2 Samuel 23:18 in Oriya

Oriya Oriya Bible 2 Samuel 2 Samuel 23 2 Samuel 23:18

2 Samuel 23:18
ସହେି ତିନି ଜଣଙ୍କ ମଧିଅରେ ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ, ଯୋୟାବର ଭ୍ରାତା ଅବୀଶଯ ମକ୍ସ୍ଟଖ୍ଯ ଥିଲେ। ସେ 300 ଲୋକ ବିରକ୍ସ୍ଟଦ୍ଧ ରେ ନିଜର ବର୍ଚ୍ଛା ଉଠାଇ ସମାନଙ୍କେୁ ହତ୍ଯା କରିଥିଲା। ଏଣୁ ସେ ଏହି ତିନିଙ୍କ ମଧିଅରେ ବିଖ୍ଯାତ ହେଲା।

2 Samuel 23:172 Samuel 232 Samuel 23:19

2 Samuel 23:18 in Other Translations

King James Version (KJV)
And Abishai, the brother of Joab, the son of Zeruiah, was chief among three. And he lifted up his spear against three hundred, and slew them, and had the name among three.

American Standard Version (ASV)
And Abishai, the brother of Joab, the son of Zeruiah, was chief of the three. And he lifted up his spear against three hundred and slew them, and had a name among the three.

Bible in Basic English (BBE)
And Abishai, the brother of Joab, the son of Zeruiah, was chief of the thirty. He put to death three hundred with his spear, and he got for himself a name among the thirty.

Darby English Bible (DBY)
And Abishai, the brother of Joab, the son of Zeruiah, was the chief of three; and he brandished his spear against three hundred and slew them; and he had a name among the three.

Webster's Bible (WBT)
And Abishai, the brother of Joab, the son of Zeruiah, was chief among three. And he lifted up his spear against three hundred, and slew them, and had the name among three.

World English Bible (WEB)
Abishai, the brother of Joab, the son of Zeruiah, was chief of the three. He lifted up his spear against three hundred and killed them, and had a name among the three.

Young's Literal Translation (YLT)
And Abishai brother of Joab, son of Zeruiah, he `is' head of three, and he is lifting up his spear against three hundred -- wounded, and he hath a name among three.

And
Abishai,
וַֽאֲבִישַׁ֞יwaʾăbîšayva-uh-vee-SHAI
the
brother
אֲחִ֣י׀ʾăḥîuh-HEE
of
Joab,
יוֹאָ֣בyôʾābyoh-AV
the
son
בֶּןbenben
Zeruiah,
of
צְרוּיָ֗הṣĕrûyâtseh-roo-YA
was
chief
ה֚וּאhûʾhoo
among
three.
רֹ֣אשׁrōšrohsh
And
he
הַשְּׁלֹשָׁ֔יhaššĕlōšāyha-sheh-loh-SHAI
up
lifted
וְהוּא֙wĕhûʾveh-HOO

עוֹרֵ֣רʿôrēroh-RARE
his
spear
אֶתʾetet
against
חֲנִית֔וֹḥănîtôhuh-nee-TOH
three
עַלʿalal
hundred,
שְׁלֹ֥שׁšĕlōšsheh-LOHSH
slew
and
מֵא֖וֹתmēʾôtmay-OTE
them,
and
had
the
name
חָלָ֑לḥālālha-LAHL
among
three.
וְלוֹwĕlôveh-LOH
שֵׁ֖םšēmshame
בַּשְּׁלֹשָֽׁה׃baššĕlōšâba-sheh-loh-SHA

Cross Reference

2 Samuel 10:10
ସେ ଅବଶିଷ୍ଟ ଲୋକମାନଙ୍କୁ ନିଜର ଭାଇ ଅବୀଶଯ ହସ୍ତ ରେ ସମର୍ପଣ କଲେ, ତହିଁରେ ସେ ସମାନଙ୍କେୁ ନଇେ ଅେମ୍ମାନୀୟମାନଙ୍କ ବକ୍ସ୍ଟରକ୍ସ୍ଟଦ୍ଧ ରେ ସୈନ୍ଯ ସଜାଇଲ।

2 Samuel 10:14
ଅରାମୀଯମାନଙ୍କୁ ପଳାଇବାର ଦେଖି ଅେମ୍ମାନୀୟମାନେ ଅବୀଶଯଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ନିଜର ନଗରକକ୍ସ୍ଟ ପଳାଯନ କଲେ।

2 Samuel 18:2
ଦାଉଦ ତାଙ୍କର ଲୋକମାନଙ୍କୁ ମାଟେ ତିନି ଭାଗ ରେ ବିଭକ୍ତ କଲେ। ଯୋୟାବ ଦାଉଦଙ୍କର ଏକ ତୃତୀଯାଂଶ ଲୋକମାନଙ୍କ ଉପରେ ନିୟକ୍ସ୍ଟକ୍ତି ହେଲେ। ଅନ୍ୟ ଏକ ତୃତୀଯାଂଶ ଯୋୟାବର ଭାଇ ସରକ୍ସ୍ଟଯାର ପକ୍ସ୍ଟତ୍ର ଅବୀଶଯର ଆଦେଶର ଅଧିନ ରେ ରହିଲା ଏବଂ ଅବଶିଷ୍ଟ ଏକ ତୃତୀଯାଂଶ ଗାଥର ଇତ୍ତଯ ଆଦେଶର ଅଧିନ ରେ ଥିଲେ।

1 Chronicles 11:20
ଯୋୟାବଙ୍କ ଭ୍ରାତା ଅବୀଶଯ, ଏହି ତିନି ବୀରଙ୍କର ନେତା ଥିଲେ। ସେ ନିଜର ବର୍ଚ୍ଛା ଦ୍ବାରା 300 ଲୋକଙ୍କ ସହିତ ୟୁଦ୍ଧ କରିଥିଲେ ଓ ସମାନଙ୍କେୁ ବଧ କରିଥିଲେ। ଅବୀଶଯ ମଧ୍ଯ ଏହି ତିନି ବୀରଙ୍କ ତୁଲ୍ଯ ସୁପ୍ରସିଦ୍ଧ ଥିଲେ।

1 Samuel 26:6
ଦାଉଦ ହିତ୍ତୀଯ ଅହୀମଲକେକକ୍ସ୍ଟ ଓ ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବର ଭ୍ରାତା, ଅବୀଶଯକକ୍ସ୍ଟ ପଚାରିଲେ, ମାେ ସଙ୍ଗ ରେ ଶାଉଲଙ୍କ ଛାଉଣୀକି ନିକଟକକ୍ସ୍ଟ କିଏ ୟିବ।

2 Samuel 2:18
ସରକ୍ସ୍ଟଯାର ତିନି ପକ୍ସ୍ଟତ୍ର ଥିଲେ। ସମାନେେ ହେଲ, ଯୋୟାବ, ଅବୀଶଯ ଏବଂ ଅସା ହେଲ୍। ଅସା ହେଲ୍ ଥିଲେ ଜଣେ କ୍ଷିପ୍ର ଧାବକ। ସେ କୃଷ୍ନସାର ମୃଗପରି କ୍ଷିପ୍ର ଗତି ରେ ଦୌଡି ପାରନ୍ତି।

2 Samuel 3:30
ଯୋୟାବ ଓ ତା'ର ଭାଇ ଅବୀଶଯ ଅବ୍ନରକକ୍ସ୍ଟ ହତ୍ଯା କଲେ, କାରଣ ଅବ୍ନର ସମାନଙ୍କେର ଭାଇ ଅସା ହେଲକକ୍ସ୍ଟ ଗିବିଯା ୟକ୍ସ୍ଟଦ୍ଧ ରେ ହତ୍ଯା କରିଥିଲେ।

2 Samuel 20:10
ମାତ୍ର ଯୋୟାବର ହସ୍ତସ୍ଥିତ ଖଡ୍ଗ ପ୍ରତି ଅମାସା କିଛି ଦୃଷ୍ଟି ଦଲୋ ନାହିଁ। ଏବଂ ଯୋୟାବ ସହେି ଖଡ୍ଗ ରେ ତା'ର ଉଦରକକ୍ସ୍ଟ ଆଘାତ କରି ତାହାର ଅନ୍ତବକ୍ସ୍ଟଜକ୍ସ୍ଟଳି କାଢି ଭୂମିରେ ପକାଇ ଦଲୋ। ସେ ଦ୍ବିତୀୟ ଥର ଆଘାତ କଲା ନାହିଁ। ସେଥି ରେ ହିଁ ସେ ମରି ୟାଇଥିଲା। ତା'ପରେ ଯୋୟାବ ଏବଂ ତାହାର ଭାଇ ଅବୀଶଯ ବିଖ୍ରିର ପକ୍ସ୍ଟତ୍ର ପଛ ରେ ଗୋଡ଼ାଇବାକକ୍ସ୍ଟ ଆରମ୍ଭ କଲେ।

1 Chronicles 2:16
ସରୁଯାର ତିନି ପୁତ୍ର ଥିଲେ ଅବୀଶଯ, ଯୋୟାବ ଓ ଅସା ହେଲ।