Base Word
שְׁלִישִׁי
Short Definitionthird; feminine a third (part); by extension, a third (day, year or time); specifically, a third-story cell)
Long Definitionthird, one third, third part, third time
Derivationordinal from H7969
International Phonetic Alphabetʃɛ̆.lɪi̯ˈʃɪi̯
IPA modʃɛ̆.liːˈʃiː
Syllablešĕlîšî
Dictionsheh-lee-SHEE
Diction Modsheh-lee-SHEE
Usagethird (part, rank, time), three (years old)
Part of speecha

Genesis 1:13
ତହିଁରେ ସଂନ୍ଧ୍ଯା ଓ ପ୍ରାତଃକାଳ ହାଇେ ତୃତୀୟ ଦିବସ ହେଲା।

Genesis 2:14
ତୃତୀୟ ନଦୀର ନାମ ହିଦ୍ଦକେଲ୍ ଥିଲା, ଏହା ଅଶ୍ବରୀଯ ଦେଶର ସମ୍ମୁଖ ଦଇେ ଗମନ କରେ। ଏବଂ ଚ଼ତୁର୍ଥ ନଦୀର ନାମ ଫରାତ୍ ଥିଲା।

Genesis 6:16
ଉପରୁ ଏକ ହାତ ଛାଡ଼ି ଝରକା କରିବ। ସହେି ଜାରାଜର ପାଶର୍ବ ରେ ଗୋଟିଏ ଦ୍ବାର ରହିବ। ଆଉ ତହିଁର ପ୍ରଥମ, ଦ୍ବିତୀୟ ଓ ତୃତୀୟ ଚଟାଣ ବନାଇବ।

Genesis 22:4
ତୃତୀୟ ଦିନ ରେ ୟାତ୍ରା ପରେ ଅବ୍ରହାମ ନିରୀକ୍ଷଣ କଲା ଓ ଦୂରସ୍ଥାନକୁ ଦେଖିଲା, ଯେଉଁଠାକୁ ସେ ଯାଉଥିଲ।

Genesis 31:22
ତିନିଦିନ ୟିବାପରେ, ଲାବନକୁ କୁହାଗଲା, ଯାକୁବ ପଳାଯନ କରିଛି।

Genesis 32:19
ଯାକୁବ ଏହିପରି କହିବାକୁ ତାଙ୍କର ଦ୍ବିତୀୟ ଦଳର ଦାସ ଓ ତୃତୀୟ ଦଳର ଦାସ ଏବଂ ସମସ୍ତ ଦାସଙ୍କୁ ଏହିପରି କହିଲେ। ସେ କହିଲେ, ତୁମ୍ଭେ ସମସ୍ତେ ଏହିପରି କହିବ ଯେତବେେଳେ ଏଷୌକୁ ତୁମ୍ଭମାନେେ ଭଟେିବ।

Genesis 34:25
ତିନିଦିନ ପରେ, ସଇେ ସ୍ଥାନର ଲୋକମାନେ ସୁନ୍ନତ ଯୋଗୁଁ କଷ୍ଟ ରେ ଥିଲେ। ଯାକୁବର ଦୁଇପୁତ୍ର ଶିମିୟୋନ ଓ ଲବେୀ, ତାଙ୍କର ଖଡ୍ଗ ନେଲେ ଏବଂ ସହେି ନଗରର ନିର୍ଭୟ ରେ ପ୍ରେତ୍ୟକକ ପୁରୁଷମାନଙ୍କୁ ମାରି ଦେଲେ।

Genesis 40:20
ଏହାପରେ ତୃତୀୟ ଦିନ ରେ ଫାରୋଙ୍କର ଜନ୍ମ ଦିନ ଉପସ୍ଥିତ ହବୋରୁ ସେ ଆପଣା ସମସ୍ତ ଦାସଙ୍କ ନିମନ୍ତେ ଭୋଜନ ପ୍ରସ୍ତୁତ କଲେ। ତହିଁରେ ସେ ଆପଣା ସମସ୍ତ ଦାସଙ୍କ ସାକ୍ଷାତ ରେ ପ୍ରଧାନ ପାନପାତ୍ର ବାହକର ଓ ପ୍ରଧାନ ସୂପକାରର ମସ୍ତକ ଉଠାଇଲେ।

Genesis 42:18
ତିନିଦିନ ପର, ଯୋଷଫେ ସମାନଙ୍କେୁ କହିଲେ, ମୁଁ ପରମେଶ୍ବରଙ୍କୁ ଭୟ କରେ। ଏଣୁ ଏହି କର୍ମ କର ଓ ତହିଁରେ ତୁମ୍ଭେ ବଞ୍ଚିପାରିବ।

Exodus 19:1
ମିଶର ଦେଶରୁ ଇଶ୍ରାୟେଲୀୟମାନେ ବାହରି ତୃତୀୟ ମାସର ପ୍ରଥମ ଦିନ ରେ ଆସି ସୀନଯ ମରୁଭୂମିରେ ପହନ୍ଚିଲେ।

Occurences : 108

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்