Bible

2 Samuel 2 - YLT (Oriya)

1 And it cometh to pass afterwards, that David asketh at Jehovah, saying, `Do I go up into one of the cities of Judah?' and Jehovah saith unto him, `Go up.' And David saith, `Whither do I go up?' and He saith, `To Hebron.'ଏହାପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରିଲେ, ମୁ କ'ଣ ୟିହକ୍ସ୍ଟଦାର କୌଣସି ଏକ ନଗରକକ୍ସ୍ଟ ନିଯନ୍ତ୍ରଣ କରିବାକୁ ୟିବି?

2 And David goeth up thither, and also his two wives, Ahinoam the Jezreelitess, and Abigail wife of Nabal the Carmelite;ତେଣୁ ଦାଉଦ ଓ ତାଙ୍କର ଦକ୍ସ୍ଟଇ ଜଣ ସ୍ତ୍ରୀଙ୍କ ସହିତ ହିବ୍ରୋଣକକ୍ସ୍ଟ ଗଲେ। ତାଙ୍କର ସ୍ତ୍ରୀମାନେ ଥିଲେ ୟିଷ୍ରିଯଲେୀଯା ଅହୀନୋଯମ୍ ଓ କର୍ମିଲୀଯ ନାବଲର ସ୍ତ୍ରୀ ଅବୀଗଲ।

3 and his men who `are' with him hath David brought up -- a man and his household -- and they dwell in the cities of Hebron.ଦାଉଦ ତାଙ୍କର ଲୋକମାନଙ୍କୁ ଓ ସମାନଙ୍କେର ପରିବାରବର୍ଗମାନଙ୍କୁ ସାଙ୍ଗ ରେ ନଇଗେଲେ। ଏବଂ ସମାନେେ ସମସ୍ତେ ସହେି ହିବ୍ରୋଣ ସହର ରେ ଓ ତା'ର ପାଖାପାଖି ସହର ରେ ବାସ କଲେ।

4 And the men of Judah come, and anoint there David for king over the house of Judah; and they declare to David, saying, `The men of Jabesh-Gilead `are' they who buried Saul.'ୟିହକ୍ସ୍ଟଦାର ଲୋକମାନେ ହିବ୍ରୋଣକକ୍ସ୍ଟ ଆସି ଦାଉଦଙ୍କକ୍ସ୍ଟ ୟିହକ୍ସ୍ଟଦାର ରାଜା ଭାବରେ ଅଭିଷିକ୍ତ କଲେ। ତା'ପରେ ସମାନେେ ଦାଉଦଙ୍କକ୍ସ୍ଟ କହିଲେ, ୟାବେଶ୍ ଗିଲିଯଦୀଯମାନେ ଶାଉଲଙ୍କକ୍ସ୍ଟ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କକ୍ସ୍ଟ ଜଣାଇଲେ।

5 And David sendeth messengers unto the men of Jabesh-Gilead, and saith unto them, `Blessed `are' ye of Jehovah, in that ye have done this kindness with your lord, with Saul, that ye bury him.ଦାଉଦ ୟାବେଶ୍ ଗିଲିଯଦର ଲୋକମାନଙ୍କ ନିକଟକକ୍ସ୍ଟ ଦୂତଗଣ ପଠାଇଲେ ଓ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତକ୍ସ୍ଟ। କାରଣ ତୁମ୍ଭମାନେେ ନିଜର ପ୍ରଭକ୍ସ୍ଟ ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦଇେଅଛି।

6 `And, now, Jehovah doth with you kindness and truth, and also, I do with you this good because ye have done this thing;ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ବିଶ୍ବସ୍ତତା ପ୍ରକାଶ କରନ୍ତକ୍ସ୍ଟ। କାରଣ ତୁମ୍ଭମାନେେ ଏହି କର୍ମ କରିଥିବାରକ୍ସ୍ଟ ମୁ ମଧ୍ଯ ତୁମ୍ଭମାନଙ୍କୁ ସହେି ଦୟା ପ୍ରଦର୍ଶନ କରିବି।

7 and now, are your hands strong, and be ye for sons of valour, for your lord Saul. `is' dead, and also -- me have the house of Judah anointed for king over them.'ତୁମ୍ଭମାନେେ ସାହାସୀ ଓ ଶକ୍ତିଶାଳୀ ହକ୍ସ୍ଟଅ। ତୁମ୍ଭର ରାଜା ଶାଉଲ ମୃତ, କିନ୍ତୁ ତୁମ୍ଭର ୟିହକ୍ସ୍ଟଦାର ପରିବାରବର୍ଗ ମାେତେ ରାଜା ଭାବରେ ଅଭିଷିକ୍ତ କରିଛନ୍ତି।

8 And Abner, son of Ner, head of the host which Saul hath, hath taken Ish-Bosheth, son of Saul, and causeth him to pass over to Mahanaim,ନରର ପକ୍ସ୍ଟତ୍ର ଅବ୍ନର ଶାଉଲଙ୍କ ସୈନ୍ଯଦଳର ସନୋପତି ଥିଲେ। ଅବ୍ନର ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତକକ୍ସ୍ଟ ମହନଯିମକକ୍ସ୍ଟ ନଇଗେଲେ।

9 and causeth him to reign over Gilead, and over the Ashurite, and over Jezreel, and over Ephraim, and over Benjamin, and over Israel -- all of it.ଏବଂ ତାଙ୍କୁ ଗିଲିଯଦ, ଅଶୂରି, ୟିଷ୍ରିଯଲେ ଓ ଇଫ୍ରଯିମ, ବିନ୍ଯାମୀନ ଓ ସମସ୍ତ ଇଶ୍ରାୟେଲର ରାଜା ଭାବରେ ଅଭିଷିକ୍ତ କରାଇଲେ।

10 A son of forty years, `is' Ish-Bosheth son of Saul, in his reigning over Israel, and two years he hath reigned, only the house of Judah have been after David.ଈଶ୍ବୋଶତ୍ ଥିଲେ ଶାଉଲଙ୍କର ପକ୍ସ୍ଟତ୍ର। ସେ ଯେତବେେଳେ ଇଶ୍ରାୟେଲର ରାଜା ହେଲେ ତାଙ୍କୁ ସେତବେେଳେ 40 ବର୍ଷ ବଯସ ହାଇେଥିଲା। ସେ ମାତ୍ର ଦକ୍ସ୍ଟଇ ବର୍ଷ ପାଇଁ ରାଜତ୍ବ କରିଥିଲେ। କିନ୍ତୁ ୟିହକ୍ସ୍ଟଦାର ଲୋକମାନେ ଦାଉଦଙ୍କକ୍ସ୍ଟ ରାଜା ଭାବରେ ମାନକ୍ସ୍ଟଥିଲେ।

11 And the number of the days that David hath been king in Hebron, over the house of Judah, is seven years and six months.ଦାଉଦ ଥିଲେ ହିବ୍ରୋଣର ରାଜା। ସେ ୟିହକ୍ସ୍ଟଦାର ପରିବାରବର୍ଗ ଉପରେ ସାଢେ ସାତ ବର୍ଷ ଶାସନ କଲେ।

12 And Abner son of Ner goeth out, and servants of Ish-Bosheth son of Saul, from Mahanaim to Gibeon.ନରର ପକ୍ସ୍ଟତ୍ର ଅବ୍ନର ଓ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତର କର୍ମଗ୍ଭରୀମାନେ ମହନଯିମରକ୍ସ୍ଟ ଗିବିଯୋନକକ୍ସ୍ଟ ଗଲେ।

13 And Joab son of Zeruiah, and servants of David, have gone out, and they meet by the pool of Gibeon together, and sit down, these by the pool on this `side', and these by the pool on that.ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ୍ ଓ ଦାଉଦଙ୍କର ଉଚ୍ଚପଦସ୍ତ କର୍ମଗ୍ଭରୀମାନେ ମଧ୍ଯ ଗିବିଯୋନକକ୍ସ୍ଟ ଗଲେ। ସମାନେେ ଅବ୍ନର ଏବଂ ଇଶ୍ବୋଶତର କର୍ମଗ୍ଭରୀମାନଙ୍କୁ ଗିବିୟୋନର ଏକ ପୋଖରୀ ପାଖ ରେ ଭୋଟିଲେ। ଯୋୟାବର ଦଳ ପୋଖରୀର ଏକ ପାଶର୍‌ବ ରେ ବସିଲା ବେଳେ ଅବନରର ଦଳ ପୋଖରୀର ଅନ୍ୟ ପାଶର୍‌ବ ରେ ବସିଲେ।

14 And Abner saith unto Joab, `Let the youths rise, I pray thee, and they play before us;' and Joab saith, `Let them rise.'ଅବ୍ନର ଯୋୟାବକକ୍ସ୍ଟ କହିଲେ, ୟକ୍ସ୍ଟବକ ସୈନ୍ଯମାନେ ଆମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ପ୍ରତିୟୋଗିତା କରନ୍ତକ୍ସ୍ଟ।

15 And they rise and pass over, in number twelve of Benjamin, even of Ish-Bosheth son of Saul, and twelve of the servants of David.ତେଣୁ ୟକ୍ସ୍ଟବକ ସୈନ୍ଯମାନେ ଉଠିଲେ, ଦକ୍ସ୍ଟଇ ଦଳ ସମାନଙ୍କେର ସୈନ୍ଯମାନେ ପ୍ରତିୟୋଗିତା ପାଇଁ ଗଣତି ହେଲ। ସମାନେେ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତ୍ ପାଇଁ ପ୍ରତି ଯୋଗିତା କରିବା ପାଇଁ ବିନ୍ଯାମୀନ ବଂଶରକ୍ସ୍ଟ ବାରଜଣଙ୍କକ୍ସ୍ଟ ବାଛିଲେ। ଏବଂ ସମାନେେ ଦାଉଦଙ୍କର କର୍ମଗ୍ଭରୀ ମଧ୍ଯରକ୍ସ୍ଟ ବାରଜଣଙ୍କକ୍ସ୍ଟ ବାଛିଲେ।

16 And they lay hold, each on the head of his companion, and his sword `is' in the side of his companion, and they fall together, and `one' calleth that place Helkath-Hazzurim, which `is' in Gibeon,ପ୍ରେତ୍ୟକକ ସୈନ୍ଯ ଏକ ଆ ରକରେ ମସ୍ତକ ଧରିଲେ ଏବଂ ଏକ ଆ ରକେକକ୍ସ୍ଟ ଖଡ୍ଗ ରେ ଭୂଷିଲେ। ତେଣୁ ସମାନେେ ଏକତ୍ର ପଡିଗଲେ। ତେଣୁ ସହେି ସ୍ଥାନର ନାମ ତିକ୍ଷ୍ମ ଖଡ୍ଗ କ୍ଷେତ୍ର ବୋଲି ଡକାୟାଏ। ସହେି ସ୍ଥାନଟି ଗିବିଯୋନ ରେ ଥିଲା।

17 and the battle is very hard on that day, and Abner is smitten, and the men of Israel, before the servants of David.ସହେି ପ୍ରତିୟୋଗିତା ଏକ ଭୟଙ୍କର ୟକ୍ସ୍ଟଦ୍ଧ ରେ ପରିଣତ ହେଲା। ଦାଉଦର ସୈନ୍ଯମାନେ ସଦେିନ ଅବନର ଓ ଇଶ୍ରାୟେଲୀୟମାନଙ୍କୁ ପରାସ୍ତ କଲେ।

18 And there are there three sons of Zeruiah, Joab, and Abishai, and Asahel, and Asahel `is' light on his feet, as one of the roes which `are' in the field,ସରକ୍ସ୍ଟଯାର ତିନି ପକ୍ସ୍ଟତ୍ର ଥିଲେ। ସମାନେେ ହେଲ, ଯୋୟାବ, ଅବୀଶଯ ଏବଂ ଅସା ହେଲ୍। ଅସା ହେଲ୍ ଥିଲେ ଜଣେ କ୍ଷିପ୍ର ଧାବକ। ସେ କୃଷ୍ନସାର ମୃଗପରି କ୍ଷିପ୍ର ଗତି ରେ ଦୌଡି ପାରନ୍ତି।

19 And Asahel pursueth after Abner, and hath not turned aside to go to the right or to the left, from after Abner.ଅସା ହେଲ ଅବନର ପେଛ ପେଛ ଦୌଡିଗଲା। ଏବଂ ତାଙ୍କ ପେଛ ପେଛ ୟିବା ଆରମ୍ଭ କଲା।

20 And Abner looketh behind him, and saith, `Art thou he -- Asahel?' and he saith, `I `am'.'ଅବନର ପଛକକ୍ସ୍ଟ ଅନାଇ କହିଲା, ଅସା ହେଲ୍ ଏ କି ତୁମ୍ଭେ?

21 And Abner saith to him, `Turn thee aside to thy right hand or to thy left, and seize for thee one of the youths, and take to thee his armour;' and Asahel hath not been willing to turn aside from after him.ଅସା ହେଲକକ୍ସ୍ଟ ହତ୍ଯା କରିବା ପାଇଁ ଅବନର ଗ୍ଭହକ୍ସ୍ଟଁ ନ ଥିଲେ। ତେଣୁ ଅବନର ଅସା ହେଲକକ୍ସ୍ଟ କହିଲେ, ମାେ ପଛ ରେ ଦୌଡିବା ବନ୍ଦ କର। ତୁମ୍ଭେ ଅନ୍ୟ ଜଣକ ପଛ ରେ ଦୌଡ଼ନ୍ତି, ତାଠାରକ୍ସ୍ଟ ତୁମ୍ଭେ ସହଜ ରେ ସାଂଜକ୍ସ୍ଟ ଛଡାଇ ତକ୍ସ୍ଟମ୍ଭ ପାଇଁ ଆଣିପାରିବ। କିନ୍ତୁ ଅସା ହେଲ ମନା କଲେ ଓ ଅବ୍ନର ପଛ ରେ ଗୋଡ଼ାଇଲେ।

22 And Abner addeth again, saying unto Asahel, `Turn thee aside from after me, why do I smite thee to the earth? and how do I lift up my face unto Joab thy brother?'ଅବ୍ନର ଆଉଥରେ ଅସା ହେଲକକ୍ସ୍ଟ କହିଲେ, ମାେ ପେଛ ଗୋଡ଼ାଇବା ବନ୍ଦ କର ନଚେତ୍ ମୁ ତୁମ୍ଭକୁ ହତ୍ଯା କରିବି। ମୁ ତୁମ୍ଭକୁ ହତ୍ଯା କଲେ ତୁମ୍ଭର ଭାଇ ଯୋୟାବକକ୍ସ୍ଟ କିପରି ମକ୍ସ୍ଟହଁ ଦଖାଇବେି?

23 And he refuseth to turn aside, and Abner smiteth him with the hinder part of the spear unto the fifth `rib', and the spear cometh out from behind him, and he falleth there, and dieth under it; and it cometh to pass, every one who hath come unto the place where Asahel hath fallen and dieth -- they stand still.କିନ୍ତୁ ଅସା ହେଲ ଅବ୍ନର ପଛ ରେ ଦୌଡିବାରକ୍ସ୍ଟ ବିରତ ହେଲା ନାହିଁ। ତେଣୁ ଅବ୍ନର ବର୍ଚ୍ଛାର ମକ୍ସ୍ଟନ ରେ ତା'ର ପଟେକକ୍ସ୍ଟ ଭୂଷି ଦବୋରକ୍ସ୍ଟ ତାହା ପିଠି ଦଇେ ବାହାରି ଗଲା। ତେଣୁ ସେ ସହେିଠା ରେ ମରିଗଲା।

24 And Joab and Abishai pursue after Abner, and the sun hath gone in, and they have come in unto the height of Ammah, which `is' on the front of Giah, the way of the wilderness of Gibeon.କିନ୍ତୁ ଯୋୟାବ ଓ ଅବୀଶଯ ଅବନର ପଛ ରେ ଗୋଡ଼ାଇଲେ, ସମାନେେ ଯେତବେେଳେ ଅମା ପର୍ବତ ନିକଟରେ ପହନ୍ଚିଲେ, ସେତବେେଳକେକ୍ସ୍ଟ ସୂର୍ୟ୍ଯାସ୍ତ ହାଇୟୋଇ ଥିଲା। ଗିବିଯୋନ ମରକ୍ସ୍ଟଭୂମିର ପଥ ନିକଟବର୍ତ୍ତି ଗୀଆ ପୂର୍ବରକ୍ସ୍ଟ ଅମା ପର୍ବତ ଉପସ୍ଥିତ।

25 And the sons of Benjamin gather themselves together after Abner, and become one troop, and stand on the top of a certain height,ବିନ୍ଯାମୀନର ପରିବାରବର୍ଗ ଅବନର ଚତକ୍ସ୍ଟଃପାଶର୍‌ବ ରେ ପର୍ବତର ଶିର୍ଷ ରେ ଘରେି ରହିଥିଲେ।

26 and Abner calleth unto Joab, and saith, `For ever doth the sword consume? hast thou not known that it is bitterness in the latter end? and till when dost thou not say to the people to turn back from after their brethren?'ଅବ୍ନର ଯୋୟାବକକ୍ସ୍ଟ ଡାକି କହିଲେ, ଆମ୍ଭେ ନିଶ୍ଚିତ ୟକ୍ସ୍ଟଦ୍ଧ କରୁଥିବା ଓ ପରସ୍ପରକକ୍ସ୍ଟ ଚିରଦିନ ହତ୍ଯା କରୁଥିବା କି? ତୁମ୍ଭେ ନିଶ୍ଚିତ ରେ ଜାଣ ଯେ, ଏହା ଦକ୍ସ୍ଟଃଖଦ ପୂର୍ଣ୍ଣ ଶଷେ ହବେ। ତୁମ୍ଭମାନଙ୍କର ଲୋକମାନଙ୍କୁ କକ୍ସ୍ଟହ ସମାନଙ୍କେର ଭାଇମାନଙ୍କ ପଛ ରେ ନ ଗୋଡ଼ାଇବା ପାଇଁ।

27 And Joab saith, `God liveth! for unless thou hadst spoken, surely then from the morning had the people gone up each from after his brother.'ତା'ପରେ ଯୋୟାବ କହିଲା, ତୁମ୍ଭେ ଗୋଟିଏ ଭଲ କଥା କହିଲ, ପରମେଶ୍ବର ଜୀବିତ ଥିବା ପ୍ରମାଣେ, ଯଦି ତୁମ୍ଭେ ଏହାପରି କହି ନଥାନ୍ତ, ଲୋକମାନେ ସମାନଙ୍କେର ନିଜର ଭାଇମାନଙ୍କ ପଛ ରେ ପ୍ରଭାତ ପର୍ୟ୍ଯନ୍ତ ଗୋଡାଉ ଥାନ୍ତେ।

28 And Joab bloweth with a trumpet, and all the people stand still, and pursue no more after Israel, nor have they added any more to fight.ତେଣୁ ଯୋୟାବ ତୂରୀ ବଜାଇଲେ ଓ ଲୋକମାନେ ଇଶ୍ରାୟେଲୀୟମାନଙ୍କ ପଛ ରେ ଦୌଡିବା ବନ୍ଦ କଲେ। ତା'ପରେ ସମାନେେ ଆଉ ୟକ୍ସ୍ଟଦ୍ଧ କଲେ ନାହିଁ।

29 And Abner and his men have gone through the plain all that night, and pass over the Jordan, and go on `through' all Bithron, and come in to Mahanaim.ଅବ୍ନର ଓ ତାଙ୍କର ଲୋକମାନେ ସେ ରାତ୍ରି ତମାମ ୟର୍ଦ୍ଦନ ଉପତ୍ୟକା ଦଇେ ଗମନ କଲେ ଓ ସମାନେେ ୟର୍ଦ୍ଦନ ନଦୀ ପାର ହେଲ ଓ ସମାନେେ ମହନଯିମକକ୍ସ୍ଟ ପହଞ୍ଚିବା ପର୍ୟ୍ଯନ୍ତ ଦିନସାରା ଗମନ କଲେ।

30 And Joab hath turned back from after Abner, and gathereth all the people, and there are lacking of the servants of David nineteen men, and Asahel;ଯୋୟାବ ପଶ୍ଚାଧାବନ ବନ୍ଦ କରି ଗଣି ଦେଖିଲେ, ଅସା ହେଲକକ୍ସ୍ଟ ମିଶାଇ ଦାଉଦଙ୍କର ସୈନ୍ଯମାନଙ୍କ ମଧ୍ଯରକ୍ସ୍ଟ ଉଣାଇଶ ଜଣ ନାହିଁନ୍ତି।

31 and the servants of David have smitten of Benjamin, even among the men of Abner, three hundred and sixty men -- they died.କିନ୍ତୁ ଦାଉଦର ସୈନ୍ଯମାନେ ବିନ୍ଯାମୀନ ପରିବାରରକ୍ସ୍ଟ 360 ଜଣ ଅବନରର ଲୋକମାନଙ୍କୁ ମାରି ଦଇେଥିଲେ।

32 And they lift up Asahel, and bury him in the burying-place of his father, which `is' in Beth-Lehem, and they go all the night -- Joab and his men -- and it is light to them in Hebron.ଦାଉଦର ସୈନ୍ଯମାନେ ଅସା ହେଲ୍ର ଶରୀରକକ୍ସ୍ଟ ଆଣି ବୈଥଲହମେ ସ୍ଥିତ ତା'ର ପିତାଙ୍କର କବର ରେ କବର ଦେଲେ। ପକ୍ସ୍ଟଣି ଯୋୟାବ ଓ ତା'ର ଲୋକମାନେ ରାତ୍ରିସାରା ପଦଗ୍ଭରଣ କରି ବକ୍ସ୍ଟଲିଲେ।

Oriya Bible