Proverbs 17:7
ଜଣେ ନିର୍ବୋଧ ବେଶୀ କଥା କହିବା ଉଚିତ୍ ନୁହେଁ। ସହେିପରି ଜଣେ ଶାସକ ମିଛଗୁଡ଼ିକ କହିବା ଉଚିତ୍ ନୁହେଁ।
Proverbs 17:7 in Other Translations
King James Version (KJV)
Excellent speech becometh not a fool: much less do lying lips a prince.
American Standard Version (ASV)
Excellent speech becometh not a fool; Much less do lying lips a prince.
Bible in Basic English (BBE)
Fair words are not to be looked for from a foolish man, much less are false lips in a ruler.
Darby English Bible (DBY)
Excellent speech becometh not a vile [man]; how much less do lying lips a noble!
World English Bible (WEB)
Arrogant speech isn't fitting for a fool, Much less do lying lips fit a prince.
Young's Literal Translation (YLT)
Not comely for a fool is a lip of excellency, Much less for a noble a lip of falsehood.
| Excellent | לֹא | lōʾ | loh |
| speech | נָאוָ֣ה | nāʾwâ | na-VA |
| becometh | לְנָבָ֣ל | lĕnābāl | leh-na-VAHL |
| not | שְׂפַת | śĕpat | seh-FAHT |
| a fool: | יֶ֑תֶר | yeter | YEH-ter |
| less much | אַ֝֗ף | ʾap | af |
| כִּֽי | kî | kee | |
| do lying | לְנָדִ֥יב | lĕnādîb | leh-na-DEEV |
| lips | שְׂפַת | śĕpat | seh-FAHT |
| a prince. | שָֽׁקֶר׃ | šāqer | SHA-ker |
Cross Reference
2 Samuel 23:3
ଇଶ୍ରାୟେଲର ପରମେଶ୍ବର କହିଲେ, ଇଶ୍ରାୟେଲର ଶୈଳ ମାେତେ କହିଲେ, ଯେଉଁ ବ୍ଯକ୍ତି ନ୍ଯାଯ ଭାବରେ ଲୋକମାନଙ୍କୁ ଶାସନ କରେ, ୟିଏ ସଦାପ୍ରଭୁଙ୍କ ଭୟ ରେ ଓ ଭକ୍ତି ରେ ଶାସନ କରେ।
Job 34:12
ଏହାହିଁ ସତ୍ଯ ଅଟେ। ପରମେଶ୍ବର କୁକର୍ମ କରନ୍ତି ନାହିଁ। ସର୍ବଶକ୍ତିମାନ ପରମେଶ୍ବର ନ୍ଯାଯ ଭ୍ରଷ୍ଟ କରନ୍ତି ନାହିଁ।
Psalm 50:16
ପରମେଶ୍ବର ଦୁଷ୍ଟ ଲୋକମାନଙ୍କୁ କହନ୍ତି, ତୁମ୍ଭେ ମାରେ ନିଯମ ଓ ବ୍ଯବସ୍ଥା ବିଷଯରେ ଆଲୋଚନା କରିବା ଠିକ୍ ନୁହେଁ।
Psalm 101:3
ମୁଁ ମାରେ ସମ୍ମୁଖରେ କୌଣସି ମୂଲ୍ଯହୀନ ମୂର୍ତ୍ତି ସ୍ଥାପନ କରିବି ନାହିଁ। ମୁଁ ଦୁଷ୍ଟମାନଙ୍କ କର୍ମକୁ ଘୃଣା କରେ।
Proverbs 12:19
ମିଥ୍ଯାବାଦୀର କଥା କବଳେ ଅଳ୍ପକ୍ଷଣ ନିମନ୍ତେ ତିଷ୍ଠେ, କିନ୍ତୁ ସତ୍ଯତାପୂର୍ଣ୍ଣ ଶବ୍ଦଗୁଡ଼ିକ ଚିରଦିନ ରହେ।
Proverbs 16:10
ଯେତବେେଳେ ରାଜା ଯାହା କହନ୍ତି ତାହା ନିଯମ ହାଇୟୋଏ। ତେଣୁ ତା'ର ବିଚାର ସ୍ବଚ୍ଛ ହବୋ ଉଚିତ୍।
Proverbs 26:7
ଲେଙ୍ଗଡ଼ୋର ଚରଣ ଯେପରି ଅଦରକାରୀ ଭାବେ ଝୁଲୁଥାଏ, ଅଜ୍ଞାନର ମୁଖ ରେ ହିତାପଦେେଶ ବାକ୍ଯ ଠିକ୍ ସହେିପରି।
Proverbs 29:12
ଶାସନକର୍ତ୍ତା ଯଦି ମିଥ୍ଯାକୁ ଶୁଣନ୍ତି, ତବେେ ତାଙ୍କର ସମସ୍ତ ଅଧିକାରୀ ଦୁର୍ନୀତିଗ୍ରସ୍ତ ହବେେ।
Matthew 7:5
ରେ କପଟୀ, ଆଗ ନିଜ ଆଖିରୁ କାଠଗୁଣ୍ଡଟି ବାହାର କର। ତା' ହେଲେ ତୁମ୍ଭେ ନିଜେ ଠିକ୍ ଭାବରେ ଦେଖି ପାରିବ ଓ ତାପରେ ତୁମ୍ଭେ ତୁମ୍ଭ ଭାଇର ଆଖିରୁ କାଠଗୁଣ୍ଡଟି କାଢି ଆଣି ପାରିବ।