2 Samuel 13
10 ତା'ପରେ ଅମ୍ମାନେ ତାମରକକ୍ସ୍ଟ କହିଲା, ଖାଦ୍ୟ ଦ୍ରବ୍ଯ ଶଯନ ଗୃହକକ୍ସ୍ଟ ଆଣ, ମୁ ତକ୍ସ୍ଟମ୍ଭ ହାତରକ୍ସ୍ଟ ତାହା ଭୋଜନ କରିବି।
11 ତାହାକକ୍ସ୍ଟ ଖକ୍ସ୍ଟଆଇବା ପାଇଁ ତାହା ନିକଟକକ୍ସ୍ଟ ନିଅନ୍ତେ ସେ ତାମରକକ୍ସ୍ଟ ଧରି କହିଲା, ଆସ ମାରେ ଭଉଣୀ ମାେ ପାଖ ରେ ଶଯନ କର।
12 ସେଥି ରେ ସେ ଉତ୍ତର ଦଲୋ, ନା, ନା, ଭାଇ ମାେତେ ଏହା କରିବାକୁ ବାଧ୍ଯ ନକର, କାରଣ ଇଶ୍ରାୟେଲ ମଧିଅରେ ଏପରି କର୍ମ ନିଷଧେ। ଏହିପରି ଭୟଙ୍କର କାର୍ୟ୍ଯ କରନାହିଁ।
13 ଯଦି ତୁମ୍ଭେ ଏହା କର, ମୁ ଲଜ୍ଜାରକ୍ସ୍ଟ କବେେ ମକ୍ସ୍ଟକ୍ତ ହାଇେ ପାରିବି ନାହିଁ। ଏବଂ ଇଶ୍ରାୟେଲ ରେ ତୁମ୍ଭେ ଜଣେ ସାଧାରଣ ଦୋଷୀ ରୂପେ ବିବଚେିତ ହବେ। ଏଣୁ ମୁ ବିନଯ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତକ୍ସ୍ଟମ୍ଭ ପ୍ରତି ମାେତେ ଦବୋ ପାଇଁ ଅସମ୍ମତ ହବେେ ନାହିଁ।
14 ତଥାପି ଅମ୍ ନୋନ ତାହାର କଥା ଶକ୍ସ୍ଟଣିଲା ନାହିଁ। ମାତ୍ର ସେ ତା'ଠାରକ୍ସ୍ଟ ବଳବାନ୍ ହବୋରକ୍ସ୍ଟ ତାହାକକ୍ସ୍ଟ ବଳତ୍କାର କରି ତା' ସଙ୍ଗେ ଶଯନ କଲା।
15 ତା'ପରେ ଅମ୍ମାନେ ତାକକ୍ସ୍ଟ ଅତି ଘୃଣା କଲା, ସେ ତାକକ୍ସ୍ଟ ଯେପରି ପ୍ ରମେ କରିଥିଲା, ତା' ଅପେକ୍ଷା ଅଧିକ ଘୃଣା କଲା। ଏଣୁ ଅମ୍ ନୋନ ତାହାକକ୍ସ୍ଟ କହିଲା, ଉଠ ଏଠାରକ୍ସ୍ଟ ଗ୍ଭଲିୟାଅ।
16 ସେଥି ରେ ସେ କହିଲା, ମାେତେ ଏହିପରି ଅବସ୍ଥା ରେ ଦୂ ରଇେ ଦିଅନାହିଁ। ତୁମ୍ଭେ ମାେ' ପ୍ରତି ବର୍ତ୍ତମାନ ଯାହା କଲ, ତା'ଠାରକ୍ସ୍ଟ ମଧ୍ଯ ଏହା ଅଧିକରୁ ଅଧିକ ମନ୍ଦ ହବେ।
17 ତା'ପରେ ଅମ୍ମାନେ ତା'ର ଦାସକକ୍ସ୍ଟ ଡାକି କହିଲା, ଏହାକକ୍ସ୍ଟ ମାେ ପାଖରକ୍ସ୍ଟ ବାହାର କରିଦିଅ, ଏବଂ କବାଟ ବନ୍ଦ କରିଦିଅ।
18 ତେଣୁ ଅମ୍ ନୋନଙ୍କର ଦାସ ତାକକ୍ସ୍ଟ ଘରକ୍ସ୍ଟ ବାହାର କରି କଟାବ ବନ୍ଦ କରି ଦଲୋ।
19 ଏଥି ରେ ଅମ୍ମାନରେ ଦାସ ତାହାକକ୍ସ୍ଟ ବାହା ରେ ଆଣି ତାହା ପେଛ ପେଛ କବାଟ ଦଇଦେବୋରକ୍ସ୍ଟ ସେ ନିଜର ମକ୍ସ୍ଟଣ୍ତ ରେ ଭସ୍ମ ଦଇେ ତାହା ଦହରେ ଦୀର୍ଘ୍ଯ ଅଙ୍ଗ ରଖାେ ଚିରି ଦଲୋ। ତା'ପରେ ସେ ମକ୍ସ୍ଟଣ୍ତ ରେ ହାତ ଦଇେ କାନ୍ଦି କାନ୍ଦି ସଠାେରକ୍ସ୍ଟ ପ୍ରସ୍ଥାନ କଲା।
20 ତକ୍ସ୍ଟମ୍ଭ ସହିତ ତୁମ୍ଭର ଭାଇ ଅମ୍ ନୋନ ଅଛି କି? ସେ ତୁମ୍ଭକୁ ଆଘାତ କଲା କି? ଭଉଣୀ, ଏବେ ତକ୍ସ୍ଟନି ହକ୍ସ୍ଟଅ, ସେ ତୁମ୍ଭର ଭାଇ, ଏ ବିଷଯ ରେ ଚିନ୍ତା କରି ବ୍ଯତିବ୍ଯସ୍ତ ହକ୍ସ୍ଟଅ ନାହିଁ। ଏହାପରେ ସେ ନିଜର ସହୋଦର ଅବଶା ଲୋମର ଗୃହ ରେ ରହିଲା। ଏବଂ ସେ କିଛି କହିଲା ନାହିଁ। ସେ ସଠାେରେ ବାସ କଲା ଓ ଏକାକି ଥିଲା ଓ ଉଦାସ ଥିଲା।
21 ମାତ୍ର ରାଜା ଦାଉଦ ଏହିସବୁ କଥା ଶକ୍ସ୍ଟଣି ଅତ୍ଯନ୍ତ କ୍ରୁଦ୍ଧ ହେଲ।
22 ଅବଶାଲୋମ ଅମ୍ମାନେକକ୍ସ୍ଟ ଭଲ କି ମନ୍ଦ କିଛି କହିଲା ନାହିଁ। କାରଣ ତାହାର ଭଉଣୀ ତାମରକକ୍ସ୍ଟ ବଳାତ୍କାର କରିବାରକ୍ସ୍ଟ ଅବଶା ଲୋମ ଅମ୍ ନୋନକକ୍ସ୍ଟ ଘୃଣା କଲା।
10 And Amnon said unto Tamar, Bring the meat into the chamber, that I may eat of thine hand. And Tamar took the cakes which she had made, and brought them into the chamber to Amnon her brother.
11 And when she had brought them unto him to eat, he took hold of her, and said unto her, Come lie with me, my sister.
12 And she answered him, Nay, my brother, do not force me; for no such thing ought to be done in Israel: do not thou this folly.
13 And I, whither shall I cause my shame to go? and as for thee, thou shalt be as one of the fools in Israel. Now therefore, I pray thee, speak unto the king; for he will not withhold me from thee.
14 Howbeit he would not hearken unto her voice: but, being stronger than she, forced her, and lay with her.
15 Then Amnon hated her exceedingly; so that the hatred wherewith he hated her was greater than the love wherewith he had loved her. And Amnon said unto her, Arise, be gone.
16 And she said unto him, There is no cause: this evil in sending me away is greater than the other that thou didst unto me. But he would not hearken unto her.
17 Then he called his servant that ministered unto him, and said, Put now this woman out from me, and bolt the door after her.
18 And she had a garment of divers colours upon her: for with such robes were the king’s daughters that were virgins apparelled. Then his servant brought her out, and bolted the door after her.
19 And Tamar put ashes on her head, and rent her garment of divers colours that was on her, and laid her hand on her head, and went on crying.
20 And Absalom her brother said unto her, Hath Amnon thy brother been with thee? but hold now thy peace, my sister: he is thy brother; regard not this thing. So Tamar remained desolate in her brother Absalom’s house.
21 But when king David heard of all these things, he was very wroth.
22 And Absalom spake unto his brother Amnon neither good nor bad: for Absalom hated Amnon, because he had forced his sister Tamar.
2 Samuel 13 in Tamil and English
10 ତା'ପରେ ଅମ୍ମାନେ ତାମରକକ୍ସ୍ଟ କହିଲା, ଖାଦ୍ୟ ଦ୍ରବ୍ଯ ଶଯନ ଗୃହକକ୍ସ୍ଟ ଆଣ, ମୁ ତକ୍ସ୍ଟମ୍ଭ ହାତରକ୍ସ୍ଟ ତାହା ଭୋଜନ କରିବି।
And Amnon said unto Tamar, Bring the meat into the chamber, that I may eat of thine hand. And Tamar took the cakes which she had made, and brought them into the chamber to Amnon her brother.
11 ତାହାକକ୍ସ୍ଟ ଖକ୍ସ୍ଟଆଇବା ପାଇଁ ତାହା ନିକଟକକ୍ସ୍ଟ ନିଅନ୍ତେ ସେ ତାମରକକ୍ସ୍ଟ ଧରି କହିଲା, ଆସ ମାରେ ଭଉଣୀ ମାେ ପାଖ ରେ ଶଯନ କର।
And when she had brought them unto him to eat, he took hold of her, and said unto her, Come lie with me, my sister.
12 ସେଥି ରେ ସେ ଉତ୍ତର ଦଲୋ, ନା, ନା, ଭାଇ ମାେତେ ଏହା କରିବାକୁ ବାଧ୍ଯ ନକର, କାରଣ ଇଶ୍ରାୟେଲ ମଧିଅରେ ଏପରି କର୍ମ ନିଷଧେ। ଏହିପରି ଭୟଙ୍କର କାର୍ୟ୍ଯ କରନାହିଁ।
And she answered him, Nay, my brother, do not force me; for no such thing ought to be done in Israel: do not thou this folly.
13 ଯଦି ତୁମ୍ଭେ ଏହା କର, ମୁ ଲଜ୍ଜାରକ୍ସ୍ଟ କବେେ ମକ୍ସ୍ଟକ୍ତ ହାଇେ ପାରିବି ନାହିଁ। ଏବଂ ଇଶ୍ରାୟେଲ ରେ ତୁମ୍ଭେ ଜଣେ ସାଧାରଣ ଦୋଷୀ ରୂପେ ବିବଚେିତ ହବେ। ଏଣୁ ମୁ ବିନଯ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତକ୍ସ୍ଟମ୍ଭ ପ୍ରତି ମାେତେ ଦବୋ ପାଇଁ ଅସମ୍ମତ ହବେେ ନାହିଁ।
And I, whither shall I cause my shame to go? and as for thee, thou shalt be as one of the fools in Israel. Now therefore, I pray thee, speak unto the king; for he will not withhold me from thee.
14 ତଥାପି ଅମ୍ ନୋନ ତାହାର କଥା ଶକ୍ସ୍ଟଣିଲା ନାହିଁ। ମାତ୍ର ସେ ତା'ଠାରକ୍ସ୍ଟ ବଳବାନ୍ ହବୋରକ୍ସ୍ଟ ତାହାକକ୍ସ୍ଟ ବଳତ୍କାର କରି ତା' ସଙ୍ଗେ ଶଯନ କଲା।
Howbeit he would not hearken unto her voice: but, being stronger than she, forced her, and lay with her.
15 ତା'ପରେ ଅମ୍ମାନେ ତାକକ୍ସ୍ଟ ଅତି ଘୃଣା କଲା, ସେ ତାକକ୍ସ୍ଟ ଯେପରି ପ୍ ରମେ କରିଥିଲା, ତା' ଅପେକ୍ଷା ଅଧିକ ଘୃଣା କଲା। ଏଣୁ ଅମ୍ ନୋନ ତାହାକକ୍ସ୍ଟ କହିଲା, ଉଠ ଏଠାରକ୍ସ୍ଟ ଗ୍ଭଲିୟାଅ।
Then Amnon hated her exceedingly; so that the hatred wherewith he hated her was greater than the love wherewith he had loved her. And Amnon said unto her, Arise, be gone.
16 ସେଥି ରେ ସେ କହିଲା, ମାେତେ ଏହିପରି ଅବସ୍ଥା ରେ ଦୂ ରଇେ ଦିଅନାହିଁ। ତୁମ୍ଭେ ମାେ' ପ୍ରତି ବର୍ତ୍ତମାନ ଯାହା କଲ, ତା'ଠାରକ୍ସ୍ଟ ମଧ୍ଯ ଏହା ଅଧିକରୁ ଅଧିକ ମନ୍ଦ ହବେ।
And she said unto him, There is no cause: this evil in sending me away is greater than the other that thou didst unto me. But he would not hearken unto her.
17 ତା'ପରେ ଅମ୍ମାନେ ତା'ର ଦାସକକ୍ସ୍ଟ ଡାକି କହିଲା, ଏହାକକ୍ସ୍ଟ ମାେ ପାଖରକ୍ସ୍ଟ ବାହାର କରିଦିଅ, ଏବଂ କବାଟ ବନ୍ଦ କରିଦିଅ।
Then he called his servant that ministered unto him, and said, Put now this woman out from me, and bolt the door after her.
18 ତେଣୁ ଅମ୍ ନୋନଙ୍କର ଦାସ ତାକକ୍ସ୍ଟ ଘରକ୍ସ୍ଟ ବାହାର କରି କଟାବ ବନ୍ଦ କରି ଦଲୋ।
And she had a garment of divers colours upon her: for with such robes were the king’s daughters that were virgins apparelled. Then his servant brought her out, and bolted the door after her.
19 ଏଥି ରେ ଅମ୍ମାନରେ ଦାସ ତାହାକକ୍ସ୍ଟ ବାହା ରେ ଆଣି ତାହା ପେଛ ପେଛ କବାଟ ଦଇଦେବୋରକ୍ସ୍ଟ ସେ ନିଜର ମକ୍ସ୍ଟଣ୍ତ ରେ ଭସ୍ମ ଦଇେ ତାହା ଦହରେ ଦୀର୍ଘ୍ଯ ଅଙ୍ଗ ରଖାେ ଚିରି ଦଲୋ। ତା'ପରେ ସେ ମକ୍ସ୍ଟଣ୍ତ ରେ ହାତ ଦଇେ କାନ୍ଦି କାନ୍ଦି ସଠାେରକ୍ସ୍ଟ ପ୍ରସ୍ଥାନ କଲା।
And Tamar put ashes on her head, and rent her garment of divers colours that was on her, and laid her hand on her head, and went on crying.
20 ତକ୍ସ୍ଟମ୍ଭ ସହିତ ତୁମ୍ଭର ଭାଇ ଅମ୍ ନୋନ ଅଛି କି? ସେ ତୁମ୍ଭକୁ ଆଘାତ କଲା କି? ଭଉଣୀ, ଏବେ ତକ୍ସ୍ଟନି ହକ୍ସ୍ଟଅ, ସେ ତୁମ୍ଭର ଭାଇ, ଏ ବିଷଯ ରେ ଚିନ୍ତା କରି ବ୍ଯତିବ୍ଯସ୍ତ ହକ୍ସ୍ଟଅ ନାହିଁ। ଏହାପରେ ସେ ନିଜର ସହୋଦର ଅବଶା ଲୋମର ଗୃହ ରେ ରହିଲା। ଏବଂ ସେ କିଛି କହିଲା ନାହିଁ। ସେ ସଠାେରେ ବାସ କଲା ଓ ଏକାକି ଥିଲା ଓ ଉଦାସ ଥିଲା।
And Absalom her brother said unto her, Hath Amnon thy brother been with thee? but hold now thy peace, my sister: he is thy brother; regard not this thing. So Tamar remained desolate in her brother Absalom’s house.
21 ମାତ୍ର ରାଜା ଦାଉଦ ଏହିସବୁ କଥା ଶକ୍ସ୍ଟଣି ଅତ୍ଯନ୍ତ କ୍ରୁଦ୍ଧ ହେଲ।
But when king David heard of all these things, he was very wroth.
22 ଅବଶାଲୋମ ଅମ୍ମାନେକକ୍ସ୍ଟ ଭଲ କି ମନ୍ଦ କିଛି କହିଲା ନାହିଁ। କାରଣ ତାହାର ଭଉଣୀ ତାମରକକ୍ସ୍ଟ ବଳାତ୍କାର କରିବାରକ୍ସ୍ଟ ଅବଶା ଲୋମ ଅମ୍ ନୋନକକ୍ସ୍ଟ ଘୃଣା କଲା।
And Absalom spake unto his brother Amnon neither good nor bad: for Absalom hated Amnon, because he had forced his sister Tamar.