଲେ, ମାେତେ କୁହ, ତୁମ୍ଭେ ତୁମ୍ଭ ଜମି ସତେିକି ଦାମ୍ ରେ ବିକ୍ରୀ କରିଛ କି?
And Peter answered unto her, Tell me whether ye sold the land for so much? And she said, Yea, for so much.

9 ତା'ପରେ ପିତର କହିଲେ, ତୁମ୍ଭମାନେେ ଦୁ ହେଁ ପ୍ରଭୁଙ୍କ ଆତ୍ମାକୁ ପରୀକ୍ଷା କରିବା ପାଇଁ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭର ସ୍ବାମୀକୁ କବର ଦଇେଛନ୍ତି, ସମାନେେ ଦ୍ବାର ପାଖ ରେ ପହଞ୍ଚିଗଲଣେି। ତୁମ୍ଭକୁ ମଧ୍ଯ ସମାନେେ ବାହାରକୁ ଟାଣି ନଇେଯିବେ।
Then Peter said unto her, How is it that ye have agreed together to tempt the Spirit of the Lord? behold, the feet of them which have buried thy husband are at the door, and shall carry thee out.

10 ସେ ସ୍ତ୍ରୀ ଲୋକଟି ମଧ୍ଯ ତାହାଙ୍କ ପାଦତଳେ ପଡ଼ି ମରିଗଲା। ତା'ପରେ ୟୁବକମାନେ ଭିତରକୁ ଆସିଲେ ଓ ତାହାକୁ ମୃତ ଦେଖି ବାହାରକୁ ନଇଗେଲେ ଓ ତାହାର ସ୍ବାମୀ ପାଖ ରେ ତାହାକୁ କବର ଦେଲେ।
Then fell she down straightway at his feet, and yielded up the ghost: and the young men came in, and found her dead, and, carrying her forth, buried her by her husband.

11 ମଣ୍ଡଳୀର ସମସ୍ତ ବିଶ୍ବାସୀ ଓ ଅନ୍ୟ ସମସ୍ତ ଲୋକ, ଯେଉଁମାନେ ଏ କଥା ଶୁଣିଲେ, ବହୁତ ଭୟଭୀତ ହେଲେ।
And great fear came upon all the church, and upon as many as heard these things.