2 Timothy 1:12 in Oriya

Oriya Oriya Bible 2 Timothy 2 Timothy 1 2 Timothy 1:12

2 Timothy 1:12
ସହେି ସୁସମାଚାର କହିଥିବାରୁ ଏବେ ମୁଁ କଷ୍ଟ ପାଉଛି। କିନ୍ତୁ ମୁଁ ଲଜ୍ଜିତ ନୁହେଁ। ମୁଁ ଯାହାଙ୍କୁ ବିଶ୍ବାସ କରିଛି, ତାହାଙ୍କୁ ମୁଁ ଜାଣେ। ମାରେ ପୂର୍ଣ୍ଣ ଆଶା ଅଛି ଯେ, ସେ ସହେି ବିଷୟଗୁଡ଼ିକ ସହେିଦିନ296 ପର୍ୟ୍ଯନ୍ତ ରକ୍ଷା କରିବେ, ଯେଉଁଗୁଡ଼ିକର ଦାଯିତ୍ବ ସେ ମାେ ଉପରେ ନ୍ଯସ୍ତ କରିଥିଲେ।

2 Timothy 1:112 Timothy 12 Timothy 1:13

2 Timothy 1:12 in Other Translations

King James Version (KJV)
For the which cause I also suffer these things: nevertheless I am not ashamed: for I know whom I have believed, and am persuaded that he is able to keep that which I have committed unto him against that day.

American Standard Version (ASV)
For which cause I suffer also these things: yet I am not ashamed; for I know him whom I have believed, and I am persuaded that he is able to guard that which I have committed unto him against that day.

Bible in Basic English (BBE)
And for which I undergo these things: but I have no feeling of shame. For I have knowledge of him in whom I have faith, and I am certain that he is able to keep that which I have given into his care till that day.

Darby English Bible (DBY)
For which cause also I suffer these things; but I am not ashamed; for I know whom I have believed, and am persuaded that he is able to keep for that day the deposit I have entrusted to him.

World English Bible (WEB)
For this cause I suffer also these things. Yet I am not ashamed, for I know him whom I have believed, and I am persuaded that he is able to guard that which I have committed to him against that day.

Young's Literal Translation (YLT)
for which cause also these things I suffer, but I am not ashamed, for I have known in whom I have believed, and have been persuaded that he is able that which I have committed to him to guard -- to that day.

For
δι'dithee
the
which
ἣνhēnane
cause
αἰτίανaitianay-TEE-an
I
also
καὶkaikay
suffer
ταῦταtautaTAF-ta
these
things:
πάσχω·paschōPA-skoh
nevertheless
ἀλλ'allal
I
am
not
οὐκoukook
ashamed:
ἐπαισχύνομαιepaischynomaiape-ay-SKYOO-noh-may
for
οἶδαoidaOO-tha
I
know
γὰρgargahr
whom
oh
believed,
have
I
πεπίστευκαpepisteukapay-PEE-stayf-ka
and
καὶkaikay
am
persuaded
πέπεισμαιpepeismaiPAY-pee-smay
that
ὅτιhotiOH-tee
is
he
δυνατόςdynatosthyoo-na-TOSE
able
ἐστινestinay-steen
to
keep
τὴνtēntane
which
that
παραθήκηνparathēkēnpa-ra-THAY-kane
I
μουmoumoo
him
unto
committed
have
φυλάξαιphylaxaifyoo-LA-ksay
against
εἰςeisees
that
ἐκείνηνekeinēnake-EE-nane

τὴνtēntane
day.
ἡμέρανhēmeranay-MAY-rahn

Cross Reference

2 Timothy 1:8
ଅତଏବ ଲୋକମାନଙ୍କୁ ଆମ୍ଭ ପ୍ରଭୁ ଯୀଶୁଙ୍କ ବିଷୟ ରେ କହିବା ପାଇଁ ଲଜ୍ଜାବୋଧ କର ନାହିଁ। ମୁଁ ପ୍ରଭୁଙ୍କ ପାଇଁ ବନ୍ଦୀ ହାଇେ ରହିଛି ମାେ ପାଇଁ ମଧ୍ଯ ଲଜ୍ଜା ବୋଧ କରେ ନାହିଁ। କିନ୍ତୁ ମାେ ସହିତ ସୁସମାଚାର ପାଇଁ କଷ୍ଟ ସହ୍ଯ କର। ତାହା କରିବା ପାଇଁ ପରମେଶ୍ବର ଆମ୍ଭକୁ ଶକ୍ତି ଦିଅନ୍ତି।

1 Peter 4:19
ଅତଏବ ଯେଉଁ ଲୋକମାନେ ପରମେଶ୍ବରଙ୍କ ଇଚ୍ଛାନୁସା ରେ ଯାତନା ଭୋଗ କରୁଛନ୍ତି, ସମାନେେ ତାହାଙ୍କୁ ସମାନଙ୍କେର ଆତ୍ମା ବିଶ୍ବାସପୂର୍ବକ ସମର୍ପଣ କରିଦବୋ ଉଚିତ୍। ପରମେଶ୍ବର ସମାନଙ୍କେୁ ଗଠନ କରିଛନ୍ତି ଓ ତେଣୁ ସମାନେେ ତାହାଙ୍କୁ ବିଶ୍ବାସ କରିପାରିବେ। ଅତଏବ ସମାନେେ ଭଲ କାମ କରିଚାଲିବା ଉଚିତ।

1 Timothy 6:20
ତୀମଥି, ପରମେଶ୍ବର ତୁମ୍ଭ ଉପରେ ଅନକେ ବିଷୟର ଭାର ଦଇେଛନ୍ତି। ସଗେୁଡ଼ିକୁ ସୁରକ୍ଷିତ ରଖିଥାଅ। ପରମେଶ୍ବରଙ୍କ ନିକଟକୁ ଆସି ନ ଥିବା ଅସାର କଥା କହୁଥିବା ଲୋକମାନଙ୍କଠାରୁ ଦୂର ରେ ରୁହ। ସତ୍ଯ ବିରୁଦ୍ଧ ରେ ୟୁକ୍ତିତର୍କ କରୁଥିବା ଲୋକମାନଙ୍କଠାରୁ ଦୂର ରେ ରୁହ। ଏହାକୁ ସମାନେେ ମିଛ ରେ ଜ୍ଞାନ ବୋଲି କହିଥାନ୍ତି। କିନ୍ତୁ ଏହା ପ୍ରକୃତ ଜ୍ଞାନ ନୁହେଁ।

Nahum 1:7
ସଦାପ୍ରଭୁ ସର୍ବମଙ୍ଗଳମଯ। ଦୁଃଖ ସମୟରେ ସେ ହେଉଛନ୍ତି ଏକମାତ୍ର ନିରାପଦ ସ୍ଥାନ। ୟିଏ ତାଙ୍କଠା ରେ ଆଶ୍ରଯ ନିଏ, ସେ ତା'ର ଯତ୍ନ ନିଅନ୍ତି।

2 Timothy 4:8
ଏବେ ବିଜୟ ମୁକୁଟ ମାେ ଅପେକ୍ଷା ରେ ଅଛି। ପରମେଶ୍ବରଙ୍କ ସହିତ ଧାର୍ମିକ ହାଇେଥିବାରୁ ମୁଁ ସହେି ମୁକୁଟଟି ପାଇବି। ପ୍ରଭୁ ନ୍ଯାୟପୂର୍ଣ୍ଣ ଭାବରେ ବିଚାର କରନ୍ତି। ସହେି ମହାଦିନ ରେ299 ସେ ମାେତେ ବିଜୟ ମୁକୁଟ ପିନ୍ଧାଇବେ। କବଳେ ମାେତେ ନୁହେଁ, ଯେଉଁମାନେ ତାହାଙ୍କର ଆଗମନ ଓ ତାହାଙ୍କୁ ଅପେକ୍ଷା କରୁଛନ୍ତି, ସମସ୍ତଙ୍କୁ ସେ ବିଜୟ ମୁକୁଟ ପିନ୍ଧାଇବେ।

Philippians 3:10
ମୁଁ ଖ୍ରୀଷ୍ଟଙ୍କୁ ଜାଣିବାକୁ ଓ ମୃତ୍ଯୁରୁ ସେ ପୁନରୁଜୀବିତ ହଇେ ଉଠିଥିବା ଶକ୍ତିକୁ ମଧ୍ଯ ଜାଣିବାକୁ ଇଚ୍ଛା କରେ। ମୁଁ ତାହାଙ୍କ ଦୁଃଖ ଭୋଗ ରେ ଅଂଶୀ ହବୋକୁ ଓ ତାହାଙ୍କ ମୃତ୍ଯୁ ଭୋଗ ରେ ତାହାଙ୍କ ପରି ହବୋକୁ ଚା ହେଁ।

Philippians 3:21
ସେ ସ୍ବର୍ଗରୁ ଆସିବେ ଏବଂ ଯେଉଁ ଶକ୍ତି ବଳ ରେ ସବୁ ବିଷୟକୁ ନିଜ ଅଧୀନସ୍ଥ କରନ୍ତି, ସହେି ଶକ୍ତି ବଳ ରେ ସେ ଆମ୍ଭର ହୟେ, ଦହଗେୁଡ଼ିକୁ ପରିବର୍ତ୍ତନ କରି ତାଙ୍କ ନିଜର ଦହେ ଭଳି ଗୌରବମୟ କରି ଦବେେ।

2 Timothy 1:18
ମୁଁ ପ୍ରଭୁଙ୍କଠା ରେ ପ୍ରାର୍ଥନା କରେ ଯେ ସେ ସହେି ମହାଦିନ ରେ ଅନୀସିଫରକୁ ଦୟା ଦାନ କରନ୍ତୁ। ଅନ୍ୟ ସମସ୍ତଙ୍କ ଅପେକ୍ଷା ତୁମ୍ଭେ ଭଲ ଭାବରେ ଜାଣ ଯେ ଏଫିସଠା ରେ ଅନକେ ପ୍ରକାର ରେ ସେ ମାେତେ ସାହାୟ୍ଯ କରିଛନ୍ତି।

Jude 1:24
ପରମେଶ୍ବର ଶକ୍ତିଶାଳୀ ଓ ସେ ତୁମ୍ଭକୁ ପତନରୁ ରକ୍ଷା କରିବେ। ସେ ତୁମ୍ଭକୁ ମନ୍ଦରୁ ରକ୍ଷା କରି ନିଜର ଗୌରବ ସମ୍ମୁଖରୁ ଆଣି ପାରିବେ ଓ ତୁମ୍ଭକୁ ମହାନନ୍ଦ ଦଇେ ପାରିବେ।

Romans 1:16
ମୁଁ ଏହି ସୁସମାଚ଼ାର ପାଇଁ ଗର୍ବ ଅନୁଭବ କରୁଛି। ଏହି ସୁସମାଚ଼ାର ହେଉଛି ଶକ୍ତି, ଯାହା ଦ୍ବାରା ପରମେଶ୍ବର ତାହାଙ୍କୁ ବିଶ୍ବାସ କରୁଥିବା ପ୍ରେତ୍ୟକକ ଲୋକଙ୍କୁ ଉଦ୍ଧାର କରନ୍ତି। ପ୍ରଥମେ ଯିହୂଦୀମାନଙ୍କୁ ଓ ପରେ ଅଣଯିହୂଦୀମାନଙ୍କୁ ମଧ୍ଯ।

Psalm 31:5
ହେ ସଦାପ୍ରଭୁ, ତୁମ୍ଭେ ପରମେଶ୍ବର ୟାହାଙ୍କୁ ଆମ୍ଭେ ବିଶ୍ବାସ କରିପାରିବୁ। ମୁଁ ମାରେ ପ୍ରାଣକୁ ତୁମ୍ଭ ହସ୍ତରେ ଅର୍ପଣ କରୁଛି। ମାେତେ ରକ୍ଷା କର।

Psalm 25:2
ହେ ମାରେ ପରମେଶ୍ବର, ମୁଁ ତୁମ୍ଭର ଶରଣାଗତ ଓ ମୁଁ କବେେ ନିରାଶ ହବେ ନାହିଁ। ମାେତେ ମାରେ ଶତ୍ରୁମାନେ ଦେଖି କବେେ ହସିବେ ନାହିଁ।

Psalm 9:10
ଯେଉଁ ଲୋକମାନେ ତୁମ୍ଭର ନାମକୁ ଜାଣନ୍ତି ସମାନେେ ତୁମ୍ଭକୁ ବିଶ୍ବାସ କରିବେ। ହେ ସଦାପ୍ରଭୁ ୟଦି ଲୋକମାନେ ତୁମ୍ଭ ପାଖକୁ ଆସନ୍ତି ତୁମ୍ଭେ ସମାନଙ୍କେୁ ସାହାୟ୍ଯ ନ କରି ଛାଡ଼ିଦିଅ ନାହିଁ।

Isaiah 12:2
ପରମେଶ୍ବର ମାରେ ତ୍ରାଣକର୍ତ୍ତା। ମୁଁ ତାଙ୍କୁ ବିଶ୍ବାସ କରେ। କିନ୍ତୁ ତାଙ୍କୁ ଭୟ କରେ ନାହିଁ। କାରଣ ସେ ମାେତେ ରକ୍ଷା କରନ୍ତି। ୟିହୋବା ସଦାପ୍ରଭୁ ମାରେ ବଳ ଓ ତ୍ରାଣକର୍ତ୍ତା। ତେଣୁ ତାଙ୍କର ପ୍ରଶଂସା ଗାନ କରିବି।

Matthew 24:36
ସହେି ଦିନ ବା ସହେି ସମୟ କବେେ ଆସିବ, କହେି ଜାଣନ୍ତି ନାହିଁ। ଏପରିକି ସ୍ବର୍ଗର ଦୂତମାନେ ଜାଣନ୍ତି ନାହିଁ। ଏପରିକି ପୁତ୍ର ଜାଣନ୍ତି ନାହିଁ, କବଳେ ପରମପିତା ଏହା ଜାଣନ୍ତି।

Philippians 3:8
ମୁଁ ମାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହତେୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନକରେେ, ସଗେୁଡ଼ିକ ମାେ ପାଇଁ ମୂଲ୍ଯହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟଗୁଡ଼ିକୁ ମହତ୍ବପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ଯାଗ କରିଛି। ମୁଁ ଏବେ ଜାଣେ ଯେ ସଗେୁଡ଼ିକ ମୂଲ୍ଯହୀନ ସଢ଼ାକୁଟା ପରି।

2 Timothy 2:9
ଏହି ସୁସମାଚାର ମୁଁ ଲୋକଙ୍କୁ ଶୁଣାଏ। ସହେି ସୁସମାଚାର କହିଥିବାରୁ ମୁଁ ଯାତନା ଭୋଗ କରୁଛି। ଏପରିକି ଜଣେ ଅପରାଧୀ ଭଳି ମୁଁ ଶିକୁଳି ରେ ବନ୍ଧା ମଧ୍ଯ ହାଇେଛି।

1 Thessalonians 5:4
କିନ୍ତୁ ତୁମ୍ଭ ଭାଇ ଓ ଭଉଣୀମାନଙ୍କ ପାଇଁ ସହେି ଦିନଟି ଚୋର ଆସିବା ଭଳି ଆଶ୍ଚର୍ୟ୍ଯର କଥା ହବେ ନାହିଁ, କାରଣ ତୁମ୍ଭମାନେେ ଅନ୍ଧକାର ରେ ବାସ କରୁ ନାହଁ।

2 Timothy 3:10
କିନ୍ତୁ ତୁମ୍ଭେ ସମସ୍ତେ ମାେତେ ଜାଣିଛ। ଏହା ମଧ୍ଯ ଜାଣିଛ ଯେ ମୁଁ କ'ଣ ଶିକ୍ଷା (ଉପଦେଶ) ଦିଏ ଓ କିପରି ରୁ ହେ। ମାେ ଜୀବନର ଉଦ୍ଦେଶ୍ଯ ବିଷୟ ରେ ମଧ୍ଯ ତୁମ୍ଭେ ଜାଣିଛ। ତୁମ୍ଭେ ମାରେ ବିଶ୍ବାସ, ର୍ଧୈୟ୍ଯ, ପ୍ ରମେ ବିଷୟ ରେ ଜାଣିଛ ଓ ଏହା ମଧ୍ଯ ଜାଣିଛ ଯେ ମୁଁ କବେେ ହେଲେ ଚେଷ୍ଟା କରିବାରୁ ବିରତ ହୁଏ ନାହିଁ।

2 Timothy 4:16
ପ୍ରଥମଥର ନିଜକୁ ରକ୍ଷା କରିବା ପାଇଁ ମୁଁ ଅଦାଲତ ରେ ଠିଆ ହେଲା ବେଳେ କୌଣସି ଲୋକ ମାେତେ ସମର୍ଥନ କରିବାକୁ ଆଗଇେ ଆସି ନ ଥିଲା। ସମସ୍ତେ ମାେତେ ଛାଡ଼ି ଚାଲିଗଲେ। ମୁଁ ପ୍ରାର୍ଥନା କରେ ଯେ, ପ୍ରଭୁ ପରମେଶ୍ବର ସମାନଙ୍କେୁ କ୍ଷମା କରନ୍ତୁ। କିନ୍ତୁ ପ୍ରଭୁ ମାେ ସହିତ ଥିଲେ।

Hebrews 7:25
ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ପାଖକୁ ଆସନ୍ତି, ସମାନଙ୍କେୁ ଯୀଶୁ ପରିତ୍ରାଣ ଦଇେ ପାରିବେ। ସେ ନିତ୍ଯ ଜୀବିତ ହବୋରୁ, ଲୋକେ ଯେତବେେଳେ ପରମେଶ୍ବରଙ୍କ ପାଖକୁ ଆସିବେ, ଯୀଶୁ ସମାନଙ୍କେୁ ସର୍ବଦା ସାହାୟ୍ଯ କରି ପାରିବେ।

Hebrews 12:2
ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ। ଆମ୍ଭ ବିଶ୍ବାସର ନେତା ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ବାସକୁ ସିଦ୍ଧ କରନ୍ତି। ସେ କୃଶ ଉପରେ ମୃତ୍ଯୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କୃଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ବର ତାହାଙ୍କ ସମ୍ମୁଖ ରେ ଯେଉଁ ଆନନ୍ଦର ଲକ୍ଷ୍ଯ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ବରଙ୍କ ସିଂହାସନର ଡାହାଣ ରେ ବସିଛନ୍ତି।

1 Peter 1:5
ତୁମ୍ଭର ପରିତ୍ରାଣର ସମୟ ନ ଆସିବା ପର୍ୟ୍ଯନ୍ତ ତୁମ୍ଭ ବିଶ୍ବାସ ମାଧ୍ଯମ ରେ ପରମେଶ୍ବରଙ୍କ ଶକ୍ତି ତୁମ୍ଭକୁ ରକ୍ଷା କରିବ। ସହେି ପରିତ୍ରାଣ ତୁମ୍ଭ ପାଇଁ ପ୍ରସ୍ତୁତ ହାଇେ ରହିଛି ଏବଂ ୟୁଗର ଶଷେ ରେ ତୁମ୍ଭେ ଏହା ପାଇବ।

1 Peter 1:20
ଜଗତ ଆରମ୍ଭ ହବୋ ପୂର୍ବରୁ ଖ୍ରୀଷ୍ଟ ମନୋନୀତ ହାଇେଥିଲେ। କିନ୍ତୁ ଏହି ଶଷେ ସମୟରେ ତୁମ୍ଭ ନିମନ୍ତେ ସେ ଜଗତ ରେ ପ୍ରକାଶିତ ହେଲେ।

1 Peter 4:16
ତୁମ୍ଭେ ସହେି ଖ୍ରୀଷ୍ଟିଯାନ ନାମଟି ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଅ।

Luke 10:12
ମୁଁ ତୁମ୍ଭମାନଙ୍କୁ କହୁଛି ଯେ ବିଚାର ହବୋ ଦିନ ସହେି ନଗରର ଲୋକମନଙ୍କର ଦଶା ସଦୋମର ଲୋକମାନଙ୍କ ଦଶା ଅପେକ୍ଷା ଅଧିକ ଖରାପ ହବେ।

1 Thessalonians 2:16
ସମାନେେ ଆମ୍ଭକୁ ଅଣଯିହୂଦୀମାନଙ୍କ ନିକଟରେ ଶିକ୍ଷା ଦବୋ ପାଇଁ ଅଟକାଇବାକୁ ଚେଷ୍ଟା କରନ୍ତି। ଅଣୟିହୁଦୀମାନେ ଉଦ୍ଧାର ହୁଅନ୍ତୁ, ଏହି ଉଦ୍ଦେଶ୍ଯ ରେ ଆମ୍ଭେ ସମାନଙ୍କେୁ ଶିକ୍ଷା ଦେଉ। କିନ୍ତୁ ଯିହୂଦୀମାନେ ପୂର୍ବରୁ କରିଥିବା ପାପଗୁଡ଼ିକର ସୂଚୀ, ବର୍ତ୍ତମାନ ମଧ୍ଯ ବଢ଼ି ଚାଲିଛି। ଏବେ ପୂର୍ଣ୍ଣଭାବରେ ପରମେଶ୍ବରଙ୍କ କୋର୍ଧ ସମାନଙ୍କେ ଉପରେ ଆସି ପଡ଼ିଲାଣି।

Philippians 1:20
ମାରେ ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହବେି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମାେ ଶରୀର ରେ ପ୍ରକାଶିତ କରିବି।

Ephesians 3:1
ଅତଏବ, ମୁଁ ପାଉଲ, ତୁମ୍ଭ ଅଣୟିହୁଦୀମାନଙ୍କ ଲାଗି ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ ଅଟେ।

John 17:11
ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସୁଛି। ମୁଁ ବର୍ତ୍ତମାନ ଜଗତ ରେ ଆଉ ରହିବି ନାହିଁ। କିନ୍ତୁ ଏହି ଲୋକମାନେ ଜଗତ ରେ ରହିଛନ୍ତି। ହେ ପବିତ୍ର ପରମପିତା, ତୁମ୍ଭେ ସମାନଙ୍କେୁ ନିରାପଦ ରେ ରଖ। ତୁମ୍ଭ ନାମର ଶକ୍ତି ଦ୍ବାରା ସମାନଙ୍କେୁ ନିରାପଦ ରେ ରଖ ଯେପରି ତୁମ୍ଭେ ଓ ମୁଁ ଏକ, ସମାନେେ ସହେିପରି ଏକ ହାଇେ ପାରିବେ।

John 10:28
ମୁଁ ନିଜ ମଷେମାନଙ୍କୁ ଅନନ୍ତ ଜୀବନ ଦିଏ। ସମାନେେ କଦାପି ମରିବେ ନାହିଁ। ସମାନଙ୍କେୁ ମାେ ହାତରୁ କହେି ଛଡଇେ ନଇେ ପାରିବେ ନାହିଁ।

John 6:44
ପରମପିତା ମାେତେ ପଠାଇଛନ୍ତି। ସେ ଲୋକମାନଙ୍କୁ ମାେ ନିକଟକୁ ଆଣନ୍ତି। ମୁଁ ସହେି ଲୋକମାନଙ୍କୁ ଶଷଦେିନ ରେ ଉତ୍ଥାପନ କରିବି। ଯଦି ପରମପିତା କୌଣସି ଲୋକକୁ ମାେ ନିକଟକୁ ନ ଆଣିବେ, ତବେେ ସେ ଲୋକ ମାେ ପାଖକୁ ଆସି ପାରିବ ନାହିଁ।

John 6:39
ପରମେଶ୍ବର ଯେଉଁମାନଙ୍କୁ ମାେତେ ଦଇେଛନ୍ତି ମୁଁ ସମାନଙ୍କେ ମଧ୍ଯରୁ ଜଣକୁ ହେଲେ କଦାପି ହରାଇବି ନାହିଁ। ମୁଁ ସମାନଙ୍କେୁ ଶଷେ ଦିନ ରେ ନିଶ୍ଚୟ ଉତ୍ଥାପନ କରିବି। ୟିଏ ମାେତେ ପଠାଇଛନ୍ତି ସେ ଚାହାଁନ୍ତି ମୁଁ ସହେି କାର୍ୟ୍ଯ କରେ।

Luke 23:46
ଯୀଶୁ ପାଟିକରି କହିଲେ, ହେ ପରମପିତା, ମୁଁ ମାରେ ଆତ୍ମା ତୁମ୍ଭକୁ ଦେଉଛି। ଏହା କହିବା ପରେ ଯୀଶୁ ପ୍ରାଣ ତ୍ଯାଗ କଲେ।

Matthew 12:21
ସେଥି ରେ ସବୁ ଲୋକେ ତାହାଙ୍କ ଉପରେ ଭରସା ରଖିବେ।ୟିଶାଇୟ 42:1-4

Matthew 7:22
ସହେି ଶଷେ ଦିନ ରେ ଅନକେ ଲୋକ ମାେତେ ପଚାରିବେ, 'ପ୍ରଭୁ, ଆମ୍ଭେ କ'ଣ ତୁମ୍ଭ ନାମ ରେ ଭବିଷ୍ଯଦ୍ବାଣୀ କରି ନଥିଲୁ? ତୁମ୍ଭ ନାମ ରେ କ'ଣ ଆମ୍ଭେ ଭୂତମାନଙ୍କୁ ବାହାର କରିଦଇେ ନଥିଲୁ? ଆମ୍ଭେ କ'ଣ ତୁମ୍ଭ ନାମ ରେ ଅନକେ ଆଶ୍ଚର୍ୟ୍ଯଜନକ କାମ କରି ନଥିଲୁ?

Isaiah 54:4
ଭୟ କର ନାହିଁ, କାରଣ ତୁମ୍ଭେ ଲଜ୍ଜିତ ହବେ ନାହିଁ ; କିମ୍ବା ବିଷଣ୍ଣମନା ହୁଅ ନାହିଁ ; କାରଣ ତୁମ୍ଭକୁ ଲଜ୍ଜିତ କରାୟିବ ନାହିଁ। ତୁମ୍ଭେ ୟୌବନକାଳର ଲଜ୍ଜା ଭୁଲିୟିବ ଓ ବିଧବାବସ୍ଥାର ଦୁର୍ନାମ ଆଉ ମନେ କରିବ ନାହିଁ।

Isaiah 50:7
ମାରେ ପ୍ରଭୁ ସଦାପ୍ରଭୁ ମାେତେ ସାହାୟ୍ଯ କରିବେ ; ତେଣୁ ସମାନଙ୍କେର ଅପମାନ ମାେତେ ବାଧିବ ନାହିଁ। ଏଥିପାଇଁ ମୁଁ ଚକମକି ପଥର ପରି ମାରେ ମୁଖକୁ ରଖିଅଛି। ମୁଁ ଜାଣେ ମୁଁ ଲଜ୍ଜିତ ହବେି ନାହିଁ।

Psalm 56:9
ମୁଁ ଜାଣେ କେତବେେଳେ ମୁଁ ସାହାୟ୍ଯ ପାଇଁ ଡ଼ାକିବି, ମାରେ ଶତ୍ରୁଗଣ ବୁଲିପଡ଼ିବେ ଏବଂ ଦୌଡ଼ିବେ। ମୁଁ ତାହା ଜାଣେ କାରଣ ତୁମ୍ଭେ ମାରେ ପରମେଶ୍ବର।

Acts 7:59
ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ଯୀଶୁ, ମାେ ଆତ୍ମାକୁ ଗ୍ରହଣ କର।

Acts 9:16
ଅଣଯିହୂଦୀ, ରାଜା ଓ ଇଶ୍ରାୟେଲର ଲୋକମାନଙ୍କ ଆଗ ରେ ସେ ମାେ ନାମ ରେ ସାକ୍ଷ୍ଯ ଦବେ। ମାେ ନାମ ପାଇଁ ତାହାକୁ ଯେ, କେତେ କଷ୍ଟ ଦଇେ ୟିବାକୁ ହବେ ମୁଁ ନିଜେ ତାହାକୁ ଜଣାଇବି।

Acts 13:46
କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ସାହସର ସହିତ କହିଲେ, ପରମେଶ୍ବରଙ୍କର ସୁସମାଚ଼ାର ତୁମ୍ଭମାନଙ୍କ ନିକଟରେ ପ୍ରଥମେ କୁହାୟିବା ଆବଶ୍ଯକ ଥିଲା। କିନ୍ତୁ ତୁମ୍ଭମାନେେ ତାହା ଅସ୍ବୀକାର କରିବାରୁ ତୁମ୍ଭମାନେେ ଅନନ୍ତ ଜୀବନ ପାଇଁ ନିଜକୁ ଯୋଗ୍ଯ ଭାବି ନ ଥିବାରୁ ଆମ୍ଭମାନେେ ଅନ୍ୟଜାତୀୟମାନଙ୍କ ପାଖକୁ ୟିବା।

Ephesians 1:12
ଆମ୍ଭେ ହେଉଛୁ ପ୍ରଥମ ଲୋକ ଯେଉଁମାନେ ଖ୍ରୀଷ୍ଟଙ୍କଠା ରେ ଭରସା ପ୍ରତିଷ୍ଠିତ କରିଥିଲୁ, ଏବଂ ପରମେଶ୍ବରଙ୍କ ମହିମାର ପ୍ରଶଂସା କରିବା ଲାଗି ଆମ୍ଭକୁ ବଛା ଯାଇଥିଲା।

1 Corinthians 3:13
କିନ୍ତୁ ପ୍ରେତ୍ୟକକ ଲୋକର କାମ ସହେି ଦିନ ସ୍ପଷ୍ଟ ଭାବରେ ପ୍ରକାଶିତ ହବେ। ସହେି ଦିନଟି ନିଆଁ ଦଇେ ଆସିବ, ଓ ସହେି ନିଆଁ ପ୍ରେତ୍ୟକକ ଲୋକର କାର୍ୟ୍ଯକୁ ପରୀକ୍ଷା କରିବ।

Romans 15:12
ୟିଶାଇୟ ମଧ୍ଯ କୁହନ୍ତି,

Romans 9:33
ଧର୍ମଶାସ୍ତ୍ର ସେ ପଥର ବିଷୟ ରେ କୁ ହେ:

Romans 5:4
ଏହି ର୍ଧୈୟ୍ଯ ପ୍ରମାଣ କରେ ଯେ, ଆମ୍ଭେ ବଳବାନ ଓ ଏହି ପ୍ରମାଣ ଆମ୍ଭକୁ ଭରସା ପ୍ରଦାନ କରେ।

Acts 22:21
କିନ୍ତୁ ପ୍ରଭୁ ମାେତେ କହିଲେ, 'ତୁମ୍ଭେ ଯାଅ। ମୁଁ ତୁମ୍ଭକୁ ବହୁତ ଦୂର ଅଣଯିହୂଦୀ ଦେଶଗୁଡ଼ିକୁ ପଠାଇବି।'

Acts 21:27
ସାତଦିନ ପୁରି ୟିବା ଦିନ ଏସିଆର କେତକେ ଯିହୂଦୀମାନେ ତାହାଙ୍କୁ ମନ୍ଦିର ରେ ଦେଖିଲେ। ସମାନେେ ସମଗ୍ର ଲୋକଙ୍କୁ ତାହାଙ୍କ ବିରୁଦ୍ଧ ରେ ଉତ୍ତଜେିତ କଲେ ଓ ତାହାଙ୍କୁ ଧରି ପକଇେଲେ।

Acts 21:13
କିନ୍ତୁ ପାଉଲ କହିଲେ, ତୁମ୍ଭମାନେେ କାହିଁକି କାନ୍ଦୁଛ? ତୁମ୍ଭମାନେେ କାହିଁକି ଏପରି ମାେତେ ଦୁଃଖିତ କରୁଛ? ୟିରୂଶାଲମ ରେ ମୁଁ ବନ୍ଧା ହବୋ ପାଇଁ ଯେ କବଳେ ପ୍ରସ୍ତୁତ ଅଛି, ତାହା ନୁହେଁ, ମାତ୍ର ମୁଁ ପ୍ରଭୁ ଯୀଶୁଙ୍କ ନାମ ରେ ମରିବା ପାଇଁ ମଧ୍ଯ ପ୍ରସ୍ତୁତ ଅଛି।

Acts 14:5
ଅନ୍ୟଜାତୀୟ ଓ ଯିହୂଦୀୟ ଲୋକମାନେ ସମାନଙ୍କେ ସହ ଖରାପ ବ୍ଯବହାର କରିବାପାଇଁ ଓ ସମାନଙ୍କେ ଉପରେ ପଥର ପକାଇବା ନିମନ୍ତେ ନେତାମାନଙ୍କ ସହିତ ମିଶିଲେ।

Acts 13:50
ଯିହୂଦୀୟମାନେ ଯିହୂଦୀଧର୍ମର ଉଚ୍ଚବଂଶୀୟ ସ୍ତ୍ରୀ ଲୋକଙ୍କୁ ଓ ନଗରର ମୁଖ୍ଯ ବ୍ଯକ୍ତିମାନଙ୍କୁ ଉତ୍ତଜେିତ କରାଇଲେ। ସମାନେେ ପାଉଲ ଓ ବର୍ଣ୍ଣବ୍ବା ବିରୁଦ୍ଧ ରେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଲେ। ସମାନେେ ସମାନଙ୍କେୁ ତାଡ଼ନା କରିବା ଆରମ୍ଭ କଲେ ଓ ସମାନଙ୍କେୁ ସହେି ଅଞ୍ଚଳରୁ ବାହାର କରି ଦେଲେ।

John 17:15
ମୁଁ ତୁମ୍ଭକୁ ସମାନଙ୍କେୁ ଜଗତରୁ ନଇୟିବୋ ପାଇଁ କହୁନାହିଁ। ମୁଁ ତୁମକୁ ସମାନଙ୍କେୁ ପାପାତ୍ମା ଶୟତାନଠାରୁ ନିରାପଦ ରେ ରଖିବା ପାଇଁ କହୁଛି।

Hebrews 2:18
ଯୀଶୁ ପରୀକ୍ଷିତ ହାଇେ ଦୁଃଖ ଭୋଗ କରିଥିବାରୁ ପରୀକ୍ଷିତ ଲୋକମାନଙ୍କୁ ସାହାୟ୍ଯ କରିବା ନିମନ୍ତେ ସକ୍ଷମ ଅଟନ୍ତି।