Acts 11
1 ୟିହୂଦା ରେ ପ୍ ରରେିତମାନେ ଓ ଭାଇମାନେ ଶୁଣିବାକୁ ପାଇଲେ ଯେ, ଅଣଯିହୂଦୀ ଲୋକମାନେ ମଧ୍ଯ ପରମେଶ୍ବରଙ୍କ ସୁସମାଚ଼ାର ଗ୍ରହଣ କରିଛନ୍ତି।
2 ତେଣୁ ପିତର ୟିରୂଶାଲମ ରେ ପହଞ୍ଚିବା ପରେ ସୁନ୍ନତ ହାଇେଥିବା ଲୋକମାନେ ତାହାଙ୍କୁ ସମାଲୋଚ଼ନା କଲେ।
3 ସମାନେେ କହିଲେ, ତୁମ୍ଭେ ସୁନ୍ନତ ନ ହାଇେଥିବା ଲୋକଙ୍କ ଘରକୁ ଯାଇଛ ଓ ସମାନଙ୍କେ ସହିତ ଭୋଜନ ମଧ୍ଯ କରିଛ।
4 ତେଣୁ ପିତର ସମାନଙ୍କେୁ ସମସ୍ତ ଘଟଣାମାନ ବୁଝାଇ କହିଲେ,
5 ମୁଁ ଯାଫୋ ନଗର ରେ ପ୍ରାର୍ଥନା କଲା ବେଳେ ଗୋଟିଏ ଦିବ୍ଯଦର୍ଶନ ଦେଖିଲି। ଗୋଟିଏ ଚାଦର ଚ଼ାରିକଣରୁ ଧରାଯାଇ ସ୍ବର୍ଗରୁ ମାେ ଆଡ଼କୁ ଖସିଆସୁଥିବାର ମୁଁ ଦେଖିଲି।
6 ମୁଁ ମନୋୟୋଗ ସହିତ ନିରୀକ୍ଷଣ କରି ଦେଖିଲି ଯେ, ସେଥି ରେ ଚ଼ାରିପାଦ ବିଶିଷ୍ଟ ପଶୁ, ଜଙ୍ଗଲୀ ଜନ୍ତୁ, ସରୀସୃପ, ଓ ଆକାଶର ପକ୍ଷୀସବୁ ଅଛନ୍ତି।
7 ତା'ପରେ ମୁଁ ଗୋଟିଏ ସ୍ବର ଶୁଣିଲି, 'ପିତର ଉଠ। ଏମାନଙ୍କ ଭିତରୁ କୌଣସିଟିକୁ ମାରି ଖାଅ।'
8 କିନ୍ତୁ ମୁଁ କହିଲି, 'ପ୍ରଭୁ, ମୁଁ ଏହା କଦାପି କରିବି ନାହିଁ, କାରଣ ମୁଁ କବେେ ଅପବିତ୍ର ଓ ଅପରିଷ୍କାର ଖାଦ୍ୟ ଖାଇନାହିଁ।'
9 ଏହି ସ୍ବର ମୁଁ ସ୍ବର୍ଗରୁ ଦ୍ବିତୀୟ ଥର ପୁଣି ଶୁଣିଲି, 'ପରମେଶ୍ବର ଯାହା ସବୁ ପବିତ୍ର କରିଛନ୍ତି, ତାହା ତୁମ୍ଭର ଅପବିତ୍ର ବୋଲି କହିବା ଉଚିତ ନୁହେଁ।'
10 ଏହିପରି ତିନିଥର ହବୋପରେ, ଏହା ସବୁ ସ୍ବର୍ଗକୁ ଉଠାଇ ନିଆଗଲା।
11 ଠିକ୍ ସହେି ସମୟରେ ତିନିଜଣ ମଣିଷ ଆମ୍ଭେ ରହୁଥିବା ଘରକୁ ଆସିଲେ। ସମାନଙ୍କେୁ କାଇସରୀଆରୁ ମାେ ପାଖକୁ ପଠାଯାଇଥିଲା।
12 ମାେତେ ସମାନଙ୍କେ ସହିତ ବିନା ସଙ୍କୋଚ଼ ରେ ୟିବାପାଇଁ ପବିତ୍ର ଆତ୍ମା ନିର୍ଦ୍ଦେଶ ଦେଲେ। ମାେ ସାଙ୍ଗ ରେ ଏଠା ରେ ଥିବା ଏହି ଛଅଜଣ ବିଶ୍ବାସୀ ଭାଇ ମଧ୍ଯ ଆସିଥିଲେ। ଆମ୍ଭମାନେେ କର୍ଣ୍ଣୀଲିୟଙ୍କ ଘରକୁ ଗଲୁ।
13 କର୍ଣ୍ଣୀଲିୟ କିପରି ତାହାଙ୍କ ଘ ରେ ଜଣେ ସ୍ବର୍ଗଦୂତଙ୍କୁ ଦେଖିଲେ, ସହେିସବୁ ଆମ୍ଭକୁ କହିଲେ। ଏହି ଦୂତ ତାହାଙ୍କୁ କହିଲେ, 'ଯାଫୋ ନଗରକୁ ଲୋକ ପଠାଇ ପିତର ନାମ ରେ ପରିଚ଼ିତ ଶିମାନଙ୍କେୁ ଆଣ।
14 ସେ ତୁମ୍ଭକୁ ଓ ତୁମ୍ଭ ଘ ରେ ରହୁଥିବା ଲୋକମାନଙ୍କୁ ବାକ୍ଯ କହିବେ, ଯାହା ଦ୍ବାରା ତୁମ୍ଭେ ସମସ୍ତେ ରକ୍ଷା ପାଇବ।'
15 ମୁଁ କହିବାକୁ ଆରମ୍ଭ କଲା ମାତ୍ ରେ, ପବିତ୍ର ଆତ୍ମା ସମାନଙ୍କେ ଉପରେ ଓହ୍ଲାଇ ଆସିଲେ, ଯେପରି ଆମ୍ଭ ଉପରେ ପ୍ରଥମ ରେ ଓହ୍ଲାଇ ଆସିଥିଲେ।
16 ସେତବେେଳେ ମାରେ ପ୍ରଭୁଙ୍କର କଥା ମନେ ପଡ଼ିଲା। ସେ କହିଥିଲେ, 'ଯୋହନ ଲୋକମାନଙ୍କୁ ଜଳ ରେ ବାପ୍ତିସ୍ମ କରାଇଥିଲେ, କିନ୍ତୁ ତୁମ୍ଭମାନେେ ପବିତ୍ର ଆତ୍ମା ରେ ବାପ୍ତିଜିତ ହବେ।'
17 ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରିବାରୁ ପରମେଶ୍ବର ଆମ୍ଭକୁ ଯେପରି ପବିତ୍ର ଆତ୍ମା ଦାନ ଦଇେଥିଲେ, ସହିପରି ଯଦି ସେ ସମାନଙ୍କେୁ ସହେି ସମାନ ଦାନ ଦେଲେ, ତବେେ ମୁଁ ପରମେଶ୍ବରଙ୍କ ମାର୍ଗ ରେ ବାଧା ଦବୋ ପାଇଁ କିଏ?
18 ଯିହୂଦୀୟ ବିଶ୍ବାସୀମାନେ ଏକଥା ଶୁଣି ଆଉ ୟୁକ୍ତିତର୍କ କଲେ ନାହିଁ। ସମାନେେ ପରମେଶ୍ବରଙ୍କର ପ୍ରଶଂସା କଲେ, ପୁଣି କହିଲେ, ଏହାର ଅର୍ଥ ଯେ, ପରମେଶ୍ବର ଆମ୍ଭପରି ଅନ୍ୟ ଜାତିର ଲୋକମାନଙ୍କୁ ମଧ୍ଯ ଅନୁତାପ କରି ପ୍ରକୃତ ଜୀବନର ଅଧିକାରୀ ହବୋ ନିମନ୍ତେ ସୁ ଯୋଗ ଦଇେଛନ୍ତି।
1 And the apostles and brethren that were in Judaea heard that the Gentiles had also received the word of God.
2 And when Peter was come up to Jerusalem, they that were of the circumcision contended with him,
3 Saying, Thou wentest in to men uncircumcised, and didst eat with them.
4 But Peter rehearsed the matter from the beginning, and expounded it by order unto them, saying,
5 I was in the city of Joppa praying: and in a trance I saw a vision, A certain vessel descend, as it had been a great sheet, let down from heaven by four corners; and it came even to me:
6 Upon the which when I had fastened mine eyes, I considered, and saw fourfooted beasts of the earth, and wild beasts, and creeping things, and fowls of the air.
7 And I heard a voice saying unto me, Arise, Peter; slay and eat.
8 But I said, Not so, Lord: for nothing common or unclean hath at any time entered into my mouth.
9 But the voice answered me again from heaven, What God hath cleansed, that call not thou common.
10 And this was done three times: and all were drawn up again into heaven.
11 And, behold, immediately there were three men already come unto the house where I was, sent from Caesarea unto me.
12 And the Spirit bade me go with them, nothing doubting. Moreover these six brethren accompanied me, and we entered into the man’s house:
13 And he shewed us how he had seen an angel in his house, which stood and said unto him, Send men to Joppa, and call for Simon, whose surname is Peter;
14 Who shall tell thee words, whereby thou and all thy house shall be saved.
15 And as I began to speak, the Holy Ghost fell on them, as on us at the beginning.
16 Then remembered I the word of the Lord, how that he said, John indeed baptized with water; but ye shall be baptized with the Holy Ghost.
17 Forasmuch then as God gave them the like gift as he did unto us, who believed on the Lord Jesus Christ; what was I, that I could withstand God?
18 When they heard these things, they held their peace, and glorified God, saying, Then hath God also to the Gentiles granted repentance unto life.
Acts 11 in Tamil and English
1 ୟିହୂଦା ରେ ପ୍ ରରେିତମାନେ ଓ ଭାଇମାନେ ଶୁଣିବାକୁ ପାଇଲେ ଯେ, ଅଣଯିହୂଦୀ ଲୋକମାନେ ମଧ୍ଯ ପରମେଶ୍ବରଙ୍କ ସୁସମାଚ଼ାର ଗ୍ରହଣ କରିଛନ୍ତି।
And the apostles and brethren that were in Judaea heard that the Gentiles had also received the word of God.
2 ତେଣୁ ପିତର ୟିରୂଶାଲମ ରେ ପହଞ୍ଚିବା ପରେ ସୁନ୍ନତ ହାଇେଥିବା ଲୋକମାନେ ତାହାଙ୍କୁ ସମାଲୋଚ଼ନା କଲେ।
And when Peter was come up to Jerusalem, they that were of the circumcision contended with him,
3 ସମାନେେ କହିଲେ, ତୁମ୍ଭେ ସୁନ୍ନତ ନ ହାଇେଥିବା ଲୋକଙ୍କ ଘରକୁ ଯାଇଛ ଓ ସମାନଙ୍କେ ସହିତ ଭୋଜନ ମଧ୍ଯ କରିଛ।
Saying, Thou wentest in to men uncircumcised, and didst eat with them.
4 ତେଣୁ ପିତର ସମାନଙ୍କେୁ ସମସ୍ତ ଘଟଣାମାନ ବୁଝାଇ କହିଲେ,
But Peter rehearsed the matter from the beginning, and expounded it by order unto them, saying,
5 ମୁଁ ଯାଫୋ ନଗର ରେ ପ୍ରାର୍ଥନା କଲା ବେଳେ ଗୋଟିଏ ଦିବ୍ଯଦର୍ଶନ ଦେଖିଲି। ଗୋଟିଏ ଚାଦର ଚ଼ାରିକଣରୁ ଧରାଯାଇ ସ୍ବର୍ଗରୁ ମାେ ଆଡ଼କୁ ଖସିଆସୁଥିବାର ମୁଁ ଦେଖିଲି।
I was in the city of Joppa praying: and in a trance I saw a vision, A certain vessel descend, as it had been a great sheet, let down from heaven by four corners; and it came even to me:
6 ମୁଁ ମନୋୟୋଗ ସହିତ ନିରୀକ୍ଷଣ କରି ଦେଖିଲି ଯେ, ସେଥି ରେ ଚ଼ାରିପାଦ ବିଶିଷ୍ଟ ପଶୁ, ଜଙ୍ଗଲୀ ଜନ୍ତୁ, ସରୀସୃପ, ଓ ଆକାଶର ପକ୍ଷୀସବୁ ଅଛନ୍ତି।
Upon the which when I had fastened mine eyes, I considered, and saw fourfooted beasts of the earth, and wild beasts, and creeping things, and fowls of the air.
7 ତା'ପରେ ମୁଁ ଗୋଟିଏ ସ୍ବର ଶୁଣିଲି, 'ପିତର ଉଠ। ଏମାନଙ୍କ ଭିତରୁ କୌଣସିଟିକୁ ମାରି ଖାଅ।'
And I heard a voice saying unto me, Arise, Peter; slay and eat.
8 କିନ୍ତୁ ମୁଁ କହିଲି, 'ପ୍ରଭୁ, ମୁଁ ଏହା କଦାପି କରିବି ନାହିଁ, କାରଣ ମୁଁ କବେେ ଅପବିତ୍ର ଓ ଅପରିଷ୍କାର ଖାଦ୍ୟ ଖାଇନାହିଁ।'
But I said, Not so, Lord: for nothing common or unclean hath at any time entered into my mouth.
9 ଏହି ସ୍ବର ମୁଁ ସ୍ବର୍ଗରୁ ଦ୍ବିତୀୟ ଥର ପୁଣି ଶୁଣିଲି, 'ପରମେଶ୍ବର ଯାହା ସବୁ ପବିତ୍ର କରିଛନ୍ତି, ତାହା ତୁମ୍ଭର ଅପବିତ୍ର ବୋଲି କହିବା ଉଚିତ ନୁହେଁ।'
But the voice answered me again from heaven, What God hath cleansed, that call not thou common.
10 ଏହିପରି ତିନିଥର ହବୋପରେ, ଏହା ସବୁ ସ୍ବର୍ଗକୁ ଉଠାଇ ନିଆଗଲା।
And this was done three times: and all were drawn up again into heaven.
11 ଠିକ୍ ସହେି ସମୟରେ ତିନିଜଣ ମଣିଷ ଆମ୍ଭେ ରହୁଥିବା ଘରକୁ ଆସିଲେ। ସମାନଙ୍କେୁ କାଇସରୀଆରୁ ମାେ ପାଖକୁ ପଠାଯାଇଥିଲା।
And, behold, immediately there were three men already come unto the house where I was, sent from Caesarea unto me.
12 ମାେତେ ସମାନଙ୍କେ ସହିତ ବିନା ସଙ୍କୋଚ଼ ରେ ୟିବାପାଇଁ ପବିତ୍ର ଆତ୍ମା ନିର୍ଦ୍ଦେଶ ଦେଲେ। ମାେ ସାଙ୍ଗ ରେ ଏଠା ରେ ଥିବା ଏହି ଛଅଜଣ ବିଶ୍ବାସୀ ଭାଇ ମଧ୍ଯ ଆସିଥିଲେ। ଆମ୍ଭମାନେେ କର୍ଣ୍ଣୀଲିୟଙ୍କ ଘରକୁ ଗଲୁ।
And the Spirit bade me go with them, nothing doubting. Moreover these six brethren accompanied me, and we entered into the man’s house:
13 କର୍ଣ୍ଣୀଲିୟ କିପରି ତାହାଙ୍କ ଘ ରେ ଜଣେ ସ୍ବର୍ଗଦୂତଙ୍କୁ ଦେଖିଲେ, ସହେିସବୁ ଆମ୍ଭକୁ କହିଲେ। ଏହି ଦୂତ ତାହାଙ୍କୁ କହିଲେ, 'ଯାଫୋ ନଗରକୁ ଲୋକ ପଠାଇ ପିତର ନାମ ରେ ପରିଚ଼ିତ ଶିମାନଙ୍କେୁ ଆଣ।
And he shewed us how he had seen an angel in his house, which stood and said unto him, Send men to Joppa, and call for Simon, whose surname is Peter;
14 ସେ ତୁମ୍ଭକୁ ଓ ତୁମ୍ଭ ଘ ରେ ରହୁଥିବା ଲୋକମାନଙ୍କୁ ବାକ୍ଯ କହିବେ, ଯାହା ଦ୍ବାରା ତୁମ୍ଭେ ସମସ୍ତେ ରକ୍ଷା ପାଇବ।'
Who shall tell thee words, whereby thou and all thy house shall be saved.
15 ମୁଁ କହିବାକୁ ଆରମ୍ଭ କଲା ମାତ୍ ରେ, ପବିତ୍ର ଆତ୍ମା ସମାନଙ୍କେ ଉପରେ ଓହ୍ଲାଇ ଆସିଲେ, ଯେପରି ଆମ୍ଭ ଉପରେ ପ୍ରଥମ ରେ ଓହ୍ଲାଇ ଆସିଥିଲେ।
And as I began to speak, the Holy Ghost fell on them, as on us at the beginning.
16 ସେତବେେଳେ ମାରେ ପ୍ରଭୁଙ୍କର କଥା ମନେ ପଡ଼ିଲା। ସେ କହିଥିଲେ, 'ଯୋହନ ଲୋକମାନଙ୍କୁ ଜଳ ରେ ବାପ୍ତିସ୍ମ କରାଇଥିଲେ, କିନ୍ତୁ ତୁମ୍ଭମାନେେ ପବିତ୍ର ଆତ୍ମା ରେ ବାପ୍ତିଜିତ ହବେ।'
Then remembered I the word of the Lord, how that he said, John indeed baptized with water; but ye shall be baptized with the Holy Ghost.
17 ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରିବାରୁ ପରମେଶ୍ବର ଆମ୍ଭକୁ ଯେପରି ପବିତ୍ର ଆତ୍ମା ଦାନ ଦଇେଥିଲେ, ସହିପରି ଯଦି ସେ ସମାନଙ୍କେୁ ସହେି ସମାନ ଦାନ ଦେଲେ, ତବେେ ମୁଁ ପରମେଶ୍ବରଙ୍କ ମାର୍ଗ ରେ ବାଧା ଦବୋ ପାଇଁ କିଏ?
Forasmuch then as God gave them the like gift as he did unto us, who believed on the Lord Jesus Christ; what was I, that I could withstand God?
18 ଯିହୂଦୀୟ ବିଶ୍ବାସୀମାନେ ଏକଥା ଶୁଣି ଆଉ ୟୁକ୍ତିତର୍କ କଲେ ନାହିଁ। ସମାନେେ ପରମେଶ୍ବରଙ୍କର ପ୍ରଶଂସା କଲେ, ପୁଣି କହିଲେ, ଏହାର ଅର୍ଥ ଯେ, ପରମେଶ୍ବର ଆମ୍ଭପରି ଅନ୍ୟ ଜାତିର ଲୋକମାନଙ୍କୁ ମଧ୍ଯ ଅନୁତାପ କରି ପ୍ରକୃତ ଜୀବନର ଅଧିକାରୀ ହବୋ ନିମନ୍ତେ ସୁ ଯୋଗ ଦଇେଛନ୍ତି।
When they heard these things, they held their peace, and glorified God, saying, Then hath God also to the Gentiles granted repentance unto life.