2 Kings 8

fullscreen7 ଇଲୀଶାୟ ଦମ୍ମେଶକରେ ପହନ୍ଚିଲେ। ଏହି ସମୟରେ ଅରାମର ରାଜା ବିନ୍ହଦଦ୍ ପୀଡିତ ଥିଲେ। ଜଣେ ଲୋକ ବିନ୍ହଦଦ୍କୁ କହିଲା, ପରମେଶ୍ବରଙ୍କ ଲୋକ ସେ ସ୍ଥାନକୁ ଆସିଛନ୍ତି ବୋଲି ତାଙ୍କୁ ସମ୍ବାଦ ଦିଆଗଲା।

fullscreen8 ତତ୍ପରେ ରାଜା ବିନ୍ହଦଦ୍ ହସାଯଲକେୁ କହିଲେ, ଏହି ଉପହାର ନଇେ ପରମେଶ୍ବର ଲୋକଙ୍କୁ ସାକ୍ଷାତ କର ଓ ମୁଁ ଏହି ପୀଡାରୁ ମୁକ୍ତ ହବେି କି ନାହିଁ, ଏହି କଥା ତାଙ୍କ ଦ୍ବାରା ସଦାପ୍ରଭୁଙ୍କୁ ପଗ୍ଭର।

fullscreen9 ତେଣୁ ହସାଯଲେ ଇଲୀଶାୟଙ୍କୁ ସାକ୍ଷାତ କରିବାକୁ ଗଲେ। ଦମ୍ମେଶକର ସମସ୍ତ ଉତ୍ତମ ପଦାର୍ଥ ଉପହାର ସ୍ବରୂପ ଗ୍ଭଳିଶଟି ଓଟ ଦ୍ବାରା ନଇେ ତାଙ୍କ ସମ୍ମୁଖ ରେ ଉଭା ହାଇେ କହିଲେ, ଆପଣଙ୍କ ପୁତ୍ର ବିନ୍ହଦଦ୍ ଅରାମର ରାଜା ଆପଣଙ୍କ ନିକଟକୁ ମାେତେ ପଠାଇଛନ୍ତି, ସେ ଜାଣିବାକୁ ଇଚ୍ଛା କରୁଛି, ମୁଁ କ'ଣ ଅସୁସ୍ଥତାଠାରୁ ଆରୋଗ୍ୟଲାଭ ହବେି କି?

fullscreen10 ତହିଁରେ ଇଲୀଶାୟ କହିଲେ, ୟାଅ, ବିନ୍ହଦଦ୍କୁ କୁହ, 'ତୁମ୍ଭେ ଅବଶ୍ଯ ବଞ୍ଚିବ।' କିନ୍ତୁ ପ୍ରକୃତ ରେ ସଦାପ୍ରଭୁ ମାେତେ କହିଛନ୍ତି ଯେ, ' ସେ ଅବଶ୍ଯ ମରିବ।'

7 And Elisha came to Damascus; and Ben-hadad the king of Syria was sick; and it was told him, saying, The man of God is come hither.

8 And the king said unto Hazael, Take a present in thine hand, and go, meet the man of God, and inquire of the Lord by him, saying, Shall I recover of this disease?

9 So Hazael went to meet him, and took a present with him, even of every good thing of Damascus, forty camels’ burden, and came and stood before him, and said, Thy son Ben-hadad king of Syria hath sent me to thee, saying, Shall I recover of this disease?

10 And Elisha said unto him, Go, say unto him, Thou mayest certainly recover: howbeit the Lord hath shewed me that he shall surely die.

2 Kings 8 in Tamil and English

7 ଇଲୀଶାୟ ଦମ୍ମେଶକରେ ପହନ୍ଚିଲେ। ଏହି ସମୟରେ ଅରାମର ରାଜା ବିନ୍ହଦଦ୍ ପୀଡିତ ଥିଲେ। ଜଣେ ଲୋକ ବିନ୍ହଦଦ୍କୁ କହିଲା, ପରମେଶ୍ବରଙ୍କ ଲୋକ ସେ ସ୍ଥାନକୁ ଆସିଛନ୍ତି ବୋଲି ତାଙ୍କୁ ସମ୍ବାଦ ଦିଆଗଲା।
And Elisha came to Damascus; and Ben-hadad the king of Syria was sick; and it was told him, saying, The man of God is come hither.

8 ତତ୍ପରେ ରାଜା ବିନ୍ହଦଦ୍ ହସାଯଲକେୁ କହିଲେ, ଏହି ଉପହାର ନଇେ ପରମେଶ୍ବର ଲୋକଙ୍କୁ ସାକ୍ଷାତ କର ଓ ମୁଁ ଏହି ପୀଡାରୁ ମୁକ୍ତ ହବେି କି ନାହିଁ, ଏହି କଥା ତାଙ୍କ ଦ୍ବାରା ସଦାପ୍ରଭୁଙ୍କୁ ପଗ୍ଭର।
And the king said unto Hazael, Take a present in thine hand, and go, meet the man of God, and inquire of the Lord by him, saying, Shall I recover of this disease?

9 ତେଣୁ ହସାଯଲେ ଇଲୀଶାୟଙ୍କୁ ସାକ୍ଷାତ କରିବାକୁ ଗଲେ। ଦମ୍ମେଶକର ସମସ୍ତ ଉତ୍ତମ ପଦାର୍ଥ ଉପହାର ସ୍ବରୂପ ଗ୍ଭଳିଶଟି ଓଟ ଦ୍ବାରା ନଇେ ତାଙ୍କ ସମ୍ମୁଖ ରେ ଉଭା ହାଇେ କହିଲେ, ଆପଣଙ୍କ ପୁତ୍ର ବିନ୍ହଦଦ୍ ଅରାମର ରାଜା ଆପଣଙ୍କ ନିକଟକୁ ମାେତେ ପଠାଇଛନ୍ତି, ସେ ଜାଣିବାକୁ ଇଚ୍ଛା କରୁଛି, ମୁଁ କ'ଣ ଅସୁସ୍ଥତାଠାରୁ ଆରୋଗ୍ୟଲାଭ ହବେି କି?
So Hazael went to meet him, and took a present with him, even of every good thing of Damascus, forty camels’ burden, and came and stood before him, and said, Thy son Ben-hadad king of Syria hath sent me to thee, saying, Shall I recover of this disease?

10 ତହିଁରେ ଇଲୀଶାୟ କହିଲେ, ୟାଅ, ବିନ୍ହଦଦ୍କୁ କୁହ, 'ତୁମ୍ଭେ ଅବଶ୍ଯ ବଞ୍ଚିବ।' କିନ୍ତୁ ପ୍ରକୃତ ରେ ସଦାପ୍ରଭୁ ମାେତେ କହିଛନ୍ତି ଯେ, ' ସେ ଅବଶ୍ଯ ମରିବ।'
And Elisha said unto him, Go, say unto him, Thou mayest certainly recover: howbeit the Lord hath shewed me that he shall surely die.