Base Word
צָוָה
Short Definition(intensively) to constitute, enjoin
Long Definitionto command, charge, give orders, lay charge, give charge to, order
Derivationa primitive root
International Phonetic Alphabett͡sˤɔːˈwɔː
IPA modt͡sɑːˈvɑː
Syllableṣāwâ
Dictiontsaw-WAW
Diction Modtsa-VA
Usageappoint, (for-)bid, (give a) charge, (give a, give in, send with) command(-er, -ment), send a messenger, put, (set) in order
Part of speechv

Genesis 2:16
ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ ଏହି ନିର୍ଦ୍ଦେଶ ଦେଲେ ଏବଂ କହିଲେ, ତୁମ୍ଭେ ଉଦ୍ୟାନର ଯେ କୌଣସି ଗଛର ଫଳ ଖାଇପାରିବ।

Genesis 3:11
ସଦାପ୍ରଭୁ ପରମେଶ୍ବର ଆଦମକୁ କହିଲେ, ତୁମ୍ଭକୁ କିଏ କହିଲା ଯେ, ତୁମ୍ଭେ ଉଲଗ୍ନ? ତୁମ୍ଭେ କଣ ଉଦ୍ୟାନର ସହେି ବୃକ୍ଷର ଫଳ ଖାଇଲ, ଯାହା ଖାଇବା ପାଇଁ ମୁଁ ମନା କରିଥିଲି!

Genesis 3:17
ଏହାପର ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ କହିଲେ, ମୁଁ ତୁମ୍ଭକୁ ସହେି ବୃକ୍ଷର ଫଳ ନ ଖାଇବା ପାଇଁ ନିର୍ଦ୍ଦେଶ ଦଇେଥିଲି କିନ୍ତୁ ତୁମ୍ଭେ ତୁମ୍ଭର ସ୍ତ୍ରୀଙ୍କ କଥା ଶୁଣିଲ ଏବଂ ସହେି ଫଳ ଖାଇଲ। ତେଣୁ ତୁମ୍ଭ ଯୋଗୁଁ ଭୂମି ଶାପଗ୍ରସ୍ଥ ହେଲା, ତୁମ୍ଭେ ତୁମ୍ଭର ୟାବଜ୍ଜୀବନ କ୍ଲେଶ ରେ ତହିଁରୁ ଭକ୍ଷ କରିବ।

Genesis 6:22
ତହିଁରେ ନୋହ ସହେିପରି କଲେ। ନୋହ ପରମେଶ୍ବରଙ୍କ ଆଜ୍ଞା ପାଳନ କଲେ।

Genesis 7:5
ନୋହ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ସମସ୍ତ କାର୍ୟ୍ଯ କଲେ।

Genesis 7:9
ସମାନେେ ଯୋଡ଼ି ୟୋଡ଼ି କରି ପୁରୁଷ ଓ ସ୍ତ୍ରୀ ଠିକ୍ ପରମେଶ୍ବରଙ୍କ ଆଜ୍ଞାନୁସା ରେ ନୋହଙ୍କ ନିକଟକୁ ୟାଇ ଜାହାଜ ରେ ପ୍ରବେଶ କଲେ।

Genesis 7:16
ପରମେଶ୍ବରଙ୍କର ଆଜ୍ଞାନୁସା ରେ ଏକ ପୁରୁଷ ଏବଂ ଏକ ସ୍ତ୍ରୀ ପ୍ରେତ୍ୟକକ ପ୍ରକାରର ଜାହାଜ ମଧ୍ଯକୁ ପ୍ରବେଶ କଲେ, ଏହାପରେ ସଦାପ୍ରଭୁ ଜାହାଜର ଦ୍ବାରା ବନ୍ଦ କରି ଦେଲେ।

Genesis 12:20
ଫାରୋ ତାଙ୍କର ଲୋକମାନଙ୍କୁ ମିଶରରୁ ତଡ଼ି ଦବୋ ପାଇଁ ଅବ୍ରାମଙ୍କୁ ନିର୍ଦ୍ଦେଶ ଦେଲେ। ତେଣୁ ଅବ୍ରାମ ଓ ତାଙ୍କର ସ୍ତ୍ରୀ ଏବଂ ସମସ୍ତ ଦ୍ରବ୍ଯ ଧରି ସହେି ସ୍ଥାନ ପରିତ୍ଯାଗ କଲେ।

Genesis 18:19
ମୁଁ ତାଙ୍କୁ ମନୋନୀତ କରିଛି। ମୁଁ ଏପରି କଲି, ସେଥିପାଇଁ ସେ ତାଙ୍କର ପିଲାମାନଙ୍କୁ ଓ ବଂଶଧରଙ୍କୁ ନିର୍ଦ୍ଦେଶ ଦବେେ, ଯେଉଁପରି ଭାବରେ ମୁଁ ସମାନଙ୍କେୁ ଜୀବନଧାରଣ କରିବାକୁ ଏବଂ ଯାହା ନ୍ଯାଯ ଓ ଯଥାର୍ଥ ତାହା କରିବାକୁ ଚା ହେଁ। ତା'ପରେ ମୁଁ ସଦାପ୍ରଭୁ, ଯାହା ମୁଁ ପ୍ରତିଜ୍ଞା କଲି ତାହା ମୁଁ କରିବି।

Genesis 21:4
ଅବ୍ରହାମ ପରମେଶ୍ବରଙ୍କ ନିର୍ଦ୍ଦେଶ ଅନୁସାରେ ଇସ୍ହାକକୁ ଠିକ୍ ଆଠଦିନପରେ ସୁନ୍ନତ କଲେ।

Occurences : 494

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்