Acts 20

fullscreen1 ତ୍ତଜେନା ଶାନ୍ତ ହବୋ ପରେ ପାଉଲ ଯୀଶୁଙ୍କର ଶିଷ୍ଯମାନଙ୍କୁ ଡ଼ାକାଇ ପାଠାଇଲେ ଓ ସମାନଙ୍କେୁ ଉତ୍ସାହିତ କଲେ। ତା'ପରେ ସମାନଙ୍କେଠାରୁ ବିଦାୟ ନଇେ ସେ ମାକିଦନିଆକୁ ଯାତ୍ରା କଲେ।

fullscreen2 ସହେି ଅଞ୍ଚଳ ଦଇେ ୟିବା ବେଳେ ଯୀଶୁଙ୍କ ଅନୁଗାମୀ ଲୋକମାନଙ୍କୁ ବଳ ପ୍ରଦାନ କରିବା ପାଇଁ ସେ ସମାନଙ୍କେୁ ଉତ୍ସାହଜନକ କଥା କହିଲେ। ତାପରେ ସେ ଗ୍ରୀସ ରେ ପହନ୍ଚିଲେ।

fullscreen3 ସଠାେରେ ସେ ତିନିମାସ ପର୍ୟ୍ଯନ୍ତ ରହିଲେ। ସଠାରୁେ ସୁରିଆକୁ ଜଳଯାତ୍ରା କରିବାପାଇଁ ଚାହିଁଲେ। କିନ୍ତୁ ଯିହୂଦୀମାନେ ତାହାଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କରିବାରୁ ସେ ମାକିଦନୀଆକୁ ଫରେି ୟିବାପାଇଁ ସ୍ଥିର କଲେ।

fullscreen4 ତାହାଙ୍କ ସହିତ ବରଯୋ ନଗରର ପୁରଙ୍କ ପୁତ୍ର ସୋପାତ୍ର, ଥସେଲନୀକୀୟର ଆରିସ୍ତାର୍ଖ ଓ ସକେୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ଗଲେ।

fullscreen5 ଏମାନେ ସମସ୍ତେ ଆଗେ ଯାଇ ତ୍ରୋଯା ନଗର ରେ ଆମ୍ଭମାନଙ୍କୁ ଅପେକ୍ଷା କଲେ।

fullscreen6 ଖମୀରବିହୀନ ରୋଟୀର ପର୍ବ ପରେ ଆମ୍ଭେ ଫିଲିପ୍ପୀ ନଗରରୁ ଜଳପଥରେ ସମାନଙ୍କେ ପାଖ ରେ ତ୍ରୋଯା ରେ ପହଞ୍ଚିଲୁ। ଆମ୍ଭେ ସଠାେରେ ସାତ ଦିନ ପର୍ୟ୍ଯନ୍ତ ରହିଲୁ।

1 And after the uproar was ceased, Paul called unto him the disciples, and embraced them, and departed for to go into Macedonia.

2 And when he had gone over those parts, and had given them much exhortation, he came into Greece,

3 And there abode three months. And when the Jews laid wait for him, as he was about to sail into Syria, he purposed to return through Macedonia.

4 And there accompanied him into Asia Sopater of Berea; and of the Thessalonians, Aristarchus and Secundus; and Gaius of Derbe, and Timotheus; and of Asia, Tychicus and Trophimus.

5 These going before tarried for us at Troas.

6 And we sailed away from Philippi after the days of unleavened bread, and came unto them to Troas in five days; where we abode seven days.

Acts 20 in Tamil and English

1 ତ୍ତଜେନା ଶାନ୍ତ ହବୋ ପରେ ପାଉଲ ଯୀଶୁଙ୍କର ଶିଷ୍ଯମାନଙ୍କୁ ଡ଼ାକାଇ ପାଠାଇଲେ ଓ ସମାନଙ୍କେୁ ଉତ୍ସାହିତ କଲେ। ତା'ପରେ ସମାନଙ୍କେଠାରୁ ବିଦାୟ ନଇେ ସେ ମାକିଦନିଆକୁ ଯାତ୍ରା କଲେ।
And after the uproar was ceased, Paul called unto him the disciples, and embraced them, and departed for to go into Macedonia.

2 ସହେି ଅଞ୍ଚଳ ଦଇେ ୟିବା ବେଳେ ଯୀଶୁଙ୍କ ଅନୁଗାମୀ ଲୋକମାନଙ୍କୁ ବଳ ପ୍ରଦାନ କରିବା ପାଇଁ ସେ ସମାନଙ୍କେୁ ଉତ୍ସାହଜନକ କଥା କହିଲେ। ତାପରେ ସେ ଗ୍ରୀସ ରେ ପହନ୍ଚିଲେ।
And when he had gone over those parts, and had given them much exhortation, he came into Greece,

3 ସଠାେରେ ସେ ତିନିମାସ ପର୍ୟ୍ଯନ୍ତ ରହିଲେ। ସଠାରୁେ ସୁରିଆକୁ ଜଳଯାତ୍ରା କରିବାପାଇଁ ଚାହିଁଲେ। କିନ୍ତୁ ଯିହୂଦୀମାନେ ତାହାଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କରିବାରୁ ସେ ମାକିଦନୀଆକୁ ଫରେି ୟିବାପାଇଁ ସ୍ଥିର କଲେ।
And there abode three months. And when the Jews laid wait for him, as he was about to sail into Syria, he purposed to return through Macedonia.

4 ତାହାଙ୍କ ସହିତ ବରଯୋ ନଗରର ପୁରଙ୍କ ପୁତ୍ର ସୋପାତ୍ର, ଥସେଲନୀକୀୟର ଆରିସ୍ତାର୍ଖ ଓ ସକେୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ଗଲେ।
And there accompanied him into Asia Sopater of Berea; and of the Thessalonians, Aristarchus and Secundus; and Gaius of Derbe, and Timotheus; and of Asia, Tychicus and Trophimus.

5 ଏମାନେ ସମସ୍ତେ ଆଗେ ଯାଇ ତ୍ରୋଯା ନଗର ରେ ଆମ୍ଭମାନଙ୍କୁ ଅପେକ୍ଷା କଲେ।
These going before tarried for us at Troas.

6 ଖମୀରବିହୀନ ରୋଟୀର ପର୍ବ ପରେ ଆମ୍ଭେ ଫିଲିପ୍ପୀ ନଗରରୁ ଜଳପଥରେ ସମାନଙ୍କେ ପାଖ ରେ ତ୍ରୋଯା ରେ ପହଞ୍ଚିଲୁ। ଆମ୍ଭେ ସଠାେରେ ସାତ ଦିନ ପର୍ୟ୍ଯନ୍ତ ରହିଲୁ।
And we sailed away from Philippi after the days of unleavened bread, and came unto them to Troas in five days; where we abode seven days.