Ezekiel 37:7 in Oriya

Oriya Oriya Bible Ezekiel Ezekiel 37 Ezekiel 37:7

Ezekiel 37:7
ମାେତେ ଯେପରି ଆଜ୍ଞା ହାଇେଥିଲା, ତଦନୁସା ରେ ମୁଁ ଭବିଷ୍ଯଦବାଣୀ କଲି, ଯେତବେେଳେ ମୁଁ ଭବିଷ୍ଯଦବାଣୀ କରୁଥିଲି ଏକ ଶବ୍ଦ ଶୁଣାଗଲା ଓ ଭୂମିକମ୍ପ ହେଲା। ଆଉ ଅସ୍ଥିସକଳ ପରସ୍ପର ଯୋଡ଼ି ହାଇଗେଲେ।

Ezekiel 37:6Ezekiel 37Ezekiel 37:8

Ezekiel 37:7 in Other Translations

King James Version (KJV)
So I prophesied as I was commanded: and as I prophesied, there was a noise, and behold a shaking, and the bones came together, bone to his bone.

American Standard Version (ASV)
So I prophesied as I was commanded: and as I prophesied, there was a noise, and, behold, an earthquake; and the bones came together, bone to its bone.

Bible in Basic English (BBE)
So I gave the word as I was ordered: and at my words there was a shaking of the earth, and the bones came together, bone to bone.

Darby English Bible (DBY)
And I prophesied as I was commanded; and as I prophesied, there was a noise, and behold a rustling, and the bones came together, bone to its bone.

World English Bible (WEB)
So I prophesied as I was commanded: and as I prophesied, there was a noise, and, behold, an earthquake; and the bones came together, bone to its bone.

Young's Literal Translation (YLT)
And I have prophesied as I have been commanded, and there is a noise, as I am prophesying, and lo, a rushing, and draw near do the bones, bone unto its bone.

So
I
prophesied
וְנִבֵּ֖אתִיwĕnibbēʾtîveh-nee-BAY-tee
as
כַּאֲשֶׁ֣רkaʾăšerka-uh-SHER
I
was
commanded:
צֻוֵּ֑יתִיṣuwwêtîtsoo-WAY-tee
prophesied,
I
as
and
וַֽיְהִיwayhîVA-hee
there
was
ק֤וֹלqôlkole
noise,
a
כְּהִנָּֽבְאִי֙kĕhinnābĕʾiykeh-hee-na-veh-EE
and
behold
וְהִנֵּהwĕhinnēveh-hee-NAY
a
shaking,
רַ֔עַשׁraʿašRA-ash
bones
the
and
וַתִּקְרְב֣וּwattiqrĕbûva-teek-reh-VOO
came
together,
עֲצָמ֔וֹתʿăṣāmôtuh-tsa-MOTE
bone
עֶ֖צֶםʿeṣemEH-tsem
to
אֶלʾelel
his
bone.
עַצְמֽוֹ׃ʿaṣmôats-MOH

Cross Reference

1 Kings 19:11
ତା'ପରେ ସଦାପ୍ରଭୁ ଏଲିଯକୁ କହିଲେ, ୟାଅ, ପର୍ବତ ଉପରେ ମାେ ସମ୍ମୁଖ ରେ ଛିଡା ହୁଅ। ମୁଁ ତୁମ୍ଭ ପାଖ ଦଇେ ଅତିକ୍ରମ କରିବି। ତା'ପରେ ପ୍ରବଳ ଓ ପ୍ରଚଣ୍ତ ବାଯୁ ସଦାପ୍ରଭୁଙ୍କ ସମ୍ମୁଖ ରେ ପର୍ବତଗଣଙ୍କୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ତ ବିଖଣ୍ତିତ ହେଲା। ମାତ୍ର ସଦାପ୍ରଭୁ ସହେି ବାଯୁ ରେ ନଥିଲେ। ପୁଣି ପ୍ରବଳ ପବନ ପରେ ଭୂମିକମ୍ପ ହେଲା, ମାତ୍ର ସଦାପ୍ରଭୁ ସହେି ଭୂମିକମ୍ପରେ ନଥିଲେ।

Acts 4:19
କିନ୍ତୁ ଯୋହନ ଓ ପିତର ସମାନଙ୍କେୁ ଉତ୍ତର ଦେଲେ, ପରମେଶ୍ବରଙ୍କ ଆଜ୍ଞା ଅପେକ୍ଷା ତୁମ୍ଭମାନଙ୍କର ଆଜ୍ଞା ପାଳନ କରିବା ଆମ୍ଭର ଉଚିତ କି ନାହିଁ, ତାହା ତୁମ୍ଭମାନେେ ବିଚାର କର। ଆମ୍ଭେ ଯାହା ଦେଖିଛୁ ଓ ଯାହା ଶୁଣିଛୁ ତାହା ଲୋକମାନଙ୍କୁ ନକହି ରହିପାରିବୁ ନାହିଁ।

Acts 5:20
ତୁମ୍ଭମାନେେ ମନ୍ଦିରକୁ ଯାଇ, ଠିଆ ହୁଅ ଓ ଲୋକମାନଙ୍କୁ ପ୍ରଭୁ ଯୀଶୁଙ୍କ ଦତ୍ତ ଏହି ନୂତନ ଜୀବନ ବିଷୟ ରେ କୁହ।

Jeremiah 13:5
ତେଣୁ ସଦାପ୍ରଭୁଙ୍କ କହିବାନୁସା ରେ ମୁଁ ଫରାତ୍ ନଦୀ ନିକଟରେ ତାହା ଲୁଚାଇ ରଖିଲି।

Jeremiah 26:8
ଆଉ ଯିରିମିୟ ସମସ୍ତ ଲୋକଙ୍କ ନିକଟରେ ସଦାପ୍ରଭୁଙ୍କର ଆଜ୍ଞାସବୁ କହିବା ସମାପ୍ତ କଲାପ ରେ ଯାଜକମାନେ, ଭବିଷ୍ଯଦବକ୍ତାମାନେ ଓ ଲୋକମାନେ ଯିରିମିୟଙ୍କୁ ଧରି କହିଲେ, ତୁମ୍ଭେ ନିଶ୍ଚଯ କରିବ।

Acts 2:2
ସେତବେେଳେ ହଠାତ୍ ଆକାଶରୁ ଗୋଟିଏ ଶବ୍ଦ ଶୁଣାଗଲା। ଏହି ଶବ୍ଦ ଗୋଟିଏ ଭୀଷଣ ଝଡ଼ ବହିବା ପରି ଥିଲା। ଶବ୍ଦଟି ସମାନେେ ଯେଉଁ ଘର ଭିତ ରେ ବସିଥିଲେ, ସହେି ଘରର ଚ଼ାରିଆଡ଼େ ବ୍ଯାପି ଗଲା।

Acts 2:37
ଲୋକମାନେ ଏପ୍ରକାର କଥା ଶୁଣି ବହୁତ ଦୁଃଖିତ ହେଲେ। ସମାନେେ ପିତର ଓ ଅନ୍ୟ ପ୍ ରରେିତମାନଙ୍କୁ ପଚାରିଲେ, ଭାଇମାନେ, ଆମ୍ଭେ କ'ଣ କରିବା?

Acts 16:26
ହଠାତ୍ ଖୁବ୍ ଜାରେ ରେ ଭୂମିକମ୍ପ ହେଲା। ଏହାଦ୍ବାରା କାରାଗାରର ମୂଳଦୁଆ ଟଳମଳ ହେଲା। ଦେଖୁ ଦେଖୁ ସବୁ ଦ୍ବାର ଖାଲିଗେଲା ଓ ସମସ୍ତ ବନ୍ଦୀଙ୍କର ଶିକୁଳି ଖାଲିଗେଲା।