2 Timothy 2:6
ଜଣେ ଚାଷୀ ନିଜର କଠିନ ପରିଶ୍ରମ କରି ଯେଉଁ ଶସ୍ଯ ଉତ୍ପାଦନ କରିଛି, ସେ ପ୍ରଥମ ରେ ସହେି ଉତ୍ପାଦନରୁ ଖାଦ୍ୟ ପାଇବା ଉଚିତ।
2 Timothy 2:6 in Other Translations
King James Version (KJV)
The husbandman that laboureth must be first partaker of the fruits.
American Standard Version (ASV)
The husbandmen that laboreth must be the first to partake of the fruits.
Bible in Basic English (BBE)
It is right for the worker in the fields to be the first to take of the fruit.
Darby English Bible (DBY)
The husbandman must labour before partaking of the fruits.
World English Bible (WEB)
The farmers who labor must be the first to get a share of the crops.
Young's Literal Translation (YLT)
the labouring husbandman it behoveth first of the fruits to partake;
| The husbandman | τὸν | ton | tone |
| κοπιῶντα | kopiōnta | koh-pee-ONE-ta | |
| that laboureth | γεωργὸν | geōrgon | gay-ore-GONE |
| must | δεῖ | dei | thee |
| first be | πρῶτον | prōton | PROH-tone |
| partaker | τῶν | tōn | tone |
| of the | καρπῶν | karpōn | kahr-PONE |
| fruits. | μεταλαμβάνειν | metalambanein | may-ta-lahm-VA-neen |
Cross Reference
Hebrews 10:36
ତୁମ୍ଭମାନେେ ର୍ଧୈୟ୍ଯବାନ ହବୋ ଦରକାର। ପରମେଶ୍ବର ଯାହା ଇଚ୍ଛା କରନ୍ତି, ସହେି ସବୁ କାମ କରି ସାରିଲା ପରେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ସେ ସବୁ ତୁମ୍ଭମାନେେ ପାଇବ।
1 Corinthians 9:23
ଏହା ସବୁ ମୁଁ ସୁସମାଚାର ପାଇଁ କରୁଛି, ସୁସମାଚାର ଆଶୀର୍ବାଦ ରେ ମାରେ ମଧ୍ଯ କିଛି ଅଂଶ ରହିବ।
1 Corinthians 9:7
ସନୋବାହିନୀ ରେ କୌଣସି ସୈନିକ କ'ଣ ନିଜ ଖର୍ଚ୍ଚ ରେ ୟୁଦ୍ଧ କରେ ? କୌଣସି ଲୋକ କ'ଣ ଅଙ୍ଗୁର ବଗିଚା ଲଗାଏ ଓ ନିଜେ ଏହାର ଫଳ ଖାଏ ନାହିଁ। ଏପରି କେଉଁ ଲୋକ ଅଛି, ଯେ ମଷେପାଳନ କରି ନିଜ ପାଇଁ ମଷଦେୁଧ ନିଏ ନାହିଁ ?
1 Corinthians 3:6
ମୁଁ ଗଛଟିଏ ଲଗାଇଲି। ଆପଲ୍ଲ ଗଛ ରେ ପାଣି ଦେଲେ, କିନ୍ତୁ ପରମେଶ୍ବର ତା'କୁ ବଢ଼ିବା ରେ ସାହାୟ୍ଯ କଲେ।
John 4:35
ତୁମ୍ଭମାନେେ ଯେତବେେଳେ କିଛି ରୋପଣ କର ସେତବେେଳେ ତୁମ୍ଭେ ସର୍ବଦା କୁହ, 'ଶସ୍ଯ କଟା ହବୋ ପାଇଁ ଆହୁରି ଚାରି ମାସ ବାକି ଅଛି।' କିନ୍ତୁ ମୁଁ ତୁମ୍ଭକୁ କହୁଛି, ତୁମ୍ଭମାନଙ୍କର ଆଖି ଖୋଲ। ଲୋକମାନଙ୍କୁ ଦେଖ। ସମାନେେ ଅମଳ ପାଇଁ ପ୍ରସ୍ତୁତ କ୍ଷେତ୍ରତୁଲ୍ଯ ଅଟନ୍ତି।
Luke 10:2
ଯୀଶୁ ସମାନଙ୍କେୁ କହିଲେ, ଅମଳ ହବୋକୁ ପ୍ରଚୁର ଫସଲ ପଡି ରହିଛି। କିନ୍ତୁ ମୂଲିଆ ଖୁବ କମ୍। ତେଣୁ ଫସଲର ମାଲିକଙ୍କୁ ପ୍ରାର୍ଥନା କର ଯେ, ସେ ଯେପରି ତାହାଙ୍କର ଫସଲ କାଟିବା ପାଇଁ କାମ କରିବାକୁ ଅଧିକ ମୂଲିଆ ପଠାଇବେ।
Matthew 21:33
ଆଉ ଗୋଟିଏ କାହାଣୀ ଶୁଣ। ଜଣେ ଜମିମାଲିକ ଥିଲେ। ତାହାଙ୍କ ଜମି ରେ ସେ ଦ୍ରାକ୍ଷା ଲଗାଇଲେ। ସେ ତା ଚ଼ାରିପଟେ ବାଡ଼ ଲଗାଇଲେ। ସେ ଦ୍ରାକ୍ଷାରସ ବାହାର କରିବା ପାଇଁ ସେଥି ରେ ଦ୍ରାକ୍ଷାକୁଣ୍ଡଟିଏ ଖାେଳିଲେ। ସେ ସଠାେରେ ପ୍ରହରୀଗୃହଟିଏ ନିର୍ମାଣ କଲେ ଓ କେତକେ କୃଷକଙ୍କୁ ଜମିଟି ଭାଗ ଦଇେ ଦେଲେ। ତା'ପରେ ସେ ବିଦେଶ ଯାତ୍ରା ରେ ବାହାରି ଗଲେ।
Matthew 20:1
ସ୍ବର୍ଗରାଜ୍ଯ ଜଣେ ଜମିଦାରଙ୍କ ଭଳି। ଜମିଦାରଙ୍କର କେତକେ ଦ୍ରାକ୍ଷା ବଗିଚ଼ା ଥିଲା। ଦିନେ ବଡ଼ି ସକାଳୁ ସେ ତାହାଙ୍କ ଦ୍ରାକ୍ଷା ବଗିଚ଼ା ରେ କାମ କରିବା ପାଇଁ ଅନ୍ୟ କେତକେ ଶ୍ରମାକ ଆଣିବାକୁ ବାହାରିଗଲେ।
Matthew 9:37
ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଫସଲ(ଲୋକ) ବହୁତ। କିନ୍ତୁ ମୂଲିଆ ( ସବେକ) କମ୍ ଅଛନ୍ତି।
Isaiah 28:24
କୃଷକ କ'ଣ ବୀଜ ବପନ ପାଇଁ ସର୍ବଦା ଜମିକୁ କର୍ଷଣ କରେ ? ସେ କ'ଣ ସର୍ବଦା ଭୂମିକୁ ଶିଆର କରି ଟକୋ ଭାଙ୍ଗେ ?