2 Samuel 18

fullscreen6 ଏହିପରି ଦାଉଦଙ୍କର ଲୋକମାନେ ଇଶ୍ରାୟେଲୀୟ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କ୍ଷେତ୍ରକକ୍ସ୍ଟ ଗଲେ ଓ ଇଫ୍ରଯିମ ବଣ ରେ ୟକ୍ସ୍ଟଦ୍ଧ ହେଲା।

fullscreen7 ସଠାେରେ ଇଶ୍ରାୟେଲୀୟ ଲୋକମାନେ ଦାଉଦଙ୍କ ସୈନ୍ଯମାନଙ୍କ ଆଗ ରେ ପରାସ୍ତ ହେଲେ ଓ ସହେିଦିନ ସଠାେରେ ବହକ୍ସ୍ଟତ କ୍ଷତି ହେଲା ଏବଂ 20 ,000 ଲୋକ ସଠାେରେ ମୃତକ୍ସ୍ଟ୍ଯବରଣ କଲେ।

fullscreen8 ଦେଶୟାକ ୟକ୍ସ୍ଟଦ୍ଧ ବ୍ଯାପିଗଲା। ପକ୍ସ୍ଟଣି ସଦେିନ ଖଡ୍ଗଗ୍ରାସ କରିବା ଅପେକ୍ଷା ବନ ରେ ଅଧିକ ଲୋକ ଗ୍ରାସ କଲା।

fullscreen9 ଅବଶା ଲୋମ ଦାଉଦଙ୍କର ଅଧିକାରୀମାନଙ୍କ ସହିତ ଦଖାେ ହେଲା। ସେ ସମୟରେ ଅବଶା ଲୋମ ଖଚର ଉପରେ ଚଢି ଥିଲା। ସେ ଯେତବେେଳେ ଖଚର ରେ ଆରୋହଣ କରୁଥିଲା, ସେ ଖସିୟିବା ପାଇଁ ଗ୍ଭହକ୍ସ୍ଟଁଥିଲା ସମୟରେ ଏକ ବିରାଟ ଆଲୋନ୍ ବୃକ୍ଷ ରେ ତା'ର ମକ୍ସ୍ଟଣ୍ତ ଧକ୍କା ହେଲା ଏବଂ ବାଳଗକ୍ସ୍ଟଡାକ ଗଛ ଡାଳ ରେ ଲାଗି ଭୂମିର ଉପରେ ଝକ୍ସ୍ଟଲି ରହିଲା। ଯେତବେେଳେ ଖଚରଟି ସହେି ବାଟେ ଦୌଡିଥିଲା।

fullscreen10 ସହେି ସମୟରେ ଜଣେ ଲୋକ ତାହା ଦେଖି ଯୋୟାବକକ୍ସ୍ଟ ଜଣାଇ ଦଲୋ, ମୁ ଅବଶା ଲୋମକକ୍ସ୍ଟ ଆଲୋନ ବୃକ୍ଷ ରେ ଟଙ୍ଗା ହାଇେଥିବାର ଦେଖିଲି।

fullscreen11 ଯୋୟାବ ସେ ଲୋକକୁ କହିଲେ, ଦେଖ, ତୁମ୍ଭେ ଏସବୁ ଦେଖିଲ ମାତ୍ର ତୁମ୍ଭେ କାହିଁକି ତାକକ୍ସ୍ଟ ମାରି ଭୂମିରେ ପକାଇ ନ ଦଲେ? ତାହା କରିଥିଲେ ମୁ ତୁମ୍ଭକୁ ଦଶ ଖଣ୍ତ ରୂପା ଓ ଏକ କଟିବନ୍ଧନ ଦଇେଥାନ୍ତି।

fullscreen12 ସେ ଲୋକଟି ଯୋୟାବକକ୍ସ୍ଟ କହିଲା, ମୁ ସେ ରାଜପକ୍ସ୍ଟତ୍ରକକ୍ସ୍ଟ ମାରି ପାରି ନ ଥାନ୍ତି, ମାେତେ ଆପଣ ଯେତେ ଧନ ଦେଲବେି। ବା 1,000 ଖଣ୍ତ ରୂପା ଦେଲେ ମଧ୍ଯ ଏକାର୍ୟ୍ଯ ଅସମ୍ଭବ। କାହିଁକି? କାରଣ ଆମ୍ଭମାନେେ ରାଜାଙ୍କର ଆଦେଶ ତକ୍ସ୍ଟମ୍ଭ ପ୍ରତି, ଅବୀଶଯ ପ୍ରତି ଓ ଇତ୍ତଯ ପ୍ରତି ଶକ୍ସ୍ଟଣିଥିଲକ୍ସ୍ଟ। ରାଜାଙ୍କର ଆଦେଶ ଥିଲା, 'ସାବଧାନ, ଅବଶା ଲୋମକକ୍ସ୍ଟ ଆଘାତ କର ନାହିଁ।'

fullscreen13 ଯଦି ମୁ ଅବଶାଲୋମକକ୍ସ୍ଟ ହତ୍ଯା କରିଥାନ୍ତି, ରାଜା ଏକଥା ଜାଣିଥାନ୍ତେ ଏବଂ ଆପଣ ମାରେ ରକ୍ଷା କରିବାକୁ ଆସି ନଥାନ୍ତେ।

fullscreen14 ଯୋୟାବ କହିଲା, ମୁ ଏଠା ରେ ତକ୍ସ୍ଟମ୍ଭ ସହିତ ସମୟ ନଷ୍ଟ କରି ପାରିବି ନାହିଁ।

fullscreen15 ଯୋୟାବଙ୍କର ଦଶ ଜଣ ୟକ୍ସ୍ଟବା ସୈନିକ ଥିଲେ। ଯେଉଁମାନେ ତାଙ୍କୁ ୟକ୍ସ୍ଟଦ୍ଧ ରେ ସାହାୟ୍ଯ କରୁଥିଲେ। ସହେି ସୈନିକମାନେ ଅବଶା ଲୋମର ଚତକ୍ସ୍ଟପାଶର୍‌ବ ରେ ଏକତ୍ରୀତ ହାଇେ ତାକକ୍ସ୍ଟ ହତ୍ଯା କଲେ।

fullscreen16 ଯୋୟାବ ତୂରୀ ବଜାଇ ଇଶ୍ରାୟେଲୀୟମାନଙ୍କ ପଛ ରେ ନ ଗୋଡ଼ାଇବା ପାଇଁ ନିର୍ଦ୍ଦେଶ ଦେଲେ।

fullscreen17 ତା'ପରେ ଯୋୟାବର ଲୋକମାନେ ଅବଶା ଲୋମର ମୃତ ଶରୀରକକ୍ସ୍ଟ ଆଣିଲେ। ଏବଂ ଜଙ୍ଗଲର ଏକ ଗର୍ତ୍ତ ରେ ଫିଙ୍ଗି ଦେଲେ। ଏବଂ ସେ ଗର୍ତ୍ତକକ୍ସ୍ଟ ପଥର ପକଇେ ପୋତି ଦେଲେ।

fullscreen18 ଅବଶାଲୋମ ବଞ୍ଚିଥିବା ବେଳେ ରାଜାଙ୍କର ଉପତ୍ୟକା ରେ ଏକ ସ୍ତମ୍ଭ ନିର୍ମାଣ କରିଥିଲେ। ସେ କହିଲେ, ମାରେ ନାମକକ୍ସ୍ଟ ଜୀବିତ ରଖିବା ପାଇଁ ମାରେ ପକ୍ସ୍ଟତ୍ର ନାହିଁ। ସେଥିପାଇଁ ସେ ତାଙ୍କର ସ୍ମୃତିଫଳକ ରଖିବା ପାଇଁ ସ୍ଥାପନ କଲେ ଓ ତାଙ୍କ ନିଜ ନାମ ରଖିଲେ। ସହେି ନାମ ଅଦ୍ଯପି ଅବଶା ଲୋମର ସମାଧିସ୍ତକ୍ସ୍ଟପ ରହିଅଛି।

6 So the people went out into the field against Israel: and the battle was in the wood of Ephraim;

7 Where the people of Israel were slain before the servants of David, and there was there a great slaughter that day of twenty thousand men.

8 For the battle was there scattered over the face of all the country: and the wood devoured more people that day than the sword devoured.

9 And Absalom met the servants of David. And Absalom rode upon a mule, and the mule went under the thick boughs of a great oak, and his head caught hold of the oak, and he was taken up between the heaven and the earth; and the mule that was under him went away.

10 And a certain man saw it, and told Joab, and said, Behold, I saw Absalom hanged in an oak.

11 And Joab said unto the man that told him, And, behold, thou sawest him, and why didst thou not smite him there to the ground? and I would have given thee ten shekels of silver, and a girdle.

12 And the man said unto Joab, Though I should receive a thousand shekels of silver in mine hand, yet would I not put forth mine hand against the king’s son: for in our hearing the king charged thee and Abishai and Ittai, saying, Beware that none touch the young man Absalom.

13 Otherwise I should have wrought falsehood against mine own life: for there is no matter hid from the king, and thou thyself wouldest have set thyself against me.

14 Then said Joab, I may not tarry thus with thee. And he took three darts in his hand, and thrust them through the heart of Absalom, while he was yet alive in the midst of the oak.

15 And ten young men that bare Joab’s armour compassed about and smote Absalom, and slew him.

16 And Joab blew the trumpet, and the people returned from pursuing after Israel: for Joab held back the people.

17 And they took Absalom, and cast him into a great pit in the wood, and laid a very great heap of stones upon him: and all Israel fled every one to his tent.

18 Now Absalom in his lifetime had taken and reared up for himself a pillar, which is in the king’s dale: for he said, I have no son to keep my name in remembrance: and he called the pillar after his own name: and it is called unto this day, Absalom’s place.

2 Samuel 18 in Tamil and English

6 ଏହିପରି ଦାଉଦଙ୍କର ଲୋକମାନେ ଇଶ୍ରାୟେଲୀୟ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କ୍ଷେତ୍ରକକ୍ସ୍ଟ ଗଲେ ଓ ଇଫ୍ରଯିମ ବଣ ରେ ୟକ୍ସ୍ଟଦ୍ଧ ହେଲା।
So the people went out into the field against Israel: and the battle was in the wood of Ephraim;

7 ସଠାେରେ ଇଶ୍ରାୟେଲୀୟ ଲୋକମାନେ ଦାଉଦଙ୍କ ସୈନ୍ଯମାନଙ୍କ ଆଗ ରେ ପରାସ୍ତ ହେଲେ ଓ ସହେିଦିନ ସଠାେରେ ବହକ୍ସ୍ଟତ କ୍ଷତି ହେଲା ଏବଂ 20 ,000 ଲୋକ ସଠାେରେ ମୃତକ୍ସ୍ଟ୍ଯବରଣ କଲେ।
Where the people of Israel were slain before the servants of David, and there was there a great slaughter that day of twenty thousand men.

8 ଦେଶୟାକ ୟକ୍ସ୍ଟଦ୍ଧ ବ୍ଯାପିଗଲା। ପକ୍ସ୍ଟଣି ସଦେିନ ଖଡ୍ଗଗ୍ରାସ କରିବା ଅପେକ୍ଷା ବନ ରେ ଅଧିକ ଲୋକ ଗ୍ରାସ କଲା।
For the battle was there scattered over the face of all the country: and the wood devoured more people that day than the sword devoured.

9 ଅବଶା ଲୋମ ଦାଉଦଙ୍କର ଅଧିକାରୀମାନଙ୍କ ସହିତ ଦଖାେ ହେଲା। ସେ ସମୟରେ ଅବଶା ଲୋମ ଖଚର ଉପରେ ଚଢି ଥିଲା। ସେ ଯେତବେେଳେ ଖଚର ରେ ଆରୋହଣ କରୁଥିଲା, ସେ ଖସିୟିବା ପାଇଁ ଗ୍ଭହକ୍ସ୍ଟଁଥିଲା ସମୟରେ ଏକ ବିରାଟ ଆଲୋନ୍ ବୃକ୍ଷ ରେ ତା'ର ମକ୍ସ୍ଟଣ୍ତ ଧକ୍କା ହେଲା ଏବଂ ବାଳଗକ୍ସ୍ଟଡାକ ଗଛ ଡାଳ ରେ ଲାଗି ଭୂମିର ଉପରେ ଝକ୍ସ୍ଟଲି ରହିଲା। ଯେତବେେଳେ ଖଚରଟି ସହେି ବାଟେ ଦୌଡିଥିଲା।
And Absalom met the servants of David. And Absalom rode upon a mule, and the mule went under the thick boughs of a great oak, and his head caught hold of the oak, and he was taken up between the heaven and the earth; and the mule that was under him went away.

10 ସହେି ସମୟରେ ଜଣେ ଲୋକ ତାହା ଦେଖି ଯୋୟାବକକ୍ସ୍ଟ ଜଣାଇ ଦଲୋ, ମୁ ଅବଶା ଲୋମକକ୍ସ୍ଟ ଆଲୋନ ବୃକ୍ଷ ରେ ଟଙ୍ଗା ହାଇେଥିବାର ଦେଖିଲି।
And a certain man saw it, and told Joab, and said, Behold, I saw Absalom hanged in an oak.

11 ଯୋୟାବ ସେ ଲୋକକୁ କହିଲେ, ଦେଖ, ତୁମ୍ଭେ ଏସବୁ ଦେଖିଲ ମାତ୍ର ତୁମ୍ଭେ କାହିଁକି ତାକକ୍ସ୍ଟ ମାରି ଭୂମିରେ ପକାଇ ନ ଦଲେ? ତାହା କରିଥିଲେ ମୁ ତୁମ୍ଭକୁ ଦଶ ଖଣ୍ତ ରୂପା ଓ ଏକ କଟିବନ୍ଧନ ଦଇେଥାନ୍ତି।
And Joab said unto the man that told him, And, behold, thou sawest him, and why didst thou not smite him there to the ground? and I would have given thee ten shekels of silver, and a girdle.

12 ସେ ଲୋକଟି ଯୋୟାବକକ୍ସ୍ଟ କହିଲା, ମୁ ସେ ରାଜପକ୍ସ୍ଟତ୍ରକକ୍ସ୍ଟ ମାରି ପାରି ନ ଥାନ୍ତି, ମାେତେ ଆପଣ ଯେତେ ଧନ ଦେଲବେି। ବା 1,000 ଖଣ୍ତ ରୂପା ଦେଲେ ମଧ୍ଯ ଏକାର୍ୟ୍ଯ ଅସମ୍ଭବ। କାହିଁକି? କାରଣ ଆମ୍ଭମାନେେ ରାଜାଙ୍କର ଆଦେଶ ତକ୍ସ୍ଟମ୍ଭ ପ୍ରତି, ଅବୀଶଯ ପ୍ରତି ଓ ଇତ୍ତଯ ପ୍ରତି ଶକ୍ସ୍ଟଣିଥିଲକ୍ସ୍ଟ। ରାଜାଙ୍କର ଆଦେଶ ଥିଲା, 'ସାବଧାନ, ଅବଶା ଲୋମକକ୍ସ୍ଟ ଆଘାତ କର ନାହିଁ।'
And the man said unto Joab, Though I should receive a thousand shekels of silver in mine hand, yet would I not put forth mine hand against the king’s son: for in our hearing the king charged thee and Abishai and Ittai, saying, Beware that none touch the young man Absalom.

13 ଯଦି ମୁ ଅବଶାଲୋମକକ୍ସ୍ଟ ହତ୍ଯା କରିଥାନ୍ତି, ରାଜା ଏକଥା ଜାଣିଥାନ୍ତେ ଏବଂ ଆପଣ ମାରେ ରକ୍ଷା କରିବାକୁ ଆସି ନଥାନ୍ତେ।
Otherwise I should have wrought falsehood against mine own life: for there is no matter hid from the king, and thou thyself wouldest have set thyself against me.

14 ଯୋୟାବ କହିଲା, ମୁ ଏଠା ରେ ତକ୍ସ୍ଟମ୍ଭ ସହିତ ସମୟ ନଷ୍ଟ କରି ପାରିବି ନାହିଁ।
Then said Joab, I may not tarry thus with thee. And he took three darts in his hand, and thrust them through the heart of Absalom, while he was yet alive in the midst of the oak.

15 ଯୋୟାବଙ୍କର ଦଶ ଜଣ ୟକ୍ସ୍ଟବା ସୈନିକ ଥିଲେ। ଯେଉଁମାନେ ତାଙ୍କୁ ୟକ୍ସ୍ଟଦ୍ଧ ରେ ସାହାୟ୍ଯ କରୁଥିଲେ। ସହେି ସୈନିକମାନେ ଅବଶା ଲୋମର ଚତକ୍ସ୍ଟପାଶର୍‌ବ ରେ ଏକତ୍ରୀତ ହାଇେ ତାକକ୍ସ୍ଟ ହତ୍ଯା କଲେ।
And ten young men that bare Joab’s armour compassed about and smote Absalom, and slew him.

16 ଯୋୟାବ ତୂରୀ ବଜାଇ ଇଶ୍ରାୟେଲୀୟମାନଙ୍କ ପଛ ରେ ନ ଗୋଡ଼ାଇବା ପାଇଁ ନିର୍ଦ୍ଦେଶ ଦେଲେ।
And Joab blew the trumpet, and the people returned from pursuing after Israel: for Joab held back the people.

17 ତା'ପରେ ଯୋୟାବର ଲୋକମାନେ ଅବଶା ଲୋମର ମୃତ ଶରୀରକକ୍ସ୍ଟ ଆଣିଲେ। ଏବଂ ଜଙ୍ଗଲର ଏକ ଗର୍ତ୍ତ ରେ ଫିଙ୍ଗି ଦେଲେ। ଏବଂ ସେ ଗର୍ତ୍ତକକ୍ସ୍ଟ ପଥର ପକଇେ ପୋତି ଦେଲେ।
And they took Absalom, and cast him into a great pit in the wood, and laid a very great heap of stones upon him: and all Israel fled every one to his tent.

18 ଅବଶାଲୋମ ବଞ୍ଚିଥିବା ବେଳେ ରାଜାଙ୍କର ଉପତ୍ୟକା ରେ ଏକ ସ୍ତମ୍ଭ ନିର୍ମାଣ କରିଥିଲେ। ସେ କହିଲେ, ମାରେ ନାମକକ୍ସ୍ଟ ଜୀବିତ ରଖିବା ପାଇଁ ମାରେ ପକ୍ସ୍ଟତ୍ର ନାହିଁ। ସେଥିପାଇଁ ସେ ତାଙ୍କର ସ୍ମୃତିଫଳକ ରଖିବା ପାଇଁ ସ୍ଥାପନ କଲେ ଓ ତାଙ୍କ ନିଜ ନାମ ରଖିଲେ। ସହେି ନାମ ଅଦ୍ଯପି ଅବଶା ଲୋମର ସମାଧିସ୍ତକ୍ସ୍ଟପ ରହିଅଛି।
Now Absalom in his lifetime had taken and reared up for himself a pillar, which is in the king’s dale: for he said, I have no son to keep my name in remembrance: and he called the pillar after his own name: and it is called unto this day, Absalom’s place.