2 Samuel 3 - BBE (Oriya)
1 Now there was a long war between Saul's people and David's people; and David became stronger and stronger, but those on Saul's side became more and more feeble.ଏହିପରି ଭାବରେ, ଦୀର୍ଘଦିନ ଧରି ଦାଉଦ ଓ ଶାଉଲଙ୍କ ପରିବାର ମଧିଅରେ କ୍ରମାଗତ ୟକ୍ସ୍ଟଦ୍ଧ ଗ୍ଭଲିଲା। ଦାଉଦ ଧି ରେ ଧି ରେ ଶକ୍ତିଶାଳୀ ହବୋକକ୍ସ୍ଟ ଲାଗିଲେ ଏବଂ ଶାଉଲର ପରିବାର, ଦିନକକ୍ସ୍ଟ ଦିନ ଦୁର୍ବଳ ହବୋକକ୍ସ୍ଟ ଲାଗିଲା।
2 While David was in Hebron he became the father of sons: the oldest was Amnon, son of Ahinoam of Jezreel;ଦାଉଦଙ୍କର ଅନକେ ପକ୍ସ୍ଟତ୍ର ହିବ୍ରୋଣ ରେ ଜନ୍ମଲାଭ କଲେ। ତାଙ୍କର ପ୍ରଥମ ପକ୍ସ୍ଟତ୍ର ଥିଲେ ଅମ୍ନୋନ୍, ୟିଷ୍ରିଯଲେୀଯାର ତାଙ୍କର ସ୍ତ୍ରୀ ଅହୀନୋଯମଠାରକ୍ସ୍ଟ ଜନ୍ମ ହେଲ।
3 And the second, Chileab, whose mother was Abigail, the wife of Nabal the Carmelite; and the third, Absalom, son of Maacah, the daughter of Talmai, king of Geshur;କର୍ମିଲୀଯ ନାବଲ୍ର ସ୍ତ୍ରୀ ଅବୀଗଲ୍ଙ୍କଠାରକ୍ସ୍ଟ ଜନ୍ମ ହେଲ ଦ୍ବିତୀୟ ପକ୍ସ୍ଟତ୍ର କିଲାବ୍ ଏବଂ ତୃତୀୟ ପକ୍ସ୍ଟତ୍ର ହେଲ ଅବ୍ଶାଲୋମ୍, ସେ ଗଶୂରର ରାଜା ତଲ୍ମଯର କନ୍ଯା ମାଖାରର ପକ୍ସ୍ଟତ୍ର।
4 And the fourth, Adonijah, the son of Haggith; and the fifth, Shephatiah, the son of Abital;ଚତକ୍ସ୍ଟର୍ଥ ପକ୍ସ୍ଟତ୍ର ଜନ୍ମ ହେଲ, ତାଙ୍କର ନାମ ଅଦୋନୀଯ, ଅଦୋନୀଯର ମାତା ହେଲ, ହଗୀତ୍ ଏବଂ ପଞ୍ଚମ ପକ୍ସ୍ଟତ୍ର ହେଲ ଶଫଟୀଯ ସେ ଅବିଟଲର ପକ୍ସ୍ଟତ୍ର।
5 And the sixth, Ithream, whose mother was David's wife Eglah. These were the sons of David, whose birth took place in Hebron.ଷଷ୍ଠ ପକ୍ସ୍ଟତ୍ର ହେଲ, ୟିନ୍ତ୍ରିଯମ୍। ସେ ଦାଉଦଙ୍କର ସ୍ତ୍ରୀ ଇଗ୍ଲାର ପକ୍ସ୍ଟତ୍ର। ଏହିପରି ଛଅଟି ପକ୍ସ୍ଟତ୍ର ଦାଉଦଙ୍କର ହିବ୍ରୋଣ ରେ ଜନ୍ମ ହେଲ।
6 Now while there was war between Saul's people and David's people, Abner was making himself strong among the supporters of Saul.ଶାଉଲ ବଂଶ ଓ ଦାଉଦ ବଂଶ ୟକ୍ସ୍ଟଦ୍ଧ ଲାଗିବା ସମୟରେ ଅବନର ଶାଉଲଙ୍କ ଗୃହ ମଧିଅରେ ନିଜକକ୍ସ୍ଟ ବଳବାନ୍ କଲା।
7 Now Saul had among his wives a woman named Rizpah, the daughter of Aiah: and Ish-bosheth said to Abner, Why have you taken my father's wife?ଶାଉଲଙ୍କର ଜଣେ ଉପପତ୍ନୀ ଥିଲା, ଯାହାର ନାମ ରିସ୍ପା, ସେ ଅଯାର କନ୍ଯା ଥିଲା। ଇଶ୍ବୋଶତ୍ ଅବନରକକ୍ସ୍ଟ କହିଲେ, ତୁମ୍ଭେ କାହିଁକି ମାରେ ପିତାଙ୍କର ଉପପତ୍ନୀଙ୍କ ସହିତ ୟୌନ ସଐର୍କ ରଖିଛ?
8 And Abner was very angry at the words of Ish-bosheth, and he said, Am I a dog's head of Judah? I am this day doing all in my power for the cause of your father Saul and for his brothers and his friends, and have not given you up into the hands of David, and now you say I have done wrong with a woman.ଅବନର ଇଶ୍ବୋଶତର କଥା ଶକ୍ସ୍ଟଣି ଅତି ରାଗ ରେ କହିଲା, ମୁ ତ ତକ୍ସ୍ଟମ୍ଭ ପିତା ଶାଉଲ ବଂଶକକ୍ସ୍ଟ ଓ ତାଙ୍କର ଭାଇ ବନ୍ଧକ୍ସ୍ଟମାନଙ୍କୁ ଦୟା କରୁଅଛି। ମୁ ମଧ୍ଯ ତୁମ୍ଭକୁ ଦାଉଦ ହସ୍ତ ରେ ସମର୍ପଣ କରିନାହିଁ। ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷଯ ରେ ଅପରାଧ ମାେ ଉପରେ ଆରୋପ କରୁଅଛ।
9 May God's punishment be on Abner, if I do not for David as the Lord in his oath has said,ମୁ ବର୍ତ୍ତମାନ ଏହି ପ୍ରତିଜ୍ଞା କରୁଅଛି। ମୁ ବର୍ତ୍ତମାନ ନିଶ୍ଚିଚ ହେଉଅଛି ଯେ, ପରମେଶ୍ବର ଯାହା କହିଥିଲେ, ତାହା ଘଟିବାକକ୍ସ୍ଟ ଯାଉଛି। ସଦାପ୍ରଭୁ କହିଥିଲେ, ଯେ ସେ ଶାଉଲ ବଂଶଠାରକ୍ସ୍ଟ ରାଜ ସିଂହାସନ ନଇେ ଦାଉଦଙ୍କକ୍ସ୍ଟ ଦବେେ।
10 And if I do not take away the kingdom from the family of Saul and make David ruler over Israel and Judah from Dan as far as Beer-sheba!ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ୟିହକ୍ସ୍ଟଦା ଏବଂ ଇଶ୍ରାୟେଲର ରାଜା କରିବେ। ସେ ଦାନଠାରକ୍ସ୍ଟ ବେର୍ଶବୋ ପର୍ୟ୍ଯନ୍ତ ଶାସନ କରିବେ। ଏବଂ ମୁ ଭାବକ୍ସ୍ଟଛି, ସଦାପ୍ରଭୁ ମାେ ଉପରେ ଅନ୍ଯାଯ କରିବେ ଯଦି ମୁ ତାହା ନକରେ।
11 And so great was Ish-bosheth's fear of Abner that he was not able to say a word in answer.ଇଶ୍ବୋଶତ ଅତ୍ଯନ୍ତ ଭୟ ରେ ସବୁ କଥା ଅବନରକକ୍ସ୍ଟ କହିପାରି ନଥିଲା।
12 And Abner sent men to David at Hebron, saying, Make an agreement with me, and I will give you my support in getting all Israel on your side.ଅବନର ଦାଉଦଙ୍କ ନିକଟକକ୍ସ୍ଟ ଦୂତଗଣ ପଠାଇଲେ ଏବଂ କହିଲେ, ଏ ଦେଶକକ୍ସ୍ଟ କିଏ ଶାସନ କରିବା ଯୋଗ୍ଯ ବ୍ଯକ୍ତି ବୋଲି ତୁମ୍ଭେ ଭାବକ୍ସ୍ଟଛ? ମାେ ସହିତ ତୁମ୍ଭେ ଏକ ଚକ୍ସ୍ଟକ୍ତି କର ଏବଂ ସମଗ୍ର ଇଶ୍ରାୟେଲ ଉପରେ ତୁମ୍ଭେ ରାଜତ୍ବ କରିବା ପାଇଁ ମୁ ତୁମ୍ଭକୁ ସାହାୟ୍ଯ କରିବି।
13 And he said, It is well; I will make an agreement with you, but on one condition, which is, that when you come before me, Saul's daughter Michal is to come with you; till she comes you will not see my face.ଦାଉଦ କହିଲେ, ଉତ୍ତମ, ମୁ ତକ୍ସ୍ଟମ୍ଭ ସହିତ ଚକ୍ସ୍ଟକ୍ତି କରୁଅଛି। କିନ୍ତୁ ମୁ ତୁମ୍ଭକୁ ଗୋଟିଏ କଥା ପଗ୍ଭରିବି, ତୁମ୍ଭେ ଶାଉଲଙ୍କର କନ୍ଯା ମୀଖଲକକ୍ସ୍ଟ ମାେ ସମ୍ମକ୍ସ୍ଟଖକକ୍ସ୍ଟ ନ ଆଣିବା ପର୍ୟ୍ଯନ୍ତ ମୁ ତୁମ୍ଭକୁ ସାକ୍ଷାତ କରିବି ନାହିଁ।
14 And David sent men to Saul's son Ish-bosheth, saying, Give me back Michal, my wife, whom I made mine for the price of the private parts of a hundred Philistines.ଦାଉଦ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତଙ୍କ ନିକଟକକ୍ସ୍ଟ ଏକ ଦୂତ ପଠାଇ କହିଲେ, ମାରେ ସ୍ତ୍ରୀ ମୀଖଲକକ୍ସ୍ଟ ମାେତେ ଫରୋଇ ଦିଅ। ଯେ ହତେକ୍ସ୍ଟ ମୁ ତାକକ୍ସ୍ଟ ପାଇବା ପାଇଁ 100 ଜଣ ପଲେଷ୍ଟୀୟଙ୍କକ୍ସ୍ଟ ହତ୍ଯା କରିଛି
15 So Ish-bosheth sent and took her from her husband Paltiel, the son of Laish.ଇଶ୍ବୋଶତ୍ ଲୋକ ପଠାଇ ଲଯିଶର ପକ୍ସ୍ଟତ୍ର ପଲ୍ଟିଯେଲ୍ ନାମକ ତାହାର ସ୍ବାମୀ ନିକଟରକ୍ସ୍ଟ ମୀଖଲକକ୍ସ୍ଟ ନଲୋ।
16 And her husband went with her as far as Bahurim, weeping while he went. Then Abner said to him, Go back. And he went back.ତା'ର ସ୍ବାମୀ ରୋଦନ କଲା ଏବଂ ବହକ୍ସ୍ଟରୀମ ପର୍ୟ୍ଯନ୍ତ ତାକକ୍ସ୍ଟ ଅନକ୍ସ୍ଟସରଣ କଲା। ତା'ପରେ ଅବନର ପଲଟିଯଲଙ୍କେକ୍ସ୍ଟ କହିଲା, ୟାଅ, ଫରେିୟାଅ, ତା'ପରେ ସେ ଫରେିଗଲା।
17 Then Abner had a talk with the chief men of Israel, saying, In the past it was your desire to make David your king: so now, do it:ଅବ୍ନର ଏହି ବାର୍ତ୍ତା ଇଶ୍ରାୟେଲର ନେତାଙ୍କ ପାଖକକ୍ସ୍ଟ ପଠାଇଲେ। ସେ କହିଲେ, ତୁମ୍ଭମାନେେ ଦାଉଦଙ୍କକ୍ସ୍ଟ ରାଜା କରିବା ପାଇଁ ଅପେକ୍ଷା କରି ଆସକ୍ସ୍ଟଅଛି।
18 For the Lord has said of David, By the hand of my servant David I will make my people Israel safe from the Philistines, and from all who are against them.ବର୍ତ୍ତମାନ ଏହା କର, ସଦାପ୍ରଭୁ ଦାଉଦଙ୍କ ବିଷଯ ରେ କହିଥିଲେ ଯେତବେେଳେ ସେ କହିଲେ, 'ମୁ ମାରେ ଇଶ୍ରାୟେଲର ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ରକ୍ଷା କରିବି ଏବଂ ମୁ ସମାନଙ୍କେୁ ସମାନଙ୍କେର ଅନ୍ୟ ସମସ୍ତ ଶତୃଙ୍କଠାରକ୍ସ୍ଟ ମଧ୍ଯ ରକ୍ଷା କରିବି। ମୁ ଏହା ମାରେ ପ୍ରିଯ ଦାସ ଦାଉଦଙ୍କ ଦ୍ବାରା ହିଁ କରିବି।'
19 And Abner said the same things to Benjamin: and he went to David in Hebron to make clear to him what seemed good to Israel and to all the people of Benjamin.ଅବନର ଏହିସବୁ କଥାଗକ୍ସ୍ଟଡିକ ଦାଉଦଙ୍କକ୍ସ୍ଟ ହିବ୍ରୋଣଠା ରେ କହିଲେ। ଏବଂ ବିନ୍ଯାମୀନ ବଂଶଧରକକ୍ସ୍ଟ କହିଲେ। ଅବନରଙ୍କର ଏହିକଥା ଇଶ୍ରାୟେଲର ଲୋକମାନଙ୍କୁ ଓ ବିନ୍ଯାମୀନ ପରିବାରବର୍ଗ ଲୋକମାନଙ୍କୁ ଶୁଣିବାକୁ ଭଲ ଲାଗିଲା।
20 So Abner, with twenty men, came to Hebron, to David. And David made a feast for Abner and the men who were with him.ତା'ପରେ ଅବ୍ନର ଦାଉଦଙ୍କ ପାଖକକ୍ସ୍ଟ ହିବ୍ରୋଣକକ୍ସ୍ଟ ଆସିଲେ। ଅବ୍ନର ତାଙ୍କ ସହିତ କୋଡିଏ ଜଣ ଲୋକଙ୍କକ୍ସ୍ଟ ସାଙ୍ଗ ରେ ଆଣିଥିଲେ। ଅବନର ଓ ତାଙ୍କ ସହିତ ଆସିଥିବା ଲୋକମାନଙ୍କୁ ଏକ ଭୋଜି ଦେଲେ।
21 And Abner said to David, Now I will go, and make all Israel come to my lord the king, so that they may make an agreement with you, and your kingdom may be as wide as your heart's desire. Then David sent Abner away and he went in peace.ଅବନର ଦାଉଦଙ୍କକ୍ସ୍ଟ କହିଲେ, ହେ ମାରେ ପ୍ରଭକ୍ସ୍ଟ ମହାରାଜ, ମାେତେ ୟିବାକକ୍ସ୍ଟ ଦିଅ, ଏବଂ ସମସ୍ତ ଇଶ୍ରାୟେଲୀୟମାନଙ୍କୁ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖକକ୍ସ୍ଟ ଆଣିବାକକ୍ସ୍ଟ ଦିଅ। ତା'ପରେ ସମାନେେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଏକ ଚକ୍ସ୍ଟକ୍ତି କରିବେ। ଏବଂ ଆପଣ ସମଗ୍ର ଇଶ୍ରାୟେଲର ରାଜା ହବେେ। ଏବଂ ଆପଣଙ୍କ ଇଛା ମତେ ରାଜତ୍ବ କରିବେ। ତେଣୁ ଦାଉଦ ଅବନରକକ୍ସ୍ଟ ୟିବାକକ୍ସ୍ଟ ଅନକ୍ସ୍ଟମତି ଦେଲେ ଏବଂ ଅବନର ଶାନ୍ତି ରେ ଉକ୍ତ ସ୍ଥାନ ପରିତ୍ଯାଗ କଲେ।
22 Now the servants of David and Joab had been out attacking a band of armed men, and they came back with a great store of goods taken in the fight: but Abner was no longer in Hebron with David, for he had sent him away and he had gone in peace.ୟୋଯାବ୍ ଏବଂ ଦାଉଦଙ୍କର ଉଚ୍ଚପଦସ୍ଥ ସାମରୀକ ପଦାଧିକାରୀମାନେ ଯୁଦ୍ଧରୁ ଫରେିଲେ। ଏବଂ ସମାନେେ ସମାନଙ୍କେ ସହିତ ଶତୃମାନଙ୍କଠାରକ୍ସ୍ଟ ବହକ୍ସ୍ଟ ମୂଲ୍ଯବାନ ପଦାର୍ଥ ସଙ୍ଗ ରେ ଆଣିଥିଲେ। ଅବ୍ନର ହିବ୍ରୋଣ ରେ ସେତବେେଳେ ଦାଉଦଙ୍କ ସଙ୍ଗ ରେ ନ ଥିଲେ। କାରଣ ସେ ତାଙ୍କୁ ୟିବାକକ୍ସ୍ଟ ଦଇେଥିବାରକ୍ସ୍ଟ ସେ ସଠାେରକ୍ସ୍ଟ ଶାନ୍ତି ରେ ସ୍ଥାନ ପରିତ୍ଯାଗ କରିଥିଲେ।
23 When Joab and his men came, news was given them that Abner, the son of Ner, had come to the king, who had let him go away again in peace.ଯୋୟାବ ଓ ତାଙ୍କର ସୈନ୍ଯମାନେ ହିବ୍ରୋଣଠା ରେ ପହଁଞ୍ଚିଲେ। ସୈନ୍ଯମାନେ ଯୋୟାବକକ୍ସ୍ଟ କହିଲେ, ନରର ପକ୍ସ୍ଟତ୍ର ଅବନର ଦାଉଦଙ୍କ ନିକଟକକ୍ସ୍ଟ ଆସିଥିଲା ଓ ଦାଉଦ ଅବନରକକ୍ସ୍ଟ ଶାନ୍ତି ରେ ୟିବାକକ୍ସ୍ଟ ଦେଲେ। ସେଥିପାଇଁ ସେ ନିରାପଦ ରେ ଫରେିଗଲା।
24 Then Joab came to the king, and said, What have you done? when Abner came to you why did you send him away and let him go?ଯୋୟାବ ରାଜାଙ୍କ ସମ୍ମକ୍ସ୍ଟଖକକ୍ସ୍ଟ ଆସିଲେ ଏବଂ ପଚାରିଲେ, ତୁମ୍ଭେ କ'ଣ କଲ? ଅବ୍ନର ଆପଣଙ୍କ ନିକଟକକ୍ସ୍ଟ ଆସିଥିଲା, କିନ୍ତୁ ଆପଣ ତାକକ୍ସ୍ଟ ଆଘାତ ନ କରି ପଠାଇ ଦେଲେ।
25 Is it not clear to you that Abner, the son of Ner, came with deceit to get knowledge of your going out and your coming in and of all you are doing?ଆପଣ ଜାଣନ୍ତି ଅବ୍ନର ହେଉଛି ନରର ପକ୍ସ୍ଟତ୍ର, ଆପଣ ଜାଣନ୍ତି ଯେ, ସେ ଆପଣଙ୍କ ପାଖକକ୍ସ୍ଟ ଛଳନା କରିବାକୁ ଆସିଥିଲା ଓ ଆପଣ କ'ଣ କରୁଥିଲେ ତାହା ଖାଜେିବାକକ୍ସ୍ଟ ସେ ଆସିଥିଲା।
26 And when Joab had come out from David, he sent men after Abner, and they overtook him at the water-spring of Sirah, and made him come back with them: but David had no knowledge of it.ଯୋୟାବ ଦାଉଦଙ୍କ ନିକଟରକ୍ସ୍ଟ ଆସିଲା ଏବଂ ସିରା ନିକଟରେ ଥିବା ଅବ୍ନରଙ୍କ ନିକଟକକ୍ସ୍ଟ ଦୂତ ପଠାଇଲେ। ଦୂତଗଣ ସିରାର କୂଅ ନିକଟରକ୍ସ୍ଟ ଅବନରକକ୍ସ୍ଟ ଫରୋଇ ଆଣିଲା। କିନ୍ତୁ ଏକଥା ଦାଉଦଙ୍କକ୍ସ୍ଟ ଅଜଣା ଥିଲା।
27 And when Abner was back in Hebron, Joab took him on one side by the doorway of the town to have a word with him quietly, and there he gave him a wound in the stomach, causing his death in payment for the death of his brother Asahel.ଯେତବେେଳେ ଅବ୍ନର ହିବ୍ରୋଣଠା ରେ ପହଁଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳା ରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ବାର ଭିତରକକ୍ସ୍ଟ ନଇଗେଲେ। ଏବଂ ଯୋୟାବ ଅବ୍ନରକକ୍ସ୍ଟ ସହେିଠା ରେ ତାଙ୍କ ପଟେ ରେ ଖଡ୍ଗ ଭୂଷି ମାରି ଦେଲେ। ଅବ୍ନର ଯୋୟାବର ଭାଇ ଅସା ହେଲକକ୍ସ୍ଟ ହତ୍ଯା କରିଥିଲେ। ତେଣୁ ଯୋୟାବ ଅବ୍ନରକକ୍ସ୍ଟ ହତ୍ଯା କଲେ।
28 And when David had word of it he said, May I and my kingdom be clear for ever in the eyes of the Lord from the blood of Abner, the son of Ner:ଏହାପରେ ଦାଉଦ ଏକଥା ଜାଣିବାକକ୍ସ୍ଟ ପାଇଲେ, ଏବଂ କହିଲେ, ନରର ପକ୍ସ୍ଟତ୍ର ଅବ୍ନର ରକ୍ତପାତ ବିଷଯ ରେ ସବୁ ବେଳେ ମୁ ଓ ମାରେରାଜ୍ଯ ନିର୍ଦ୍ ଦୋଷୀ। ସଦାପ୍ରଭୁ ଏହି ବିଷଯ ରେ ଜାଣନ୍ତି।
29 May it come on the head of Joab and all his father's family: among the men of Joab's family may there ever be some who are diseased or lepers, or who do the work of women, or are put to the sword, or are wasted from need of food!ଯୋୟାବ ଏବଂ ତାଙ୍କର ପରିବାର ଏଥିପାଇଁ ଦାଯୀ ଏବଂ ମୁ ଭାବକ୍ସ୍ଟଛି ତାଙ୍କର ସମସ୍ତ ପରିବାରବର୍ଗ ଦୋଷୀ। ତାଙ୍କ ପରିବାରବର୍ଗ ସମସ୍ତେ କକ୍ସ୍ଟଷ୍ଠରୋଗ ରେ ଆକ୍ରାନ୍ତ ହବେ, ଅଭାବରେ ରହିବେ ଓ ୟକ୍ସ୍ଟଦ୍ଧ ରେ ହତ ହବେ।
30 So Joab and Abishai his brother put Abner to death, because he had put to death their brother Asahel in the fight at Gibeon.ଯୋୟାବ ଓ ତା'ର ଭାଇ ଅବୀଶଯ ଅବ୍ନରକକ୍ସ୍ଟ ହତ୍ଯା କଲେ, କାରଣ ଅବ୍ନର ସମାନଙ୍କେର ଭାଇ ଅସା ହେଲକକ୍ସ୍ଟ ଗିବିଯା ୟକ୍ସ୍ଟଦ୍ଧ ରେ ହତ୍ଯା କରିଥିଲେ।
31 And David said to Joab and all the people who were with him, Go in grief and put haircloth about you, in sorrow for Abner. And King David went after the dead body.ଦାଉଦ ଯୋୟାବ ଓ ତାଙ୍କ ସହିତ ଥିବା ସମସ୍ତ ଲୋକଙ୍କକ୍ସ୍ଟ କହିଲେ, ତୁମ୍ଭର ବସ୍ତ୍ର ଚିରିଦିଅ ଓ ସମସ୍ତେ ଦକ୍ସ୍ଟଃଖଦ ବସ୍ତ୍ର ପିନ୍ଧ, ଅବ୍ନର ପାଇଁ ରୋଦନ କର।
32 And they put Abner's body to rest in Hebron; and the king and all the people were weeping loudly by the resting-place of Abner's body.ସମାନେେ ହିବ୍ରୋଣଠା ରେ ଅବ୍ନରକକ୍ସ୍ଟ କବର ଦେଲେ। ରାଜା ଦାଉଦ ମଧ୍ଯ ସେ ସ୍ଥାନ ରେ ଉପସ୍ଥିତ ରହିଲେ। ରାଜା ଦାଉଦ ଓ ତାଙ୍କର ଲୋକମାନେ କବର ନିକଟରେ ଠିଆ ହାଇେ ରୋଦନ କଲେ।
33 And the king made a song of grief for Abner and said, Was the death of Abner to be like the death of a foolish man?ରାଜା ଦାଉଦ ଅବନର ଚିତା ରେ ଛିଡା ହାଇେ ଏହି ଦକ୍ସ୍ଟଃଖ ଗୀତ ବୋଲିଲେ,
34 Your hands were free, your feet were not chained: like the downfall of a man before evil men, so was your fall. And the weeping of the people over him went on again.ଅବ୍ନର ତକ୍ସ୍ଟମ୍ଭ ହାତ ବନ୍ଧା ନ ଥିଲା କି? ତକ୍ସ୍ଟମ୍ଭ ପାଦ ରେ ଶିଙ୍କକ୍ସ୍ଟଳି ନ ଥିଲା, ତଥାପି, ତୁମ୍ଭକୁ ଦକ୍ସ୍ଟଷ୍ଟ ଲୋକମାନେ ମାରି ଦେଲେ।
35 And the people came to make David take food, while it was still day, but David with an oath said, May God's punishment be on me if I take a taste of bread or any other thing till the sun has gone down!ଦିନତମାମ ଲୋକମାନେ ଦାଉଦଙ୍କକ୍ସ୍ଟ ଖାଇବାକକ୍ସ୍ଟ କହିଲେ, କିନ୍ତୁ ଦାଉଦ ଏକ ପ୍ରତିଜ୍ଞା କରିଥିଲେ ଓ କହିଲେ, ଯଦି ସୂର୍ୟ୍ଯାସ୍ତ ପୂର୍ବରକ୍ସ୍ଟ ମୁ ରୋଟୀ କିମ୍ବା ଅନ୍ୟ କିଛି ଆହାର କରେ, ତବେେ ପରମେଶ୍ବର ମାେତେ ଦଣ୍ତ ଓ ଦକ୍ସ୍ଟଃଖ ଦବେେ।
36 And all the people took note of it and were pleased: like everything the king did, it was pleasing to the people.ସମସ୍ତ ଲୋକ ଏକଥା ବକ୍ସ୍ଟଝିଲେ, ରାଜା ଯାହା କରୁଛନ୍ତି ସମସ୍ତଙ୍କ ଦୃଷ୍ଟି ରେ ତାହା ଭଲ ଥିଲା ବୋଲି ସମସ୍ତେ ତାହା ହୃଦଯଙ୍ଗମ କଲେ।
37 So it was clear to Israel and to all the people on that day that the king was not responsible for the death of Abner, the son of Ner.ଏହିପରି ନରର ପକ୍ସ୍ଟତ୍ର ଅବ୍ନରକକ୍ସ୍ଟ ହତ୍ଯା କରିବା ଯେ ରାଜାଙ୍କ ଆଡକ୍ସ୍ଟ ହାଇେ ନାହିଁ, ଏକଥା ସଦେିନ ଇଶ୍ରାୟେଲର ସମସ୍ତ ଲୋକ ବକ୍ସ୍ଟଝିଲେ।
38 And the king said to his servants, Do you not see that a chief and a great man has come to his end today in Israel?ରାଜା ଦାଉଦ ତାଙ୍କର ସୈନ୍ଯମାନଙ୍କୁ କହିଲେ, ତୁମ୍ଭମାନେେ ଜାଣ ଯେ ଆଜି ଇଶ୍ରାୟେଲର ଜଣେ ମହତ୍ବପୂର୍ଣ୍ଣ ନେତାଙ୍କର ମୃତକ୍ସ୍ଟ୍ଯ ହେଲା।
39 While I, though I am crowned king, have little strength, and these men, the sons of Zeruiah, are out of my control: may the Lord give to the evil-doer the reward of his evil-doing!ମୁ ରାଜା ରୂପେ ଅଭିଷିକ୍ତ ହେଲେ ହେଁ ତଥାପି ମୁ ଆଜି ଦୁର୍ବଳ। ଏହି ସରକ୍ସ୍ଟଯାର ପକ୍ସ୍ଟତ୍ରମାନେ ମାେତେ ଅତି ଦକ୍ସ୍ଟଃଖର କାରଣ ଦେଲେ। ସଦାପ୍ରଭୁ ଏହି କକ୍ସ୍ଟକାର୍ୟ୍ଯ କରିଥିବା ଲୋକମାନଙ୍କୁ ତାଙ୍କର କକ୍ସ୍ଟକର୍ମ ଅନକ୍ସ୍ଟସା ରେ ଦଣ୍ତ ଦିଅନ୍ତକ୍ସ୍ଟ।
Oriya Bible