2 Samuel 2 - DBY (Oriya)
1 And it came to pass after this that David inquired of Jehovah, saying, Shall I go up into one of the cities of Judah? And Jehovah said to him, Go up. And David said, Whither shall I go up? And he said, Unto Hebron.ଏହାପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରିଲେ, ମୁ କ'ଣ ୟିହକ୍ସ୍ଟଦାର କୌଣସି ଏକ ନଗରକକ୍ସ୍ଟ ନିଯନ୍ତ୍ରଣ କରିବାକୁ ୟିବି?
2 So David went up thither, and his two wives also, Ahinoam the Jizreelitess, and Abigail the wife of Nabal the Carmelite.ତେଣୁ ଦାଉଦ ଓ ତାଙ୍କର ଦକ୍ସ୍ଟଇ ଜଣ ସ୍ତ୍ରୀଙ୍କ ସହିତ ହିବ୍ରୋଣକକ୍ସ୍ଟ ଗଲେ। ତାଙ୍କର ସ୍ତ୍ରୀମାନେ ଥିଲେ ୟିଷ୍ରିଯଲେୀଯା ଅହୀନୋଯମ୍ ଓ କର୍ମିଲୀଯ ନାବଲର ସ୍ତ୍ରୀ ଅବୀଗଲ।
3 And his men that were with him did David bring up, every man with his household; and they dwelt in the cities of Hebron.ଦାଉଦ ତାଙ୍କର ଲୋକମାନଙ୍କୁ ଓ ସମାନଙ୍କେର ପରିବାରବର୍ଗମାନଙ୍କୁ ସାଙ୍ଗ ରେ ନଇଗେଲେ। ଏବଂ ସମାନେେ ସମସ୍ତେ ସହେି ହିବ୍ରୋଣ ସହର ରେ ଓ ତା'ର ପାଖାପାଖି ସହର ରେ ବାସ କଲେ।
4 And the men of Judah came, and there they anointed David king over the house of Judah. And they told David, saying, It is the men of Jabesh-Gilead that have buried Saul.ୟିହକ୍ସ୍ଟଦାର ଲୋକମାନେ ହିବ୍ରୋଣକକ୍ସ୍ଟ ଆସି ଦାଉଦଙ୍କକ୍ସ୍ଟ ୟିହକ୍ସ୍ଟଦାର ରାଜା ଭାବରେ ଅଭିଷିକ୍ତ କଲେ। ତା'ପରେ ସମାନେେ ଦାଉଦଙ୍କକ୍ସ୍ଟ କହିଲେ, ୟାବେଶ୍ ଗିଲିଯଦୀଯମାନେ ଶାଉଲଙ୍କକ୍ସ୍ଟ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କକ୍ସ୍ଟ ଜଣାଇଲେ।
5 And David sent messengers to the men of Jabesh-Gilead, and said to them, Blessed be ye of Jehovah, that ye have shewn this kindness to your lord, to Saul, and have buried him!ଦାଉଦ ୟାବେଶ୍ ଗିଲିଯଦର ଲୋକମାନଙ୍କ ନିକଟକକ୍ସ୍ଟ ଦୂତଗଣ ପଠାଇଲେ ଓ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତକ୍ସ୍ଟ। କାରଣ ତୁମ୍ଭମାନେେ ନିଜର ପ୍ରଭକ୍ସ୍ଟ ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦଇେଅଛି।
6 And now Jehovah shew kindness and faithfulness to you; and I also will requite you this good, because ye have done this thing.ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ବିଶ୍ବସ୍ତତା ପ୍ରକାଶ କରନ୍ତକ୍ସ୍ଟ। କାରଣ ତୁମ୍ଭମାନେେ ଏହି କର୍ମ କରିଥିବାରକ୍ସ୍ଟ ମୁ ମଧ୍ଯ ତୁମ୍ଭମାନଙ୍କୁ ସହେି ଦୟା ପ୍ରଦର୍ଶନ କରିବି।
7 And now let your hands be strong, and be ye valiant; for your master Saul is dead, and also the house of Judah have anointed me king over them.ତୁମ୍ଭମାନେେ ସାହାସୀ ଓ ଶକ୍ତିଶାଳୀ ହକ୍ସ୍ଟଅ। ତୁମ୍ଭର ରାଜା ଶାଉଲ ମୃତ, କିନ୍ତୁ ତୁମ୍ଭର ୟିହକ୍ସ୍ଟଦାର ପରିବାରବର୍ଗ ମାେତେ ରାଜା ଭାବରେ ଅଭିଷିକ୍ତ କରିଛନ୍ତି।
8 And Abner the son of Ner, captain of Saul's host, took Ishbosheth the son of Saul, and brought him over to Mahanaim;ନରର ପକ୍ସ୍ଟତ୍ର ଅବ୍ନର ଶାଉଲଙ୍କ ସୈନ୍ଯଦଳର ସନୋପତି ଥିଲେ। ଅବ୍ନର ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତକକ୍ସ୍ଟ ମହନଯିମକକ୍ସ୍ଟ ନଇଗେଲେ।
9 and made him king over Gilead, and over the Asshurites, and over Jizreel, and over Ephraim, and over Benjamin, and over all Israel.ଏବଂ ତାଙ୍କୁ ଗିଲିଯଦ, ଅଶୂରି, ୟିଷ୍ରିଯଲେ ଓ ଇଫ୍ରଯିମ, ବିନ୍ଯାମୀନ ଓ ସମସ୍ତ ଇଶ୍ରାୟେଲର ରାଜା ଭାବରେ ଅଭିଷିକ୍ତ କରାଇଲେ।
10 Ishbosheth Saul's son was forty years old when he began to reign over Israel, and he reigned two years. However, the house of Judah followed David.ଈଶ୍ବୋଶତ୍ ଥିଲେ ଶାଉଲଙ୍କର ପକ୍ସ୍ଟତ୍ର। ସେ ଯେତବେେଳେ ଇଶ୍ରାୟେଲର ରାଜା ହେଲେ ତାଙ୍କୁ ସେତବେେଳେ 40 ବର୍ଷ ବଯସ ହାଇେଥିଲା। ସେ ମାତ୍ର ଦକ୍ସ୍ଟଇ ବର୍ଷ ପାଇଁ ରାଜତ୍ବ କରିଥିଲେ। କିନ୍ତୁ ୟିହକ୍ସ୍ଟଦାର ଲୋକମାନେ ଦାଉଦଙ୍କକ୍ସ୍ଟ ରାଜା ଭାବରେ ମାନକ୍ସ୍ଟଥିଲେ।
11 And the time that David was king in Hebron over the house of Judah was seven years and six months.ଦାଉଦ ଥିଲେ ହିବ୍ରୋଣର ରାଜା। ସେ ୟିହକ୍ସ୍ଟଦାର ପରିବାରବର୍ଗ ଉପରେ ସାଢେ ସାତ ବର୍ଷ ଶାସନ କଲେ।
12 And Abner the son of Ner, and the servants of Ishbosheth the son of Saul, went out from Mahanaim to Gibeon.ନରର ପକ୍ସ୍ଟତ୍ର ଅବ୍ନର ଓ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତର କର୍ମଗ୍ଭରୀମାନେ ମହନଯିମରକ୍ସ୍ଟ ଗିବିଯୋନକକ୍ସ୍ଟ ଗଲେ।
13 And Joab the son of Zeruiah, and the servants of David, went out. And they met together by the pool of Gibeon; and they sat down, these on the one side of the pool, and those on the other side of the pool.ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ୍ ଓ ଦାଉଦଙ୍କର ଉଚ୍ଚପଦସ୍ତ କର୍ମଗ୍ଭରୀମାନେ ମଧ୍ଯ ଗିବିଯୋନକକ୍ସ୍ଟ ଗଲେ। ସମାନେେ ଅବ୍ନର ଏବଂ ଇଶ୍ବୋଶତର କର୍ମଗ୍ଭରୀମାନଙ୍କୁ ଗିବିୟୋନର ଏକ ପୋଖରୀ ପାଖ ରେ ଭୋଟିଲେ। ଯୋୟାବର ଦଳ ପୋଖରୀର ଏକ ପାଶର୍ବ ରେ ବସିଲା ବେଳେ ଅବନରର ଦଳ ପୋଖରୀର ଅନ୍ୟ ପାଶର୍ବ ରେ ବସିଲେ।
14 And Abner said to Joab, Let the young men now arise and make sport before us. And Joab said, Let them arise.ଅବ୍ନର ଯୋୟାବକକ୍ସ୍ଟ କହିଲେ, ୟକ୍ସ୍ଟବକ ସୈନ୍ଯମାନେ ଆମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ପ୍ରତିୟୋଗିତା କରନ୍ତକ୍ସ୍ଟ।
15 And they arose and went over by number, twelve for Benjamin, and for Ishbosheth the son of Saul, and twelve of the servants of David.ତେଣୁ ୟକ୍ସ୍ଟବକ ସୈନ୍ଯମାନେ ଉଠିଲେ, ଦକ୍ସ୍ଟଇ ଦଳ ସମାନଙ୍କେର ସୈନ୍ଯମାନେ ପ୍ରତିୟୋଗିତା ପାଇଁ ଗଣତି ହେଲ। ସମାନେେ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତ୍ ପାଇଁ ପ୍ରତି ଯୋଗିତା କରିବା ପାଇଁ ବିନ୍ଯାମୀନ ବଂଶରକ୍ସ୍ଟ ବାରଜଣଙ୍କକ୍ସ୍ଟ ବାଛିଲେ। ଏବଂ ସମାନେେ ଦାଉଦଙ୍କର କର୍ମଗ୍ଭରୀ ମଧ୍ଯରକ୍ସ୍ଟ ବାରଜଣଙ୍କକ୍ସ୍ଟ ବାଛିଲେ।
16 And they caught every one his fellow by the head, and [thrust] his sword in his fellow's side, and they fell down together. And that place was called Helkath-hazzurim, which is by Gibeon.ପ୍ରେତ୍ୟକକ ସୈନ୍ଯ ଏକ ଆ ରକରେ ମସ୍ତକ ଧରିଲେ ଏବଂ ଏକ ଆ ରକେକକ୍ସ୍ଟ ଖଡ୍ଗ ରେ ଭୂଷିଲେ। ତେଣୁ ସମାନେେ ଏକତ୍ର ପଡିଗଲେ। ତେଣୁ ସହେି ସ୍ଥାନର ନାମ ତିକ୍ଷ୍ମ ଖଡ୍ଗ କ୍ଷେତ୍ର ବୋଲି ଡକାୟାଏ। ସହେି ସ୍ଥାନଟି ଗିବିଯୋନ ରେ ଥିଲା।
17 And the battle that day was very severe; and Abner and the men of Israel were routed before the servants of David.ସହେି ପ୍ରତିୟୋଗିତା ଏକ ଭୟଙ୍କର ୟକ୍ସ୍ଟଦ୍ଧ ରେ ପରିଣତ ହେଲା। ଦାଉଦର ସୈନ୍ଯମାନେ ସଦେିନ ଅବନର ଓ ଇଶ୍ରାୟେଲୀୟମାନଙ୍କୁ ପରାସ୍ତ କଲେ।
18 And there were three sons of Zeruiah there, Joab, and Abishai, and Asahel. Now Asahel was swift of foot, as one of the gazelles that are in the field.ସରକ୍ସ୍ଟଯାର ତିନି ପକ୍ସ୍ଟତ୍ର ଥିଲେ। ସମାନେେ ହେଲ, ଯୋୟାବ, ଅବୀଶଯ ଏବଂ ଅସା ହେଲ୍। ଅସା ହେଲ୍ ଥିଲେ ଜଣେ କ୍ଷିପ୍ର ଧାବକ। ସେ କୃଷ୍ନସାର ମୃଗପରି କ୍ଷିପ୍ର ଗତି ରେ ଦୌଡି ପାରନ୍ତି।
19 And Asahel pursued after Abner; and in going he turned not to the right hand nor to the left from behind Abner.ଅସା ହେଲ ଅବନର ପେଛ ପେଛ ଦୌଡିଗଲା। ଏବଂ ତାଙ୍କ ପେଛ ପେଛ ୟିବା ଆରମ୍ଭ କଲା।
20 Then Abner looked behind him, and said, Art thou Asahel? And he said, I am.ଅବନର ପଛକକ୍ସ୍ଟ ଅନାଇ କହିଲା, ଅସା ହେଲ୍ ଏ କି ତୁମ୍ଭେ?
21 And Abner said to him, Turn thee aside, to thy right hand or to thy left, and lay hold of one of the young men, and take for thyself his armour. But Asahel would not turn aside from following him.ଅସା ହେଲକକ୍ସ୍ଟ ହତ୍ଯା କରିବା ପାଇଁ ଅବନର ଗ୍ଭହକ୍ସ୍ଟଁ ନ ଥିଲେ। ତେଣୁ ଅବନର ଅସା ହେଲକକ୍ସ୍ଟ କହିଲେ, ମାେ ପଛ ରେ ଦୌଡିବା ବନ୍ଦ କର। ତୁମ୍ଭେ ଅନ୍ୟ ଜଣକ ପଛ ରେ ଦୌଡ଼ନ୍ତି, ତାଠାରକ୍ସ୍ଟ ତୁମ୍ଭେ ସହଜ ରେ ସାଂଜକ୍ସ୍ଟ ଛଡାଇ ତକ୍ସ୍ଟମ୍ଭ ପାଇଁ ଆଣିପାରିବ। କିନ୍ତୁ ଅସା ହେଲ ମନା କଲେ ଓ ଅବ୍ନର ପଛ ରେ ଗୋଡ଼ାଇଲେ।
22 And Abner said again to Asahel, Turn thee aside from following me: why should I smite thee to the ground? how then should I hold up my face to Joab thy brother?ଅବ୍ନର ଆଉଥରେ ଅସା ହେଲକକ୍ସ୍ଟ କହିଲେ, ମାେ ପେଛ ଗୋଡ଼ାଇବା ବନ୍ଦ କର ନଚେତ୍ ମୁ ତୁମ୍ଭକୁ ହତ୍ଯା କରିବି। ମୁ ତୁମ୍ଭକୁ ହତ୍ଯା କଲେ ତୁମ୍ଭର ଭାଇ ଯୋୟାବକକ୍ସ୍ଟ କିପରି ମକ୍ସ୍ଟହଁ ଦଖାଇବେି?
23 But he refused to turn aside; therefore Abner with the hinder end of the spear smote him in the belly, so that the spear came out behind him; and he fell down there, and died in the same place. And it came to pass, that as many as came to the place where Asahel fell down and died stood still.କିନ୍ତୁ ଅସା ହେଲ ଅବ୍ନର ପଛ ରେ ଦୌଡିବାରକ୍ସ୍ଟ ବିରତ ହେଲା ନାହିଁ। ତେଣୁ ଅବ୍ନର ବର୍ଚ୍ଛାର ମକ୍ସ୍ଟନ ରେ ତା'ର ପଟେକକ୍ସ୍ଟ ଭୂଷି ଦବୋରକ୍ସ୍ଟ ତାହା ପିଠି ଦଇେ ବାହାରି ଗଲା। ତେଣୁ ସେ ସହେିଠା ରେ ମରିଗଲା।
24 And Joab and Abishai pursued after Abner; and the sun went down when they came to the hill of Ammah, which is before Giah on the way to the wilderness of Gibeon.କିନ୍ତୁ ଯୋୟାବ ଓ ଅବୀଶଯ ଅବନର ପଛ ରେ ଗୋଡ଼ାଇଲେ, ସମାନେେ ଯେତବେେଳେ ଅମା ପର୍ବତ ନିକଟରେ ପହନ୍ଚିଲେ, ସେତବେେଳକେକ୍ସ୍ଟ ସୂର୍ୟ୍ଯାସ୍ତ ହାଇୟୋଇ ଥିଲା। ଗିବିଯୋନ ମରକ୍ସ୍ଟଭୂମିର ପଥ ନିକଟବର୍ତ୍ତି ଗୀଆ ପୂର୍ବରକ୍ସ୍ଟ ଅମା ପର୍ବତ ଉପସ୍ଥିତ।
25 And the children of Benjamin gathered themselves together after Abner, and became one troop, and stood on the top of a hill.ବିନ୍ଯାମୀନର ପରିବାରବର୍ଗ ଅବନର ଚତକ୍ସ୍ଟଃପାଶର୍ବ ରେ ପର୍ବତର ଶିର୍ଷ ରେ ଘରେି ରହିଥିଲେ।
26 And Abner called to Joab, and said, Shall the sword devour for ever? knowest thou not that it will be bitterness in the latter end? and how long shall it be ere thou bid the people return from following their brethren?ଅବ୍ନର ଯୋୟାବକକ୍ସ୍ଟ ଡାକି କହିଲେ, ଆମ୍ଭେ ନିଶ୍ଚିତ ୟକ୍ସ୍ଟଦ୍ଧ କରୁଥିବା ଓ ପରସ୍ପରକକ୍ସ୍ଟ ଚିରଦିନ ହତ୍ଯା କରୁଥିବା କି? ତୁମ୍ଭେ ନିଶ୍ଚିତ ରେ ଜାଣ ଯେ, ଏହା ଦକ୍ସ୍ଟଃଖଦ ପୂର୍ଣ୍ଣ ଶଷେ ହବେ। ତୁମ୍ଭମାନଙ୍କର ଲୋକମାନଙ୍କୁ କକ୍ସ୍ଟହ ସମାନଙ୍କେର ଭାଇମାନଙ୍କ ପଛ ରେ ନ ଗୋଡ଼ାଇବା ପାଇଁ।
27 And Joab said, [As] God liveth, unless thou hadst spoken, surely then in the morning the people had gone up every one from following his brother.ତା'ପରେ ଯୋୟାବ କହିଲା, ତୁମ୍ଭେ ଗୋଟିଏ ଭଲ କଥା କହିଲ, ପରମେଶ୍ବର ଜୀବିତ ଥିବା ପ୍ରମାଣେ, ଯଦି ତୁମ୍ଭେ ଏହାପରି କହି ନଥାନ୍ତ, ଲୋକମାନେ ସମାନଙ୍କେର ନିଜର ଭାଇମାନଙ୍କ ପଛ ରେ ପ୍ରଭାତ ପର୍ୟ୍ଯନ୍ତ ଗୋଡାଉ ଥାନ୍ତେ।
28 And Joab blew the trumpet, and all the people stood still, and pursued after Israel no more, neither did they fight any more.ତେଣୁ ଯୋୟାବ ତୂରୀ ବଜାଇଲେ ଓ ଲୋକମାନେ ଇଶ୍ରାୟେଲୀୟମାନଙ୍କ ପଛ ରେ ଦୌଡିବା ବନ୍ଦ କଲେ। ତା'ପରେ ସମାନେେ ଆଉ ୟକ୍ସ୍ଟଦ୍ଧ କଲେ ନାହିଁ।
29 And Abner and his men walked all that night through the plain, and passed over the Jordan, and went through all Bithron, and they came to Mahanaim.ଅବ୍ନର ଓ ତାଙ୍କର ଲୋକମାନେ ସେ ରାତ୍ରି ତମାମ ୟର୍ଦ୍ଦନ ଉପତ୍ୟକା ଦଇେ ଗମନ କଲେ ଓ ସମାନେେ ୟର୍ଦ୍ଦନ ନଦୀ ପାର ହେଲ ଓ ସମାନେେ ମହନଯିମକକ୍ସ୍ଟ ପହଞ୍ଚିବା ପର୍ୟ୍ଯନ୍ତ ଦିନସାରା ଗମନ କଲେ।
30 And Joab returned from following Abner, and gathered all the people together; and there lacked of David's servants nineteen men, and Asahel.ଯୋୟାବ ପଶ୍ଚାଧାବନ ବନ୍ଦ କରି ଗଣି ଦେଖିଲେ, ଅସା ହେଲକକ୍ସ୍ଟ ମିଶାଇ ଦାଉଦଙ୍କର ସୈନ୍ଯମାନଙ୍କ ମଧ୍ଯରକ୍ସ୍ଟ ଉଣାଇଶ ଜଣ ନାହିଁନ୍ତି।
31 And the servants of David had smitten of Benjamin, and of Abner's men, three hundred and sixty men, who had died.କିନ୍ତୁ ଦାଉଦର ସୈନ୍ଯମାନେ ବିନ୍ଯାମୀନ ପରିବାରରକ୍ସ୍ଟ 360 ଜଣ ଅବନରର ଲୋକମାନଙ୍କୁ ମାରି ଦଇେଥିଲେ।
32 And they took up Asahel, and buried him in the sepulchre of his father, which was in Bethlehem. And Joab and his men went all night, and they came to Hebron at break of day.ଦାଉଦର ସୈନ୍ଯମାନେ ଅସା ହେଲ୍ର ଶରୀରକକ୍ସ୍ଟ ଆଣି ବୈଥଲହମେ ସ୍ଥିତ ତା'ର ପିତାଙ୍କର କବର ରେ କବର ଦେଲେ। ପକ୍ସ୍ଟଣି ଯୋୟାବ ଓ ତା'ର ଲୋକମାନେ ରାତ୍ରିସାରା ପଦଗ୍ଭରଣ କରି ବକ୍ସ୍ଟଲିଲେ।
Oriya Bible